Excuse Me Odisha

ଯାହା କହିବୁ ସତ କହିବୁ

କ୍ଷୀର ଏବଂ ଘିଅ ଅନେକ ସମସ୍ୟାର ସମାଧାନ ଅଟନ୍ତି, ଏଭଳି ରାତିରେ ଦୁଇଟି ମିଶେଇ କରନ୍ତୁ ସେବନ, ସ୍ବାସ୍ଥ୍ୟରେ ମିଳିବ ଏହିସବୁ ବଡ଼ ଫାଇଦା।

ସେୟାର୍ କରନ୍ତୁ

ଆଜିକାଲି ସମୟରେ ବହୁତ ଏଭଳି ଲୋକ ଅଛନ୍ତି , ଯେଉଁମାନେ ନିଜ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖି ଥାନ୍ତି। ସର୍ବଦା ବ୍ୟାୟାମ ବା ଯୋଗ ଆଦି କରି ଥାନ୍ତି। ନିଜ ଖାଦ୍ୟରେ ଏଭଳି ବହୁତ କିଛି ଜିନିଷ ସାମିଲ କରେଇ ଥାନ୍ତି ଯାହା ସ୍ବାସ୍ଥ୍ୟ ପାଇଁ ଫାଇଦା ସାବ୍ୟସ୍ତ ହୋଇଥାଏ। ଯଦି ଆମେ ନିଜ ଖାଦ୍ୟରେ ପୌଷ୍ଟିକ ତତ୍ତ୍ଵ ସାମିଲ କରି ଥାଉ ତାହେଲେ ଅନେକ ବେମାରୀ ଦୂରେଇ ଯାଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ।

ଆଜି ଆମେ ଆପଣଙ୍କୁ ଏହି ଲେଖାରେ କହିବାକୁ ଯାଉଛୁ କି କ୍ଷୀରରେ ଘିଅ ମିଶେଇ ସେବନ କରିବା ଦ୍ଵାରା କଣ ଫାଇଦା ମିଳିଥାଏ। ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ଘିଅ ନାମ ଶୁଣିଲେ ବିତୃଷ୍ନା ଆସି ଥାଏ। କାରଣ ଲୋକଙ୍କ ମନରେ ରହିଛି କି ଘିଅର ସେବନ କଲେ ଶରୀରର ଓଜନ ବଢ଼ି ଯାଇ ଥାଏ,କିନ୍ତୁ ଏଭଳି କିଛି ହୋଇ ନଥାଏ। କ୍ଷୀର ସହିତ ଘିଅ ମିଶେଇ ସେବନ କରିବା ଆୟୁର୍ବେଦରେ କୌଣସି ଅମୃତ ସମାନ ମାନା ଯାଇଛି।

ପୁରୁଣା ସମୟରୁ କ୍ଷୀରରେ ଘିଅ ମିଶେଇ ସେବନ କରିବା ପ୍ରଚଳନ ରହିଛି। ଯଦି ଏହି ଦୁଇଟିକୁ ଏକାସହିତ ମିଶେଇ ସେବନ କରାଯାଏ ତାହେଲେ ଏହାଦ୍ବାରା ଶାରୀରିକ ରୂପରେ ଲାଭ ମିଳିଥାଏ। ଯଦି ଆପଣ କ୍ଷୀର ଓ ଘିଅ ସେବନର ଫାଇଦା ଜାଣିବେ ତାହେଲେ ଆପଣ ମଧ୍ୟ ଏହାର ସେବନ କରିବେ।

ଗାଈର କ୍ଷୀରରୁ ତିଆରି ଘିଅରେ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ଅଧିକ ମିଳିଥାଏ। ଏହାସହିତ ଏଥିରେ ଆଣ୍ଟି ବ୍ୟାକ୍ଟେରିୟଲ ଏବଂ ଆଣ୍ଟି ଫଙ୍ଗଲ ଗୁଣ ମଧ୍ୟ ଦେଖିବାକୁ ମିଳିଥାଏ। ଯାହା ଲୋକଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ଓ ପେଟ ବ୍ୟଥା ଭଳି ସମସ୍ୟାକୁ ଭଲ କରି ଦେଇଥାଏ। ଚାଲନ୍ତୁ ଜାଣିବା କ୍ଷୀର ଓ ଘିଅର ସେବନ ଦ୍ୱାରା ଶରୀରକୁ କଣ କଣ ଫାଇଦା ମିଳିଥାଏ।

Google

ଶାରୀରିକ ଦୁର୍ବଳତା ଦୂର ହୋଇଥାଏ –

ଆଜିକାଲି ର ସମୟରେ ଲୋକେ ନିଜର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଉ ନାହାନ୍ତି। ଯେଉଁଥିପାଇଁ ଅଳ୍ପ ପରିଶ୍ରମ କରିବା ପରେ ଶାରୀରିକ ଦୁର୍ବଳତା ଅନୁଭବ ହେଉଛି। ଏଭଳି ସ୍ଥିତି ରେ କ୍ଷୀର ଓ ଦହିର ସେବନ କରିବା ଏକ ଉତ୍ତମ ବିକଳ୍ପ ମାନା ଯାଇଛି। ଯଦି ଆପଣ କ୍ଷୀର ରେ ଘିଅ ମିଶେଇ ସେବନ କରିବେ ତାହେଲେ ଶାରୀରିକ ଥକା ଦୂର ହୋଇଯିବ। ଏହାସହିତ ଶରୀରରେ ସକାରାତ୍ମକ ଉର୍ଜା ସୃଷ୍ଟି ହେବ। ଯଦି ଆପଣ ପ୍ରତ୍ୟହ କ୍ଷୀରରେ ଗାଈ ଘିଅ ମିଶେଇ ସେବନ କରିବେ ତାହେଲେ ଆପଣଙ୍କ ଶରୀର ସୁଦୃଢ ରହିବ।

ତ୍ଵଚ଼ା ଆକର୍ଷଣୀୟ ରହେ –

କ୍ଷୀର ଏବଂ ଘିଅର ଏକାସହିତ ସେବନ କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଆପଣଙ୍କ ତ୍ଵଚା ପାଇଁ ମଧ୍ୟ ବହୁତ ଲାଭକାରୀ ମାନା ଯାଇଛି। ଯଦି ଆପଣ କ୍ଷୀର ଏବଂ ଘିଅର ଏକାସହିତ ପ୍ରତ୍ୟେକ ଦିନ ସେବନ କରିବେ ତାହେଲେ ଆପଣଙ୍କ ଚେହେରାରେ ଦାଗ ସବୁ ଲିଭି ଯିବ ଏବଂ ଆକର୍ଷଣୀୟ ରହିବ।

ଆଣ୍ଠୁ ଗଣ୍ଠି ବ୍ୟଥା ଠିକ୍ କରିବାରେ ସାହାଯ୍ୟ କରିଥାଏ –

କହିବାକୁ ଗଲେ ବହୁତ ଲୋକଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖା ଦେଇଥାଏ। ଏହାର ଚିକିତ୍ସା ପାଇଁ ଲୋକେ ଅନେକ ଜାଗାରେ ଚିକିତ୍ସା କରନ୍ତି କିନ୍ତୁ ସୁଫଳ ପାଆନ୍ତି ନାହିଁ ଏବଂ ଅନେକ ପ୍ରକାରର ଔଷଧ ସେବନ କରି ମଧ୍ୟ ଆଣ୍ଠୁ ଗଣ୍ଠି ଦରଜ ଭଲ ହୋଇ ନଥାଏ। କିନ୍ତୁ ଏହି ଆଣ୍ଠୁ ଗଣ୍ଠି ସମସ୍ୟାକୁ ଠିକ୍ କରିବା ପାଇଁ କ୍ଷୀରରେ ଘିଅ ମିଶେଇ ଖାଇବାର ଏକ ଉତ୍ତମ ବିକଳ୍ପ ମାନା ଯାଇଛି। ଏହାଛଡା ଶରୀର ରେ ମାଂସପେଶୀ ମଧ୍ୟ ସୁଦୃଢ ରହିଥାଏ।

Google

ପାଚନ କ୍ରିୟା ବନେଇ ଥାଏ ସୁସ୍ଥ –

ଯଦି କୌଣସି ବ୍ୟକ୍ତିକୁ ପାଚନ ସମ୍ବନ୍ଧିତ ସମସ୍ୟା ରହିଛି ତାହେଲେ କ୍ଷୀର ରେ ଗାଈ ଘିଅ ମିଶାଇ ସେବନ କରିବା ଉଚିତ। ଏହାଦ୍ବାରା ପାଚନ ଶକ୍ତି ସୁଦୃଢ ରହିବ। ଆପଣଙ୍କୁ କହି ରଖୁଛୁ କି କ୍ଷୀର ଏବଂ ଗାଈ ଘିଅ ଏକା ସହିତ ସେବନ କରିବା ଦ୍ଵାରା ପାଚନ ସମ୍ବନ୍ଧିତ ସବୁ ଏନଜାଇମ ରୁ ସ୍ରାବ ବଢ଼ିଥାଏ। ଯେଉଁଥିପାଇଁ ପାଚନ ତନ୍ତ୍ର ସୁଦୃଢ ହୋଇ ଯାଇଥାଏ। ଯଦି କାହାକୁ କବଜ ସମସ୍ୟା ରହିଛି ତାହେଲେ ଏଥିପାଇଁ କ୍ଷୀର ରେ ଘିଅ ମିଶାଇ ସେବନ କରିବା ଲାଭକାରୀ ମାନା ଯାଇଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *