Excuse Me Odisha

ଯାହା କହିବୁ ସତ କହିବୁ

୨ଟି ଜିନିଷ ଖାଆନ୍ତୁ , ରକ୍ତ ସଫା ହେବ ଜୀବନରେ କେବେବି ହାର୍ଟ ଆଟାକ ହେବ ନାହିଁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିକାଲି ହାର୍ଟ ବ୍ଲକେଜ ଏବଂ ନର୍ଭ ବ୍ଲୋକେଜ ସମସ୍ୟା ଭୋଗିବାକୁ ପଡୁଅଛି। ଏପରି ସମସ୍ୟା ହେଲେ ଆପଣଙ୍କୁ ଅପରେସନ ଛଡ଼ା ଆଉକିଛି ରାସ୍ତା ନଥାଏ। ଯେବେ ଆପଣ ଏହି ସମସ୍ୟାକୁ ନେଇ ଡାକ୍ତରଙ୍କ ପାଖକୁ ଯାଆନ୍ତି, ଡାକ୍ତର ଆପଣଙ୍କ ରକ୍ତକୁ ପତଳା କରିବା ପାଇଁ ଏସ୍ପିନ ନାମକ ଔଷଧ ଦେଇ ଥାନ୍ତି। ବନ୍ଧୁଗଣ ଆପଣ ଏସ୍ପିନ ସେବନ କରିବା ଦ୍ଵାରା ଆପଣଙ୍କ ରକ୍ତ ପତଳା ହୋଇଥାଏ ଏବଂ ଆପଣଙ୍କୁ ହୃଦଘାତ ନର୍ଭ ବ୍ଲକେଜ ଭଳି ସମସ୍ୟା ଭୋଗିବା ପାଇଁ ପଡ଼ିଥାଏ। ବନ୍ଧୁଗଣ ଯଦି ଆପଣ ଆସ୍ପିନ ଲ୍କୁ ବ୍ୟବହାର ନକରି ଘରୋଇ ଉପଚାର ବ୍ୟବହାର କରିବେ, ତାହେଲେ ଏହା ଆପଣଙ୍କ ରକ୍ତକୁ ପ୍ରାକୃତିକ ଭାବରେ ପତଳା କରିବ। ବନ୍ଧୁଗଣ ଏହି ଉପଚାରକୁ ଆମେ କହି ପାରିବା ବ୍ଲଡ଼ ଥିନର ବା କଣ୍ଡିସନାଲ ବ୍ଲଡ଼ ଥିନର । ଏହା କରିବା ଦ୍ଵାରା ଆପଣଙ୍କୁ ହାର୍ଟ ବ୍ଲକେଜ, ହାର୍ଟ ଚୋକ ଭଳି ସମସ୍ୟାରୁ ମୁକ୍ତି ମିଳିବ। ଏହି ଉପାୟ ଆପଣେଇବା ଦ୍ୱାରା ଆପଣଙ୍କର ହାର୍ଟ ସମସ୍ୟା କେବେ ହେବ ନାହିଁ।

Google

ବନ୍ଧୁଗଣ ଏହି ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀ ଦରକାର, ତାହା ହେଉଛି ଅଦା। ବନ୍ଧୁଗଣ ଏକ ଇଞ୍ଚର ଅଦାରେ ଜିଞ୍ଜର ନାମକ ତତ୍ତ୍ଵ ମିଳିଥାଏ। ଯାହା ଆପଣଙ୍କ ରକ୍ତକୁ ପତଳା କରିବା ପାଇଁ ଉତ୍ତମ ଅଟେ। ଏହା ବନ୍ଧୁଗଣ ପ୍ରାକୃତିକ ଭାବରେ ରକ୍ତକୁ ପତଳା କରିବାର କାର୍ଯ୍ୟ କରିଥାଏ। ଆପଣ ଏକ ଇଞ୍ଚ ପାଖାପାଖି ଅଦା ନେଇ ତାହାର ଚୋପା ଛଡ଼ାଇ ରଖନ୍ତୁ। ଏଥିପାଇଁ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ପଡ଼ିବ ତାହା ହେଉଛି ରସୁଣ। ରସୁଣରେ ଏଲିଶିନ ନାମକ ତତ୍ତ୍ଵ ମିଳିଥାଏ। ଯାହା ଆପଣଙ୍କ ରକ୍ତକୁ ପତଳା କରିବା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଆପଣଙ୍କ ରକ୍ତକୁ ପତଳା କରିବା ପାଇଁ ଏଥିରେ ଏପରି ପୋଷକ ତତ୍ତ୍ଵ ମିଳିଥାଏ, ଯାହା ଆପଣଙ୍କୁ ଅନେକ ରୋଗରୁ ବଞ୍ଚେଇ ଥାଏ। ବନ୍ଧୁଗଣ ଏଥିପାଇଁ ଆପଣ ଗୋଟିଏ ପାଖୁଡ଼ା ରସୁଣରେ ତିଆରି କରି ପାରିବେ। ଆପଣ ଏହାକୁ ହାଲକା ଛେଚି ନିଅନ୍ତୁ। ଏଥିପାଇଁ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ହଳଦୀ । ଯଦି ଆପଣଙ୍କ ପାଖରେ କଞ୍ଚା ହଳଦୀ ରହିଛି ତାହେଲେ ଆପଣ ତାହାକୁ ବ୍ୟବହାର କରି ପାରିବେ। ବନ୍ଧୁଗଣ ହଳଦୀରେ କର୍କ୍ୟୁମିନ ନାମକ ତତ୍ତ୍ଵ ରହିଥାଏ, ଯାହାଦ୍ଵାରା ଏହା ଆପଣଙ୍କର ରୋଗ ନିବାରଣ କରିବାରେ ସାହାଯ୍ୟ କରିଥାଏ। ଏବେ ଏଥିରେ ଅଳ୍ପ ପାଣି ଦେଇ ଏହାକୁ ଭଲଭାବରେ ମିଶେଇ ଦେବା। ବନ୍ଧୁଗଣ ଅନେକ ଲୋକେ ରସୁଣ ଖାଇବାକୁ ଭଲ ପାଆନ୍ତି ନାହିଁ। ଏଥିପାଇଁ ମଧ୍ୟ ଉପାୟ ରହିଛି। ଏଥିରେ ଆପଣ ରସୁଣ ବଦଳରେ ଲବଙ୍ଗ ମିଶେଇ ପାରିବେ। ଆପଣଙ୍କୁ ଯଦି ରସୁଣ ଭଲ ଲାଗୁ ନାହିଁ ତାହେଲେ ଦୁଇଟି ଲବଙ୍ଗ ପ୍ରୟୋଗ କରି ପାରିବେ।

ଏହାପରେ ବନ୍ଧୁଗଣ ଆପଣ ଏକ ପାତ୍ରରେ ପାଣି ନିଅନ୍ତୁ। ଆପଣ ଏଥିରେ ପୂର୍ବରୁ ପ୍ରସ୍ତୁତ କରିଥିବା ମିଶ୍ରଣକୁ ପକାଇ ଦିଅନ୍ତୁ। ବନ୍ଧୁଗଣ ଏହା ପ୍ରାକୃତିକ ଉପାୟ ଯାହାକି ଆପଣଙ୍କ ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ। ବନ୍ଧୁଗଣ ଏହାକୁ କଣ୍ଡିଶନାଲ ବ୍ଲଡ଼ ଥିନିଂ କୁହାଯାଏ।ଏହି ଉପାୟକୁ ବ୍ୟବହାର କରିବା ଦ୍ଵାରା ଏହା ଆପଣଙ୍କର ସମ୍ପୂର୍ଣ୍ଣ ରକ୍ତକୁ ପତଳା କରି ଦେବ। ଯଦି ଆପଣଙ୍କ ହାତ କେଉଁ ସ୍ଥାନରେ କାଟି ଯାଇ ଥାଏ, ତାହେଲେ ସେହି ସ୍ତନରେ ବ୍ଲଡ଼ ବହିବା ବନ୍ଦ ହୋଇ ନଥାଏ। ସେହି ସ୍ଥାନ ଗୁଡିକରେ ଏହା ବ୍ଲଡକୁ ପତଳା କରି ଥାଏ। ସେଥିପାଇଁ ଆମେ ଏହାକୁ ନେଚୁରାଲ ବ୍ଲଡ଼ ଥିନର କହି ଥାଉ। ଏବେ ଏହି ମିଶ୍ରଣକୁ ଛଣା ମାଧ୍ୟମରେ ଛାଣି ରଖି ପାରିବେ। ରାତିରେ ଏହାକୁ ସେବନ କରି ଶୋଇ ପଡନ୍ତୁ। ଏହା ଆପଣଙ୍କ ରକ୍ତକୁ ପ୍ରାକୃତିକ ଉପାୟରେ ପତଳା କରି ଥାଏ।

Google

ବନ୍ଧୁଗଣ ଯଦି ଭୟ କାରଣରୁ ଆପଣଙ୍କୁ ହାର୍ଟ ଆଟାକ ବା ହାର୍ଟ ଚୋକ ହେବାର ସମ୍ଭାବନା ରହିଛି ତାହେଲେ ଆପଣ ବିଲାତିର ସେବନ କରନ୍ତୁ। ବନ୍ଧୁଗଣ ଆପଣଙ୍କୁ ଦିନକୁ ଚାରୋଟି ବିଲାତିର ସେବନ କରିବାକୁ ପଡ଼ିବ। ବନ୍ଧୁଗଣ ପାଖାପାଖି ଆପଣଙ୍କୁ ୩୦୦ ଗ୍ରାମ ବିଲାତି ସେବନ କରିବାକୁ ପଡ଼ିବ। କୌଣସି ବ୍ୟକ୍ତି ପ୍ରତ୍ୟହ ଚାରୋଟି ବିଲାତି ସେବନ କରି ପାରିବେ ନାହିଁ। କିନ୍ତୁ ଯଦି ଆପଣ ଏହା ୧୫ ଦିନ କରି ନେବେ ତାହେଲେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ସବୁଜ ପନିପରିବା ର ସେବନ ଆପଣ ନିଶ୍ଚିତ କରନ୍ତୁ। ଓଜନ ଅନୁଯାୟୀ ଆପଣ ପନିପରିବା ସେବନ କରନ୍ତୁ। ଯଦି ଆପଣଙ୍କ ଓଜନ ୭୦ କିଲୋ ଅଟେ ତାହେଲେ ୭୦ ଗ୍ରାମ ଆପଣ ମଧ୍ୟାହ୍ନ ଓ ୭୦ ଗ୍ରାମ ଆପଣ ରାତ୍ରି ଭୋଜନ ସମୟରେ ସେବନ କରନ୍ତୁ। ବନ୍ଧୁଗଣ ଯଦି ଆପଣ ଓଜନ ଅନୁଯାୟୀ ଖାଦ୍ୟ ସେବନ କରିବେ ତାହେଲେ ତାହା ନାଇଟ୍ରକ୍ସାଇଡ ଉତ୍ପନ୍ନ କରିଥାଏ। ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖେ, ରକ୍ତର ସ୍ରୋତକୁ ପତଳା କରି ଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *