Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ ( ୫ ଏପ୍ରିଲ ରୁ ୧୧ ଏପ୍ରିଲ ): ଏହି ସପ୍ତାହରେ ୫ ଟି ରାଶିର ଲୋକଙ୍କର କ୍ୟାରିୟରରେ ମିଳିବ ନୂତନ ଅବସର,ଭାଗ୍ୟ ସପକ୍ଷରେ ରହିବ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ୱାରା ଭବିଷ୍ୟତ ଜୀବନରେ ହେବାକୁ ଥିବା ଘ-ଟ-ଣା ଗୁଡିକରୁ ଆପଣ ପୂର୍ବାନୁମାନ ଲଗାଇ ପାରିବେ। ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥିବ ଯେ ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମର ନକ୍ଷତ୍ର କଣ କହୁଛି ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହର ରାଶିଫଳ କହିବାକୁ ଯାଉଛୁ । ଏହି ସାପ୍ତାହିକ ରାଶିଫଳ ରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେବାକୁ ଥିବା ଗୋଟେ ସପ୍ତାହର ଘଟଣାକୁ ସଂକ୍ଷେପରେ ବର୍ଣ୍ଣନା ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୫ ଏପ୍ରିଲରୁ ୧୧ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ।

ମେଷ ରାଶି –

ଏହି ସପ୍ତାହରେ ଅନାବଶ୍ୟକ ବ୍ୟୟ ହେବାର ଯୋଗ ରହିଛି। ଚାକିରି ପେଶାରେ ନୂଆ ଅବସର ମିଳିବ। ପୁରସ୍କାର ସ୍ୱରୂପ ଟଙ୍କା ମିଳିପାରେ। ଆପଣ ନିଜ ଉପରେ ଯଥେଷ୍ଟ ଭରସା ରଖନ୍ତୁ। ଆପଣ କାର୍ଯ୍ୟ କ୍ଷେତ୍ରରେ ସୁବିଧାରେ କାର୍ଯ୍ୟ ସମ୍ପନ୍ନ କରିବେ। ଦୂର ଯାତ୍ରା କରନ୍ତୁ ନାହିଁ। ଅନ୍ୟଥା ସମସ୍ୟା ଦେଖା ଦେଇପାରେ। ଅଜଣା ଲୋକଙ୍କ ସହିତ ମିଶନ୍ତୁ ନାହିଁ।

ପ୍ରେମ ମା-ମ-ଲାରେ, ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

କ୍ୟାରିୟର ମା-ମ-ଲାରେ, ରାଜନୈତିକ ଲାଭ ମିଳିବାର ଯୋଗ ରହିଛି, ବ୍ୟବସାୟରେ ଲାଭ ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ପାଦ ବ୍ୟଥା ରହୁଥିବା ଲୋକଙ୍କୁ ଅଧିକ ସମସ୍ୟା ହୋଇପାରେ।

ବୃଷ ରାଶି –

ମନରେ ଉତ୍ସାହ ଏବଂ ଲୋକଙ୍କ ଠାରୁ ସହଯୋଗ ଦ୍ୱାରା କାର୍ଯ୍ୟ ସମ୍ପନ୍ନ ହେବ। ଅସଙ୍ଗତରୁ ଦୂରେଇ ରୁହନ୍ତୁ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଟଙ୍କାକୁ ନେଇ ଦେବା ନେବା ସମ୍ବନ୍ଧିତ ସବୁ କାର୍ଯ୍ୟ ସମ୍ପନ୍ନ ହେବ। ପରିବାର ସହିତ ଶାନ୍ତିରେ ଜୀବନ ଯାପନ କରିବେ। ସାହିତ୍ୟ ଏବଂ କଳା ପ୍ରତି ଆପଣଙ୍କର ରୁଚି ବଢ଼ିବ। ଘରର ବାତାବରଣ ସୁଖମୟ ରହିବ। ସଂପତ୍ତି ମାମଲାରେ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ପ୍ରେମୀଙ୍କ ସହିତ ନିକଟତର ହେବେ।

କ୍ୟାରିୟର ମା-ମ-ଲାରେ, ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି। ଅଫିସରେ ଉଚ୍ଚ ପଦ ମିଳିପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ।

Google

ମିଥୁନ ରାଶି –

ଏହି ସପ୍ତାହରେ ସେୟାର ଆଦି କାର୍ଯ୍ୟରେ ନିବେଶ କରିବା କାରିଗର ସାବ୍ୟସ୍ତ ହେବ। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ। ଆଜି କିଛି ଗୁପ୍ତ ଶତ୍ରୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି, ଏଥିପାଇଁ ସତର୍କ ରୁହନ୍ତୁ। ସମ୍ପର୍କୀୟଙ୍କ ସହିତ ଦେଖାସାକ୍ଷାତ ପରେ ଆପଣଙ୍କ ମନ ପ୍ରସନ୍ନ ରହିବ। ସାଂସାରିକ ସୁଖଦ ପ୍ରାପ୍ତ ହେବ।

ପ୍ରେମ ମା-ମ-ଲାରେ, ଆପଣଙ୍କ ସମ୍ପର୍କରେ ଆ-ତ୍ମୀୟ-ତା ବୃଦ୍ଧି ପାଇବ।

କ୍ୟାରିୟର ମା-ମ-ଲାରେ, ଚାକିରି ପେଶାରେ ସମସ୍ୟା ଦୂର ହୋଇପାରେ। ଆଶାନୁରୂପ ଜାଗାକୁ ବଦଳି ହୋଇପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ହୃଦୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ଡାକ୍ତରଙ୍କ ପାଖରୁ ପରାମର୍ଶ ନିଅନ୍ତୁ।

କର୍କଟ ରାଶି –

ଏହି ରାଶିର ଲୋକଙ୍କୁ ଅଜଣା ଲୋକଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। ମିତ୍ରମଣ୍ଡଳୀ ରେ ବୃଦ୍ଧି ହେବ। ଖର୍ଚ୍ଚରେ ବୃଦ୍ଧି ହେବାରୁ ବଞ୍ଚିତ ହୁଅନ୍ତୁ। ନଚେତ ବଜେଟ ବିଗିଡି ପାରେ। ଅଟକି ରହିଥିବା କାର୍ଯ୍ୟକୁ ପ୍ରଥମେ ଧ୍ୟାନ ଦେବା ପ୍ରମୁଖ ଲକ୍ଷ୍ୟ ଅଟେ। କାର୍ଯ୍ୟକ୍ଷେତ୍ରରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ଆଳସ୍ୟ ତ୍ୟା-ଗ କରନ୍ତୁ। କାର୍ଯ୍ୟ ଭାର ବଢିପାରେ। ସପ୍ତାହଟି ସଂଘର୍ଷପୂର୍ଣ୍ଣ ରହିବ। ବୁଝି ବିଚାରି କାର୍ଯ୍ୟ କରନ୍ତୁ।

ପ୍ରେମ ମା-ମ-ଲାରେ, ଆପଣ ନିଜ ପ୍ରେମ ଜୀବନକୁ ସୁଖମୟ କରିବା ପାଇଁ ପ୍ରୟାସ କରିବେ।

କ୍ୟାରିୟର ମା-ମ-ଲାରେ, ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମର ଫଳ ମିଳିବ। ନୂଆ ଚାକିରି ର ଅବସର ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ମଧୁମେହ ରୋଗୀଙ୍କୁ ସୁଗାର ଟେଷ୍ଟ କରିବା ଉଚିତ।

ସିଂହ ରାଶି –

ଏହି ସପ୍ତାହରେ ଆପଣଙ୍କର ସାମାଜିକ ଦାୟରା ବୃଦ୍ଧି ହେବ। ଆପଣଙ୍କର ବୁଦ୍ଧି କୌଶଳ ଓ କାର୍ଯ୍ୟ କୁଶଳତା ବଳରେ ସବୁ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ସନ୍ତାନଙ୍କୁ ସଫଳତା ମିଳିବା ଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ। କିଛି ଲୋକଙ୍କ ସହିତ ଭା-ବନା-ତ୍ମକ ସମ୍ବନ୍ଧ ସୁଦୃଢ ରହିବ। ଦୈନିକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ।

ପ୍ରେମ ମା-ମ-ଲାରେ, ପ୍ରେମ ସମ୍ବନ୍ଧରେ ଆପଣ ଆଗକୁ ବଢ଼ି ପାରନ୍ତି। ପ୍ରେମ ପ୍ରସ୍ତାବ ରଖିବା ପାଇଁ ଆପଣଙ୍କୁ ଉଚିତ ଅବସର ମିଳିବ।

କ୍ୟାରିୟର ମା-ମ-ଲାରେ, ଚାକିରି ଓ ବ୍ୟବସାୟରେ ଆପଣଙ୍କୁ ଫାଇଦା ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଯଦି ୟୁରିନ ସମ୍ବନ୍ଧିତ ସମସ୍ୟା ରହିଛି ତାହେଲେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ୟା ରାଶି –

ଏହି ରାଶିର ଲୋକଙ୍କୁ ଖର୍ଚ୍ଚକୁ ନେଇ ଅଧିକ ବିଚାର ବିମର୍ଷ କରିବା ଉଚିତ। କୌଣସି ପୁରୁଣା ବନ୍ଧୁଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ଅଫିସିଆଲ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଆପଣ ସକ୍ଷମ ରହିବେ। ବ୍ୟବସାୟରେ କିଛି ସମସ୍ୟା ଦେଖା ଦେଇପାରେ। ବିଦ୍ୟାର୍ଥୀ ମାନେ ସମୟ ବ-ର୍ବା-ଦ କରନ୍ତୁ ନାହିଁ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଆପଣଙ୍କୁ କିଛି ନୂଆ ଶିଖିବା ପାଇଁ ମିଳିପାରେ।

ପ୍ରେମ ମା-ମ-ଲାରେ, ପ୍ରେମୀ ଲୋକଙ୍କୁ ସ-ତ-ର୍କ ହୋଇ ଚାଲିବା ଆବଶ୍ୟକ। ସମ୍ପର୍କ ନିର୍ମଳ ରହିବ।

କ୍ୟାରିୟର ମା-ମ-ଲାରେ, ଅନଲାଇନ ବ୍ୟାପାର କରି ପାରିବେ। ଯାହା ଦ୍ଵାରା ଲୋକଙ୍କୁ ଲାଭ ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଆଖିର ବିଶେଷ ରୂପରେ ଧ୍ୟାନ ରଖନ୍ତୁ।

Google

ତୁଳା ରାଶି –

ଏହି ସପ୍ତାହରେ କୌଣସି ଅନ୍ୟ ବ୍ୟକ୍ତିଙ୍କ ସହିତ ଭବିଷ୍ୟତ ବିଷୟରେ ଆଲୋଚନା କରନ୍ତୁ ନାହିଁ। କୌଣସି ପୁରୁଣା ବଡ଼ ଦାୟିତ୍ଵ ପୂରଣ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ସଂପତ୍ତିରେ ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବ। ନିଜ କ୍ରୋଧ ଉପରେ ନି-ୟନ୍ତ୍ର-ଣ ରଖନ୍ତୁ। ପରିବାର ଲୋକଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ।

ପ୍ରେମ ମା-ମ-ଲାରେ,ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କ୍ୟାରିୟର ମା-ମ-ଲାରେ, ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ କାର୍ଯ୍ୟଭାରରେ ବୃଦ୍ଧି ହେବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ।

ବିଛା ରାଶି –

ଏହି ସପ୍ତାହ ରେ ଆପଣ କୌଣସି ନୂଆ ପ୍ରୋଜେକ୍ଟ ରେ କାର୍ଯ୍ୟ କରି ପାରନ୍ତି। ଉଧାର ଦିଅନ୍ତୁ ନାହିଁ। ସମ୍ପର୍କରେ ସନ୍ତୁଳନ ବନେଇ ଚାଲନ୍ତୁ। ଆପଣଙ୍କୁ ନ-କାରା-ତ୍ମକ ବି-ଚା-ରରୁ ଦୂରେଇ ରହିବା ଉଚିତ। ପାରିବାରିକ ସମ୍ବନ୍ଧରେ ସୁଧାର ଆସିବ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ସମ୍ପର୍କୀୟଙ୍କ ସହିତ ଆନନ୍ଦର ସମୟ ଅତିବାହିତ କରିବେ। ଅଚାନକ ଧନଲାଭ ହୋଇପାରେ।

ପ୍ରେମ ମା-ମ-ଲାରେ, ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତ ହେବ । ଆପଣ ନିଜ ଦାମ୍ପତ୍ୟ ଜୀବନକୁ ଉପଭୋଗ କରିବେ।

କ୍ୟାରିୟର ମା-ମ-ଲାରେ, ବ୍ୟାପାର ରେ କ୍ଷ-ତି କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି।

ସ୍ବାସ୍ଥ୍ୟ ମା-ମ-ଲାରେ, ଶାରୀରିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ।

ଧନୁ ରାଶି –

କୌଣସି ସମ୍ପର୍କୀୟଙ୍କ ସହଯୋଗ ଦ୍ଵାରା ଆପଣଙ୍କ କାର୍ଯ୍ୟ ସମ୍ପନ୍ନ ହେବ। କ୍ୟାରିୟରରେ ସଫଳତା ମିଳିବାର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ରରେ ନିଜର ଛବି ବନେଇ ରଖନ୍ତୁ। ବରିଷ୍ଠ ବ୍ୟକ୍ତି ଏବଂ ନିଜ ପିତାଙ୍କ ଠାରୁ ସାନିଧ୍ୟ ପ୍ରାପ୍ତ ହେବ। ମହତ୍ୱପୂର୍ଣ୍ଣ ବିଷୟରେ ମାର୍ଗଦର୍ଶନ ପ୍ରାପ୍ତ ହେବ। ଆପଣଙ୍କ ଆତ୍ମବିଶ୍ବାସ ରେ ବୃଦ୍ଧି ହେବ। ଚିତ୍ତ ଶୁଦ୍ଧ ରହିବ ଏବଂ ଉତ୍ତମ ବି-ଚା-ର ଦ୍ୱାରା ମନ ପ୍ରସନ୍ନ ରହିବ।

ପ୍ରେମ ମା-ମ-ଲାରେ, ଲମ୍ବା ସମୟରୁ ଯେପରି ପାର୍ଟନର ଖୋଜୁଥିଲେ, ସେହିପରି ଆପଣଙ୍କୁ ମିଳିବ।

କ୍ୟାରିୟର ମା-ମ-ଲାରେ, ଯୁବଗୋଷ୍ଠୀଙ୍କୁ ନିଜ କ୍ୟାରିୟରରେ ଉତ୍ତମ ପ୍ରସ୍ତାବ ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଶାରୀରିକ ରୂପରେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିବା ପାଇଁ ଫଳର ସେବନ କରନ୍ତୁ।

ମକର ରାଶି –

ଯେଉଁ ଲୋକ ରାଜନୀତି ସହିତ ଜ-ଡି-ତ ସେମାନଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଏହି ସପ୍ତାହରେ ଆପଣ କିଛି ଫାଇଦା କାର୍ଯ୍ୟ ଆରମ୍ଭ କରି ପାରନ୍ତି। ପରିବାର ସହିତ ମନୋରଞ୍ଜନର ଯାତ୍ରା କରି ପାରନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବି-ଚା-ର କରି ନିଅନ୍ତୁ। ବ୍ୟବସାୟରେ ଆପଣଙ୍କୁ ଅଧିକ ଫାଇଦା ହେବ।

ପ୍ରେମ ମା-ମ-ଲାରେ, ନିଜ ସାଥୀଙ୍କ ସହିତ ମଉଜ ମସ୍ତିରେ ସମୟ କାଟି ପାରନ୍ତି।

କ୍ୟାରିୟର ମା-ମ-ଲାରେ, ବ୍ୟବସାୟିକ ପ୍ରୟାସ ଫଳିଭୂତ ହେବ। ଶାସନ ସତ୍ତାର ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମା-ମ-ଲାରେ,ଆପଣଙ୍କୁ ଦାନ୍ତ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Google

କୁମ୍ଭ ରାଶି –

କୁମ୍ଭ ରାଶିର ଲୋକେ ଅନାବଶ୍ୟକ ବାର୍ତ୍ତାଳାପ କରନ୍ତୁ ନାହିଁ। ଏହି ସପ୍ତାହରେ ଆପଣଙ୍କୁ ଆର୍ଥିକ ସମୃଦ୍ଧି ପ୍ରାପ୍ତ ହେବ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ବ୍ୟାପାର କରୁଥିବା ଲୋକଙ୍କୁ ଫାଇନାନ୍ସ ସମ୍ବନ୍ଧିତ ଯୋଜନା କରିବା ଆବଶ୍ୟକ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବରେ ବି-ଚା-ର କରନ୍ତୁ। ଆଳସ୍ୟ କାରଣରୁ ନିଶ୍ଚିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରି ପାରିବେ ନାହିଁ।

ପ୍ରେମ ମା-ମ-ଲାରେ, ନିଜ ସାଥୀଙ୍କୁ ଉପହାର ଦିଅନ୍ତୁ। ଆପଣଙ୍କ ସମ୍ପର୍କ ସୁଦୃଢ଼ ରହିବ।

କ୍ୟାରିୟର ମା-ମ-ଲାରେ, କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଆଂଶିକ ରୂପରେ ସୁଧାର ଆସିପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ଆପଣଙ୍କୁ ଅଳସୁଆ ଲାଗିପାରେ। ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ।

ମୀନ ରାଶି –

ଏହି ସପ୍ତାହରେ ସମୟ ଓ ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରିବା ଉଚିତ। ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହିବ। ଆଳସ୍ୟ ଛାଡି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ବ୍ୟାପାର କ୍ଷେତ୍ରରେ ବ୍ୟସ୍ତ ରହି ପାରନ୍ତି। ସାମାଜିକ କ୍ଷେତ୍ରରେ ଜ-ଡି-ତ ଲୋକେ ସର୍ବଦା ପ୍ରସନ୍ନ ରହିବେ। ଘର ପରିବାରରେ ସମ୍ପର୍କୀୟଙ୍କ ସହିତ ମଧୁର ସମ୍ପର୍କ ବଢିବ। ବାହାର କ୍ଷେତ୍ରରେ ଲୋକଙ୍କ ସହିତ ନିଜର ସମ୍ପର୍କ ସୁଦୃଢ଼ ରଖନ୍ତୁ।

ପ୍ରେମ ମା-ମ-ଲାରେ, ପ୍ରେମ ସମ୍ବନ୍ଧ ପାଇଁ ସପ୍ତାହ ସାମାନ୍ୟ ରହିବ।

କ୍ୟାରିୟର ମା-ମ-ଲାରେ, ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ପୁଷ୍ଟିକ ଆହାର ସେବନ କରନ୍ତୁ। ଶାରୀରିକ ରୂପରେ ସୁସ୍ଥ ରହିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *