Excuse Me Odisha

ଯାହା କହିବୁ ସତ କହିବୁ

ବୁଦ୍ଧିମାନ ଶିଶୁ ପାଇଁ ଗ-ର୍ଭବ-ସ୍ଥାରେ ଖାଆନ୍ତୁ ଏହି ୧୦ଟି ଖାଦ୍ୟ, ଶିଶୁ ବୁଦ୍ଧିମାନ ସହିତ ସୁସ୍ଥସବଳ ହେବ

ସେୟାର୍ କରନ୍ତୁ

ଆଜି ମୁଁ ଆପଣଙ୍କୁ କହିବି ବୁଦ୍ଧିମାନ ଶିଶୁ ଜନ୍ମ ହେବା ପାଇଁ ଗ-ର୍ଭାବ-ସ୍ଥା ସମୟରେ ମାଆକୁ କଣ କରିବା ଉଚିତ। ଯଦି କୌଣସି ମହା ଗ-ର୍ଭବ-ତୀ ହୋଇଛନ୍ତି, ତାହେଲେ ତାଙ୍କ ପାଇଁ ସର୍ବଦା ପୌଷ୍ଟିକ ସନ୍ତୁଳିତ ଆହାର ଗ୍ରହଣ କରିବା ନିତାନ୍ତ ଆବଶ୍ୟକ ଅଟେ। କାରଣ ଗର୍ଭରେ ଭ୍ରୁ-ଣର ବିକାଶ ପାଇଁ ପୋଷକ ତତ୍ତ୍ଵର ସେବନ କରିବା ଜ-ରୁ-ରୀ ଅଟେ। ନଚେତ ଆପଣଙ୍କର ହେବାକୁ ଥିବା ଶିଶୁ ଶାରୀରିକ ଏବଂ ମାନସିକ ରୂପରେ ଦୁର୍ବଳ ହେବାର ସମ୍ଭାବନା ରହିଥାଏ। ନଚେତ ନବଜାତ ଶିଶୁ ଦୁର୍ବଳ ହୋଇପାରେ। ଆଜି ମୁଁ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛି, ଯାହାକୁ ପ୍ରତ୍ୟେକ ଗ-ର୍ଭବ-ତୀ ମହିଳା ନିଜ ଭୋଜନରେ ସାମିଲ କରିବା ଉଚିତ। ଏହାଦ୍ବାରା ଆପଣ ଏକ ବୁଦ୍ଧିମାନ ଶିଶୁକୁ ଜନ୍ମ ଦେଇପାରିବେ। ଗର୍ଭବତୀ ସମୟରେ ପ୍ରତ୍ୟେକ ମହିଳା ମାନଙ୍କୁ ନେଇ ସତର୍କ ରହିବା ଉଚିତ। କାରଣ ଆପଣ ଯାହା ମଧ୍ୟ ଖାଉଛନ୍ତି ଏହାର ପ୍ରଭାବ ଆପଣଙ୍କ ଗ-ର୍ଭସ୍ଥ ଶିଶୁ ଉପରେ ପଡ଼ିବାର ସମ୍ଭାବନା ରହିଛି। ତେବେ ଚାଲନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ।

ପ୍ରଥମଟି ହେଉଛି ପାଳଙ୍ଗ ଶାଗ। ଗର୍ଭାବସ୍ଥା ସମୟରେ ଆପଣ ସବୁଜ ପନିପରିବା ସହିତ ପାଳଙ୍ଗ ଶାଗର ମଧ୍ୟ ସେବନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଶରୀରରେ ପୋଷକ ତତ୍ତ୍ଵର ଅଭାବ ହୋଇ ନଥାଏ। ପାଳଙ୍ଗ ଶିଶୁର ମସ୍ତିଷ୍କ ବିକାଶ ପାଇଁ ବହୁତ ଜ-ରୁ-ରୀ ହୋଇଥାଏ। କାରଣ ପଲଙ୍ଗରେ ପ୍ରୋଟିନ, ଫାଇବର, ଭିଟାମିନ ଏବଂ ଅନେକ ଗୁଡ଼ିଏ ମିନେରାଲ ରହିଥାଏ। ଯାହା ଆପଣଙ୍କ ଶିଶୁର ମସ୍ତିଷ୍କ ବିକାଶ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ତେଣୁ ଗ-ର୍ଭବ-ତୀ ସମୟରେ ପାଳଙ୍ଗ ଶାଗର ସେବନ କରିବା ଉଚିତ।

Google

ଦ୍ୱିତୀୟଟି ହେଉଛି ଅଣ୍ଡାର ସେବନ। ଗର୍ଭବତୀ ସମୟରେ ଅଣ୍ଡାର ସେବନ କରିବା ଉଚିତ। କାରଣ ଏଥିରେ ପ୍ରୋଟିନ ବ୍ୟତୀତ ଭିଟାମିନ, ମିନେରାଲ ରହିଛି। ଅଣ୍ଡାରେ ଭିଟାମିନ ଡି ର ପରିମାଣ ସବୁଠାରୁ ଅଧିକ ରହିଥାଏ।ଏହି ଭିଟାମିନ ଡି ମସ୍ତିଷ୍କ ବିକାଶ ରେ ସାହାଯ୍ୟ କରିଥାଏ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶିଶୁ ବୁଦ୍ଧିମାନ ହେଉ ତାହେଲେ ଗ-ର୍ଭାବ-ସ୍ଥା ସମୟରେ ପ୍ରତ୍ୟେକ ଦିନ ଅଣ୍ଡାର ସେବନ କରନ୍ତୁ।

ତୃତୀୟଟି ହେଉଛି ଆଲ୍ମଣ୍ଡ ବା ପେସ୍ତା ବଦମର ସେବନ। ଗ-ର୍ଭବ-ତୀ ସମୟରେ ଆଲମଣ୍ଡର ସେବନ କରିବା ଉଚିତ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ଵ ରହିଥାଏ, ଯାହା ଶିଶୁର ଜ୍ଞାନ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପ୍ରତ୍ୟେକଦିନ ରାତିରେ ଆଲମଣ୍ଡକୁ ଭିଜେଇ ରଖିଦେବେ, ସକାଳେ ଏହାର ଚୋପା ଛଡ଼ାଇ ଏହାକୁ ଖାଇବେ।

Google

ଚତୁର୍ଥଟି ହେଉଛି ଦହିର ସେବନ। ବୁଦ୍ଧିମାନ ଶିଶୁ ଜନ୍ମ ହେବାପାଇଁ ଗ-ର୍ଭବ-ତୀ ସମୟରେ ମହିଳା ମାନଙ୍କୁ ପ୍ରତ୍ୟେକଦିନ ଗୋଟେ ଗିନା ଦହି ସେବନ କରିବା ଉଚିତ। କାରଣ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ। ଏହା ଗ-ର୍ଭବ-ତୀ ମହିଳାଙ୍କ ପାଇଁ ଅମୃତ ସମାନ ହୋଇଥାଏ।

ପଞ୍ଚମ ହେଉଛି ଡାଲିର ସେବନ କରିବା। ବୁଦ୍ଧିମାନ ଶିଶୁ ଜନ୍ମ ହେବା ପାଇଁ ଗ-ର୍ଭବ-ତୀ ମହିଳା ମାନଙ୍କୁ ସମସ୍ତ ପ୍ରକାରର ଡାଲିର ସେବନ କରିବା ଆବଶ୍ୟକ। କାରଣ ଏଥିରେ ପ୍ରଚୁର ପରିମାଣରେ ରହିଥାଏ। ଏହା ଶିଶୁର ମସ୍ତିଷ୍କ ବିକାଶ ପାଇଁ ସହାୟକ ହୋଇଥାଏ। ଆପଣ ବିଭିନ୍ନ ପ୍ରକାରର ଡାଲିର ସେବନ କରି ଏହାର ସେବନ କରି ପାରିବେ।

ଷଷ୍ଠ ହେଉଛି କ୍ଷୀରର ସେବନ। ଗ-ର୍ଭାବ-ସ୍ଥା ସମୟରେ ମହିଳା ମାନଙ୍କୁ କ୍ଷୀରର ସେବନ କରିବା ଆବଶ୍ୟକ। ଏହା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏଥିରେ ଥିବା ପ୍ରୋଟିନ ଏବଂ କ୍ୟାଲସିୟମ ଯୋଗୁଁ ଶିଶୁର ମସ୍ତିଷ୍କ ବିକାଶ ହେବା ସହିତ ଅସ୍ଥି ମଧ୍ୟ ସୁ-ଦୃ-ଢ ହୋଇଥାଏ। ଗ-ର୍ଭବ-ତୀ ମହିଳା ପ୍ରତ୍ୟେକ ଦିନ ଗୋଟେ ଗ୍ଲାସ କ୍ଷୀରର ସେବନ କରିବା ଆବଶ୍ୟକ।

ସପ୍ତମ ହେଉଛି ତାଜା ଫଳର ସେବନ। ଗ-ର୍ଭବ-ତୀ ସମୟରେ ମହିଳା ମାନଙ୍କୁ ତାଜା ଫଳର ସେବନ କରିବା ଉଚିତ। ଏଥିରେ ଭିଟାମିନ ଏବଂ ମିନେରାଲ ପ୍ରଚୁର ପରିମାଣରେ ରହିଥାଏ। ଗ-ର୍ଭବ-ତୀ ସମୟରେ କରି, ନଡ଼ିଆ ଆଦି ସେବନ କରିବା ଉଚିତ। ଏହାବ୍ୟତୀତ ଗ-ର୍ଭବ-ତୀ ସମୟରେ ଅଧିକ ଫଳ ସେବନ କରିବା ଦ୍ୱାରା ହଜମ ଜ-ନି-ତ ସମସ୍ୟା ଦୂର କରିଥାଏ। କାରଣ ଫଳରେ ଆମର ହଜମ ଜ-ନି-ତ ସମସ୍ୟାର ନିରାକରଣ ରହିଛି।

Google

ଅଷ୍ଟମ ହେଉଛି ଅଖରୋଟ ସେବନ କରିବା।ଗ-ର୍ଭବ-ତୀ ମହିଳା ମାନଙ୍କ ପାଇଁ ଅଖରୋଟ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ଵ ବ୍ୟତୀତ ଓମେଗା ଥ୍ରୀ ଫେଟି ଏସିଡ ରହିଛି। ଯାହା ଆମର ସ୍ବାସ୍ଥ୍ୟକୁ ଭଲ ରଖିବା ସହିତ ଶିଶୁର ଶରୀର ବିକାଶରେ ସହାୟକ ହୋଇଥାଏ।

ନବାନ୍ନ ହେଉଛି ବୋଇତାଳ ମଞ୍ଜିର ସେବନ କରିବା। ମହିଳାମାନଙ୍କୁ ନିଜ ଭୋଜନରେ ବୋଇତାଳ ମଞ୍ଜିକୁ ମଧ୍ୟ ସାମିଲ କରିବା ଉଚିତ। ଏଥିରୁ ଗ-ର୍ଭବ-ତୀ ମହିଳା ମାନଙ୍କୁ ଅନେକ ପ୍ରକାରର ପୋଷକ ତତ୍ତ୍ଵ ମିଳିଥାଏ। ଯାହା ଶିଶୁର ମସ୍ତିଷ୍କ ବିକାଶ ରେ ସହାୟକ ହୋଇଥାଏ।

ଶେଷଟି ହେଉଛି ସମୁଦ୍ରୀ ଖାଦ୍ୟର ସେବନ କରିବା। ସମୁଦ୍ରୀ ଖାଦ୍ୟ ଅର୍ଥାତ ବିଭିନ୍ନ ପ୍ରକାରର ସାମୁଦ୍ରିକ ମାଛ ଖାଇବା।ଏଥିରେ ଓମେଗା ଥ୍ରୀ ଫେଟି ଏସିଡର ପରିମାଣ ଅଧିକ ରହିଥାଏ। ଏହାଦ୍ବାରା ଶିଶୁର ମସ୍ତିଷ୍କ ବିକାଶ ହୋଇଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *