Excuse Me Odisha

ଯାହା କହିବୁ ସତ କହିବୁ

ଫୁସଫୁସକୁ ସଫା କେମିତି କରିବେ , ଆସନ୍ତୁ ଜାଣିବା ଘରୋଇ ଉପାୟ

ସେୟାର୍ କରନ୍ତୁ

ବନ୍ଧୁଗଣ ଜଣେ ଲୋକ ବିନା ଖାଦ୍ୟ ଖାଇ ଏବଂ ପାଣି ପିଇ କିଛି ଦିନ ପର୍ଯ୍ୟନ୍ତ ବଞ୍ଚି ଯାଇପାରିବ। କିନ୍ତୁ ବିନା ନିଶ୍ବାସ ନେଇ ଗୋଟିଏ ମିନିଟ ପର୍ଯ୍ୟନ୍ତ ବଞ୍ଚି ପାରିବା ନାହିଁ। ଆମ ହୃଦୟ ଗୋଟିଏ ଦିନରେ ଗୋଟିଏ ଲକ୍ଷ ଥର ସ୍ପନ୍ଦନ କରିଥାଏ। ଜଣେ ସାଧାରଣ ବ୍ୟକ୍ତିର ଫୁସଫୁସ ଗୋଟିଏ ଥରରେ କୋଡ଼ିଏରୁ ତିରିଶ ହଜାର ଥର ଶ୍ୱା-ସ ନେଇଥାଏ। ଏହାର ଅର୍ଥ ଆମର ଫୁସଫୁସ କ୍ଷଣିକ ପାଇ ଅଟକି ନଯାଇ ଦିନରାତି କାର୍ଯ୍ୟ କରିଥାଏ। ଧୁମ୍ରପାନଟି ଏପରି ଅଭ୍ୟାସ ଯାହା ଆମ ଫୁସଫୁସ ଏବଂ ହୃତପିଣ୍ଡ ପାଇଁ ହା-ନିକା-ରକ ସାବ୍ୟସ୍ତ ହୋଇଥାଏ। ଏହା ଆମ କେଶ, ତ୍ଵଚା ଏବଂ ମସ୍ତିଷ୍କ ଉପରେ ଅଧିକ ପ୍ର-ଭା-ବ ପଡ଼ିଥାଏ। ତ-ମ୍ବା-ଖୁ ଏବଂ ସି-ଗାରେ-ଟରେ ନି-କୋ-ଟିନ ଅଧିକ ରହିଥାଏ। ଗବେଷଣାରୁ ଜଣାପଡିଛି ଯେ ଗୋଟିଏ ସି-ଗାରେ-ଟରୁ ଚାରି ହଜାରରୁ ଅଧିକ ବି-ଷା-କ୍ତ ପଦାର୍ଥ ରହିଥାଏ। ଏହାଦ୍ବାରା କ୍ୟା-ନ୍ସର କେ-ମିକା-ଲର ସୃଷ୍ଟି ହୋଇଥାଏ। ଏହି କେ-ମିକା-ଲ ଆମର ର-କ୍ତକୁ ଦୂ-ଷି-ତ କରି ଦେଇଥାଏ। ଏହି ଦୂ-ଷି-ତ ର-କ୍ତ ଶରୀରର ଅଙ୍ଗକୁ ପ୍ରଭାବିତ କରିଥାଏ। ସୁସ୍ଥ ଫୁସଫୁସର ରଙ୍ଗ ଗୋଲାପି ହୋଇଥାଏ ଏବଂ ଧୁ-ମ୍ରପା-ନ କରୁଥିବା ଲୋକଙ୍କର ଫୁସଫୁସ କଳା ହୋଇଥାଏ। ଏମିତି କ୍ଷେତ୍ରରେ ଜ-ରୁ-ରୀ ହୋଇଥାଏ କି ଫୁସଫୁସକୁ ସୁସ୍ଥ ରଖିବା। ଫୁସଫୁସକୁ ସୁସ୍ଥ ରଖିବା ପାଇଁ କିଛି ଘରୋଇ ଉପଚାର ରହିଛି। ଏହି ଉପାୟ ଗୁଡିକ ଆମ ଶରୀରରେ ଉତ୍ତମ ପ୍ରଭାବ ପକେଇ ଥାଏ। ତେବେ ଚାଲନ୍ତୁ ଜାଣିବା ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଉତ୍ତମ ଉପାୟ।

ପ୍ରଥମ ହେଉଛି ଲେମ୍ବୁ ରସ, ଅଦା ରସ, ଡାଲଚିନି, ମହୁ ଏବଂ ଲଙ୍କାଗୁଣ୍ଡରୁ ତିଆରି ରସର ସେବନ। ଏହି ରସକୁ ପ୍ରସ୍ତୁତ କରିବା ପାଇଁ ଅଦା ରସ, ଡାଲଚିନି ପାଉଡର, ମହୁ, ଲଙ୍କାଗୁଣ୍ଡ, ଅଦା ରସ ଆଦି ଫୁସଫୁସ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହିସବୁ ମିଶେଇ ଆମକୁ ଏହା ରସ ପ୍ରସ୍ତୁତ କରିବାକୁ ପଡ଼ିବ। ଡ୍ରିଙ୍କ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଦେଢ଼ କପ୍ ପାଣି କୁ ଫୁଟାଇ ଗୋଟିଏ କପ୍ ରେ ବାହାର କରି ନିଅନ୍ତୁ। ଏଥିରେ ଅଧ ଚାମୋଚ କାୟାନ ପିପର ପାଉଡର , ଏକ ଚମୋଚ ଡାଲଚିନି ପାଉଡର, ଏକ ଚାମୋଚ ଅଦା ରସ, ଏକ ଚାମୋଚ ଲେମ୍ବୁ ରସ , ଦୁଇ ଚାମୋଚ ମହୁ ମିଶେଇ ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରତ୍ୟେକଦିନ ରାତିରେ ଚାହା ଭଳି ସେ-ବ-ନ କରିବା ଆବଶ୍ୟକ। ଏହି ଡ୍ରିଙ୍କରେ ଥିବା ଡାଲଚିନି ଫୁସଫୁସ ରେ ଜମା ହୋଇଥିବା ସମସ୍ତ ପ୍ରକାରର କ-ଳାପ-ଣକୁ ବାହାର କରିଥାଏ। ଏହା ଫୁସଫୁସରେ ହୋଇଥିବା କ୍ଷ-ତିକୁ ଖୁବ୍ ଶୀଘ୍ର ଭରଣ କରିଥାଏ। ଏହି ଡ୍ରିଙ୍କ ଫୁସଫୁସ ରୁ ବି-ଷା-କ୍ତ ପଦାର୍ଥ ବାହାର କରିବା ସହିତ ର-କ୍ତକୁ ସଫା ରଖିଥାଏ। ଲଗାତାର ଏହାର ସେବନ ଯୋଗୁଁ ଆମର ରେଶପିରାଟୋରି

Google

ଦ୍ଵିତୀୟ ହେଉଛି ଗହମ ଘାସର ରସ ସେବନ। ଧୁ-ମ୍ରପା-ନ କରୁଥିବା ବ୍ୟକ୍ତିଙ୍କୁ ଏଭଳି ଖାଦ୍ୟ ପଦାର୍ଥ ନିଜ ଭୋଜନରେ ସାମିଲ କରିବା ଆବଶ୍ୟକ। ଗହମ ଘାସର ରସରେ କ୍ଲୋରୋଫିଲର ମାତ୍ରା ଅଧିକ ରହିଥାଏ। ଏହାର ସେବନ ପ୍ରତ୍ୟେକ ଦିନ କଲେ ଫୁସଫୁସ ରେ ରହିଥିବା ବି-ଷା-କ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ର-କ୍ତକୁ ସଫା କରିବା ସହିତ ର-କ୍ତକୁ ବୃଦ୍ଧି କରିଥାଏ।

ତୃତୀୟ ହେଉଛି ବିଟ ଗ୍ରାସ ରସ ସେବନ। ଯଦି ଆପଣ ଧୁ-ମ୍ରପା-ନ ର ସେ-ବ-ନ କରୁଛନ୍ତି ତାହେଲେ ସପ୍ତାହରେ ଗୋଟିଏ ଦିନରେ ଏହି ବିଟ ଗ୍ରାସ ରସର ସେବନ ପରେ ଆପଣ ନିଜର ସ୍ୱାର୍ଥରେ ଫରକ ଦେଖିବାକୁ ପାଇବେ।

Google

ଚତୁର୍ଥ ହେଉଛି ଚବନପ୍ରାସର ସେ-ବ-ନ। କହିବାକୁ ଗଲେ ପ୍ରତ୍ୟେକଦିନ ସକାଳେ ଚବନପ୍ରାଶ ର ସେ-ବ-ନ କରିବା ଦ୍ୱାରା ଶାରୀରିକ ରୂପରେ ଆପଣ ସୁଦୃଢ ରହିବେ। ଧୁ-ମ୍ରପା-ନର ସେ-ବ-ନକୁ କମ୍ କରିବା ପାଇଁ ଏହା ଏକ ଲାଭକାରୀ ଉପାୟ ଅଟେ। ଯେଉଁମାନେ ଅଧିକ ଦିନରୁ ସି-ଗାରେ-ଟ ସେ-ବ-ନ କରୁଛନ୍ତି ତାଙ୍କର ଶ୍ୱା-ସ ନେବାର କ୍ଷ-ମ-ତା ସାଧାରଣ ଲୋକଙ୍କଠାରୁ କମି ଯାଇଛି ବୋଲି। ଏମିତି ସମୟରେ ପ୍ରଚୁର ପରିମାଣରେ ନି-ଶ୍ବା-ସ ପ୍ରସ୍ୱାସ ନେବା ଉଚିତ। ପ୍ରତିଦିନ ସକାଳେ ବ୍ୟାୟାମ କରି ସରିବା ପରେ ଗୋଟେ ସ୍ଥାନରେ ବସି ନି-ଶ୍ବା-ସ ନିଅନ୍ତୁ। ଏହା ଫୁସଫୁସ ର ପ୍ର-ଶ୍ଵା-ସ ନେବାର କ୍ଷ-ମ-ତାକୁ ବୃଦ୍ଧି କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *