Excuse Me Odisha

ଯାହା କହିବୁ ସତ କହିବୁ

ଅଧିକ ଧା-ତୁ ନଷ୍ଟ କରୁଛନ୍ତି କି , ଧା-ତୁ ରୋଗରୁ କେମିତି ଦୁରେଇ ରହିବେ

ସେୟାର୍ କରନ୍ତୁ

ଏହା ହେଉଛି ଜଙ୍ଗଲର ଭୟଙ୍କର ଅ-ଗ୍ନି , ଏହାର ଝାସରେ ସବୁକିଛି ଜଳିଯାଏ। କିନ୍ତୁ କଣ ଆପଣ କେବେ ବି-ଚା-ର କରିଛନ୍ତି ଯାହା ବିନା ଅ-ଗ୍ନିରେ ଜ-ଳି ଯାଇଥାଏ। ଏହା ହେଉଛି ବନ୍ୟା। ଏହି ବନ୍ୟାରେ ଲୋକେ ଭାସି ଯାଇଥାନ୍ତି। କିନ୍ତୁ ଆପଣ କଣ କେବେ ବି-ଚା-ର କରିଛନ୍ତି ଯେଉଁମାନେ ବିନା ବନ୍ୟାରେ ଭାସି ଯାନ୍ତି, ତାହାକୁ ଆପଣ କଣ କହନ୍ତି? ହଁ ସାଙ୍ଗମାନେ ଆଜିର ଯୁବପିଢି ବିନା ଅ-ଗ୍ନିରେ ଜ-ଳି ଯାଉଛନ୍ତି, ବିନା ବନ୍ୟାରେ ବୁଡି ଯାଉଛନ୍ତି। ଯଦି ଆପଣଙ୍କୁ ବିଶ୍ୱାସ ହେଉ ନାହିଁ, ତାହେଲେ ସେହି ଯୁବକ ମାନଙ୍କୁ ପଚାରନ୍ତୁ ଯେଉଁମାନେ ଏହି ସମସ୍ୟାରେ ପଡି ପ-ଶ୍ଚାତା-ପ କରୁଛନ୍ତି। ସେମାନେ ଏହିକଥା କାହା ସହିତ ସେୟାର କରି ପାରନ୍ତି ନାହିଁ।

ତେବେ ବନ୍ଧୁଗଣ ଆଜିର ବିଷୟରେ ଜାଣିବା ଯୁବକ ମାନଙ୍କର ସମସ୍ୟାର ସମାଧାନ ବିଷୟରେ। କିଛି ଯୁବକମାନେ ନିଜର ସମସ୍ୟାର ସମାଧାନ ପାଇ ପାରନ୍ତି ନାହିଁ। ଏହାର ମୁଖ୍ୟ କାରଣ ହେଉଛି ସମୟ ଏବଂ ଉତ୍ତମ ମାର୍ଗଦର୍ଶନ ମିଳି ପାରି ନଥାଏ। ମଣିଷ ହେଉ ଅବା ମେସିନ, ସମସ୍ତଙ୍କର ନିଜର କାର୍ଯ୍ୟ ପ୍ରଣାଳୀ ରହିଥାଏ। କୌଣସି ଜିନିଷକୁ ଅନାବଶ୍ୟକ କାର୍ଯ୍ୟରେ ଲଗାଇବା ପ୍ରକୃତି ବିରୋଧୀ ଅଟେ। ଠିକ୍ ସେହିଭଳି ନିଜର କାମୁକତା ଏବଂ ବୀର ଶକ୍ତିର ଯେତେବେଳେ ବାରମ୍ବାର ଦୁରୁପଯୋଗ କରାଯାଇଥାଏ। ସେତେବେଳେ ଗୋଟେ ସମୟ ଆସିଥାଏ, ସେତେବେଳେ ବ୍ୟକ୍ତିକୁ ଧା-ତୁ ରୋଗ ହୋଇଯାଇ ଥାଏ। ଧା-ତୁ ରୋଗର ବିଭିନ୍ନ ଲକ୍ଷଣ ରହିଛି। ଯେପରି ଅଳ୍ପ ଉତ୍ତେଜନାରେ ବୀରପାତ ହେବା। ଯାହାକୁ ଶୀଘ୍ର ପତନ କୁହାଯାଏ, ବୀର ଶକ୍ତିର କ୍ଷମତା ବା ସେନ୍ସିବ୍ଲିଟିର ହ୍ରାସ ହେବା, ଲି-ଙ୍ଗ ତେଢ଼ା ହୋଇଯିବା, ଗୋଟେ ସପ୍ତାହରେ ବାରମ୍ବାର ସ୍ୱପ୍ନଦୋଷ ଦେଖା ଦେବା, ୨୪ ଘଣ୍ଟା କେବଳ ସଂ-ଭୋଗ ଓ ହ-ସ୍ତମୈ-ଥୁନ କରିବାର ବିଚାର ଆସିବା, ସୁନ୍ଦର ଶରୀର ଧୀରେ ଧୀରେ କୁତ୍ସିତ ହେବା, ଦୁର୍ବଳ ହେବା, ଶରୀର ଏବଂ ମୁହଁରୁ ଦୁର୍ଗନ୍ଧ ଆସିବା, ଯଦି ଆପଣଙ୍କର ଏଭଳି କିଛି ସମସ୍ୟା ରହିଛି ଏବଂ ଆପଣ ସେହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଏବଂ ଭବିଷ୍ୟତରେ ଏଭଳି ସମସ୍ୟା ଭୋଗିବାକୁ ଚାହୁଁ ନାହାଁନ୍ତି, ତାହେଲେ ଆପଣଙ୍କୁ ଏବେଠାରୁ ଅଣ୍ଟା ଭିଡିବାକୁ ପଡ଼ିବ ଓ ସାବଧାନ ରହିବାକୁ ହେବ।

Google

କେତେକ ଯୁବକ ନିଜର କୁତ୍ସିତ ଜୀବନ କୁ ବଦଳେଇ ସୁନ୍ଦର ଓ ସୁସ୍ଥ ଜୀବନ ପାଇଛନ୍ତି। ଆପଣ ମଧ୍ୟ ସେହି ପ୍ରୟାସ ଅବଶ୍ୟ କରନ୍ତୁ। ଆପଣ ନି-ରା-ଶ ହୁଅନ୍ତୁ ନାହିଁ। ଆପଣ ନୂତନ ଜୀବନ ଓ ଶାନ୍ତ ଜୀବନ ନିଜେ ହିଁ ନିଜକୁ ଗଢି ର-କ୍ଷା କରନ୍ତୁ।

ପ୍ରଥମ ଉପାୟ ହେଉଛି ଆପଣ ରାତି ୧୦ ଭିତରେ ଶୋଇ ଯାଆନ୍ତୁ। ଶୋଇବା ପୁର୍ବରୁ ଯେକୌଣସି ସ୍ପିରିଚୁଆଲ ଶାସ୍ତ୍ର ଅବଶ୍ୟ ପଢନ୍ତୁ। ଦଶ ମିନିଟ ହେଉ ବା ପନ୍ଦର ମିନିଟ ହେଉ ଏହି ଶାସ୍ତ୍ର ତଥା ଆଧ୍ୟାତ୍ମିକ ବହି ପଢ଼ିବା ଦ୍ଵାରା ମନରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଯାହା ରାତିର ନିଦ୍ରାକୁ ଆଧ୍ୟାତ୍ମିକ ଯାତ୍ରାରେ ବଦଳେଇ ଦେବ। ଏହାର ଫଳାଫଳ କିଛିଦିନ ମଧ୍ୟରେ ଜବରଦସ୍ତ ହେବ। ଯାହା ଆପଣଙ୍କ କା-ମୁକତା ଓ ନକା-ରାତ୍ମକ ଚିନ୍ତାଧାରାକୁ ନିୟନ୍ତ୍ରଣରେ ରଖିବା ଏବଂ ଆପଣଙ୍କ କା-ମଶକ୍ତିର ଉର୍ଧଗମନ କରିବ। ଏହା ହେବାଦ୍ବାରା ଯେଉଁ ଉର୍ଜା ଶକ୍ତି ଆପଣଙ୍କୁ ମିଳିବ, ଏହାଦ୍ବାରା ଆପଣଙ୍କ କାର୍ଯ୍ୟ ସୂଚାରୁ ରୂପରେ ହେବାକୁ ଲାଗିବ। ଜୀବନ ଆନନ୍ଦ ଉଲ୍ଲାସରେ ଭରି ଯିବ। ଏକଥା ଶୁଣିଲେ ସାଧାରଣ ଲାଗିଥାଏ। କିନ୍ତୁ ଏହି ଉପାୟ ପାଳନ କଲେ ଆପଣଙ୍କ ଜୀବନରେ ଅବିଶ୍ୱସନୀୟ ପରିଣାମ ମିଳିଥାଏ।

ଦ୍ଵିତୀୟ ଉପାୟ ହେଉଛି ଆପଣଙ୍କୁ ତିନି ମାସ ପର୍ଯ୍ୟନ୍ତ ସ୍ବପ୍ନ ଦୋଷ ଓ ଧା-ତୁ ରୋଗ ଧ୍ୟାନ ଠାରୁ ଦୂରେଇ ରହିବାକୁ ପଡିବ। ଅର୍ଥାତ୍ ଆପଣଙ୍କୁ ସ୍ବପ୍ନ ଦୋଷ ରହିଛି ବୋଲି କଦାପି ବିଚାର କରନ୍ତୁ ନାହିଁ। ନିଜର ଧ୍ୟାନ ଶକ୍ତି ଦ୍ଵାରା ସକାରାତ୍ମକ ଚିନ୍ତା କରନ୍ତୁ। ଭୟ କରନ୍ତୁ ନାହିଁ। ନିଜର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ପ୍ରତ୍ୟେକ ମଣିଷର ଭାବରେ ଏକ ଆକର୍ଷଣ ଶକ୍ତି ରହିଥାଏ। ଏହି ଆକର୍ଷଣ ଶକ୍ତିକୁ ନେଇ ସକାରାତ୍ମକ ଚିନ୍ତା କରନ୍ତୁ। ସମାଜ କଲ୍ୟାଣ ପାଇଁ କିଛି କାର୍ଯ୍ୟ କରିବା ଉଚିତ। ଦୁଇମାସର ଅଭ୍ୟାସ ଓ ରୁଟିନ ଦ୍ଵାରା ପାଳନ କଲେ ଆପଣଙ୍କର ଧା-ତୁ ସମ୍ବନ୍ଧୀୟ ରୋଗ ଭଲ ହୋଇଯିବ।

Google

ତୃତୀୟ ଉପାୟ ହେଉଛି ଆପଣ ଦୈନିକ କାର୍ଯ୍ୟ କରନ୍ତି ଯେପରି ବ୍ରସ କରିବା, ଗାଧୋଇବା, ସକାଳ ଜଳଖିଆ ସେବନ କରିବା , ସେହିପରି ସକାଳୁ ଗୋଟେ ଘଣ୍ଟା ଯୋଗାଭ୍ୟାସ କରନ୍ତୁ। ଯୋଗାଭ୍ୟାସ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ବନ୍ଧୁଗଣ ନିଜ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଏହା ନୁହେଁ କି ଆପଣ କେବଳ ଯୋଗ କରିବେ ଓ ଖାଦ୍ୟ ଉପରେ ଧ୍ୟାନ ଦେବେ ନାହିଁ। ବନ୍ଧୁଗଣ ପୂର୍ବରୁ ଆପଣ ଦେଖିଥିବେ ତ୍ରିବନ୍ଧ ପ୍ରାଣାୟାମ କରିବା ଦ୍ୱାରା ଧା-ତୁ ରୋଗ ଭଲ ହୋଇ ଯାଇଥାଏ।

ଚତୁର୍ଥ ଉପାୟ ହେଉଛି ସକାଳୁ ସକାଳୁ ପେଟ ସଫା ଥିଲା ଭାବରେ ହେବା। ଯେଉଁ ବ୍ୟକ୍ତିଙ୍କର ସକାଳୁ ସକାଳୁ ଠିକ୍ ଭାବରେ ପେଟ ସଫା ହୋଇଥାଏ, ସେମାନଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡି ନଥାଏ। କୁହାଯାଏ କି ପେଟ ଖରାପ୍ ରହିବା ଦ୍ଵାରା ସ୍ବପ୍ନ ଦୋଷ, ଧା-ତୁ ରୋଗର ସମସ୍ୟା ବଢ଼ି ଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରଥମେ ପେଟକୁ ଠିକ୍ ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *