Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ଟି କାମ କରିବା ପୂର୍ବରୁ ଗୋଡ଼ ହାତ ନିଶ୍ଚୟ ଧୁଅନ୍ତୁ, ନଚେତ ଆସିଥାଏ ଦୁର୍ଭାଗ୍ୟ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ୪ ଟି କାମ କରିବା ପୂର୍ବରୁ ନିଶ୍ଚୟ ଧୁଅନ୍ତୁ ପାଦ। ବନ୍ଧୁଗଣ ବ୍ୟକ୍ତିର ସ୍ଵଭାବ ହିଁ ବ୍ୟକ୍ତିର ପ୍ରକୃତ ପରିଚୟ ଅଟେ। ବ୍ୟକ୍ତିର ବ୍ୟବହାରରୁ ଦର୍ଶାଇ ଥାଏ ଯେ ବ୍ୟକ୍ତି ସଫଳତା ହାସଲ କରିବ କି ନାହିଁ। ତେଣୁ ଏଭଳି କହିବା ଅନୁଚିତ ହେବ ନାହିଁ ଯେ ସଫଳତା ଏବଂ ଅସଫଳତା ମନୁଷ୍ୟ ସ୍ୱଭାବରୁ ହିଁ ଜଣା ପଡିଥାଏ। ତେଣୁ ଏଥିପାଇଁ କିଛି ଅଭ୍ୟାସକୁ ଆପଣେଇବା ନିଶ୍ଚୟ ଜରୁରୀ ଅଟେ। ତେଣୁ ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ଏମିତି କାର୍ଯ୍ୟ ରହିଛି ଯାହାକୁ କରିବା ପୂର୍ବରୁ ପାଦ ଧୋଇବା ଆବଶ୍ୟକ ହୋଇଥାଏ। ଯଦି ଏହିସବୁ ଛୋଟ ଛୋଟ ବିଷୟ ଉପରେ ବିଶେଷ ଧ୍ୟାନ ନଦେବା ତେବେ ଏହା ଦୁର୍ଭାଗ୍ୟର କାରଣ ହୋଇପାରେ।ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଏମିତି ୪ ଟି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ପୂର୍ବରୁ ପାଦ ଧୋଇବା ଆବଶ୍ୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

Google

ଘରକୁ ପ୍ରବେଶ କରିବା ପୂର୍ବରୁ:-

ବାହାରୁ ଆସି ଘରକୁ ପ୍ରବେଶ କରିବା ପୂର୍ବରୁ ପାଦ ଧୋଇବା ଉଚିତ। ଏହା କରିବା ଦ୍ୱାରା ଘରେ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରିପାରେ ନାହିଁ। ଏବଂ ଆପଣଙ୍କ ମାନଙ୍କର ସ୍ୱାସ୍ଥ୍ୟ ଜନିତ କୌଣସି ପ୍ରକାରର ସମସ୍ୟା ଦେଖାଦେବ ନାହିଁ।

ପୂଜା କାର୍ଯ୍ୟ କରିବା ପୂର୍ବରୁ:-

ପୂଜା କରିବା ପୂର୍ବରୁ ବ୍ୟକ୍ତିର ସମସ୍ତ ମନ ଏବଂ ଶରୀର ଶୁଦ୍ଧ ରହିବା ଉଚିତ। ତେଣୁ ପୂଜା କରିବା ପୂର୍ବରୁ ସମସ୍ତେ ପ୍ରଥମେ ହାତ ଧୋଇଥାନ୍ତି। ମାତ୍ର ଗୋଡ଼ ଧୋଇବାର ଅଭ୍ୟାସ ହୁଏତ ବହୁତ କମ ଲୋକଙ୍କର ରହିଥାଏ। କିନ୍ତୁ ପୂଜା କରିବା ପୂର୍ବରୁ ଗୋଡ଼ ଧୋଇବା ମଧ୍ୟ ନିହାତି ଜରୁରୀ ହୋଇଥାଏ। ଯାହା ଦ୍ୱାରା ଭଗବାନ ପୂଜାରେ ସନ୍ତୁଷ୍ଟ ହୋଇଥାନ୍ତି।

ଶୋଇବା ପୂର୍ବରୁ:-

ଆପଣଙ୍କର ଆଗାମୀ ଦିନ ଶୁନିଦ୍ରା ଉପରେ ନିର୍ଭର କରିଥାଏ। ଶାସ୍ତ୍ର ଅନୁସାରେ ଶୋଇବା ଗୋଡ଼ ଧୋଇବା ଅନିର୍ବାର୍ଯ୍ୟ ଅଟେ। ଏହା ଦ୍ୱାରା ଭଲ ନିଦ ହୋଇଥାଏ। ଏବଂ ଖରାପ ସ୍ୱପ୍ନ ମଧ୍ୟ ଆସିନଥାଏ। ତେଣୁ ଶୋଇବା ପୂର୍ବରୁ ଗୋଡ଼ ଧୋଇ କରି ଶୋଇବାକୁ ଚେଷ୍ଟା କରନ୍ତୁ। ଦେଖିବେ ଆପଣଙ୍କୁ ଭଲ ନିଦ ଆସିବ। ଏବଂ ପୁରା ଦିନ ସତେଜ ଅନୁଭବ କରିବେ।

Google

ଭୋଜନ କରିବା ପୂର୍ବରୁ:-

ଶାସ୍ତ୍ର ଅନୁସାରେ ଭୋଜନ କରିବା ପୂର୍ବରୁ ପ୍ରାୟତଃ ହାତ ଭଲ ଭାବରେ ଧୋଇଥାନ୍ତି କିନ୍ତୁ ଖାଇବା ପୂର୍ବରୁ ହାତ ସହିତ ଗୋଡ଼ ଧୋଇବା ନିହାତି ଆବଶ୍ୟକ ଅଟେ। ଏହା କରିବା ଦ୍ୱାରା ଶୁଭ ହୋଇଥାଏ। ଏବଂ ମା ଅର୍ଣ୍ଣପୂର୍ଣା ଆମ ଉପରେ ପ୍ରସନ୍ନ ରହିଥାନ୍ତି। ଏହା ସହ ଭୋଜନର ସମ୍ପୂର୍ଣ ପୋଷଣ ଶରୀରକୁ ମିଳିଥାଏ। ତେଣୁ ବନ୍ଧୁଗଣ ଆପଣ ଏହି ସବୁ କାର୍ୟ୍ଯ କରିବା ପୂର୍ବରୁ ହାତ ଗୋଡ଼ ଭଲ ଭାବରେ ଧୁଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *