Excuse Me Odisha

ଯାହା କହିବୁ ସତ କହିବୁ

କାଗଜରେ ଲେଖି କରନ୍ତୁ ଏହି କାମ ୫ ଦିନରେ ହେବ ଚମତ୍କାର। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ଆପଣଙ୍କର ଗ୍ରହ ଖରାପ ଚାଲିଛି, ସମସ୍ୟାରେ ଘେରି ହୋଇ ରହିଛନ୍ତି ଗୋଟିଏ ପରେ ଗୋଟିଏ ସମସ୍ୟା ଆସୁଛି ତେବେ ଏହି ପୋଷ୍ଟରେ କୁହାଯାଇଥିବା ଉପାୟ ଗୁଡିକୁ ଥରେ ଆପଣାନ୍ତୁ। ଏହି ଉପାୟ ଗୁଡିକ ଆପଣାଇବାରେ କୌଣସି ମତେ ଖରାପ ହେବ ନାହିଁ। ତେବେ ଆସନ୍ତୁ ସେହି ଉପାୟ ଗୁଡିକ ବିଷୟରେ ଜାଣିବା।ସେଥିପାଇଁ ଏହି ପୋଷ୍ଟଟିକୁ ଆପଣ ମାନେ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ପ୍ରଥମ ଉପାୟ:-

ପ୍ରଥମେ ହନୁମାନ ଚାଳିସା ପଢିବା ଆରମ୍ଭ କରିଦିଅନ୍ତୁ। ପବିତ୍ର ଭାବନା ଏବଂ ଶାନ୍ତିପୂର୍ଣ ଭାବେ ହନୁମାନ ଚାଳିସା ପଢିଲେ ଓ ଭଗବାନ ହନୁମାନଙ୍କର କୃପା ପ୍ରାପ୍ତ ହେବ। ଏହା ଆମକୁ ନାନା ପ୍ରକାରର ସମସ୍ୟାରୁ ରକ୍ଷା ଦେଇଥାଏ। ସୁରକ୍ଷା କରିଥାଏ।

ଦ୍ୱିତୀୟ ଉପାୟ:-

ପଶୁ ପକ୍ଷୀଙ୍କୁ ଖାଇବା ପାଇଁ ଦିଅନ୍ତୁ। ଗାଈ, କୁକୁର ଏବଂ ଚଢେଇ ଏମାନଙ୍କୁ ଭୋଜନ ଦିଅନ୍ତୁ। ଗଛ, ପକ୍ଷୀ, ଗାଈ ଏମାନଙ୍କର ଅନ୍ନ ଏବଂ ଜଳର ବ୍ୟବସ୍ଥା କଲେ ଏମାନଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିଥାଏ। ଏମାନଙ୍କୁ ଖାଇବାକୁ ଦେବା ଦ୍ୱାରା ଆପଣଙ୍କୁ ବହୁତ ବଡ଼ ପୁଣ୍ୟ ମିଳିଥାଏ।

Google

ତୃତୀୟ ଉପାୟ:-

ଗୋଟିର ପାଣି ଥିବା ନଡ଼ିଆ ଆଣନ୍ତୁ ଏବଂ ତାକୁ ନିଜ ଚାରିପଟେ ୨୧ ଥର ବୁଲାଇ ଦିଅନ୍ତୁ। ତାପରେ ନଡ଼ିଆଟିକୁ କୌଣସି ମନ୍ଦିର କିମ୍ବା ଦେବ ସ୍ଥାନକୁ ଯାଇ ଜାଳିଦିଅନ୍ତୁ। ପ୍ରତି ମଙ୍ଗଳବାର ଏବଂ ଶନିବାର ଦିନ। ଆପଣଙ୍କୁ ଏହିପରି କରିବାର ଅଛି। ପରିବାରର ଯେଉଁ ବ୍ୟକ୍ତି ଉପରେ ସଂକଟ ଚାଲିଛି ତାହା ଉପରେ ନଡ଼ିଆ ସେହିପରି ପ୍ରୟୋଗ କରନ୍ତୁ। ଦେଖିବେ ସବୁ ସଂକଟ ଦୂର ହୋଇଯିବ।

ଚତୁର୍ଥ ଉପାୟ:-

ସ୍ମଶାନରେ କିଛି ଟଙ୍କା ଫୋପାଡ଼ି ଦେଇ ଆସନ୍ତୁ। ଫୋପାଡ଼ି ଆସିବା ସମୟରେ ପଛକୁ ବିଲକୁଲ ମଧ୍ୟ ଚାହଁନ୍ତୁ ନାହିଁ। ଏହି ଉପାୟରେ ହଠାତ ଆସିଥିବା ବାଧା ତୁରନ୍ତ ଦୂର ହୋଇଯିବ। ଏବଂ ଦେବା ଦେବୀଙ୍କର ସହଯୋଗ ମଧ୍ୟ ମିଳିବ।

ପଞ୍ଚମ ଉପାୟ:-

ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ। କାଗଜରେ ଛୋଟ ଛୋଟ ଅକ୍ଷରରେ ରାମ ନାମ ଲେଖନ୍ତୁ ଅଧିକ ସଂଖ୍ୟାରେ ରାମ ନାମ ଲେଖନ୍ତୁ। ତା ପରେ ସେହି ରାମ ନାମକୁ ଛୋଟ ଛୋଟ ପିସ କରି କାଟିଦିଅନ୍ତୁ। ସେହି କାଗଜରେ ଥିବା ରାମ ନାମକୁ ଅଟାରେ ବୋଳା ଯାଇଥିବା ଛୋଟ ଛୋଟ ଗୋଳାରେ ଲଗାଇ ଦିଅନ୍ତୁ। ତାକୁ ନଦୀ କିମ୍ବା ପୋଖରୀରେ ଫୋପାଡ଼ି ଆସନ୍ତୁ। ଆଉ ପିମ୍ପୁଡି କୁ ଅଟାରେ ବନାଯାଇଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ।

Google

ଷଷ୍ଠ ଉପାୟ:-

ଏହା ସହିତ ବନ୍ଧୁଗଣ ପ୍ରତିଦିନ ପଶୁ ପକ୍ଷୀ ମାନଙ୍କୁ ଦାନା ଦେବା ଦ୍ୱାରା ପିତୃପୁରୁଷଙ୍କୁ ଶାନ୍ତି ମିଳିଥାଏ। ପ୍ରତିଦିନ ଚଢେଇ ମାନଙ୍କୁ ଖାଇବାକୁ ଦେବା ଦ୍ୱାରା ସଂକଟରୁ ମୁକ୍ତି ମିଳିଥାଏ। ପ୍ରତିଦିନ କୁକୁରକୁ ରୋଟି ବିସ୍କୁଟ ଦେଲେ ଆକସ୍ମିକ ସମସ୍ୟା ଦୂର ହୋଇଥାଏ। ପ୍ରତିଦିନ ଗାଈକୁ ଖାଇବାକୁ ଦେଲେ ଆର୍ଥିକ ସଂକଟ ଦୂର ହୋଇଥାଏ।

ସପ୍ତମ ଉପାୟ:-

କୌଣସି ଏକ କଂସାରି ପାଖକୁ ଯାଇ କୌଣସି ଏକ କଂସାର ପାତ୍ରଟିକୁ କିଣି ଆଣନ୍ତୁ। ସେହି ପାତ୍ରରେ ସୋରିଷ ତେଲ ରଖନ୍ତୁ। ଏବଂ ସେଥିରେ ଗୋଟିଏ ମୁଦ୍ରା ପକାଇ ନିଜର ଛାଇକୁ ଦେଖନ୍ତୁ। ଏବଂ ସେହି ତେଲକୁ କୌଣସି ବ୍ୟକ୍ତି ମାଗିଲେ ତାହାକୁ ଦାନ କରିଦିଅନ୍ତୁ। କିମ୍ବା ଶନି ମନ୍ଦିର ଯାଇ ସେହି ତେଲକୁ ରଖି ଆସନ୍ତୁ। ଏହିପରି ଭାବେ ୫ ଟି ସପ୍ତାହ କରନ୍ତୁ। ଅମାବାସ୍ୟା ଏବଂ ଶନିବାର ଦିନ ଅଁଳା ଗଛ ତଳେ ସୋରିଷ ତେଲର ଦୀପଟିଏ ଅବଶ୍ୟ ଜାଳନ୍ତୁ। ଦେଖିବେ ଏହିପରି କଲେ ଆପଣଙ୍କର ସବୁ ଆର୍ଥିକ ସମସ୍ୟା ବହୁତ ଜଲଦି ଦୂର ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *