Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ସମୟରେ ଭୁଲରେ ବି ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି ୫ ଟି ଜିନିଷ,ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଶୋଇବା ସମୟରେ ମୁଣ୍ଡ ପାଖରେ ଭୁଲରେବି ଏହି ଜିନିଷ ଗୁଡିକ ରଖନ୍ତୁ ନାହିଁ। ନଚେତ ହୋଇପାରେ ବହୁତ କ୍ଷତି। ଏବଂ ଏହା ଦ୍ୱାରା ମନୁଷ୍ୟର ଆୟୁଷ ମଧ୍ୟ ଧୀରେ ଧୀରେ କମିବାକୁ ଲାଗିଥାଏ। ଯାହା ଫଳରେ ଆପଣଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ମଧ୍ୟ ପଡିଥାଏ। ତେଣୁ ଶୋଇବା ସମୟରେ ଆମକୁ ସବୁବେଳେ ଧ୍ୟାନ ରଖିବା ଦରକାରକି ଏହି ସବୁ ବସ୍ତୁ ବା ଜିନିଷ ଆମ ମୁଣ୍ଡ ପାଖରେ ନରହିବା ଦରକାର। ରାତିରେ ଆପଣ ଯେଉଁଠି ଶୋଉଛନ୍ତି ସେହି ସ୍ଥାନରେ ଏହି ଜିନିଷ ଗୁଡିକ ନରହିବା ଦରକାର। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ କଣ। ଯାହାକୁ ଶୋଇଲା ବେଳେ ମୁଣ୍ଡ ପାଖରେ ନରଖିବା ଅନୁଚିତ।

Google

ଜୋତା ବା ଚପଲ:-

ଶୋଇବା ସମୟରେ ମୁଣ୍ଡ ପାଖାପାଖି ଜାଗାରେ ଜୋତା ବା ଚପଲ କେବେ ହେଲେ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ମୁଣ୍ଡ ପାଖରେ ରଖିବା ଦ୍ୱାରା ଏହା ଜୀବନରେ ଅସଫଳତା ଆଣିଥାଏ। ଏହା ମସ୍ତିଷ୍କ ଉପରେ ନକାରାତ୍ମକ ଭାବନା ଆଣିଥାଏ। ଯାହା ଏକାଗ୍ରତାର ବାଧକ ଅଟେ। ସେଥିପାଇଁ କେବେବି ଜୋତା ବା ଚପଲକୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ।

Google

ତେଲର ପାତ୍ର:-

କେତେକ ଲୋକମାନେ ଖଟ ତଳ ଜାଗାରେ ତେଲ ବୋତଲ ବା ତେଲ ପାତ୍ର ରଖି ଦିଅନ୍ତି। ଏପରି ଭୁଲ କରିବା କଥା ନୁହେଁ। ଖାସ କରି ଯେଉଁ ଦିଗକୁ ଆପଣଙ୍କ ମୁଣ୍ଡ ରହୁଥିବ ତେବେ ସେହି ଦିଗରେ ତେଲ ପାତ୍ର ରଖିବା ଅନୁଚିତ। କୁହାଯାଏ କି ତେଲକୁ ମୁଣ୍ଡ ପାଖରେ ରଖିବା ଦ୍ୱାରା ଏହାର ପ୍ରଭାବ ମଣିଷ ଜୀବନକୁ କଠିନରୁ କଠିନ କରିଦେଇଥାଏ। ଏବଂ ଏହା ଦ୍ୱାରା ପରିଶ୍ରମର ଉଚିତ ଫଳ ମିଳିପାରେ ନାହିଁ।

Google

ଦଉଡି ବା ରସୀ:-

ଦଉଡି ଆମ ଦୈନନ୍ଦିନ ଜୀବନରେ ବ୍ୟବହାର ହୋଇଥାଏ। ଭଲ ହେବ ଏହାକୁ ରାତିରେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ମଣିଷ ଜୀବନରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏବଂ ପ୍ରତ୍ୟକ କାର୍ଯ୍ୟରେ ବାଧା ଆସିଥାଏ। ଏହା ଦ୍ୱାରା ମନୁଷ୍ୟର ଆୟୁଷ ମଧ୍ୟ ଧୀରେ ଧୀରେ କମିବାକୁ ଲାଗିଥାଏ।

Google

ଲୁଣ:-

ଶୋଇବା ପୂର୍ବରୁ ଭଲଭାବରେ ବେଡ଼କୁ ଝାଡ଼ି ନେବା ଉଚିତ। ଯେଉଁଠି ତା ଉପରେ ଅନ୍ୟ କିଛି ବସ୍ତୁ ଥିବ। ତାକୁ ଯଥା ସ୍ଥାନରେ ରଖିଦେବା ଦରକାର। କେତେକ ଲୋକ ଅଛନ୍ତି ଏହି ବେଡ଼ ଉପରେ ଭୋଜନ କରିବାର ଅଭ୍ୟାସ ରହିଥାଏ। ଏମିତିରେ ହିଁ ସେମାନେ ଲୁଣ ଆଦି ପଦାର୍ଥ ନିଜ ମୁଣ୍ଡ ପାଖରେ ରଖିଦିଅନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଲୁଣ ମୁଣ୍ଡ ପାଖରେ ରଖିବା ଦ୍ୱାରା ପରିବାର ଲୋକଙ୍କ ମଧ୍ୟରେ ଝ-ଗଡା ହୋଇଥାଏ। ସେଥିପାଇଁ ଶୋଇବା ସମୟରେ ଲୁଣକୁ ମୁଣ୍ଡ ପାଖରେ ଭୁଲରେ ରଖନ୍ତୁ ନାହିଁ।

Google

ଝାଡୁ:-

ଏହାର କାମ ଘରକୁ ସଫା ରଖିବା। ଯଦି ଏହା ମୁଣ୍ଡ ପାଖରେ ରହେ ଏହା ଜୀବନକୁ ନାକାରାତ୍ମକ ଚିନ୍ତାଧାରା ଆଣିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝାଡୁକୁ ମୁଣ୍ଡ ପାଖରେ ରଖିବା ଦ୍ୱାରା ମନୁଷ୍ୟର ଭାଗ୍ୟର କେବେ ହେଲେ ଉନ୍ନତି ହୋଇନଥାଏ। ସେଥିପାଇଁ ଝାଡୁକୁ ମୁଣ୍ଡ ପାଖରେ କେବେବି ରଖନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *