Excuse Me Odisha

ଯାହା କହିବୁ ସତ କହିବୁ

ପଣାସଂକ୍ରାନ୍ତି ଠାରୁ ଏହି ୬ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ, ଆପଣଙ୍କ ରାଶି ଅଛି କି ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପଣା ସଂକ୍ରାନ୍ତି ପରେ ୬ଟି ରାଶିର ଭାଗ୍ୟ ସୁନା ଠାରୁବି ଅଧିକ ଚମକିବ। ହେବେ ଭାଗ୍ୟଶାଳୀ। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ।

ବନ୍ଧୁଗଣ ଯେପରିକି ଆମେ ଜାଣିଛେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ସାରା ଓଡ଼ିଶାରେ ଓଡ଼ିଆ ନବବର୍ଷ ବୋଲି ପାଳନ କରାଯାଏ। ଏହି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ସାରା ଓଡ଼ିଶାରେ ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ। କିନ୍ତୁ ବନ୍ଧୁଗଣ ଏହି ପଣା ସଂକ୍ରାନ୍ତି ଦିନ ଗ୍ରହ ମାନଙ୍କର ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ରହ ମାନଙ୍କର ଏହି ପରିବର୍ତ୍ତନ ହେତୁ ଏହାର ପ୍ରଭାବ କିଛି ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପଡିବ। ଏବଂ କିଛି ରାଶି ଉପରେ ଖରାପ ପ୍ରଭାବ ମଧ୍ୟ ପଡିବ। ଆଉ ଏହି ଗ୍ରହ ମାନଙ୍କର ପ୍ରଭାବ ହେତୁ ମଣିଷ ଜୀବନରେ ଖୁସି ଏବଂ ଦୁଃଖର ଛାୟା ପଡିଥାଏ। କିନ୍ତୁ ଏହି ପଣା ସଂକ୍ରାନ୍ତି ଦିନ ପରଠାରୁ ଏହି ୬ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି। ତେବେ ଆସନ୍ତୁ ଜାଣିନେବା ସେହି ୬ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ। ତେବେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

କନ୍ୟା ରାଶି:-

ଜୀବନରେ ଥିବା ସମସ୍ତ ବାଧା ବିଘ୍ନ ଏଡାଇ ପାରିବେ। ବିବାଦର ସମାଧାନ ହୋଇଯିବ। କଷ୍ଟ ଭୋଗିଲେ ମଧ୍ୟ ଆପଣ ଲାଭବାନ ହେବେ। ବିବର୍ଦ୍ଧିତ ହୋଇପାରନ୍ତି। ବନ୍ଧୁବିଛେଦ ଘଟିପାରେ। କିନ୍ତୁ ଆପଣଙ୍କୁ ଏହା ଦ୍ୱାରା ଲାଭବାନ ହେବେ। ଆର୍ଥିକ ସହଯୋଗ ମିଳିପାରେ। ଯାତ୍ରା ଆଦିରେ ଲଭବାନ ହୋଇପାରନ୍ତି। କାର୍ଯ୍ୟ ପ୍ରମାଦ ବହୁଳ ହେବ। ବାଧ୍ୟତାର ବଶବର୍ତ୍ତୀ ହୋଇ କୌଣସି କାମ କରିପାରନ୍ତି। ବିରକ୍ତି ପ୍ରକାଶ କରିପାରନ୍ତି। ଶତ୍ରୁ ଦ୍ୱାରା ଉପକୃତ ହେବେ।ଆପଣଙ୍କର ମନ ପ୍ରଫୁଲ୍ଲ ରହିବ। ପରିବାରରେ ଜୀବନରେ ସୁଖ ଶାନ୍ତି ଫେରି ଆସିବ। ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ସମସ୍ତ ଉଦବେଗରୁ ଦୁରେଇ ଯିବେ। ବିରୋଧିରୁ ମୁକ୍ତି ପାଇବେ।କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖୁସି ଅନୁଭବ କରିବେ। ଦୀର୍ଘ ଦିନର ଅପେକ୍ଷାକରୁଥିବା କୌଣସି ମନର ଇଛା ପୁର୍ଣ ହୋଇଯିବ।

Google

ବୃଷ ରାଶି:-

ଅଟକି ରହିଥିବା କାର୍ଯ୍ୟରେ ଆଗେଇବେ। ଧନ ଲାଭ ଘଟିପାରେ। ଅଭାବ ଏଡାଇ ପାରିବେ। ଭୟରୁ ମୁକ୍ତି ପାଇବେ। ବହୁ ଦିନରୁ ଅନୁସନ୍ଧାନରେ ସଫଳ ହେବେ। ଯାତ୍ରାରେ କୌଣସି ବିଘ୍ନ ଘଟିବ ନାହିଁ। ଅନୁଗତଙ୍କ ଦ୍ୱାରା ଲାଭବାନ ହେବେ। ଗୃହ କାର୍ଯ୍ୟରେ ମନ ଦେବେ। ବିଚାର ବିଭ୍ରାଟ ଘଟିଲେ ମଧ୍ୟ ଆପଣ ଲାଭବାନ ହେବେ। ଶତ୍ରୁ କବଳରେ ପଡିପାରନ୍ତି। ଯାତ୍ରା ଆଦିରେ ସମ୍ବଳିତ ହେବେ। ପରିବେଶ ପୁରା ବଦଳିଯିବ। ବାଧ୍ୟତାର ବଶବର୍ତ୍ତୀ ହୋଇ କୌଣସି କାର୍ଯ୍ୟ କରିପାରନ୍ତି। ଶାରୀରିକ କଷ୍ଟ ଅନୁଭବ କରିଲେ ମଧ୍ୟ ଆପଣ ସମସ୍ତ କାର୍ଯ୍ୟରେ ସଫଳ ହୋଇପାରିବେ। ଆପଣଙ୍କର ଆର୍ଥିକ ଅବସ୍ଥା ସୁଧରି ଯିବ। କୌଣସି ପ୍ରତିଯୋଗୀତାରେ ଭାଗ ନେଇପାରନ୍ତି। ସେଥିରେ ସଫଳତା ପାଇବେ। ଆପଣଙ୍କ ପରିବାରରେ ସୁଖ ଶାନ୍ତିର ବାତାବରଣ ବନି ରହିବ।

ତୁଳା ରାଶି:-

କୌଣସି ପ୍ରତିଯୋଗିତାରେ ଭାଗ ନେଇପାରନ୍ତି। ପାରିବାରିକ ଜୀବନ ସୁଖ ଦୁଃଖରେ କଟିବ। ଚାକିରୀରେ ଆଶା ଜନକ ଫଳ ପାଇବେ। ଯାନ ବହନ କ୍ରୟର ଯୋଗ ବନୁଛି। ବ୍ୟବସାୟରେ ଅଗ୍ରଗତି ଘଟିବ। କର୍ମ ଚଞ୍ଚଳ ରହିବେ। ସୁଖ ସମ୍ମାନ ଆପଣଙ୍କୁ ମିଳିବ। ସାମୁୟିକ କାର୍ଯ୍ୟରେ ଆଗେଇବେ। ଆପଣଙ୍କର ସ୍ୱାସ୍ଥ୍ୟର ଅବସ୍ଥା ଠିକ ରହିବ।ସବୁବେଳେ ମନବଳ ପ୍ରଫୁଲ୍ଲ ରହିବ। ତୀର୍ଥ ଭ୍ରମଣର ଯୋଗ ରହିଛି। ବନ୍ଧୁ ମେଳରେ ଦିନ କଟାଇବେ। ବ୍ୟବସାୟରେ ଅଗ୍ରଗତି ଘଟିବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। କର୍ମ କ୍ଷେତ୍ରରେ ପଦନ୍ନତିର ଆଭାସ ଦେଖାଯିବ। ଶିବ ଦର୍ଶନ କରି ଆନନ୍ଦିତ ହେବେ।ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବଢିବ।

ମିଥୁନ ରାଶି:-

ଦୀର୍ଘ ଦିନରୁ ଅପେକ୍ଷା କରିଥିବା କୌଣସି କାମରେ ସଫଳତା ପାଇବେ। ଅଭାବ ଦୂରେଇ ଯିବ। ବନ୍ଧୁବର୍ଗରେ ସମ୍ମାନୀତ ହେବେ। ସାହାର୍ଯ୍ୟ ସହଯୋଗ ମିଳିବ। ଦେବ ଦର୍ଶନରେ ଆନନ୍ଦ ପାଇବେ। ଅଶାନ୍ତିର ଅବସର ଘଟିବ। ନିଜ କର୍ମରୁ ଆନନ୍ଦ ପାଇବେ। ବିଭିନ୍ନ ଦିଗରୁ ସୁଖ ମିଳିପାରେ। ଖର୍ଚ୍ଚ ବଢିବାରୁ ବ୍ୟସ୍ତ ହେବେ। କାର୍ଯ୍ୟରେ ପ୍ରୋମଦ ଘଟିବ। ଆୟର ବୃଦ୍ଧି ପାଇଁ ଯୋଜନା କରିପାରନ୍ତି।ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ। ପରିବେଶରୁ ପୁରା ଫାଇଦା ଆପଣଙ୍କୁ ମିଳିବ। ପୁରା ଆନନ୍ଦ ମିଳିବ।

Google

ମେଷ ରାଶି:-

କୌଣସି ମୂଲ୍ୟବାନ ଜିନିଷ ଆଦି କ୍ରୟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ପରିବାରରେ ସୁଖ ବଢିବ। ସମସ୍ତ ବାଧା ବିଘ୍ନ ଦୁରେଇ ଯିବ। କୌଣସି ବନ୍ଧୁ ମେଳରେ ଆନନ୍ଦ ପାଇବେ। ଉତ୍ସବରେ ଯୋଗ ଦେବେ। ପରିବେଶରୁ ଲାଭବାନ ହେବେ। କାର୍ଯ୍ୟ ଦକ୍ଷତା ଯୋଗୁ ସମ୍ମାନୀତ ହେବେ। ପାରିବାରିକ ଶୃଙ୍ଖଳା ଘଟିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ସମସ୍ତ କାର୍ଯ୍ୟରେ ଆଗେଇବେ। ଉଦ୍ୟମରେ ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ମୂଲ୍ୟବାନ ଦ୍ରବ୍ୟ କିଣିବେ। ଆୟର ଉନ୍ନତି ଘଟିବ। ଦକ୍ଷତାର ଉପଯୋଗ କରିବେ। ଶତ୍ରୁର ସମୁଖୀନ ହେଲେ ମଧ୍ୟ ଶତ୍ରୁ ଆପଣଙ୍କ କିଛି କ୍ଷତି କଟିପାରିବେ ନାହିଁ। ବିବାଦରେ ସମୁଖୀନ ହେବାକୁ ପଡ଼ିବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୁର୍ଣ ହେବ। ଭୌତିକ ସୁଖରେ ବୃଦ୍ଧି ହେବ।

କୁମ୍ଭ ରାଶି:-

ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଏଡାଇ ପାରିବେ। ବିବାଦର ସମାଧାନ ହେବ। କଷ୍ଟ ଭୋଗିଲେ ମଧ୍ୟ ଆପଣ ଲାଭବାନ ହେବେ। ବନ୍ଧୁ ବିଛେଦ ଘଟିପାରେ କିନ୍ତୁ ଆପଣଙ୍କୁ ଏହା ଦ୍ୱାରା ଲାଭବାନ ହେବ। ଆର୍ଥିକ ସହଯୋଗ ମିଳିବ। ଯାତ୍ରା ଆଦିରେ ଲାଭବାନ ହେବେ। କାର୍ଯ୍ୟପ୍ରବଳ ବହୁଳ ହେବେ। ବାଧ୍ୟତାର ବଶବର୍ତ୍ତୀ ହୋଇ କୌଣସି କାମ କରି ପାରନ୍ତି। ବିରକ୍ତି ପ୍ରକାଶ କରିପାରନ୍ତି। ଶତ୍ରୁ ଦ୍ୱାରା ଉପକୃତ ହେବେ। ଆପଣଙ୍କର ମନ ପ୍ରଫୁଲ୍ଲିତ ରହିବ। ପରିବାରରେ ଜୀବନରେ ସୁଖ ଶାନ୍ତି ଫେରି ଆସିବ। ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ସମସ୍ତ ଉଦବେଗରୁ ଦୂରେଇ ଯିବେ।କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖୁସି ଅନୁଭବ କରିବେ। ଦୀର୍ଘ ଦିନରୁ ଅପେକ୍ଷା କରୁଥୁବା କୌଣସି ମନର ଇଛା ପୁର୍ଣ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

One thought on “ପଣାସଂକ୍ରାନ୍ତି ଠାରୁ ଏହି ୬ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ, ଆପଣଙ୍କ ରାଶି ଅଛି କି ଜାଣି ନିଅନ୍ତୁ

Leave a Reply

Your email address will not be published. Required fields are marked *