Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ (୧୨ ରୁ ୧୮ ଏପ୍ରିଲ ) : ଚୈତ୍ର ନବରାତ୍ରିର ଏହି ସପ୍ତାହରେ ଏହି ୭ ଟି ରାଶିର ଲୋକଙ୍କ ଉପରେ ବର୍ଷିବ ଦେବୀଙ୍କ କୃପା।

ସେୟାର୍ କରନ୍ତୁ

ଏହି ସପ୍ତାହରେ ଚୈତ୍ର ନବରାତ୍ରିର ଆରମ୍ଭ ହେବାକୁ ଯାଉଛି। ନବରାତ୍ରିର ନଅ ଦିନରେ ମାଆ ଦୁର୍ଗାଙ୍କର ନଅଟି ରୂପକୁ ପୂଜା କରାଯାଏ। ଦେବୀ ଦୁର୍ଗା ଏହି ସପ୍ତାହରେ ୭ଟି ରାଶିର ଲୋକଙ୍କ ଉପରେ ନିଜର କୃପା ଦୃଷ୍ଟି ରଖିବେ। ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥିବ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ? ଏହି ସପ୍ତାହରେ ଆମର ନକ୍ଷତ୍ର କଣ ସଂକେତ ଦେଉଛନ୍ତି। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ବର୍ଣ୍ଣନ ମିଳିବ, ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୧୨ ଏପ୍ରିଲରୁ ଆରମ୍ଭ କରି ୧୮ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ।

ମେଷ ରାଶି –

ଏହି ସପ୍ତାହରେ ଆର୍ଥିକ ମାମଲାରେ ଗ୍ରହର ଚଳନ ଆପଣଙ୍କ ସପକ୍ଷରେ ରହିବ। ନକାରାତ୍ମକ ସ୍ଵଭାବ ଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ନଚେତ ସେମାନଙ୍କ ନକାରାତ୍ମକ ବିଚାର ଆପଣଙ୍କୁ ହାନୀ ପହଞ୍ଚାଇ ପାରେ। ବ୍ୟବସାୟ ପାର୍ଟନରଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଚାକିରି ପେଶା ପାଇଁ ସପ୍ତାହ ସାମାନ୍ୟ ରହିବ। ଆଶାନୁରୂପ ଫଳ ପ୍ରାପ୍ତ କରିବା ଦ୍ୱାରା ଆପଣ ଆନନ୍ଦିତ ରହିବେ। ଧର୍ଯ୍ୟ ରଖନ୍ତୁ ଆପଣଙ୍କୁ ଅଫିସ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନରେ କିଛି ସମସ୍ୟା ଦେଖିବାକୁ ମିଳିପାରେ। ଆପଣଙ୍କୁ ନିଜ ସମ୍ପର୍କ ସମ୍ଭାଳିବା ପାଇଁ ପଡ଼ିବ।

କ୍ୟାରିୟର ମା-ମ-ଲାରେ, ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା କ୍ଷେତ୍ରରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଶାରୀରିକ ରୂପରେ ପାଦରେ ଦରଜ ଏବଂ ଦୁର୍ବଳତା ଭଳି ସମସ୍ୟା ଦେଖା ଦେଇପାରେ।

ବୃଷ ରାଶି –

ଏହି ସପ୍ତାହରେ ବୃଷ ରାଶିର ଲୋକଙ୍କୁ ସାର୍ବଜନୀନ କ୍ଷେତ୍ରରେ ଲାଭ ମିଳିବ। ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ସଂଘର୍ଷ କରିବାକୁ ପଡ଼ିବ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ସମାଜରେ ଆପଣଙ୍କର ମାନସମ୍ମାନ ହ୍ରାସ ହେବାର ସମ୍ଭାବନା ରହିଛି। ଆପଣଙ୍କ ଚତୁରତା ଦ୍ଵାରା ପୁରୁଣା ବିବାଦ ସମାପ୍ତ ହୋଇପାରେ। ଚାକିରି ପେଶାରେ ଥିବା ଲୋକଙ୍କୁ ନିଜ କାର୍ଯ୍ୟରେ ମଜା ଆସିବ। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ସାବ୍ୟସ୍ତ ହେବ।

ପ୍ରେମ ମା-ମ-ଲାରେ, ପ୍ରେମ ପ୍ରସଙ୍ଗରେ ଅବସର ମିଳିପାରେ।

କ୍ୟାରିୟର ମା-ମ-ଲାରେ, ସରକାରୀ ଚାକିରୀ କରୁଥିବା ଲୋକଙ୍କର କାର୍ଯ୍ୟରେ ବରିଷ୍ଠ ଅଧିକାରୀ ପ୍ରସନ୍ନ ରହିବେ।

ସ୍ବାସ୍ଥ୍ୟ ମା-ମ-ଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

Google

ମିଥୁନ ରାଶି –

ଏହି ସପ୍ତାହରେ ଆପଣଙ୍କର ଆତ୍ମବଳ ଏବଂ ଉତ୍ସାହ ବୃଦ୍ଧି ହେବ। ପୂର୍ବରୁ କରୁଥିବା ନିବେଶ ରେ ଲାଭ ମିଳିବ। ବନ୍ଧୁଙ୍କ ସହଯୋଗ ରେ ବିଗିଡି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଆପଣଙ୍କର ଚିନ୍ତା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ କୁ ସମ୍ପନ୍ନ କରିବା ଉଚିତ । କଠିନ ପରିସ୍ଥିତି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆୟରେ ବୃଦ୍ଧି ହୋଇପାରେ।

ପ୍ରେମ ମା-ମ-ଲାରେ, ଏହି ସପ୍ତାହରେ ଆପଣଙ୍କ ଜୀବନସାଥୀ ଖରାପ ବ୍ୟବହାର କରି ପାରନ୍ତି।

କ୍ୟାରିୟର ମା-ମ-ଲାରେ, ପାର୍ଟ ଟାଇମ ଚାକିରି ପାଇଁ ଅବସର ମିଳିପାରେ। ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି।

ସ୍ବାସ୍ଥ୍ୟ ମା-ମ-ଲାରେ, ଗର୍ଭବତୀ ମହିଳାଙ୍କୁ ନିଜ ଖାଦ୍ୟରେ ନିୟମିତତା ରଖିବାକୁ ପଡିବ ଏବଂ ଭରପୁର ନିଦ୍ରା ନେବାକୁ ପଡିପାରେ।

କର୍କଟ ରାଶି –

ଏହି ସପ୍ତାହରେ ଆପଣଙ୍କୁ ଅଧିକ ସଫଳତା ମିଳିବ। ଭାବନାତ୍ମକ ରୂପରେ ଲୋକଙ୍କ ସହିତ ସମ୍ପର୍କ ବୃଦ୍ଧି ପାଇବ। ଆକ୍ରମକତା ଆପଣଙ୍କୁ ହାନୀ ପହଞ୍ଚାଇ ପାରେ। ନୂଆ ସମ୍ବନ୍ଧ ସୃଷ୍ଟି ହେବାର ଯୋଗ ରହିଛି। ଆପଣଙ୍କୁ ନିଜ ମନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ପଡିବ। ଅନ୍ୟମାନଙ୍କ ସହଯୋଗ କରି ଉତ୍ତମ ଅନୁଭବ କରିବେ। ଟଙ୍କା ନିବେଶରେ ଆପଣଙ୍କୁ ଫାଇଦା ମିଳିବ।

ପ୍ରେମ ମା-ମ-ଲାରେ, ରୋମାନ୍ସର ଅବସର ମିଳିପାରେ। ଅଚାନକ ଛୋଟ ଛୋଟ ବିବାଦ ହୋଇପାରେ।

କ୍ୟାରିୟର ମା-ମ-ଲାରେ, ବ୍ୟବସାୟିକ ଯାତ୍ରା ଲାଭଦାୟକ ରହିବ।ଆୟ ରେ ବୃଦ୍ଧି ହେବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଖାଦ୍ୟରେ ଅଳ୍ପ ମସଲା ପ୍ରୟୋଗ କରନ୍ତୁ। ଯଦି ହେଉଛି ତାହେଲେ ସାଧା ହିଁ ଭୋଜନ କରନ୍ତୁ।

ସିଂହ ରାଶି –

ଏହି ରାଶିର ଲୋକଙ୍କର ଚିନ୍ତାଧାରା ସକାରାତ୍ମକ ରଖିବା ଆବଶ୍ୟକ। ଚାକିରିରେ ଜଡ଼ିତ ଲୋକଙ୍କୁ ନିଜ କାର୍ଯ୍ୟ ସଠିକ ଭାବରେ ତୁଲାଇବା ଆବଶ୍ୟକ। କୌଣସି ମହଙ୍ଗା ଜିନିଷ ଚୋରି ହୋଇପାରେ। କାର୍ଯ୍ୟରେ ଆସୁଥିବା କଠିନ ପରିସ୍ଥିତିକୁ ଦେଖି ଆପଣ ବିଚଳିତ ହୋଇ ପାରନ୍ତି। କିଛି ମାମଲାରେ ନିଜର ଗତି ଧୀର କରିବା ଆବଶ୍ୟକ।

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନକୁ ନେଇ ନିଷ୍ପତ୍ତି ଶୀଘ୍ରତା କରନ୍ତୁ ନାହିଁ।

କ୍ୟାରିୟର ମା-ମ-ଲାରେ, କାର୍ଯ୍ୟକ୍ଷେତ୍ରରେ ଆପଣ ଉତ୍ତମ ପ୍ରଦର୍ଶନ କରି ପାରନ୍ତି। କାରବାର ସମ୍ବନ୍ଧିତ ଚିନ୍ତା ଦୂର ହେବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଶାରୀରିକ ରୂପରେ ସୁସ୍ଥ ରହିବାକୁ ହେଲେ ନିଜର ଖାଦ୍ୟ ରୁଟିନ ଉପରେ ଧ୍ୟାନ ଦିଅନ୍ତୁ।

କନ୍ୟା ରାଶି –

ଏହି ସପ୍ତାହରେ ଆପଣ ପୁରୁଣା ଭୁଲ କୁ ଭୁଲି ଯାଇ ନିଜ ଜୀବନ କୁ ସାର୍ଥକ ବନେଇବେ। କିଛି ଖାସ୍ ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହେବାର ସମ୍ଭାବନା ରହିଛି। ଯାହା ଭବିଷ୍ୟତ ରେ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ। ସଙ୍କୁଚିତ ବିଚାର ଧାରା ଆପଣଙ୍କ ପାଇଁ ହାନିକାରକ ପ୍ରଭାବ ପକାଇ ପାରେ। କୌଣସି ପୁରୁଣା ଯୋଜନା ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହୋଇପାରେ। ଅବିବାହିତ ଲୋକଙ୍କ ପାଇଁ ବିବାହ ର ପ୍ରସ୍ତାବ ଆସିପାରେ।

ପ୍ରେମ ମା-ମ-ଲାରେ, ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମୀ ଯୁଗଳ ଙ୍କ ପାଇଁ ସପ୍ତାହ ସାମାନ୍ୟ ରହିବ।

କ୍ୟାରିୟର ମା-ମ-ଲାରେ, କୌଣସି ନୂଆ ଯୋଜନାରେ କାମ କରିବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ବୟସ ବଢିବା ସହିତ ଶରୀର ଦୁର୍ବଳ ହେବାକୁ ଲାଗୁଥିଲେ, ଅଯଥା ଚିନ୍ତା ଛାଡି ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

Google

ତୁଳା ରାଶି –

ଚାକିରି ପେଶାରେ ଥିବା ଲୋକଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ବଡ଼ ପୁରସ୍କାର ମିଳିପାରେ। ମଧୁର ବାଣୀ ଦ୍ୱାରା ଆପଣ ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ରହିବେ। ବ୍ୟାପାର ରେ ବୃଦ୍ଧି ହେବ। ଏହି ସପ୍ତାହରେ ଆପଣ ଅଧିକ ସୁଦୃଢ ରହିବେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଶତ୍ରୁଙ୍କ ସହିତ ବନ୍ଧୁତା ସ୍ଥାପନ କରିବେ। ବ୍ୟବସାୟକୁ ନେଇ ଉତ୍ତମ ନିଷ୍ପତ୍ତି ନେଇ ପାରନ୍ତି। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ।

ପ୍ରେମ ମା-ମ-ଲାରେ, ପ୍ରେନ ସମ୍ୱନ୍ଧ ଭାଙ୍ଗି ଯିବାର ସମ୍ଭାବନା ରହିଛି। କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ।

କ୍ୟାରିୟର ମା-ମ-ଲାରେ, କାରବାରରେ ବୃଦ୍ଧି ହୋଇପାରେ।ଚାକିରି କ୍ଷେତ୍ରରେ ଜୀବନ ଉତ୍ତମ ରହିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ପେଟ ସମ୍ବନ୍ଧିତ ରୋଗ ବାହାରିପାରେ। ସ-ତ-ର୍କ ରୁହନ୍ତୁ।

ବିଛା ରାଶି –

ଏହି ସପ୍ତାହରେ ଆପଣଙ୍କୁ ପୂର୍ବରେ କରିଥିବା କାର୍ଯ୍ୟର ପରିଣାମକୁ ନେଇ ଚିନ୍ତା ରହିପାରେ। ଆପଣ ସ୍ୱଭାବରେ କ୍ରୋଧୀ ରହି ପାରନ୍ତି। ବିବେକ ଏବଂ ଧର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ଲାଭରେ ବୃଦ୍ଧି ହେବ। ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ହୋଇପାରେ। ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସଂପତ୍ତି କାର୍ଯ୍ୟରେ ଅନୁକୂଳ ପରିଣାମ ପ୍ରାପ୍ତ ହେବ।

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନରେ ରୋମାନ୍ସ ବଢିବ। ବୈବାହିକ ଜୀବନରେ ସମସ୍ୟାରୁ ମୁକ୍ତି ମିଳିବ।

କ୍ୟାରିୟର ମା-ମ-ଲାରେ, କୌଣସି ଏଭଳି ବ୍ୟକ୍ତିଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ, ଯିଏ ଆପଣଙ୍କ କ୍ୟାରିୟରର ଦିଗ ପରିବର୍ତ୍ତନ କରି ପାରନ୍ତି।

ସ୍ବାସ୍ଥ୍ୟ ମା-ମ-ଲାରେ, ସ୍ବାସ୍ଥ୍ୟରେ ସୁଧାର ଆସିବ। କୌଣସି ପୁରୁଣା ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ।

ଧନୁ ରାଶି –

ଏହି ସପ୍ତାହରେ ଆପଣଙ୍କ ଆୟ ରେ ବୃଦ୍ଧି ହୋଇପାରେ। କୌଣସି ବଡ଼ ପଦକ୍ଷେପ ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଚାହୁଁ ନଥିବା ସ୍ଥିତିର ସାମ୍ନା କରିବାକୁ ପଡିପାରେ। ଆପଣ ବିଚାର କରିଥିବା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଧର୍ଯ୍ୟ ରଖନ୍ତୁ, ଏହି ସପ୍ତାହରେ ପୁରୁଣା ବି-ବାଦ ସାମ୍ନା କୁ ଆସିପାରେ। ବିରୋଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ।

ପ୍ରେମ ମା-ମ-ଲାରେ, କ୍ରୋ-ଧ ବଶତଃ ଜୀବନସାଥୀଙ୍କୁ ଦୁଃଖ ଦିଅନ୍ତୁ ନାହିଁ।

କ୍ୟାରିୟର ମା-ମ-ଲାରେ, କାର୍ଯ୍ୟକ୍ଷେତ୍ରରେ ନିରାଶା ର ସାମ୍ନା କରିବାକୁ ପଡିପାରେ। ପଦୋନ୍ନତି ମିଳିବାରେ ବାଧା ଉତ୍ପନ୍ନ ହୋଇପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ଆପଣଙ୍କ ସ୍ବାସ୍ଥ୍ୟ ଉତ୍ତମ ରହିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର ରାଶି –

ଏହି ସପ୍ତାହ ରେ ସବୁ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ କରିବେ। ଅଯଥା କୌଣସି କାର୍ଯ୍ୟରେ ଦଖଲ ଦିଅନ୍ତୁ ନାହିଁ। କୌଣସି ବିଶେଷ ବ୍ୟକ୍ତି ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇ ପାରନ୍ତି। ଆଧ୍ୟାତ୍ମ୍ୟ ଆଡ଼କୁ ଅଗ୍ରସର ହୋଇ ପାରନ୍ତି।ଏହି ରାଶିର କଳା କ୍ଷେତ୍ରରେ ଜଡିତ ଲୋକେ କିଛି ନୂଆ କରିବା କରିବା ପାଇଁ ପ୍ରୟାସ କରି ପାରନ୍ତି। ସବୁ ସ୍ଥାନରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ।

ପ୍ରେମ ମା-ମ-ଲାରେ, ଏହି ସପ୍ତାହ  ପ୍ରେମ ପ୍ରସଙ୍ଗ ପାଇଁ ଅନୁକୂଳ ରହିଛି।

କ୍ୟାରିୟର ମା-ମ-ଲାରେ, କୌଣସି ବ୍ୟକ୍ତିଙ୍କ ପରାମର୍ଶ ରେ ଆପଣ ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଏହା ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ଆପଣ କିଛି ଚିନ୍ତାମଗ୍ନ ବ୍ୟବହାର କରି ପାରନ୍ତି। ଯେଉଁଥିପାଇଁ ଆପଣଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ।

କୁମ୍ଭ ରାଶି –

ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ରହିବ ଏବଂ ଆପଣ ଉପଭୋଗ କରିବେ। ଆପଣଙ୍କର ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ। ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ମିଳିପାରେ। ଆପଣଙ୍କ ଆତ୍ମସମ୍ମାନ ରେ ବୃଦ୍ଧି  ହେବ। କାର୍ଯ୍ୟକ୍ଷେତ୍ରରେ ଅଧିକ ବ୍ୟସ୍ତ ରହି ପାରନ୍ତି। ପରିଶ୍ରମରୁ ଅଧିକ ଲାଭ ମିଳିବ। ବୈବାହିକ ସମସ୍ୟାର ସମାଧାନ ହେବ। ଆପଣଙ୍କର ଖର୍ଚ୍ଚ ବଢିପାରେ। ସମ୍ପର୍କୀୟଙ୍କ ସହିତ ମଉଜ ମସ୍ତି କରି ପାରନ୍ତି।

ପ୍ରେମ ମା-ମ-ଲାରେ, ପାର୍ଟନରଙ୍କ ସହିତ ଅଯଥା ଲ-ଢେ-ଇ ହୋଇପାରେ।

କ୍ୟାରିୟର ମା-ମ-ଲାରେ, ଉତ୍ତମ ଯୋଜନାର ଲୋଭରେ ଆପଣ ଅଧିକ ଖର୍ଚ୍ଚାନ୍ତରୁ ବଞ୍ଚିତ ହୁଅନ୍ତୁ।

ସ୍ବାସ୍ଥ୍ୟ ମା-ମ-ଲାରେ, ଏହି ସପ୍ତାହ ରେ ପେଟ ରୋଗୀ ମାନଙ୍କୁ ସାବଧାନ ରହିବା ଆବଶ୍ୟକ।

Google

ମୀନ ରାଶି –

ଏହି ସପ୍ତାହ ଟି ଆପଣଙ୍କ ପାଇଁ ଶୁଭ ରହିବ। ସନ୍ତାନଙ୍କ ଚିନ୍ତା ଦୂର ହେବ। କ୍ରୋ-ଧରେ ଆସି କୌଣସି ଭୁଲ ବୁଝାମଣା ରେ ସାମିଲ ହୁଅନ୍ତୁ ନାହିଁ। ଅନାବଶ୍ୟକ ବି-ବା-ଦ ରୁ ଦୂରେଇ ରୁହନ୍ତୁ। ଏହି ସପ୍ତାହରେ ସଫଳତାର ମାର୍ଗ ଖୋଲିପାରେ, ଏଥିପାଇଁ ପିତାମାତାଙ୍କ ପରାମର୍ଶ ନେବା ଆବଶ୍ୟକ। ସର୍ବଦା ନିଜକୁ ନିୟନ୍ତ୍ରଣ ରେ ରଖନ୍ତୁ। ଶ-ତ୍ରୁ ପକ୍ଷ ଦୁର୍ବଳ ରହିବ।

ପ୍ରେମ ମା-ମ-ଲାରେ, ଏହି ସପ୍ତାହରେ ଆପଣଙ୍କ ମନରେ ପ୍ରେମ ଏବଂ ରୋମାନ୍ସ ଭରି ରହିବ।

କ୍ୟାରିୟର ମା-ମ-ଲାରେ, ସରକାରଙ୍କ ତରଫରୁ ଆପଣଙ୍କୁ ଫାଇଦା ମିଳିବ। ଚାକିରି କ୍ଷେତ୍ରରେ ଆପଣଙ୍କ ସ୍ଥିତି ସୁଦୃଢ ରହିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ହୃଦୟ ରୋଗୀ ମାନଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ସ-ତ-ର୍କ ରହିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *