Excuse Me Odisha

ଯାହା କହିବୁ ସତ କହିବୁ

ପଣା ସଂକ୍ରାନ୍ତି ପରେ ୬ ଟି ରାଶିର ଭାଗ୍ୟ ସୁନା ଠାରୁବି ଅଧିକ ଚମକିବ, ହେବେ ଭାଗ୍ୟଶାଳୀ

ସେୟାର୍ କରନ୍ତୁ

ବନ୍ଧୁଗଣ ଯେପରିକି ଆମେ ଜାଣିଛେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ସାରା ଓଡ଼ିଶାରେ ପ୍ରତ୍ୟକ ଓଡ଼ିଆ ବନ୍ଧୁମାନେ ଓଡ଼ିଆ ନବବର୍ଷ ବୋଲି ପାଳନ କରାଯାଏ। ଏହି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ସାରା ଓଡ଼ିଶାରେ ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ। କିନ୍ତୁ ବନ୍ଧୁଗଣ ଏହି ପଣା ସଂକ୍ରାନ୍ତି ଦିନ ଗ୍ରହ ମାନଙ୍କର ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ରହ ମାନଙ୍କର ଏହି ପରିବର୍ତ୍ତନ ହେବା କାରଣରୁ ଏହାର ପ୍ରଭାବ ୧୨ ଗୋଟି ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଛି। କିଛି ରାଶିର ଉପରେ ଏହାର ଭଲ ପ୍ରଭାବ ପଢ଼ୁଥିବା ବେଳେ କିଛି ରାଶି ମାନଙ୍କ ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡୁଛି। ଏହି ଗ୍ରହ ମାନଙ୍କର ପ୍ରଭାବ ଯୋଗୁ ମଣିଷ ଜୀବନରେ ଖୁସି ଏବଂ ଦୁଃଖର ଛାୟା ମଧ୍ୟ ପଡିଥାଏ। କିନ୍ତୁ ଏହି ପଣା ସଂକ୍ରାନ୍ତି ପର ଦିନ ଠାରୁ ଏହି ୬ ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଭାଗ୍ୟ ସୁନା ଠାରୁବି ଅଧିକ ଚମିବାକୁ ଯାଉଛି। ତେବେ ଆସନ୍ତୁ ଜାଣିନେବା ସେହି ୬ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ। ତେବେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଏହି ମହାସଂଯୋଗ ଦ୍ୱାରା ଏହି ରାଶିର ବ୍ୟକ୍ତି ମାନଙ୍କର ମାନ ପ୍ରତିଷ୍ଠା ବଢିବ। ଆପଣ ମାନଙ୍କୁ ଆର୍ଥିକ ଲାଭ ମିଳିବ। ଆପଣ ଏହି ବର୍ଷ ଅଧିକ ଉନ୍ନତି କରିବେ। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ସମ୍ପୂର୍ଣ୍ଣ ବର୍ଷଟି ଭାଗ୍ୟଶାଳୀ ରହିବ। ଏହି ରାଶିର ଲୋକମାନଙ୍କ ପାଇଁ ବର୍ଷର ପ୍ରଥମ ଅର୍ଦ୍ଧଟି ଅତ୍ୟନ୍ତ  ଶୁଭଦାୟକ ରହିବ।ଏବଂ ଦ୍ୱିତୀୟ ଅର୍ଦ୍ଧଟି ଆଶାନୁରୂପକ ଫଳ ପ୍ରଦାନ କରିବ। ଆପଣ ଏହି ନୂତନ ବର୍ଷରେ ଅନେକ କାର୍ଯ୍ୟରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ। ଆପଣଙ୍କର ପରିବାରର ବାତାବରଣ ଶାନ୍ତିପୂର୍ଣ ରହିବ। ଆପଣଙ୍କର ରୋଜଗାର ବଢିବା ସହିତ ଖର୍ଚ୍ଚ ମଧ୍ୟ ଅଳ୍ପ ପରିମାଣରେ ବଢିବ। ପରିବାର ଲୋକମାନେ ଆପଣଙ୍କର ସହାୟତା କରିବେ। ଜୀବନରେ ହେଉଥିବା ପରିବର୍ତ୍ତନ ଦ୍ୱାରା କିଛି ନୂଆ ଶିଖିବାକୁ ପାଇପାରିବେ। ଆପଣଙ୍କର ଜୀବନର ସମସ୍ତ ପ୍ରକାର ମନସ୍କାମନା ପୂରଣ ହେବ।

Google

ତେବେ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ମଧ୍ୟରେ କନ୍ୟା ରାଶି,ବୃଷ ରାଶି, ତୁଳା ରାଶି,ମେଷ ରାଶି,ମିଥୁନ ରାଶି, କୁମ୍ଭ ରାଶି। ତେବେ ବନ୍ଧୁଗଣ ଏହି ପବିତ୍ର ପଣା ସଂକ୍ରାନ୍ତି ପରଠାରୁ ଏହି ୬ ଗୋଟି ରାଶି ମାନଙ୍କର ଭାଗ୍ୟ ସୁନା ଠାରୁବି ଅଧିକ ଚମକିବାକୁ ଯାଉଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *