Excuse Me Odisha

ଯାହା କହିବୁ ସତ କହିବୁ

ମୃ-ତ୍ୟୁ ପରେ ଛୋଟ ପିଲାଙ୍କୁ ମାଟିରେ ପୋ-ତାଯା-ଏ କଣ ପାଇଁ,ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ କଣ ଜାଣିଛନ୍ତି ହିନ୍ଦୁ ଧର୍ମରେ ମୃ-ତ୍ୟୁ ପରେ ଶିଶୁ ମାନଙ୍କୁ କାହିଁକି ପୋତି ଦିଆଯାଇଥାଏ। ତେବେ ଆସନ୍ତୁ ଏହା ପଛରେ କଣ ରହସ୍ୟ ରହିଛି ତାହା ବିଷୟରେ ଜାଣିବା। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢ଼ନ୍ତୁ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଦେହ ତ୍ୟା-ଗ ପରେ ଶରୀରକୁ ଅନ୍ୟ ଧର୍ମରେ ବ୍ୟକ୍ତି ମାନଙ୍କୁ ପୋ-ତି ଦିଆଯାଇଥାଏ। କିନ୍ତୁ ହିନ୍ଦୁଧର୍ମରେ ଦେହ ତ୍ୟା-ଗ ପରେ ଶରୀରକୁ ଜ-ଳେ-ଇ ଦିଆଯାଇଥାଏ। କିନ୍ତୁ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମରେ ନବଜାତ ଶିଶୁର ଦେ-ହ ତ୍ୟା-ଗ ପରେ ତା ଶରୀରକୁ ପୋ-ତି ଦିଆଯାଇଥାଏ। ଯଦିଓ ଆପଣମାନେ ଏହି ସ-ମ୍ବ-ଦ୍ଧରେ ଜାଣିନାହାନ୍ତି ତେବେ ଆଜି ଆପଣ ମାନଙ୍କୁ ଏହି ସମ୍ବଦ୍ଧରେ କହିବାକୁ ଯାଉଛୁ। ଯେ ହିନ୍ଦୁ ଧର୍ମରେ ନବଜାତ ଶିଶୁର ଶରୀରକୁ ଜ-ଳା ନଯାଇ ପୋ-ତି ଦିଆଯାଇଥାଏ କାହିଁକି। ତେବେ ଆସନ୍ତୁ ବନ୍ଧୁଗଣ ଏହା ପଛରେ ଥିବା ରହସ୍ୟ ଜାଣିନେବା।

Google

ବନ୍ଧୁଗଣ ଗରୁଡ଼ ପୁରାଣରେ ଏହି ସମ୍ବଦ୍ଧରେ ଉଲ୍ଲେଖ ରହିଛି। ଗରୁଡ଼ଙ୍କ ପ୍ରଶ୍ନର ଉତ୍ତର ଦେଇ ଭଗବାନ ବିଷ୍ଣୁ କହିଛନ୍ତି ଯେ ହେ ଗରୁଡ଼ ଯଦି କୌଣସି ସ୍ତ୍ରୀର ଗ-ର୍ଭପା-ତ ହୋଇଥାଏ ଅଥବା ଶିଶୁର ଜ-ନ୍ମ ହେବାର ୨ ବର୍ଷ ପରେ ଶିଶୁର ଜୀ-ବ-ନ ଚାଲିଯାଏ ତେବେ ସେହି ଶିଶୁକୁ ମାଟିରେ ପୋ-ତିଦେ-ବା ଉଚିତ। ଗରୁଡ଼ ପୁରାଣ ଅନୁସାରେ ଜଣେ ଶିଶୁ ଜନ୍ମ ହେବାର ୨ ବର୍ଷ ପର୍ଯ୍ୟନ୍ତ ସେ ଦୁନିଆଦାରୀ ସ-ମ୍ବ-ଦ୍ଧରେ ଅପରିଚିତ ରହିଥାଏ। ଏବଂ ମୋହମାୟାରୁ ଦୁରେଇ ରହିଥାଏ। ତେଣୁ ଦେହ ତ୍ୟା-ଗ ପରେ ଶରୀର ନିଜ ଆ-ତ୍ମା ସହିତ କୌଣସି ମୋହ ରହିନଥାଏ।ଅଥବା ଶିଶୁର ଆ-ତ୍ମା ପୁନଃ ଶରୀରରେ ପ୍ରବେଶ କରିନଥାଏ। ଅନ୍ୟ ପକ୍ଷରେ ଶିଶୁ ଯେତେ ଶୀଘ୍ର ବଡ଼ ହୋଇଥାଏ ସେତେ ଶୀଘ୍ର ଏହି ସଂସାରର ମୋହ ମାୟାରେ ବାନ୍ଧି ହୋଇଯାଏ। ଏବଂ ନିଜ ଶରୀରର ପ୍ରତି ମୋହ ବଢିବା ଆରମ୍ଭ ହୋଇଯାଏ। ତେଣୁ ଦେହ ତ୍ୟା-ଗ ପରେ ଯେପର୍ଯ୍ୟନ୍ତ ବ୍ୟକ୍ତିର ଶରୀରକୁ ଜ-ଳା-ଇ ଦିଆଯାଇନଥାଏ ସେ ପର୍ଯ୍ୟନ୍ତ ବ୍ୟକ୍ତିର ଆ-ତ୍ମା ପୁନଃ ନିଜ ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ। ଗରୁଡ଼ ପୁରାଣ ଅନୁସାରେ ଶ-ବ ସ-ତ୍କା-ର ହେବା ପରେ ବ୍ୟକ୍ତି ଏହି ମୋହ ମାୟାର ସଂସାରକୁ ତ୍ୟା-ଗ କରି ଏକ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କରିଥାଏ। କିନ୍ତୁ ନବଜାତ ଶିଶୁକୁ ଏହି ସଂସାରର ମୋ-ହମା-ୟା ପ୍ରତି କୌଣସି ଜ୍ଞାନ ନଥାଏ। ତେଣୁ ଏହି କାରଣରୁ ଶିଶୁକୁ ଦେହ ତ୍ୟା-ଗ ପରେ ଶରୀରକୁ ଜ-ଳା-ଇ ଦେବା ବଦଳରେ ପୋ-ତି ଦିଆଯାଇଥାଏ। ଏହା ସହିତ ଗରୁଡ଼ ପୁରାଣରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ନବଜାତ ଶିଶୁଙ୍କ ସମେତ ସନ୍ୟାସୀ ମାନଙ୍କୁ ମଧ୍ୟ ଦେହ ତ୍ୟା-ଗ ପରେ ମାଟିରେ ପୋ-ତି ଦିଆଯାଇଥାଏ। କାରଣ ସନ୍ୟାସୀ ମାନେ ନିଜର କୋଠର ତ-ପ-ସ୍ୟା ଫଳରେ ନିଜର ଇନ୍ଦ୍ରିୟ ନି-ୟନ୍ତ୍ର-ଣ କରିଥାନ୍ତି। ସନ୍ୟାସୀ ମାନେ ମୋ-ହମା-ୟା, କାମ କ୍ରୋ-ଧ ଏବଂ ଲୋଭ ଆଦିରେ ବିଜୟ ପ୍ରାପ୍ତି କରନ୍ତି। ଏମାନଙ୍କର ନିଜ ଶରୀର ପ୍ରତି କୌଣସି ମୋହ ରହିନଥାଏ। ତେଣୁ ଦେହ ତ୍ୟା-ଗ ପରେ ଶରୀରକୁ ଏମାନେ ଭଗବାନଙ୍କ ପାଖରେ ସମର୍ପିତ କରିଥାନ୍ତି। ଏହି କାରଣରୁ ସନ୍ୟାସୀ ମାନଙ୍କୁ ମଧ୍ୟ ଦେହ ତ୍ୟା-ଗ ପରେ ନ-ଜ-ଳା-ଇ ମାଟିରେ ପୋତି ଦିଆଯାଇଥାଏ। ବନ୍ଧୁଗଣ ଆପଣଙ୍କୁ କହିବାକୁ ଯାଉଛୁ ଯେ ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ କହିଛନ୍ତି ଶିଶୁର ଦେହ ତ୍ୟା-ଗ ପରେ ଶରୀରକୁ ତାର ମାତା ପିତା ଯେତେ ଅଧିକ ଦାନ ପୁଣ୍ୟ କରିବେ ଶିଶୁର ଆ-ତ୍ମାକୁ ସେତେ ଶାନ୍ତି ମିଳିବ। କ୍ଷୀର ବସ୍ତ୍ର ଆଦି ଦାନ କରିବା ଦ୍ୱାରା ଶିଶୁର ଆ-ତ୍ମାକୁ ଶାନ୍ତି ମିଳିଥାଏ। ଏବଂ ତାର ଆ-ତ୍ମା ଅନ୍ୟ ଶରୀରରେ ପ୍ରବେଶ କରିବା ନିମନ୍ତେ ସକ୍ଷମ ହୋଇଥାଏ। ଏହା ସହିତ ଯେଉଁ ସ୍ଥାନରେ ଶିଶୁକୁ ପୋତି ଦିଆଯାଇଥାଏ ସେହି ସ୍ଥାନରେ ଶିଶୁର ମାତା ପିତା ଗୋବର ଲେପି ସେଠାରେ ତୁଳସୀ ବୃକ୍ଷ ଲଗାଇବା ଉଚିତ। କାରଣ ଯେଉଁ ସ୍ଥାନରେ ତୁଳସୀ ବୃକ୍ଷ ରହିଥାଏ ସେହି ସ୍ଥାନରେ ସ୍ୱୟଂ ଶ୍ରୀହରି ବିଷ୍ଣୁଙ୍କ ବାସ ରହିଥାଏ। ଯାହା ଫଳରେ ଶିଶୁର ଆ-ତ୍ମାକୁ ଖୁବଶୀଘ୍ର ମୋକ୍ଷ ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁଗଣ ଏହି କାରଣରୁ ମୃ-ତ୍ୟୁ ହେବା ପରେ ଶିଶୁ ମାନଙ୍କୁ ନ-ଜ-ଳା-ଇ ପୋତି ଦିଆଯାଇଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *