Excuse Me Odisha

ଯାହା କହିବୁ ସତ କହିବୁ

ରା-ଗ ବା କ୍ରୋ-ଧକୁ ପୂର୍ଣ ଭାବରେ କଣ୍ଟ୍ରୋଲ କେମିତି କରିବେ, ପଢନ୍ତୁ ଏହି ପୋଷ୍ଟ

ସେୟାର୍ କରନ୍ତୁ

ଆଜି ଆମେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା,ତାହା ହେଉଛି ରାଗ ବା କ୍ରୋ-ଧ। ଆମେ କାହିଁକି ରାଗନ୍ତି ଏବଂ ସେହି ରାଗରୁ ଆମେ ସମ୍ପୂର୍ଣ୍ଣ ଭାବରେ କିପରି ମୁକ୍ତ ହୋଇ ପାରିବା। କୁହାଯାଏ କି ମଣିଷର ସବୁଠାରୁ ବଡ ଶ-ତ୍ରୁ ହେଉଛି କ୍ରୋ-ଧ। ଯଦି ଜଣେ ବ୍ୟକ୍ତି କ୍ରୋଧରୁ ମୁକ୍ତ ହୋଇଯାଏ, ତାହେଲେ ତାର ଜୀବନରେ ଅଧେ ସମସ୍ୟା ସମାପ୍ତ ହୋଇଯିବ।

ପ୍ରଥମେ ଜାଣିବା କ୍ରୋ-ଧ କଣ ଅଟେ। ଆମେ ଏହା କେବେବି ଧ୍ୟାନ ପୂର୍ବକ ବିଚାର କରି ନଥାଉ। କ୍ରୋଧ ହେଉଛି ଅନ୍ୟର ଦୋ-ଷକୁ ନେଇ ନିଜକୁ ଦ-ଣ୍ଡି-ତ କରିବା। ସରଳ ଅର୍ଥରେ କହିବାକୁ ଗଲେ ଅନ୍ୟ ଉପରେ ଥିବା ଅଭିମାନ ନିଜ ଉପରେ କାଢି ଦେବା। ଆପଣ ଆଖୁ ପେଶା ମେସିନ ଦେଖିଥିବେ , ଆଖୁ ଯେତେବେଳେ ପେଶା ଚାଲି ଥାଏ, ସେତେବେଳେ ପ୍ରଥମ ରସ ମେସିନରେ ଲାଗିଥାଏ। ତାପରେ ହିଁ ମଣିଷ ଏହାକୁ ସେବନ କରିଥାଏ। ଯେତେବେଳେ ଆମେ ଜଣକ ଉପରେ କ୍ରୋ-ଧ କରିଥାଉ , ସେତେବେଳେ ପ୍ରଥମେ ଆମ ଶରୀରରେ ଏକ ନ-କାରା-ତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ଯଦି ଆମ ମନ ଭଲ ରହିବ ତାହେଲେ ଆମ ଶରୀର ମଧ୍ୟ ସୁସ୍ଥ ରହିବ। ରା-ଗି-ଲା ବେଳେ ସତ କଥା କହିବା ଆବଶ୍ୟକ। ଆଜି ଆପଣଙ୍କୁ ଏକ ସରଳ ଉପାୟ କହିବାକୁ ଯାଉଛୁ, ଗୋଟେ ହେଉଛି ସ୍ଥାୟୀ ଏବଂ ଆଉ ଗୋଟେ ହେଉଛି ଅସ୍ଥାୟୀ। ଏହି ଦୁଇଟି ଉପାୟ ମଧ୍ୟରୁ ଆପଣ ଯାହା ମଧ୍ୟ ନିଜ ଜୀବନରେ ଉପଯୋଗ କରିବେ, ଶହେ ପ୍ରତିଶତ ସଫଳତା ପାଇବେ।

Google

ପ୍ରଥମଟି ହେଉଛି ଅସ୍ଥାୟୀ, ଯଦି କୌଣସି ବି-ବା-ଦୀ-ୟ ପରିସ୍ଥିତି ସୃଷ୍ଟି ହୋଇଛି , ତାହେଲେ ଲୋକେ କହନ୍ତି ସେହି ସ୍ଥାନରୁ ପଳେଇ ଯାଆନ୍ତି। ଏହା ହେଉଛି ଅସ୍ଥାୟୀ। ଯାହା ଚିର ସ୍ଥାୟୀ ନୁହେଁ। କାରଣ ଆପଣ ସ୍ଥାନ ପରିବର୍ତ୍ତନ କଲେ ମଧ୍ୟ ମନରେ ସେହି କ୍ରୋ-ଧ ବସା ବାନ୍ଧି ରହିଥାଏ। ଏଥିପାଇଁ ଆପଣ ଚୁପ ରହି ଆଗ ନିଃଶ୍ୱାସ ନିଅନ୍ତୁ। କ୍ରୋ-ଧ ମନକୁ ଆସିଲେ ଆପଣ ନିଜ ନିଶ୍ବାସ ପ୍ରଶ୍ୱାସକୁ ଗଣିବାକୁ ପ୍ରୟାସ କରନ୍ତୁ ଏବଂ ନିଜ ମନରେ ନିୟନ୍ତ୍ରଣ ରଖନ୍ତୁ। ଏହାର ନିରାକରଣ ହେଉଛି ସର୍ବଦା ନିଜ ମନକୁ ପଚାରନ୍ତୁ ଏହି କ୍ରୋ-ଧର ଶେଷ ପରିଣାମ କଣ ହେବ। ଯଦି ଆମେ ପରିଣାମକୁ ଧ୍ୟାନ ଦେବୁ ତାହେଲେ ଠିକ ହୋଇ ପାରିବ। ଆମେ ରାଗିବା ଦ୍ୱାରା ପରିଣାମ କଣ ହେବ। ରାଗରେ ଯେଉଁ ନିଷ୍ପତ୍ତି ନିଆ ଯାଇଥାଏ, ତାହା ଅତ୍ୟନ୍ତ ଖରାପ ସାବ୍ୟସ୍ତ ହୋଇଥାଏ। ଆପଣ ସର୍ବଦା ନିଜ ବିଶ୍ୱାସ ଉପରେ ଧ୍ୟାନ କେନ୍ଦ୍ରିତ କଲେ ଏହା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *