Excuse Me Odisha

ଯାହା କହିବୁ ସତ କହିବୁ

ଯାହାଙ୍କୁ ଭଲ ପାଉଛନ୍ତି ସେ ignore କରୁଛନ୍ତି କି ତାହେଲେ କଣ କରିବା ଦରକାର, ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ କଥା ହେବା ଏମିତି ଲୋକଙ୍କ ବିଷୟରେ ଖାଲି ଆପଣଙ୍କର ପ୍ର-ବ୍ଲେ-ମ ନାହିଁ ଏହି ପ୍ର-ବ୍ଲେ-ମ ମୋର ବି ପ୍ର-ବ୍ଲେ-ମ। ପୁଅଙ୍କ ପ୍ର-ବ୍ଲେ-ମ, ଝିଅଙ୍କ ପ୍ର-ବ୍ଲେ-ମ,ସମସ୍ତଙ୍କର ପ୍ର-ବ୍ଲେ-ମ। ଯିଏବି ହେଉ ୯୫% ଲୋକ ଏହି ପ୍ର-ବ୍ଲେ-ମରେ ଥାନ୍ତି। ପୁଣି ଭାବୁଥିବେ ଏମିତି କଣ ପ୍ର-ବ୍ଲେ-ମ। ତ ସେହି ପ୍ରବ୍ଲେମ ହେଲା ସାମ୍ନା ବାଲା ମଣିଷ ବୋଧେ ignore କରୁଛି। ମତେ ଭାଉ ଦେଉନାହିଁ। ମୋ ସହିତ କଥା ହେଉନାହିଁ। ଏବେ ମତେ କଣ କରିବା ଦରକାର। ତ କଣ କରିବେ। ତ ଆସନ୍ତୁ ଜାଣିବା।

ଦେଖନ୍ତୁ ଯେଉଁ ମଣିଷ ହୋଇଥାଏ ନାଁ ଆଟେନ୍ସନର ଭୋକିଲା ହୋଇଥାଏ, ତାରିଫର ଭୋକିଲା ହୋଇଥାଏ। ଆପଣ ତାକୁ ଖାଇବା ପାଇଁ ଦିଅନ୍ତୁ ନାହିଁ ପଛେ ତାରିଫ କରି ଦେବେତ ସେଇଥିରୁ ତାକୁ ଖୁସି ମିଳିଯାଇଥାଏ। ତ ମଣିଷ ଏହିଭଳି ପ୍ରଗତିର ସାମ୍ନା କରିଥାନ୍ତି। ଏମିତି ଯଦି କେହି ଭାଉ ଦେଉନାହାନ୍ତି ତ ଆମେ ପୁଣି ସେହି ମଣିଷକୁ ଦବେଇକି ଭାଉ ଦେଇଥାଉ। କିନ୍ତୁ ସେ ଆମକୁ ଭାଉ ଦିଏ ନାହିଁ। ତ ତାହା ବହୁତ କଷ୍ଟ ଦିଏ। ସତରେ ଏହି କଥା ବହୁତ କଷ୍ଟ ଦିଏ। ଆଉ କଣ ନାଁ ଆମ ସମସ୍ତଙ୍କ ପାଖରେ ପ୍ରବ୍ଲେମ ଏମିତି ହୋଇନଥାଏ। ଆମର ବହୁତ ସାଙ୍ଗ ଥାଆନ୍ତି। ସମସ୍ତଙ୍କ ଠାରେ ହୁଏ ନାହିଁ। କିନ୍ତୁ ଯାହାଙ୍କ ସହ ହୁଏ ଏହି ପ୍ରବ୍ଲେମ। ସବୁଠୁ ଭଲ କଥା କଣ ନାଁ ଯାହାକୁ ଆମେ ଭାଉ ଦେଇଥାଉ ତାଙ୍କଠୁ ଆମେ ଭାଉ ପାଇନଥାଉ। ତ ସେଥିପାଇଁ କଣ କରିବେ। ଆସନ୍ତୁ ଜାଣିବା।

Google

ସେ ମତେ ignore କରିଥାଏ ତ ମତେ କଣ କରିବା ଦରକାର। ତ କିଛିବି କରିବା ଦରକାର ନାହିଁ। ତାକୁ ignore କରିବା ଦରକାର। ଦେଖ ଭାଇ ଏହି ସବୁ କଥା ଯେ ହୋଇଥାଏ ନାଁ ବହୁତ ଜିଦି ସ୍ୱଭାବର ହୋଇଥାଏ। ଆଉ ଯେତେବେଳେ ରାଗ ଆସିଥାଏ ନାଁ ଯେଉଁ ଜିଦି ଗୁଣ ନାଁ ବହୁତ ଅଧିକ ହୋଇଯାଏ। ତ ଯଦି ସେହି ମଣିଷ ignore କରୁଛି ତ ଯଦି ସେହି ମଣିଷ ଜାଣିଶୁଣି ignore କରୁଛି ତ ଟେନସନ ନିଅନ୍ତୁ ନାହିଁ ତା ପାଇଁ। ତାକୁ ignore କରିବାକୁ ଦିଅନ୍ତୁ। କଣ ପାଇଁ ନାଁ ଆପଣ ତାକୁ ଯେତେ ଅଧିକ ରଗେଇବେ ସେ ସେତିକି ଅଧିକ ଜିଦି କରିବ। ଆଉ ସେତେ ଅଧିକ ଆପଣଙ୍କୁ ignore କରିବେ। ଯେମିତି ତାଙ୍କୁ ମନାଇବାକୁ ଲାଗିବ ଯେ ଭାଇରେ ଓବା ମୋ କାମ ତ ଚାଲୁଛି ମୁଁ ରାଗୁଛି ତ ମତେ ଅଟେମସନ ହେଉଛି। ସେ ମୋ ପଛରେ ପଡୁଛନ୍ତି ମତେ ମୋନାଉଛନ୍ତି ତ ସେହି ମଣିଷ ଆହୁରୁ ଅଧିକ ରାଗିବେ। ଆହୁରି ଅଧିକ ignore କରିବେ ତ ସେଥିପାଇଁ ଏହି ସବୁ ବୁଝିବାକୁ ପଡ଼ିବ। ତ ସେଥିପାଇଁ ଯିଏ ମୋତେ କଲ କରୁନାହିଁ ଯିଏ ମୋ ସହିତ କଥା ହେବା ପାଇଁ ଚାହୁଁନାହିଁ ମେସେଜ କରୁନାହିଁ ତ ତାକୁ ସେହି ଜିନିଷ କରିବାକୁ ଦିଅନ୍ତୁ। କିଛି କଥା ନାହିଁ। ଏମତି ଗୋଟେ ସପ୍ତାହ ଦୁଇ ସପ୍ତାହ ଛାଡି ଦିଅନ୍ତୁ। ଯଦି ତାଙ୍କର ଆପଣଙ୍କ ପାଖରେ ମତଲବ ଥିବ ନାଁ ସେ ଜରୁର ଆସିବେ। ଯଦିବି ଫରିଲେ ନାହିଁ ତ ଦୟାକରି ତାଙ୍କୁ ଛାଡିଦିଅନ୍ତୁ। ତାଙ୍କ ଖୁସି ପାଇଁ ତାଙ୍କୁ ଛାଡିଦିଅନ୍ତୁ ବା ଯିବାକୁ ଦିଅନ୍ତୁ। ସେ ଯିବା ପାଇଁ ଚାହୁଁଛନ୍ତି ତ ତାଙ୍କୁ ଯିବାକୁ ଦିଅନ୍ତୁ। କିନ୍ତୁ ମଜା କଥା ଏହାକି ଆପଣଙ୍କୁ ସେହି ମଣିଷ ଛାଡିକି ଯାଇପାରିବ ନାହିଁ। କଣ ପାଇଁ ନାଁ ଅଜବ ହୋଇଗଲ ନାଁ ସେହି ମଣିଷ ଭାଉ ଦେଉଥିଲା ଏବେ ସେ ଆଉ ଭାଉ ଦେଉନାହିଁ। ମାନେ ଆପଣ ତାଙ୍କୁ ଆଉ ଭାଉ ଦେଉନାହଁ। ତ ସେହି ମଣିଷକୁ ଖଲବଲି ଦେଖିବ ନାଁ ସେ ଆଉ ଯିବେ ନାହିଁ। ସେଥିପାଇଁ ଯିଏ ଆପଣଙ୍କୁ ignore କରୁଛି ନାଁ ତାକୁ ignore କରିବାକୁ ଦିଅନ୍ତୁ। କଣ ପାଇଁ ନାଁ ଯେଉଁ ମଣିଷ ଆପଣଙ୍କୁ ସମୟ ଦେଉନାହିଁ ସେଠାକୁ ଯାଇ କୌଣସି ଫାଇଦା ନାହିଁ। ତ ସେଥିପାଇଁ ଯିଏ ଆପଣଙ୍କୁ ସମୟ ଦେଉନାହିଁ ତାକୁ ମଧ୍ୟ ସମୟ ଦିଅନ୍ତୁ ନାହିଁ। ଯିଏ ignore କରୁଛି ତାକୁ ignore କରନ୍ତୁ ଦେଖିବେ ସବୁକିଛି ଠିକ ହୋଇଯିବ। ଆମେ କଣ ନାଁ ଯେଉଁ ଜିନିଷ ପ୍ରତି ପାଗଳ ହୋଇଯାଉନା ସେହି ଜିନିଷ ପ୍ରତି ପାଗଳ ହୋଇଯାଇଥାଉ। ଆମକୁ ଲାଗେ ତା ଛଡା ଆଉ ଏହି ଦୁନିଆରେ କିଛି ବି ନାହିଁ।ଦୁନିଆରେ ବହୁତ ଭଲ ଭଲ ଲୋକ ଅଛନ୍ତି ସେଥିପାଇଁ ପୁଅ ହେଉନ୍ତି କି ଝିଅ ଆମେ ତ ଜାଣିନୁ ମଣିଷ କଥା କହୁଛୁ ସେଥିପାଇଁ ignore କରିଛିତ କୌଣସି ମଣିଷ ତାକୁ ignore କରିବାକୁ ଦିଅନ୍ତୁ ତ ଜଣେ ignore କଣ ପାଇଁ କରେ। ତ ଏହି ପ୍ରଶ୍ନ ବି ଅଧିକ ଜଣ ପଚାରିବେ। ଯେବେ ସବୁ ମଣିଷ ଏମିତି ignore କରିଥାନ୍ତି ଆପଣ ଆଜି ରେଲସନସିପରେ ଅଛନ୍ତି ତ ପୂର୍ବରୁ ବି ତ କାହାକୁ ପ୍ରେମ କରୁଥିବେ ସିଏ ବି ଆପଣଙ୍କୁ ignore କରୁଥିଲା ଯଦି ବାରମ୍ବାର ଏମିତି ହେଉଛି ଆପଣଙ୍କ ସହିତ ତ ଆପଣଙ୍କ ସହ କିଛି ଗଡ଼ବଡ଼ ଚାଲୁଛିନା ତ ଗଡ଼ବଡ଼ କଣ ଜାଣିଛନ୍ତି ଆମେ ଲୋକଙ୍କୁ ବୋର କରିଦେଉ। ତ ସାମ୍ନା ବାଲା ଆମକୁ ignore କରିଦିଏ। ସେଥିପାଇଁ ଆପଣ ବୋର କରନ୍ତୁ ନାହିଁ। ଆଉ ନିଜକୁ ଆକ୍ଟିଭ ବନାଅ। ଦେଖିବେ ଲୋକମାନେ ଆପଣଙ୍କ ସହିତ କଥା ହେବା ପାଇଁ ପାଗଳ ହୋଇଯିବେ। ଯିଏ ଆପଣଙ୍କୁ ଛାଡି ଯିବା ପାଇଁ ଚାହୁଁଛି ତାକୁ ଛାଡି ଦିଅନାଁ ଯିଏ ଆପଣଙ୍କୁ ସମୟ ଦେବା ପାଇଁ ଚାହୁଁନାହିଁ ତାକୁ ସମୟ ଦେଇ କଣ ମିଳିବ। ତାଙ୍କୁ ଯିବାକୁ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *