Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଦୁଇ ମିନିଟରେ ଆପଣଙ୍କ ଦାନ୍ତ ଧଳା ହୋଇ ଯିବ, ଏହି ସହଜ ଘରୋଇ ଉପଚାର କରନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ପଡ଼ି ଯାଇଥାଏ। ଯାହାଫଳରେ ଆମର ବ୍ୟକ୍ତିତ୍ଵ କମ୍ ହୋଇ ଯାଏ। ଯଦି ଆପଣଙ୍କ ଦାନ୍ତ ସୁନ୍ଦର ଦେଖା ନଯିବ ତାହେଲେ ଆପଣ ମନଖୋଲା କଥା ହୋଇ ପାରନ୍ତି ନାହିଁ। ଯଦି ଆପଣଙ୍କ ଦାନ୍ତର କଳାପଣ ଓ ହଳଦିଆପଣକୁ ଦୂର କରିବା ପାଇଁ ଚାହାନ୍ତି ତାହେଲେ ଆଜିର ଏହି ଘରୋଇ ଉପଚାରକୁ ନିଶ୍ଚିତ ଭାବରେ ଜାଣନ୍ତୁ।

ବନ୍ଧୁଗଣ ଏକ ଏମିତି ଚମତ୍କାରୀ ପ୍ରାକୃତିକ ଘରୋଇ ଉପଚାର ଅଟେ। କେବଳ ଦୁଇ ମିନିଟ ଏହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ। ବନ୍ଧୁଗଣ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ। ଏହାଦ୍ବାରା ଆପଣଙ୍କ ଦାନ୍ତକୁ କୌଣସି କ୍ଷତି ହୋଇ ନଥାଏ। ବହୁତ ଅଳ୍ପ ଘରୋଇ ଜିନିଷ ସାହାଯ୍ୟରେ ଆପଣ ଏହି ଉପଚାର ପ୍ରସ୍ତୁତ କରି ପାରିବେ। ଏଥିରେ ଆମେ ଯେଉଁ ସାମଗ୍ରୀର ପ୍ରୟୋଗ କରିଛୁ ତାହା ଆପଣଙ୍କ ଘରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ। ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରକୁ କେମିତି ପ୍ରସ୍ତୁତ କରିବେ। ଆପଣଙ୍କ ଦାନ୍ତକୁ ଧଳା କରିବା ପାଇଁ ଏହାର ପ୍ରୟୋଗ କିପରି କରିବେ।

ବନ୍ଧୁଗଣ ପ୍ରାକୃତିକ ଉପାୟରେ ଆପଣଙ୍କ ଦାନ୍ତକୁ ଧଳା କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ଲବଙ୍ଗ। ୭ ରୁ ୮ ଟି ଲବଙ୍ଗ ଏଥିପାଇଁ ଦରକାର ହେବ। ବନ୍ଧୁଗଣ ଲବଙ୍ଗରେ ଆଣ୍ଟି ବାୟୋଟିକ କ୍ୱାଲିଟିଜ ଦେଖିବାକୁ ମିଳିଥାଏ। ଯାହା ଆପଣଙ୍କ ଦାନ୍ତ ଧଳା କରିବା ସହିତ ଆପଣଙ୍କର ଦାନ୍ତର ସବୁ ସମସ୍ୟା ଦୂର କରିଥାଏ। ଏହା ଆପଣଙ୍କ ଦାନ୍ତ ପୋକ, ଦାନ୍ତ କଷ୍ଟରୁ ମୁକ୍ତି ଦେଇଥାଏ। ଆଜି ଆମେ ଦାନ୍ତ ଧଳା କିପରି କରିବେ ସେହି ବିଷୟରେ ଆଲୋଚନା କରିବା। ଆପଣଙ୍କୁ ନିଜ ଦାନ୍ତକୁ ମୋତି ଭଳି ଚମକେଇବା ପାଇଁ ଲବଙ୍ଗ ନିହାତି ଦରକାର। ବନ୍ଧୁଗଣ ୭ ରୁ ୮ ଟି ଲବଙ୍ଗ ନେଇ ତାର ଏକ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ଆପଣ ଏକ ପାତ୍ରକୁ କାଢି ନିଅନ୍ତୁ ।

Google

ଏବେ ବନ୍ଧୁଗଣ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ଲୁଣ। ବନ୍ଧୁଗଣ ଲବଙ୍ଗ ଗୁଣ୍ଡ ଏବଂ ଲୁଣର ପ୍ରୟୋଗ ମାତ୍ରେ ହିଁ ଆପଣଙ୍କ ଦାନ୍ତ ଧଳା ହେବା ଆରମ୍ଭ ହୋଇଯାଏ। ଯଦି ଆପଣ ଏହି ଉପାୟ କରିବେ ତାହେଲେ ଦେଖିବେ ଆପଣଙ୍କୁ ଶହେ ପ୍ରତିଶତ ଫଳାଫଳ ପ୍ରାପ୍ତ ହେବ। ଲବଣ ଏବଂ ଲୁଣ ଉଭୟ ଆପଣଙ୍କ ଦାନ୍ତକୁ ପ୍ରାକୃତିକ ଉପରେ ଧଳା କରିଥାଏ। ଏଥିରେ ବନ୍ଧୁଗଣ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଦେଖିବାକୁ ମିଳିଥାଏ। ଯାହା ଆପଣଙ୍କ ଦାନ୍ତକୁ ଧଳା କରିବା ସହିତ ଆପଣଙ୍କ ଦାନ୍ତକୁ ଯେଉଁ ବ୍ୟାକ୍ଟେରିଆ ସଂକ୍ରମଣ କରିଥାନ୍ତି ତାକୁ ଦୂର କରି ଦେଇଥାଏ। ଆପଣ ଏଥିରେ ଅଳ୍ପ ମାତ୍ରାରେ ଲୁଣର ପ୍ରୟୋଗ କରି ପାରିବେ। ଏବେ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ହଳଦୀ ଗୁଣ୍ଡ। ବନ୍ଧୁଗଣ ହଳଦୀ ଗୁଣ୍ଡ ମଧ୍ୟ ଆପଣଙ୍କ ଦାନ୍ତ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ। ହଳଦୀରେ ଏଭଳି ଗୁଣ ରହିଛି ଯାହା ଆପଣଙ୍କ ଦାନ୍ତକୁ ସୁଦୃଢ କରିବା ସହିତ ଧଳା କରିବାରେ ସହାୟକ ହୋଇଥାଏ। ଯଦି ଆପଣ ହଳଦୀ ଗୁଣ୍ଡ ସହିତ ଏକ ଚାମୋଚ ନଡ଼ିଆ ତେଲ ମିଶେଇ ପ୍ରତିଦିନ ଦାନ୍ତ ଘଷିବେ, ତାହେଲେ ଦେଖିବେ ଆପଣଙ୍କର ଦାନ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ, ଏହାସହିତ ଆପଣଙ୍କ ଦାନ୍ତ ଧଳା ହେବାକୁ ଲାଗିବ। ଆପଣଙ୍କୁ ଏହି ଚମତ୍କାର ଉପଚାର ପ୍ରସ୍ତୁତ କରିବା ପାଇଁ କେବଳ ଦରକାର ଚିମୁଟିଏ ହଳଦୀ ଗୁଣ୍ଡ। ଏବେ ବନ୍ଧୁଗଣ ଆପଣଙ୍କୁ ଏଥିପାଇଁ ଚତୁର୍ଥ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ଲେମ୍ବୁ। କହିବାକୁ ଗଲେ ଲେମ୍ବୁ ଆପଣଙ୍କ ଦାନ୍ତ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ। ବନ୍ଧୁଗଣ ଲେମ୍ବୁ ଓ ଲେମ୍ବୁ ଚୋପା ଆପଣଙ୍କ ଦାନ୍ତ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ। କହିବାକୁ ଗଲେ ଲେମ୍ବୁରେ ଉଚ୍ଚ ମାତ୍ରାରେ ଏସିଡ଼ିକ ମିଳିଥାଏ। ସେଥିପାଇଁ ଯଦି ଆପଣ ଘରୋଇ ଉପଚାର ପାଇଁ ଲେମ୍ବୁର ବ୍ୟବହାର କରୁଛନ୍ତି ତାହେଲେ ଏଥିରେ ପାଣିର ପ୍ରୟୋଗ ଅଳ୍ପ ମାତ୍ରାରେ କରିବା ଉଚିତ। ଏଥିରେ ଆମେ ଅଧା ଚାମୋଚ ଲେମ୍ବୁ ରସ ଚିପୁଡି ଦେବା। ବନ୍ଧୁଗଣ ଲେମ୍ବୁରେ ପ୍ରଚୁର ପରିମାଣରେ ଏସିଡିକ ରହିଥିବା ଯୋଗୁଁ ଆପଣଙ୍କ ଦାନ୍ତରେ ଏନାମେଲ ବା କ୍ୟାଲସିୟମ କମ୍ ହୋଇ ଯାଇଥାଏ। ଯଦି ଆପଣ ଲେମ୍ବୁର ପ୍ରୟୋଗ କରୁଛନ୍ତି ତାହେଲେ କିଛି ମାତ୍ରାରେ ପାଣିର ମଧ୍ୟ ପ୍ରୟୋଗ କରନ୍ତୁ। ଏବେ ଆପଣଙ୍କୁ ଶେଷ ସାମଗ୍ରୀ ଆବଶ୍ୟକତା ପଡ଼ିବ କୌଣସି ଧଳା ଟୁଥପେଷ୍ଟ। ଏବେ ସାଙ୍ଗମାନେ ଏହିସବୁ ସାମଗ୍ରୀକୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ।

Google

ଏବେ ବନ୍ଧୁଗଣ ସକାଳେ ଦାନ୍ତ ଘଷିବା ସମୟରେ ଏହାକୁ ଭଲଭାବରେ ବ୍ରସ ସହିତ ବୁଡ଼େଇ ନେଇ ନିଜ ଦାନ୍ତ ଭଲଭାବରେ ଘସନ୍ତୁ। ଦୁଇ ମିନିଟ ଏହାର ପ୍ରୟୋଗ କରନ୍ତୁ, ଦେଖିବେ ଦୁଇ ମିନିଟ ପରେ ଆପଣଙ୍କ ଦାନ୍ତ ଧଳା ହେବା ଆରମ୍ଭ ହୋଇଯିବ। ଯଦି ଆପଣଙ୍କ ଦାନ୍ତ ଅଳ୍ପ କଳା ବା ହଳଦିଆ ପଡ଼ିଛି ତାହେଲେ ଆପଣ କେବଳ ସପ୍ତାହ ରେ ଥରେ ଏହାର ପ୍ରୟୋଗ କରନ୍ତୁ। ଦେଖିବେ ଆପଣଙ୍କ ଦାନ୍ତ ବହୁତ ଧଳା ହୋଇ ଯିବ। ଯଦି ଆପଣଙ୍କ ଦାନ୍ତ ବହୁତ କଳା ପଡି ଯାଇଛି ,ଯେଉଁ ମାନେ ପାନ ଆଦି ସେବନ କରନ୍ତି ସେମାନଙ୍କ ଦାନ୍ତ କଳା ପଡି ଯାଇଥାଏ। ଏମାନେ ଯଦି ଉତ୍ତମ ରେଜଲ୍ଟ ପାଇବାକୁ ଚାହୁଁଥାନ୍ତି, ତାହେଲେ ଏହାକୁ ସପ୍ତାହରେ ଦୁଇଥର ପ୍ରୟୋଗ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *