Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ଏପରି ଲୋକଙ୍କ ଘରେ ଭୋଜନ କରନ୍ତୁ ନାହିଁ ନଚେତ ହୋଇପାରେ ବଡ଼ ଅ-ନ-ର୍ଥ।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ୭ ଜଣଙ୍କ ଘରେ ଭୋଜନ କରନ୍ତୁ ନାହିଁ। ନଚେତ ହୋଇପାରେ ଗମ୍ଭୀର ସମସ୍ୟା। ଗରୁଡ଼ ପୁରାଣ ଏକ ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ଅଟେ। ଯେଉଁଥିରେ ୨୧୯ ଟି ଅଧ୍ୟାୟ ଏବଂ ୧୮୦୦ଟି ଶ୍ଳୋକ ରହିଛି। ଗରୁଡ଼ ପୁରାଣ ଅନୁସାରେ ପା-ପ କର୍ମ କରୁଥିବା ଲୋକମାନଙ୍କୁ ମୃ-ତ୍ୟୁ ପରେ ଦ-ଣ୍ଡ ମିଳିଥାଏ। ଯେଉଁ ଲୋକ ପୃଥିବୀରେ ରହି ଭୁଲ କାମ କରନ୍ତି ତାଙ୍କୁ ମୃ-ତ୍ୟୁ ପରେ ନର୍କରେ ସ୍ଥାନ ମିଳିଥାଏ। ସାଧାରଣତଃ ଆମେ ମାନେ ବିଭିନ୍ନ ଲୋକମାନଙ୍କ ଘରେ ଭୋଜନ କରିଥାଉ। କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ୭ ଟି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। କାରଣ ଏହି ଲୋକଙ୍କୁ ମୃ-ତ୍ୟୁ ପରେ ନ-ର୍କରେ ପ୍ରସ୍ଥାନ ମିଳିଥାଏ। ଏପରି ଲୋକଙ୍କ ଘରେ ଭୋଜନ କରିବା ଦ୍ୱାରା ଆପଣଙ୍କର ପୁ-ଣ୍ୟ କର୍ମ ମଧ୍ୟ ନ-ଷ୍ଟ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ୭ ଜଣଙ୍କ ଘରେ ଭୋଜନ କରିବା ଅନୁଚିତ। ତେବେ ଆସନ୍ତୁ ଜାଣିବା।

ଚୋ-ର ବା ଅ-ପରା-ଧୀ:-

ଗରୁଡ଼ ପୁରାଣ ଅନୁସାରେ ଚୋ-ରି କରିବା କ-ର୍ମ ପା-ପ ଶ୍ରେଣୀରେ ଆସିଥାଏ। ସେମାନେ ଅନ୍ୟର ଅ-ର୍ଥ ଉପରେ ହାତ ପକାନ୍ତି। କିମ୍ବା ତାଙ୍କର ଆର୍ଥିକ ସ୍ଥିତି ଚୋ-ରି କରିଥାନ୍ତି। ଏପରି ଲୋକମାନେ ମ-ରି-ବା ପରେ ନ-ର୍କରେ ସ୍ଥାନ ପାଇଥାନ୍ତି। ଏପରି ଲୋକଙ୍କ ଘରେ ଭୋଜନ କରିବା ଦ୍ୱାରା ତାଙ୍କର ପା-ପ ଆମ ଜୀବନ ଉପରେ ପଡିଥାଏ। ତେଣୁ କୌଣସି ଚୋ-ର ବା ଅ-ପ-ରା-ଧୀ ଘରେ ଭୋଜନ କରିବା ଉଚିତ ନୁହେଁ।

Google

ସୁଧ ଖୋର:-

ଯେଉଁ ବ୍ୟକ୍ତି ଅନ୍ୟର ମଜବୁରୀର ଫାଇଦା ଉଠାଇଥାଏ।ଏପରି ବ୍ୟକ୍ତି ପା-ପୀ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ କୌଣସି ପରିସ୍ଥିତିରେ ବି ଅନ୍ୟର ଫାଇଦା ଉଠାଇବା ଠିକ ନୁହେଁ। ଯଦି ଆପଣ କୌଣସି ବେ-ଇମା-ନି ବ୍ୟକ୍ତିଙ୍କ ଘରେ ଭୋଜନ କରନ୍ତି ତେବେ ଆପଣଙ୍କୁ ତାର ପ୍ରଭାବ ପଡିପାରେ।

ନି-ଶା ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ଲୋକ:-

ଯେଉଁ ବ୍ୟକ୍ତି ନି-ଶା ଜାତୀୟ ଦ୍ରବ୍ୟ ବିକ୍ରି କରୁଛନ୍ତି କିମ୍ବା ଯେଉଁ ବ୍ୟକ୍ତି ସବୁବେଳେ ନି-ଶା ଦ୍ରବ୍ୟ ସେ-ବ-ନ କରନ୍ତି ଏପରି ବ୍ୟକ୍ତିଙ୍କ ଘରେ ଭୋଜନ କରିବା ଠିକ ନୁହେଁ। କାରଣ ନି-ଶା ଦ୍ରବ୍ୟ ବିକ୍ରୟ କରିବା ପା-ପ ଶ୍ରେଣୀର ଆସିଥାଏ।

Google

ଚ-ରି-ତ୍ର ହୀ-ନା ସ୍ତ୍ରୀ:-

ଚ-ରି-ତ୍ର ହୀ-ନା ସ୍ତ୍ରୀଙ୍କ ଦ୍ଵାରା ବନା ଯାଇଥିବା ଖାଦ୍ୟ କିମ୍ବା ତାଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ। ଚ-ରି-ତ୍ର ହୀ-ନା ସ୍ତ୍ରୀ ମାନେ ଏହାକି ସେମାନେ ସବୁବେଳେ କୁ-କ-ର୍ମରେ ଲି-ପ୍ତ ରହିଥାନ୍ତି। ଗରୁଡ଼ ପୁରାଣ ଅନୁସାରେ ଏପରି ବ୍ୟକ୍ତିଙ୍କ ଘରେ ଯେଉଁ ବ୍ୟକ୍ତି ଭୋଜନ କରେ ସେ ସର୍ବଦା ପାପରେ ବୁଡି ରହିଥାଏ।

ନି-ର୍ଦୋ-ୟ ବ୍ୟକ୍ତି:-

ଯେଉଁ ବ୍ୟକ୍ତି ନି-ର୍ଦୋ-ୟ ହୋଇଥାଏ। ସମସ୍ତଙ୍କୁ କଷ୍ଟ ଦେଇଥାଏ ଏବଂ କାହାର ପ୍ରତି ଭଲ ଭାବନା ରଖିନଥାଏ।ଏପରି ଲୋକଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। ଏପରି ଲୋକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇବା ଖାଦ୍ୟରେ କେବେହେଲେ ପେଟ ପୁରିନଥାଏ। ତେଣୁ ଏପରି ବ୍ୟକ୍ତିଙ୍କ ଘରେ ଭୋଜନ କରିବା ଅନୁଚିତ।

କି-ନ୍ନ-ର:-

ଏମାନଙ୍କୁ ଦାନ ଦେବାର ବିଶେଷ ମହତ୍ତ୍ୱ ରହିଥାଏ। ତାଙ୍କୁ ଦାନ କରିବା ପରେ ଆମକୁ ପୁ-ଣ୍ୟର ପ୍ରା-ପ୍ତ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେଏମାନଙ୍କୁ ଦାନ ଦେବା ଠିକ। କିନ୍ତୁ ତାଙ୍କ ଘରେ ଭୋଜନ କରିବା ଭୁଲ। ତେଣୁ ତାଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ ।

Google

ସ୍ତ୍ରୀର ଅ-ସମ୍ମା-ନ କରିବା:-

ଯେଉଁ ସ୍ତ୍ରୀର ଅ-ସମ୍ମା-ନ କରୁଥିବା ପୁରୁଷ। ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀର ସମ୍ମାନ କରୁନଥିବ ଆଉ ଅନ୍ୟ ମହିଳା ମାନଙ୍କ ଉପରେ ଖରାପ ନଜର ରଖିଥାଏ ଏପରି ବ୍ୟକ୍ତିଙ୍କ ବ-ଘରେ କେବେବି ଭୋଜନ କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *