Excuse Me Odisha

ଯାହା କହିବୁ ସତ କହିବୁ

ଆଜି ପାପ ମୋଚନୀ ଏକାଦଶୀ, ଆସିଲା ଶୁଭ ସମୟ, ଏହି ରାଶିକୁ ମିଳିବ ପ୍ରଚୁର ଧନ।

ସେୟାର୍ କରନ୍ତୁ

ବନ୍ଧୁଗଣ ସବୁ ମନୁଷ୍ୟ ସମୟ ସହିତ ବଦଳିବାକୁ ଚେଷ୍ଟା କରିଥାନ୍ତି। ତେବେ ମନୁଷ୍ୟ ଜୀବନରେ କେବେ ଦୁଃଖ ଆସିଥାଏ ତ କେବେ ସୁଖ ଆସିଥାଏ। ମଣିଷ ଜୀବନରେ ଆସିଥିବା ଉଥାନ ପତନ ପାଇଁ ରାଶି ମାନଙ୍କର ସ୍ଥିତି ପରିବର୍ତ୍ତନକୁ ମୁଖ୍ୟ କାରଣ ବୋଲି କୁହାଯାଇଛି। ଗ୍ରହ ମାନଙ୍କର ସ୍ଥିତି ସର୍ବଦା ପରିବର୍ତ୍ତନ ହୋଇଥାଏ। ତେଣୁ ଏହି ପରିବର୍ତ୍ତନ ଯୋଗୁ ୧୨ ଗୋଟି ରାଶି ପ୍ରଭାବିତ ହୋଇଥାନ୍ତି। ଯେମିତି ସ୍ଥିତିରେ ଯେଉଁ ରାଶି ଗ୍ରହ ରହିଥାଏ ସେହି ହିସାବରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ମାନଙ୍କର ଦିନ ଏବେ ଭଲ ହେବାକୁ ଯାଉଛି। କାରଣ ଏହି ରାଶି ମାନଙ୍କର ଉପରେ ମହବଳୀ ହନୁମାନଙ୍କର କୃପା ଦୃଷ୍ଟି ପଡିବା ପାଇଁ ଯାଉଛି। ତେବେ ସେହି ରାଶି ଗୁଡିକ କଣ କଣ ଆସନ୍ତୁ ଜାଣିନେବା।

କର୍କଟ ରାଶି:-

ଏହି ରାଶି ମାନଙ୍କ ଉପରେ ଏବେ ଭଗବାନ ହନୁମାନଙ୍କର କୃପା ଦୃଷ୍ଟି ପଡିସାରିଛି। ସେମାନେ ବର୍ତ୍ତମାନ ସବୁ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି କରିବେ। ବିଦ୍ୟାର୍ଥୀ ମାନେ କୃତକାର୍ଯ୍ୟ ହେବେ। ପ୍ରେମ ସମ୍ପର୍କରେ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆସିବ ଓ ଖୁସିର ଲହରୀ ଲାଗିରହିବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

Google

ସିଂହ ରାଶି:-

ଏହି ରାଶିର ଲୋକମାନଙ୍କର ସମୟ ବହୁତ ଭଲ ରହିବ। ବ୍ୟବସାୟରେ ଭଲ ଫଳ ମିଳିବ। ଆପଣଙ୍କର ଆମଦାନୀ ବଢିଯିବ। ପାରିବାରିକ ଜୀବନରେ ଖୁସି ଲାଗିରହିବ। ଭଗବାନ ହନୁମାନଙ୍କର କୃପାରୁ ଆପଣଙ୍କର କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ।ଆପଣଙ୍କର ସବୁ ଯୋଜନା ସଫଳ ହେବାରେ ଲାଗିବ।

ବୃଷ ରାଶି:-

ଏହି ରାଶିର ଲୋକମାନଙ୍କର ଦିନ ବହୁତ ଶୁଭ ରହିବ। ଆପଣ ମାନଙ୍କ କୃପାରୁ ଆପଣଙ୍କର କାର୍ଯ୍ୟରେ ସଫଳତା ମିଳିବ। ଧନ ସମ୍ପଦ ପ୍ରାପ୍ତିର ଯୋଗ ରହିଛି। ପରିବାରରେ ମଧ୍ୟ ଖୁସି ଲାଗିରହିବ। ସବୁ ପରିସ୍ଥିତିରେ ବୁଝି ବିଚାରି କାର୍ଯ୍ୟ କରିବେ। ଚାକିରୀ କ୍ଷେତ୍ରରେ ବଡ଼ ଅଧିକାରୀ ମାନଙ୍କ ଠାରୁ ପ୍ରଶଂସା ପାଇବେ।

ଧନୁ ରାଶି:-

ଏହି ରାଶିର ଲୋକମାନଙ୍କର ପାଇଁ ଚାକିରୀ କ୍ଷେତ୍ରରେ ବହୁତ ବଡ଼ ସଫଳତା ମିଳିବ। ଉନ୍ନତି କରିବାର ଯୋଗ ରହିଛି। ଦାମ୍ଫତ୍ୟ ଜୀବନରେ ଖୁସି ଲାଗିରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଆପଣଙ୍କର ଦ୍ୱାରା ନିଆ ଯାଇଥିବା ନିର୍ଣ୍ଣୟ ସଫଳ ହେବ। ବିଜନେସରେ ଅତ୍ୟଧିକ ଲାଭ ମିଳିବାକୁ ଯାଉଛି।

Google

କୁମ୍ଭ ରାଶି:-

ଏହି ରାଶିର ଲୋକମାନେ ଦିନକୁ ଦିନ ବହୁତ ଆଗକୁ ଯିବେ। ନିଜ ଯୋଜନାରେ ସଫଳତା ହାସଲ କରିବେ। ଭଗବାନ ହନୁମାନଙ୍କର କୃପାରୁ କାମ କାର୍ଯ୍ୟରେ ଫାଇଦା ମିଳିବ। ପ୍ରେମ ସମ୍ପର୍କରେ ଚାଲୁଥିବା ସମସ୍ୟା ଦୂର ହୋଇଯିବ। ପାରିବାରିକ ଜୀବନରେ ଖୁସି ଲାଗିରହିବ। ସଫଳତା ପ୍ରାପ୍ତି ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *