Excuse Me Odisha

ଯାହା କହିବୁ ସତ କହିବୁ

ପଣା ସଂକ୍ରାନ୍ତି ପୂର୍ବରୁ ୬ଟି ରାଶିରେ ହେବ ଟଙ୍କାର ବର୍ଷା।ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ରର ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ। ଯାହାର ଉପରେ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଲାଗିରହିଛି। ସେହି ରାଶିର ଭାଗ୍ୟ ୨୦୨୦ ଠାରୁ ଆରମ୍ଭ କରି ୨୦୪୦ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସି ପ୍ରାପ୍ତ କରିବ। କହିଦେଉଛୁ ଯେ ଏହି ରାଶିକୁ ନିଜର ଜୀବନରେ ବହୁତ ବଡ଼ ବଡ଼ ସଫଳତା ମିଳବା ପାଇଁ ଯାଉଛି। ଏହାର କୁଣ୍ଡଳୀରେ ୫୦ ବର୍ଷ ପରେ ରାଜଯୋଗ ବନୁଛି। ତେଣୁ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଏବଂ ଏହି ରାଶି ମାନଙ୍କୁ କଣ ସବୁ ଲାଭ ମିଳିବା ପାଇଁ ଯାଉଛି।

ତେବେ ବନ୍ଧୁଗଣ କହି ରଖୁଛୁ ଯେ ଏହି ରାଶି ମାନଙ୍କର ଭକ୍ତିରେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ରହିଛନ୍ତି। ଯାହା ଫଳରେ ଏହି ଲୋକମାନେ ନୂଆ କୀର୍ତ୍ତିମାନ ସ୍ଥାପନ କରିବା ସହିତ ନିଜର ଅଲଗା ପରିଚୟ ସୃଷ୍ଟି କରିବେ। ନୂଆ ନୂଆ ସଫଳତା ହାସଲ କରିବେ। ଏହି ରାଶି ମାନେ ଦିନକୁ ଦିନ ଉନ୍ନତି ଏବଂ ସଫଳତା ହାସଲ କରିବାର ସମୟ ଏବେ ପାଖେଇ ପାଖେଇ ଆସୁଛି। ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କର ପାଇଁ ବହୁତ ଖାସ ହେବ। ଶିକ୍ଷା ଚାକିରୀ ପ୍ରେମ ଏବଂ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଶୀଘ୍ର ନୂଆ ଖୁସି ଖବର ମିଳିବାର ସମ୍ଭାବନା ନଜର ଆସୁଛି। କୌଣସି ଲୋକର କଥାର ପଡି ଆପଣ କୌଣସି ମହତ୍ୱପୂର୍ଣ ଫଇସଲା ନିଅନ୍ତୁ ନାହିଁ। ଏବଂ ଯାହାବି କରୁଛନ୍ତି ଭାବି ଚିନ୍ତି କରନ୍ତୁ। ନିଜର ବିବେକ ବିଚାର ସହିତ କାର୍ଯ୍ୟ କରିବାର ଆପଣଙ୍କୁ ଆବଶ୍ୟକତା ରହିଛି। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆପଣଙ୍କର ଭାଗ୍ୟର ସମ୍ପୁର୍ଣ ସହଯୋଗ ମିଳିବା ପାଇଁ ଯାଉଛି। ଆପଣଙ୍କର ଲଟେରୀ ମଧ୍ୟ ଲାଗିବାର ସମ୍ଭାବନା ବନୁଛି। ସମାଜରେ ଆପଣଙ୍କର ମାନ ସମ୍ମାନ ଅଧିକରୁ ଅଧିକ ବଢିଯିବ। ଆପଣଙ୍କର ବୈବାହିକ ଜୀବନରେ ଖୁସି ଆସିବାର ଦେଖାଯାଉଛି। ସନ୍ତାନ ମାନଙ୍କର ତରଫରୁ କୌଣସି ଉପହାର ମଧ୍ୟ ମିଳିପାରେ। ଭାଗ୍ୟ ଚମକିବା କାରଣରୁ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ମଧ୍ୟ ବଢିଯିବ। ଯେଉଁ ମାନେ ଅବିବାହିତ ରହିଛନ୍ତି ସେମାନଙ୍କର ବିବାହର ଯୋଗ ଏହି ବର୍ଷରେ ବନୁଛି। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପଦନ୍ନତି ପ୍ରାପ୍ତ ହେବ। ବ୍ୟାପାରରେ ଚାଲିଆସୁଥିବା ସମସ୍ୟା ଦୂର ହେବ। ଆୟ କରିବାର ନୂଆ ଦିଗ ଖୋଲିବା ପାଇଁ ଯାଉଛି। ଆଗାମୀ ପରୀକ୍ଷାରେ ମଧ୍ୟ ଆପଣଙ୍କୁ ସଫଳତା ହାସଲ ହେବା ପାଇଁ ଯାଉଛି।

Google

ତେବେ ବନ୍ଧୁଗଣ ଯେଉଁ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଏହି ଠାରେ ଆଲୋଚନା କରୁଥିଲୁ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି – କୁମ୍ଭ ରାଶି, ମକର ରାଶି, ସିଂହ ରାଶି, ମେଷ ରାଶି, କନ୍ୟା ରାଶି ଏବଂ ତୁଳା ରାଶି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *