Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ମାନେ ଭୁଲରେ ମଧ୍ୟ ଏହି ପରିବା କାଟନ୍ତୁ ନାହିଁ, ନଚେତ ଦୁଃଖର ପାହାଡ଼ ଭା-ଙ୍ଗି ପଡିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଘରର ମହିଳାମାନେ ସେ ଝିଅ ହୁଅନ୍ତୁ କି ବୋହୁ ହୁଅନ୍ତୁ କେଉଁ ସବୁ ପନିପରିବା କା-ଟି-ବା ଅନୁଚିତ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ରରେ ବହୁତ ସାରା କାର୍ଯ୍ୟ ଅଛି ଯାହା ମହିଳା ମାନଙ୍କ ପାଇଁ ବର୍ଜିତ ଅଟେ। ଏଣୁ କୌଣସି ମହିଳା ଜାଣତରେ ହେଉ କିମ୍ବା ଅଜଣାତରେ ହେଉ ଏହି ସବୁ କାର୍ଯ୍ୟ କରିବା ଅନୁଚିତ। ଯେଉଁ ଭଳି ଭାବେ ମହିଳାମାନେ ଘର ସମ୍ଭାଳିବା କାମ ନିଜ ହାତରେ କରିଥାନ୍ତି ଠିକ ସେହିପରି ମହିଳାମାନେ ନିଜର କିଛିଟା ଭୁଲ ଦ୍ୱାରା ନିଜ ଘରକୁ ବ-ର୍ବା-ଦି ଆଡ଼କୁ ଟାଣି ନିଅନ୍ତି। ତେଣୁ ସେହିସବୁ ଭୁଲ ମଧ୍ୟରୁ ଗୋଟିଏ ଭୁଲ ହେଉଛି ପରିବା କା-ଟିବା-କୁ ନେଇ। ତେବେ ଆସନ୍ତୁ ଜାଣିନେବା ଘରର ମହିଳାମାନେ ପରିବା କା-ଟି-ବା ବା କ-ଟା କ-ଟି କରିବା ସମୟରେ କେଉଁ ସବୁ ପନିପରିବା ନିଜ ହାତରେ ଦୁଇ ଖ-ଣ୍ଡ କରିବା ଅନୁଚିତ ବା କା-ଟି-ବା ଅନୁଚିତ

Google

ପାଣି କଖାରୁ:-

ବନ୍ଧୁଗଣ ଓଡ଼ିଶାରେ ପାଣି କଖାରୁକୁ କେତେକ ସ୍ଥାନରେ କଖାରୁ ନାମରେ କହିଥାନ୍ତି। କିନ୍ତୁ ଏହି ପାଣି କଖାରୁ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ରୋଷେଇ କରିବା ସମୟରେ ଘରର ମହିଳାମାନେ ଏହି ପାଣିକଖାରୁ କେବେହେଲେ ନିଜ ହାତରେ କା-ଟି-ବା ଅନୁଚିତ। ଏହା ଆମ ଓଡ଼ିଆ ପରମ୍ପରାରେ ଅଛି। ତେଣୁ ଏହାକୁ ରୋଷେଇ କରିବା ପାଇଁ ଘରର ପୁରୁଷ ମାନଙ୍କ ଠାରୁ ଦୁଇ ଖ-ଣ୍ଡ କରି କା-ଟିସା-ରିବା ପରେ ମହିଳାମାନେ କା-ଟି-ବା ଉଚିତ। ଶାସ୍ତ୍ର ଅନୁଯାୟୀ ମହିଳାମାନେ ଏହାକୁ କ-ଟି-ବାର ଅର୍ଥ ବଡ଼ ପୁଅକୁ କା-ଟି-ବା କିମ୍ବା ବ-ଳିଦା-ନ ଦେଲା ଭଳି ହୋଇଥାଏ। ତେଣୁ ଯଦି ଘରର ମହିଳାମାନେ କଖାରୁ କା-ଟନ୍ତି ତେବେ ଘର ଉପରେ ବି-ପଦ ପଡେ। ଘରର ବଡ଼ ପୁଅ ଉପରେ ସବୁ ଅସୁବିଧା ଓ ଦୁଃଖର ପାହାଡ଼ ଭା-ଙ୍ଗି ପଡେ। ତେଣୁ କଖାରୁ ବା ପାଣି କାଖାରୁକୁ ହିନ୍ଦୁ ମହିଳାମାନେ କା-ଟ-ନ୍ତି ନାହିଁ।

Google

ନଡ଼ିଆ ଭା-ଙ୍ଗି-ବା:-

ବନ୍ଧୁଗଣ ନଡ଼ିଆର ଅନ୍ୟ ନାମ ହେଉଛି ନାରୀକେଳ। ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ମନ୍ଦିର ଗୁଡିକରେ ଦେଖିଥିବେ ଯେ ଅଧିକାଂଶ ସମୟରେ ପୁରୁଷମାନେ ନଡିଆ ଭା-ଙ୍ଗିଥାନ୍ତି। ଏପରିକି କୌଣସି ଶୁଭ କାର୍ଯ୍ୟରେ ମଧ୍ୟ ମହିଳାମାନେ ନଡ଼ିଆ ଭା-ଙ୍ଗନ୍ତି ନାହିଁ। କାରଣ ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀ ନିଜ ସହିତ ନାରୀକେଳ ବୃକ୍ଷ ଏବଂ କାମଧେନୁ ଗାଈକୁ ଧରା ପୃଷ୍ଠକୁ ଆଣିଥିଲେ। ତେଣୁ ନଡିଆକୁ ମା ଲକ୍ଷ୍ମୀ ଏବଂ ପୂର୍ବନାର ପ୍ରତୀକ ଭାବେ ବିବେଚନା କରାଯାଏ। ସେହିପରି ନଡିଆକୁ ସୃଷ୍ଟିର ମୂଳ ବୋଲି କୁହାଯାଏ। ହିନ୍ଦୁ ଦର୍ଶନ ଶାସ୍ତ୍ର ଅନୁସାରେ ସୃଷ୍ଟିରେ ହେଉଥିବା ପ୍ରଥମ ଫଳ ହେଉଛି ନଡ଼ିଆ। ଯେଉଁଠାରେ ନଡ଼ିଆର ବିଧି ଅନୁସାରେ ସ୍ଥାପନ କରାଯାଏ ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ ଏହି କାରଣ ପାଇଁ ମହିଳାମାନଙ୍କୁ ନଡ଼ିଆ ଭା-ଙ୍ଗିବାକୁ ଶାସ୍ତ୍ରରେ ବ-ର୍ଜି-ତ କରାଯାଇଛି। ତେବେ ବନ୍ଧୁଗଣ ଘରର ମହିଳା ମାନଙ୍କୁ ଏହିସବୁ ପରିବା ବା ଫଳ ନିଜ ହାତରେ ଦୁଇ ଖ-ଣ୍ଡ କରିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *