Excuse Me Odisha

ଯାହା କହିବୁ ସତ କହିବୁ

ଅଧିକ ଧା-ତୁ ନ-ଷ୍ଟ କରି ପ-ତ-ଳା ହୋଇ ଯାଇଛନ୍ତି, ଏବେ କଣ କରିବେ, ତେବେ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଜୀବନରେ ଏପର୍ଯ୍ୟନ୍ତ ଅଧିକ ଧା-ତୁ ନଷ୍ଟ କରି ଧା-ତୁଶ-କ୍ତି ପତଳା ହୋଇ ଯାଇଛି। ଏବେ କଣ କରିବା ଉଚିତ। ବନ୍ଧୁଗଣ ଏହାର ଉତ୍ତରରେ ମୁଁ ଆପଣଙ୍କୁ କହିବି ଯେ ନିଜର ଶରୀରରେ ପୁଣିଥରେ ଶୁ-ଦ୍ଧ ଧା-ତୁ ପାଇବା ପାଇଁ କୌଣସି ଔଷଧ ବା ମେଡିସିନ କେବଳ ସହାୟକ ହୋଇଥାଏ। କିଛିଟା ସହାୟକ ହୋଇଥାଏ। କିନ୍ତୁ ବନ୍ଧୁଗଣ ଶରୀରରେ ଶୁ-ଦ୍ଧ ଧା-ତୁ ପାଇବା ପାଇଁ ଔଷଧ ଯେତିକି ଆବଶ୍ୟକ, ତାଠାରୁ ଅଧିକ ଆବଶ୍ୟକ ହେଉଛି ଜୀବନରେ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ଜୀବନ। ହଁ ସାଙ୍ଗମାନେ long time brahmacharya is essential to recover fear barrier, ଆପଣ ଏହି ବିଷୟକୁ ଧ୍ୟାନ ଦେଇ ପଢନ୍ତୁ।

ଯେବେ ଶରୀରରୁ ଅଧିକ କ୍ଷ-ୟ ହୋଇଛି କିମ୍ବା ବ୍ୟ-ର୍ଥରେ ଖ-ର୍ଚ୍ଚ ହୋଇଛି କିମ୍ବା ଆପଣ ସେତେବେଳେ କିପରି ଅନୁଭବ କରିଛନ୍ତି? କଣ ଆପଣ ନିଜର କାର୍ଯ୍ୟକୁ ସଠିକ ଭାବରେ ତୁଲାଇ ପାରିଛନ୍ତି କି? କଣ ଆପଣ ନିଜ କାର୍ଯ୍ୟରେ ଶହେ ପ୍ରତିଶତ ମନ ଲଗାଇ ପାରିଛନ୍ତି କି? କଣ ଆପଣ ହସି ହସି ସଫଳତାର ଦ୍ଵାର ଦେଶରେ ପହଞ୍ଚି ପାରିଛନ୍ତି କି? No, never i can see with confident without stuck of our brahma. No anyone can achieve their success easily. ଯଦି ସେ ଜୀବନରେ କିଛିବି ସଫଳତା ପାଇଲା ବା ପାଇଛି ତାହେଲେ ଗୋଟିଏ ଶୁଆ ପରି ଘୋ-ଷି ଘୋ-ଷି ପାଇଛି। ସେ ଦମଦାର ପ୍ରେରିତ ହୋଇ କେବେବି ନିଜର ସଫଳତାକୁ ପାଇ ପାରି ନଥିବ। However it may be? ବିଷୟବସ୍ତୁ ହେଉଛି ଶୁ-ଦ୍ଧ ଧା-ତୁକୁ ପୁଣିଥରେ ଫେରି ପାଇବାର ଉପାୟ କଣ?

Google

ବନ୍ଧୁଗଣ ଆପଣଙ୍କୁ ସେଥିପାଇଁ ଛଅ ମାସ ସମୟ ଲାଗିବ। ଏହି ଛଅ ମାସ ସମୟରେ ଆପଣ ନିଜକୁ ଏହି ସୂଚନା ଦିଅନ୍ତୁ କି ଜୀବନ କଣ? ବାସ୍ତବିକ ଜୀବନରେ ନି-ୟନ୍ତ୍ର-ଣର ମହତ୍ୱ କଣ ଅଟେ? ବ୍ରହ୍ମଚର୍ଯ୍ୟର ପାଳନ କଲେ କେଉଁ ଉପକାରିତା ପ୍ରାପ୍ତ ହେବ? ସାଙ୍ଗମାନେ ଏହିକଥାରୁ କେବଳ ଏହାହିଁ ଆଭାସ ମିଳିଥାଏ ଯେ ବର୍ତ୍ତମାନ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ରହ୍ମକୁ ନି-ୟନ୍ତ୍ର-ଣରେ ରଖିବାର ଅଛି। ଯୋଗାଭ୍ୟାସ କରିବାର ଅଛି। କ୍ଷୀର ବ୍ୟତୀତ ଅନ୍ୟ ପଶୁ ପ୍ରୋଟିନ ଖାଇବା କଥା ନୁହେଁ। କାରଣ ଏହି ଖାଦ୍ୟ ଗରମ ହୋଇଥାଏ। ଯାହା ଆପଣଙ୍କ ମନକୁ ଉତ୍ତେଜିତ କରିଥାଏ। ଆପଣଙ୍କ ବି-ଚା-ରକୁ ଅ-ଶୁ-ଦ୍ଧ କରିଥାଏ। ଯଦି ବି-ଚା-ର ଅ-ଶୁ-ଦ୍ଧ ହୁଏ ତାହେଲେ ଆପଣ କିପରି ବ୍ରହ୍ମକୁ ଅଧିକ ଦିନ ପର୍ଯ୍ୟନ୍ତ ନି-ୟନ୍ତ୍ର-ଣରେ ରଖିବେ? ଯଦି ଆପଣ ବ୍ରହ୍ମକୁ ନି-ୟନ୍ତ୍ର-ଣରେ ରଖି ପାରୁ ନାହାଁନ୍ତି ତାହେଲେ ଶରୀରରେ କିପରି ଶୁ-ଦ୍ଧ ଧା-ତୁର ସଞ୍ଚୟ ହୋଇ ପାରିବ? ମନେରଖନ୍ତୁ ସାଙ୍ଗମାନେ ଆମେ ଜୀବନରେ ଯାହା ମଧ୍ୟ ଭୁଲ କରିଥାଉ, ତାହା କେବଳ ସମାଜରେ ଥିବା କୁସଂସ୍କାରୀ ବନ୍ଧୁମେଳରେ କରିଛୁ। ଏମିତି ସଂସ୍କାର ସମାଜ ଆମକୁ ଦେଇଥାଏ। ଯେଉଁ ପରିବେଶରେ ଆମେ ରହିଥାଉ କିନ୍ତୁ ଆମେ ସବୁକିଛି ବୁଝିବା ପରେ ଆମେ ଆମ ଜୀବନ ନିଜେ ଗଢି ତୋଳିବା ପାଇଁ ପଡେ। ଶରୀର ଏବଂ ମନ କିପରି ସୁସ୍ଥ ରହିବ ଏବଂ ଜୀବନରେ କିପରି ଶାନ୍ତିରେ ରହିବେ, ସେଥିପ୍ରତି ଧ୍ୟାନ ଦେଇ ନିଜର ଜୀବନକୁ ସଜାଡ଼ିବା ପାଇଁ ପଡ଼ିଥାଏ। So take your long time.

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *