Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ମେଷ ରାଶି ବ୍ୟକ୍ତି ବିଶେଷଙ୍କ କିଛି ଗୁ-ପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ମେଷ ରାଶିର ବ୍ୟକ୍ତିଙ୍କ ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ କିଛି ଅଦ୍ଭୁତ କଥା ବିଷୟରେ। ସମ୍ପୂର୍ଣ୍ଣ ଜୀବନଶୈଳୀ ଯେପରିକି ଚରିତ୍ର, ସ୍ଵଭାବ , ଖାଦ୍ୟରୁଚି, କର୍ମକ୍ଷେତ୍ର, ଶିକ୍ଷା, କ୍ୟାରିୟର, ପ୍ରେମ ଜୀବନ ଏବଂ ଆ-ୟୁଷକା-ଳ ଏମିତି ଅନେକ କିଛି ବିଷୟ ବସ୍ତୁ ଉପରେ ଆଲୋଚନା କରିବା।

ବନ୍ଧୁଗଣ ମେଷ ରାଶି ସାଧାରଣତଃ ତିନି ଭାଗରେ ବିଭକ୍ତ ହୋଇଥାଏ କଥା ୧/୧ ଅଶ୍ଵିନୀ ନକ୍ଷତ୍ର ମେଷ ରାଶି । ଏମାନେ ହେଉଛନ୍ତି ଦେବଗଣ ଓ ଧର୍ମପରାୟଣ ଭକ୍ତି ପ୍ରିୟ ଅଟନ୍ତି। ଏମାନେ ମହାତ୍ମା, ଦାନୀ, ବଳଶାଳୀ , ଅଳ୍ପ ଆହାର, ଅତ୍ୟନ୍ତ ପଣ୍ଡିତ, ଧାର୍ମିକ ଏବଂ ନି-ୟ-ମର ବଶବର୍ତ୍ତୀ ହୋଇ ସମସ୍ତ କାର୍ଯ୍ୟ କରିଥାନ୍ତି।

୨/୧ ଦ୍ଵିଜା ନକ୍ଷତ୍ର ମେଷ ରାଶି, ଏମାନେ ହେଉଛନ୍ତି ଦାନବ ଗଣ । ଏମାନେ ରାଜସିକ ଭକ୍ତିରେ ପ୍ରିୟ ହୋଇଥାନ୍ତି। ଏମାନେ ମାନୀ, ଧାର୍ମିକ, ବିସ୍ତୃତ ନାମା, ଲକ୍ଷ୍ୟ ଭେଦା ଏବଂ ପଡେ଼ାଶୀଙ୍କର ପ୍ରିୟ ହୋଇଥାନ୍ତି।

୩/୧ କୁର୍ତ୍ତିକା ନକ୍ଷତ୍ର ମେଷ ରାଶି। ଏମାନେ ହେଉଛନ୍ତି ଦାନବ ଗଣ। ଏମାନେ ନାନାଦି ଦେବତାଙ୍କ ଠାରେ ଭକ୍ତି, ଉନ୍ମକ୍ତ, ବାହନ ପ୍ରିୟ,ଖରାପ ଲୋକଙ୍କ ସହିତ ମିଳାମିଶା କରିବା ଏମାନଙ୍କର ଅଭ୍ୟାସ ହୋଇଥାଏ। ମେଷ ରାଶିର ଲୋକଙ୍କର ମନ୍ଦ ଅଭ୍ୟାସ ହେଉଛି ପରିବେଶ ସହିତ ତାଳ ନଦେବା, ଭଲମନ୍ଦ ବିଚାର ନକରି ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରିବାରେ ଆଗ୍ରହୀ ହୋଇଥାନ୍ତି। ମେଷ ରାଶି ବ୍ୟକ୍ତି ବିଶେଷଙ୍କ ରୋଗ ହେଉଛି ଜ୍ଵର, କଫ, ଉଚ୍ଚ ସ୍ଥାନରୁ ପଡ଼ିବା, ଅସ୍ତ୍ରଶସ୍ତ୍ରରେ ଆଘା-ତ ପାଇବା। ଚର୍ମରୋଗ ଯଥା ବଥ, କାଛୁ କୁଣ୍ଡିଆ ଇତ୍ୟାଦି ଚର୍ମ ରୋଗ ହୋଇଥାଏ। ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଜୀବିକା ହେଉଛି ଲୁହା, କୋଇଲା, କାଗଜ, ଛପା ଖାନା , ଯୁ-ଦ୍ଧ ବିବା-ଦୀୟ କର୍ମଚାରୀ, ଡାକ୍ତର , ପୋ-ଲିସ, କଳକାରଖାନା, କଳ କବଜା, ଯନ୍ତ୍ରପାତି ସମ୍ବନ୍ଧୀୟ କାର୍ଯ୍ୟ, ଖେଳ ଉପକରଣ ବିକ୍ରେତା ଇତ୍ୟାଦି ବ୍ୟବସାୟ କରିଥାଆନ୍ତି। ମେଷ ରାଶି ବ୍ୟକ୍ତିଙ୍କ କର୍ତ୍ତବ୍ୟ ପଥରେ ନିଶ୍ଚିତ ଭାବରେ ଅଦେଖ ଅଲେଖା ହି-ତକା-ର୍ଯ୍ୟ କଲାପରି ଆପଣ ଜାଣି ପାରିବେ ଜନ୍ମଭୂମି ଠାରୁ ଦୂରରେ ରହି କାର୍ଯ୍ୟ କରିବା ପ୍ରାୟତଃ ଆପଣଙ୍କର ଜୀବନରେ ସଦାସର୍ବଦା ଘଟିଥାଏ।

Google

ଏମାନେ ଦେବୀ ଦେବତାଙ୍କ ଉପାସନାରେ ବିଶେଷ ରୁଚି ରଖିଥାନ୍ତି। ଆପଣ ସ୍ଵୟଂ ଏକ ଭବିଷ୍ୟତ ସ୍ରଷ୍ଟା ସୁଯୋଗ ଦେଖି ଶୁଭ ଏବଂ ଅଶୁଭ ର ଫଳ ଜାଣି ପାରିଥାନ୍ତି ଏବଂ ସତର୍କତାର ସହିତ ସେଥିରୁ ମୁକ୍ତି ପାଇ ପାରିଥାନ୍ତି। ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ମଙ୍ଗଳ। ମଙ୍ଗଳଙ୍କ ଶୁଭ ଦୃଷ୍ଟି ହେତୁ ଆପଣଙ୍କର ଅତିକଷ୍ଟ ଦୁର୍ଘଟଣାରୁ ଆପଣ ବଞ୍ଚିତ ହୋଇଥାନ୍ତି। ମୃ-ତ୍ୟୁଗତ ଦୁର୍ଘ-ଟଣାରୁ ଆପଣ ବଞ୍ଚିତ ହୋଇଥାନ୍ତି। ଅଶୁଭ ତାରିଖ ପ୍ରତ୍ୟେକ ମାସର ୧,୬,୧୧,୨୧ ଏବଂ ଏହି ତାରିଖ ଆପଣଙ୍କ ପାଇଁ ଅଶୁଭ ଅଟେ। ଶୁକ୍ରବାର ଏବଂ ରବିବାର ଦିନ ଆପଣଙ୍କ ପାଇଁ କ୍ଷତିକାରକ ଅଟେ।କର୍କଟ, ବିଛା ଏବଂ ମୀନ ଏହି ତିନି ରାଶିର ବ୍ୟକ୍ତି ବିଶେଷ ଆପଣଙ୍କ ପାଇଁ ଅଶୁଭ ଅଟନ୍ତି। କଳା ରଙ୍ଗ ବସ୍ତ୍ର ଏବଂ କଳା ରଙ୍ଗ ବସ୍ତୁ ଆପଣଙ୍କ ପାଇଁ ଅଶୁଭ ଅଟେ। ଆପଣଙ୍କ ଜୀବନରେ ବହୁତ ପ୍ରକାରର ଝଡଝଂଜା, ଉତ୍ଥାନ ପତନ ଲାଗି ରହିଥାଏ। ଜୀବନରେ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଚିନ୍ତା କରିବା ଆବଶ୍ୟକ। ସବୁ ଲୋକ ଆପଣଙ୍କୁ ଯେକୌଣସି ମାତ୍ରାରେ ସାହାଯ୍ୟ କରିବେ। କେହି ବିଶ୍ବାସଘାତକତା କରି ପାରନ୍ତି, ଏଣୁ ସତର୍କ ହୋଇ ରୁହନ୍ତୁ। ପୂର୍ବ ଏବଂ ଦକ୍ଷିଣ ଦିଗ ଆପଣଙ୍କ ପାଇଁ ମଙ୍ଗଳଦାୟକ ଅଟେ। ଜୀବନରେ ଯେତେ ମଧ୍ୟ ଦୁଃଖ ଆସୁ ନା କାହିଁକି ଜୀବନର ଶେଷ ସମୟ ଆଡକୁ ନିଶ୍ଚିତ ରୂପରେ ସୁଖ ମିଳିଥାଏ। ବାଲ୍ୟାବସ୍ଥା ପାଞ୍ଚ ବର୍ଷ ପାଇଁ କ୍ଷତିକାରକ ହୋଇଥାଏ। ବିବାହ ଯୋଗ ୨୧,୨୩ ଏବଂ ୨୪, ୨୮ ବର୍ଷ ବୟସ ରେ ବିବାହର ପ୍ରସ୍ତାବ ଆସିପାରେ। ଲାଭ ୬,୧୩,୨୮,୪୨, ୫୬, ୬୧ ବର୍ଷ ପର୍ଯ୍ୟନ୍ତ ବହୁତ ପ୍ରକାରର ଲାଭ ମିଳିବ। ସବୁ ଦିଗରୁ ବହୁତ ପ୍ରକାରର ଲାଭ ମିଳିଥାଏ। ବ୍ୟବସାୟରେ ସଫଳତା, ଚାକିରିରେ ପଦୋନ୍ନତୀ, ବାହନ ପ୍ରାପ୍ତି, ନୂତନ ଗୃହ ନିର୍ମାଣ, ଏହିସବୁ ଭଲମନ୍ଦ କାର୍ଯ୍ୟ ହୋଇଥାଏ। କ୍ଷତିକାରକ ୧୪,୧୮, ୨୨, ୫୫, ୬୨ ବର୍ଷରେ କ୍ଷତିକାରକ ହୋଇଥାଏ। ଅଶୁଭ ଫଳ ନାନାଦି ଦୁଃଖକଷ୍ଟ, ଅଯଥା କଳହ, ଶତ୍ରୁ ବୃଦ୍ଧି, ମକଦ୍ଦମା, ଦୁଃଖଦାୟକ ଦୁ-ର୍ଘଟଣା ଦେଖା ଦେଇଥାଏ। ମଧ୍ୟମ ୨୩, ୨୬,୩୮, ୬୨ ବର୍ଷ ପର୍ଯ୍ୟନ୍ତ ସମାନ ଭାଗ୍ୟ ହୋଇଥାଏ। ଗୃହରେ ଆନନ୍ଦ ଦେଖା ଦେଇଥାଏ, ବିବାହ ଉତ୍ସବ ହୋଇଥାଏ, ସମ୍ପତ୍ତି ବୃଦ୍ଧି ହୋଇଥାଏ, ଜମିବାଡ଼ି କିଣାକିଣି ହୋଇଥାଏ, କର୍ମରେ ଉଚ୍ଚ ପଦବୀ ପ୍ରାପ୍ତ ହୋଇଥାଏ। ସ୍ତ୍ରୀ ଏବଂ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ, ଧନଲାଭ ହୋଇଥାଏ। ଆପଣଙ୍କ ଗ୍ରହର ଶାନ୍ତି ମନ୍ତ୍ର ହେଉଛି ଓଁ କ୍ଳିଂ ଶ୍ରିଂ ଲକ୍ଷ୍ମୀନାରାୟଣ ନମଃ। ଆପଣଙ୍କ ପାଇଁ ଶୁଭ ସଂଖ୍ୟା ୬ ଓ ୯। ଶୁଭ ଫଳ – କନ୍ୟା ରାଶି ଏବଂ ମୀନ ରାଶି ଉତ୍ତମ ରାଜା ଦେଇଥାନ୍ତି। ଶୁଭ ରଙ୍ଗ ଲାଲ ଏବଂ ହଳଦୀ ରଙ୍ଗ। ଗ୍ରହ ଶାନ୍ତି ପାଇଁ ଆପଣ ତମ୍ବା ମୁଦି ମଙ୍ଗଳବାର ଦିନ ପୂଜାକରି ପିନ୍ଧିଲେ ମଙ୍ଗଳକାରୀ ହୋଇଥାଏ। ହରିବଂଶ ପୁରାଣ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ଆପଣଙ୍କ ପାଇଁ ଶୁଭ ନମ୍ବର ହେଉଛି ୩,୬ ଏବଂ ୭। ମେଷ ରାଶିର ରିଷ୍ଟ ବା ଘାଟି ୧,୪, ୫,୧୦,୧୬,୨୨,୨୬, ୪୪,୫୨,୬୨,୭୨ ଏହିସବୁ ବୟସରେ ବି-ପଦ ରହିଥାଏ। ଅନ୍ୟତ୍ର ବର୍ଷ ୯ ବର୍ଷ ୭ ମାସରେ ଚୋର, ୧୧ ବର୍ଷ ୪ ମାସରେ ଦୁର୍ଘ-ଟଣା, ୧୫ ବର୍ଷ ୨ ମାସରେ ଶରୀର ଅସୁସ୍ଥ ଏବଂ ବାତ ପୀଡ଼ା, ୧୮ ବର୍ଷ ୧୧ ମାସରେ ଜ୍ଵର ଏବଂ କଫ ହୋଇଥାଏ, ୨୭ ବର୍ଷ ୭ ମାସରେ ପୀତ ରୋଗ, ୩୩ ବର୍ଷ ୨ ମାସରେ ଜ୍ଵର ଏବଂ ପେଟ ରୋଗ ହୋଇଥାଏ, ୪୮ ବର୍ଷ ୯ ମାସରେ ଶତ୍ରୁ ଭୟ, ୫୮ ବର୍ଷ ୩ ମାସରେ ଶନିପାତ ଜ୍ଵର ହୋଇଥାଏ। ଏଥିରୁ ବର୍ତ୍ତିଗଲେ ୭୨ ବର୍ଷ ଦ୍ଵିତୀୟ ମାସ କାର୍ତ୍ତିକ କୃଷ୍ଣ ପକ୍ଷ ଦ୍ୱାଦଶୀ ବୁଧବାର ସପ୍ତମିସା ନକ୍ଷତ୍ର କୁମ୍ଭ ରାଶିରେ ଦିନ ୧୮ ଦଣ୍ଡରେ ମୃ-ତ୍ୟୁ ଯୋଗ ରହିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *