Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ ଟି ରାଶି ଉପରେ ପ୍ରସନ୍ନ ହେଲେ ମହାଦେବ, ଖୋଲିଲା ଭାଗ୍ୟର ତାଲା, ଏମାନଙ୍କୁ ମିଳିବ ପ୍ରବଳ ଟଙ୍କା

ସେୟାର୍ କରନ୍ତୁ

ବନ୍ଧୁଗଣ କାନ୍ଦିବାର ଦିନ ଶେଷ ହେଲା। କାରଣ ଆଜି ରାତି ଠାରୁ ଏହି ରାଶିର ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ। ହଁ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନିଥାଉ। ମହାଦେବ ହିଁ ସୃଷ୍ଟିର ପାଳନହାର ବୋଲି କୁହାଯାଇଥାଏ। ବନ୍ଧୁଗଣ ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଯାନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କର ଉପରେ ବର୍ଷାଇ ଥାଆନ୍ତି। ଭଗବାନ ଭୋଳାନାଥ ବି ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି। ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ। ଆଉ ଏହା ମଧ୍ୟ ଜାଣିରଖନ୍ତୁ ଯେ ମହାଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି। ମହାଦେବ ତାଙ୍କର ଭକ୍ତିରେ ଏବେ ଖୁସି ହୋଇସାରିଛନ୍ତି। ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ମାଲାମାଲ ହେବାକୁ ଯାଉଛନ୍ତି। ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହିଁ। ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେସବୁ ପୂରଣ ହେବାରେ ଲାଗିବ ବା ଚାଲିବାରେ ଲାଗିବ। ଏବଂ ଆପଣଙ୍କର ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ସେସବୁ ମଧ୍ୟ ଦୂର ହୋଇଯିବ। ଆପଣଙ୍କୁ ଆପଣଙ୍କର ପ୍ରତ୍ୟକ କାର୍ଯ୍ୟରେ ଏବେ ସଫଳତା ମିଳିବ। ଆପଣଙ୍କର ଶ-ତ୍ରୁ ଆପଣଙ୍କର ଠାରୁ ଏବେ ଦୂରରେ ରହିବେ। ସମାଜରେ ଆପଣଙ୍କୁ ଲୋକମାନେ ମାନ ସମ୍ମାନ ଦେବେ। ବ୍ୟାପାର ବାଣିଜ୍ୟ ଆପଣଙ୍କର ଦୁଇଗୁଣ ଜୋରରେ ଆଗକୁ ଆଗକୁ ବଢି ଚାଲିବ। ଯେଉଁଲୋକମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିଯିବ। ଭଗବାନ ଭୋଳାନାଥଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ମିଳିବା ପାଇଁ ଯାଉଛି। ଲୋକମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ। ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାରେ ଲାଗିବ। ଭଗବାନ ଭୋଳାନାଥଙ୍କର କୃପାରୁ ଆପଣଙ୍କର ମନରେ ଆତ୍ମବିଶ୍ୱାସ ଏବଂ ଉତ୍ସାହ ମଧ୍ୟ ବଢିଯିବ। ପ୍ରେମ ସମ୍ବଦ୍ଧ ଆପଣଙ୍କର ମଧୁର ରହିବ। ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି।

Google

ତେବେ ବନ୍ଧୁଗଣ ଭଗବାନ ଭୋଳାନାଥଙ୍କର କୃପାରୁ ଯେଉଁ ରାଶି ଗୁଡିକ ଏବେ ଭାଗ୍ୟବାନ ହେବାକୁ ଯାଉଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସିପୂର୍ଣ ହେବାକୁ ଯାଉଛି ସେହି ରାଶି ଗୁଡିକ ହେଉଛନ୍ତି କୁମ୍ଭ ରାଶି,ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଓ ତୁଳା ରାଶି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *