Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ଟି ଲକ୍ଷଣ କହିଥାଏ ଗ-ର୍ଭ-ସ୍ଥ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ, ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବି ଗ-ର୍ଭାବ-ସ୍ଥା ସମୟରେ ଶିଶୁ ସୁସ୍ଥ ଅଛି କି ନାହିଁ, ସେହି ବିଷୟରେ କିପରି ଜାଣିବେ। ଗ-ର୍ଭାବ-ସ୍ଥା ଯେକୌଣସି ମହିଳାଙ୍କ ପାଇଁ ଏକ କଷ୍ଟସାଧ୍ୟ ଅବସ୍ଥା ଅଟେ। କାରଣ ଏହି ସମୟରେ ମହିଳା ମାନଙ୍କୁ ଅନେକ ଗୁଡ଼ିଏ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ମାଆ ହେବାକୁ ଥିବା ମହିଳା ମାନଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ କି ତାଙ୍କ ଶିଶୁ ସୁ-ରକ୍ଷି-ତ ରହିଛି କି ନାହିଁ କିପରି ଜାଣିବେ? ଆଜି ମୁଁ ଆପଣଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛି ଆପଣଙ୍କ ଗ-ର୍ଭ-ସ୍ଥ ଶିଶୁ ସୁ-ରକ୍ଷି-ତ ଏବଂ ସୁସ୍ଥ ରହିବ।

ପ୍ରଥମଟି ହେଉଛି ଶିଶୁର ହା-ର୍ଟ ବିଟ –

ଗୋଟିଏ ସୁସ୍ଥ ଶିଶୁର ହୃଦସ୍ପନ୍ଦନ ଗୋଟେ ମିନିଟରେ ହାରାହାରି ୧୦୦ ରୁ ୧୬୦ ଥର ହୋଇଥାଏ। ଗ-ର୍ଭାବ-ସ୍ଥା ସମୟରେ ଶିଶୁର ହୃଦସ୍ପନ୍ଦନ ଶୁଣା ଯାଇଥାଏ। ଯେତେବେଳେ ଆପଣ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି ସେମାନେ ହିଁ ଜଣେଇ ପାରିବେ ଶିଶୁର ହୃଦସ୍ପନ୍ଦନ ହାରାହାରି କେତେଥର ହୋଇଥାଏ। ଆପଣ ନିଜର ଅଲଟ୍ରାସାଉଣ୍ଡ ରି-ପୋ-ର୍ଟରେ ଦେଖି ପାରିବେ। ଏହାସହିତ ୧୬୦ ପ୍ରତି ମିନିଟରେ ଥାଏ, ତାହେଲେ ଶିଶୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଛି।

ଦ୍ଵିତୀୟ ହେଉଛି ଓଜନ ବଢିବା:-

ଗ-ର୍ଭାବ-ସ୍ଥା ସମୟରେ ମହିଳାମାନଙ୍କର ଓଜନ ବଢିବା ନିହାତି ଆବଶ୍ୟକ। କାରଣ ଏଥିରୁ ଜଣା ପଡ଼ିଥାଏ ଶିଶୁ ସୁସ୍ଥ ରହିଛି କି ନାହିଁ। କାରଣ ଗ-ର୍ଭବ-ତୀ ହେବା ଆରମ୍ଭରୁ ନଅ ମାସ ପର୍ଯ୍ୟନ୍ତ ଜଣେ ମହିଳାଙ୍କ ଓଜନ ୧୦ ରୁ ୧୫ କିଲୋଗ୍ରାମ ବଢ଼ିଥାଏ। ଏହା ସୁସ୍ଥ ଗର୍ଭାବସ୍ଥା ପାଇଁ ଉତ୍ତମ ସଂକେତ ଅଟେ। ସୁସ୍ଥ ଶିଶୁ ପାଇଁ ଗ-ର୍ଭବ-ତୀ ମହିଳାଙ୍କ ଓଜନ ବଢିବା ଆବଶ୍ୟକ। ତେଣୁ ଆପଣ ନିଜର ଖାଦ୍ୟପେୟରେ ଅଧିକ ଧ୍ୟାନ ଦେବେ। ତେବେ ଜନ୍ମ ସମୟରେ ଶିଶୁର ଆକାର ଠିକ୍ ରହିବ।

Google

ତୃତୀୟ ହେଉଛି ପେଟର ଆକାର ବଢିବା:-

ଗ-ର୍ଭାବ-ସ୍ଥାର ପ୍ରଥମ ତିନି ମାସରେ ପେଟର ଆକାର ବଢ଼ି ନଥାଏ। କିନ୍ତୁ ଚତୁର୍ଥ ମାସରୁ ପେଟର ଆକାର ଧୀରେ ଧୀରେ ବଢ଼ିବାକୁ ଲାଗେ। ଗ-ର୍ଭରେ ଶିଶୁର ବିକାଶ ହେବା ସହିତ ପେଟର ଆକାର ବଢ଼ିବାକୁ ଲାଗେ। ଗ-ର୍ଭାବ-ସ୍ଥାର ଅଷ୍ଟମ ମାସ ଏବଂ ନବମ ମାସରେ ପେଟର ଆକାର ବହୁତ ବଡ଼ ହୋଇ ଥାଏ। ଆପଣଙ୍କ ପେଟର ଆକାର ଗ-ର୍ଭ-ସ୍ଥ ଶିଶୁର ସଂ-କେ-ତ ଦେଇଥାଏ।

ଚତୁର୍ଥ ହେଉଛି ଗ-ର୍ଭ-ସ୍ଥ ଶିଶୁର ଗ-ତିବି-ଧି:-

ଶିଶୁ ଗ-ର୍ଭରେ ଥାଇ ଗତିବିଧି ତଥା ଗୋଡ଼ ମା-ରିବା, ହେକୁଟି କରିବା ଆଦି ସୁସ୍ଥ ଶିଶୁର ସଂ-କେ-ତ ଦେଇଥାଏ। ଯେତେବେଳେ ଆପଣ ସମ୍ପୂର୍ଣ୍ଣ ରିଲାକ୍ସ ହୋଇ ବସିବେ ଓ ନିଜ ପେଟ ଉପରେ ହାତ ରଖିବେ ତେବେ ଶିଶୁ ଗୋଡ଼ ମା-ରି-ବାର ଅନୁଭବ କରି ପାରିବେ। ଗ-ର୍ଭବ-ତୀ ହେବାର ପଞ୍ଚମ ମାସରୁ ଶିଶୁ ଗୋଡ଼ ମା-ରି-ବା ଆରମ୍ଭ କରି ଦେଇଥାଏ। ଏଥିରୁ ଆପଣ ଜାଣି ପାରିବେ କି ଶିଶୁ ସୁସ୍ଥ ରହିଛି।

Google

ପଞ୍ଚମ ହେଉଛି ଅଧିକ ଭୋକ ଲାଗିବା:-

ଗ-ର୍ଭାବ-ସ୍ଥା ସମୟରେ ତିନି ମାସରେ ସକାଳର ଦୁର୍ବଳତା ଯୋଗୁଁ ଅଧିକ ଭୋକ ଲାଗି ନଥାଏ। କିନ୍ତୁ ଚତୁର୍ଥ ମାସରୁ ନବମ ମାସ ମଧ୍ୟରେ ଅଧିକ ଭୋକ ଲାଗିଥାଏ। କାରଣ ଏହି ସମୟରେ ଶିଶୁର ବିକାଶ ହୋଇଥାଏ। ତେଣୁ ଶରୀରକୁ ଅଧିକ କ୍ୟାଲୋରୀ ର ଆବଶ୍ୟକତା ହୋଇଥାଏ। ତେଣୁ ଯଦି ଗ-ର୍ଭାବ-ସ୍ଥା ସମୟରେ ଆପଣଙ୍କୁ ଅଧିକ ଭୋକ ଲାଗୁଛି ତାହେଲେ ଏହା ସୁସ୍ଥ ଶିଶୁର ସଂକେତ ଦେଇଥାଏ। ତେବେ ଏହି ସମୟରେ ମହିଳା ମାନଙ୍କୁ ଅଧିକ ଭିଟାମିନ ଏବଂ ମିନେରାଲ ଯୁକ୍ତ ଖାଦ୍ୟ ସେ-ବ-ନ କରିବା ଆବଶ୍ୟକ।

ଷଷ୍ଠ ହେଉଛି ପ୍ର-ସ-ବ ପୂର୍ବରୁ କୌଣସି ଗତିବିଧି ନହେବା:-

ଗ-ର୍ଭାବ-ସ୍ଥାର ନବମ ମାସର ଶେଷ ସପ୍ତାହରେ ପ୍ର-ସ-ବ ସମୟ ପାଖେଇ ଆସିଥାଏ। ଶିଶୁର ଗତିବିଧି ନହେବା ଦ୍ଵାରା ମହିଳାମାନେ ଭ-ୟ କରିଥାନ୍ତି। ନବମ ମାସରେ ଶିଶୁର ଆକାର ବଡ଼ ହୋଇ ଯାଇଥାଏ ଏବଂ ଶିଶୁ ଗ-ତିବି-ଧି କରିପାରେ ନାହିଁ। ତେଣୁ ଆପଣ ଚିନ୍ତା କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *