Excuse Me Odisha

ଯାହା କହିବୁ ସତ କହିବୁ

ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଘରକୁ ଆଣନ୍ତୁ ଏହି ୫ଟି ଶସ୍ତା ଜିନିଷ ପୁରା ବର୍ଷ ଧନର ଅଭାବ ରହିବ ନାହିଁ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ନୂଆ ବର୍ଷ ୨୦୨୧ ଦିନ ଏହି ଶସ୍ତା ୫ଟି ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷ ଘରକୁ ଆଣନ୍ତୁ ବର୍ଷ ସାରା ଗୃହରେ ଧନର ଅଭାବ ଦେଖା ଦେଇନଥାଏ।

Google

ଭଗବାନ ଗଣେଶଙ୍କର ମୂର୍ତି:-

ଭଗବାନ ଗଣେଶଙ୍କୁ ବିଘ୍ନହର୍ତା ବୋଲି କୁହାଯାଇଥାଏ। ଯିଏ ସବୁ ଦୁଃଖ କଷ୍ଟକୁ ଦୂର କରିଥାନ୍ତି। ଯଦି ଆପଣ କୌଣସି ସମସ୍ୟାରେ ଫସି ଯାଇଛନ୍ତି ତେବେ ନୂଆ ବର୍ଷରେ ଭଗବାନ ଗଣେଶଙ୍କର ମୂର୍ତି ନିଶ୍ଚୟ ଘରକୁ ଆଣନ୍ତୁ। କାରଣ ନୂଆ ବର୍ଷ ବୁଧବାର ଦିନ ପଡୁଛି। ଯାହାକି ଭଗବାନ ଗଣେଶଙ୍କର ଅତି ପ୍ରିୟଦିନ ଅଟେ। ଏହା ଦ୍ୱାରା ଭଗବାନ ଗଣେଶ ଆପଣଙ୍କ ଜୀବନରେ ସବୁ ଦୁଃଖ କଷ୍ଟକୁ ସମାପ୍ତ କରିଦେବେ। ଏବଂ ଆପଣଙ୍କୁ ଖୁସି ପ୍ରଦାନ କରିବେ। ନୂଆ ବର୍ଷ ଦିନ ହିଁ ଭଗବାନ ଗଣେଶଙ୍କର ମୂର୍ତ୍ତିକୁ ପୂଜା ପାଠ କରନ୍ତୁ। ଦେଖିବେ ଧୀରେ ଧୀରେ ଭଗବାନ ଗଣେଶ ଆପଣ ମାନଙ୍କର ସମସ୍ତ ସମସ୍ୟାକୁ ଦୂର କରିଦେବେ

Google

ନଡ଼ିଆ:-

ଏହି ବର୍ଷ ଯଦି ନଡ଼ିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ବହୁତ ଶୁଭ ହୋଇଥାଏ। ଏହା ଦ୍ୱାରା ଆପଣ ମାନଙ୍କର ସଫଳତା ବି ଖୋଲି ଯାଇଥାଏ। ଘରୁ ସମସ୍ତ ନକାରାତ୍ମକ ଉର୍ଜା ବାହାରି ଯାଇଥାଏ। ଏବଂ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ। ଘରେ ହେଉ କିମ୍ବା କୌଣସି ମନ୍ଦିରରେ ବି ଆପଣ ନଡ଼ିଆ ଭାଙ୍ଗି ପାରିବେ

Google

ମୟୁର ପୁଚ୍ଛ:-

ବନ୍ଧୁଗଣ ଯଦି ଆପଣ ମାନେ ସବୁବେଳେ ଧନର ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି ତାହେଲେ ଏହି ଦିନ ଘରକୁ ମୟୁର ପୁଚ୍ଛ ନିଶ୍ଚୟ ଆଣନ୍ତୁ। ଧ୍ୟାନ ରଖିବେ କି କିଣିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ନିଶ୍ଚୟ ନିଅନ୍ତୁ। ଏମିତି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ। ଏବଂ ଆପଣଙ୍କର ସଭ କାମ ଭଲ ହୋଇଥାଏ।

Google

ପାଚିଲା ବେଲ:-

ବନ୍ଧୁଗଣ ଟଙ୍କା ପଇସା ଏମିତି ଏକ ଜିନିଷ ଅଟେ ଯାହା ପ୍ରତ୍ୟକ ମନୁଷ୍ୟ ଚାହିଁଥାଏ। ତେଣୁ ଏହି ପଣା ସଂକ୍ରାନ୍ତି ଦିନ ଘରକୁ ପାଚିଲା ବେଲ ଏବଂ ପାଚିଲା ଫଳ ମୂଳ ଆଦି ନିଶ୍ଚୟ ଆଣନ୍ତୁ। କାରଣ ଫଳ ମୂଳ ସ୍ୱୟଂ ଭଗବାନଙ୍କର ପ୍ରସାଦ ଅଟେ। ତେଣୁ ନୂଆ ବର୍ଷଦିନ ଯେଉଁ ଘରକୁ ଫଳ ମୂଳ ଅଣାଯାଇଥାଏ ସେହି ଘରେ କେବେବି ଧନର ଅଭାବ ହୋଇନଥାଏ।

Google

ହନୁମାନଙ୍କର ଫୋଟ:-

ଶାସ୍ତ୍ରରେ ଏହା ବର୍ଣ୍ଣାନା କରାଯାଇଛି ଯେ ଘରେ ଭଗବାନ ହନୁମାନଙ୍କର ଫୋଟ କିମ୍ବା ଚିତ୍ର ନିଶ୍ଚୟ ରହିବା ଆବଶ୍ୟକ। ଏହି ଭଗବାନ ହନୁମାନଙ୍କର ପ୍ରତିମା ନିଶ୍ଚୟ ନେଇ ଆସନ୍ତୁ। କାରଣ ହିନ୍ଦୁ ନବବର୍ଷ ଦିନ ଭଗବାନ ହନୁମାନ ଜନ୍ମ ଗ୍ରହଣ କରିଥିଲେ। ଏହି ଦିନ ଘରର ମୁଖ୍ୟ ଦ୍ୱାରରେ ହନୁମାନଙ୍କର ଫୋଟ ନିଶ୍ଚୟ ଲଗାନ୍ତୁ। ଏମିତି କରିବା ଦ୍ୱାରା ମଙ୍ଗଳ,ଶନି ଏବଂ ଭୁତ ପ୍ରେତଙ୍କର ଦୋଷ ଲାଗି ରହିନଥାଏ। ଭଗବାନ ହନୁମାନ ଆପଣଙ୍କ ଘରେ କୌଣସି ବି ପ୍ରକାରର କଷ୍ଟକୁ ଆସିବାକୁ ଦେଇନଥାନ୍ତି। ଯାହା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଉଠିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *