Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ପରେ ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ୫ ଟି ଜିନିଷ। ତେବେ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ୫ ଟି ଜିନିଷ ନଚେତ ହୋଇପାରେ ଭୟଙ୍କର ପରିସ୍ଥିତି। ବନ୍ଧୁଗଣ ପ୍ରତ୍ୟକ ଲୋକମାନଙ୍କ ପାଇଁ ପ୍ରତ୍ୟକ ଦିନର ସକାଳର ଆରମ୍ଭ ଏକ ନୂଆ ଆଶାକୁ ନେଇ ହୋଇଥାଏ। ଓ ଉତ୍ସାହ ଭରି ରହିଥାଏ। ଶାସ୍ତ୍ରରେ ଏଭଳି କୁହାଯାଇଛି ଯେ ସକାଳର ଆରମ୍ଭ ଯଦି ଠିକ ରୂପେ ହୋଇଥାଏ। ତେବେ ପୁରାଦିନ ସୁଖ ଶାନ୍ତିରେ ବିତିଥାଏ। କିନ୍ତୁ ସକାଳର ଆରମ୍ଭ କିଛି ଅଶୁଭ ଜିନିଷ ଦର୍ଶନରୁ ହୋଇଯାଏ ତେବେ ପୁରାଦିନ ଅଶୁଭରେ କଟିଯାଏ। ଯାହା ଦ୍ୱାରା ଆପଣମାନେ କେବେ ମଧ୍ୟ ଉନ୍ନତି କରିପାରନ୍ତି ନାହିଁ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ସକାଳୁ ଉଠିବା ପରେ ସଙ୍ଗେ ସଙ୍ଗେ କେଉଁ ୫ ଟି ଜିନିଷ ଦେଖିବା ଦ୍ୱାରା ଜୀବନରେ କେବେବି ଉନ୍ନତି ହୋଇନଥାଏ। ତେବେ ଆସନ୍ତୁ ଜାଣିବା।

ଚରି-ତ୍ରହୀ-ନ ମହିଳା ମାନଙ୍କ ମୁହଁ:-

ସକାଳେ ଉଠି ଚରି-ତ୍ରହୀ-ନ ମହିଳା ମାନଙ୍କ ମୁହଁ କେବେ ମଧ୍ୟ ଦେଖିବା ଉଚିତ ନୁହେଁ। କୁହାଯାଏ କି ଏଭଳି ମହିଳାଙ୍କ ମୁହଁ ଦେଖିଲେ ଆପଣଙ୍କ ଦିନଟି ପୁରା ବର୍ବାଦ ହୋଇଯିବ। ତେଣୁ ଆପଣ ଏମାନଙ୍କ ଠାରୁ ବଞ୍ଚିକି ରୁହନ୍ତୁ। ଯଦି ସମ୍ଭବ ସକାଳୁ ଉଠି ମା ବାପା ଓ ଭଗବାନଙ୍କର ଦର୍ଶନ କରନ୍ତୁ। ଯାହା ଦ୍ୱାରା ଆପଣଙ୍କର ଦିନ ସୁଖ ଶାନ୍ତିରେ କଟିବ। ଏବଂ ସବୁ କାମରେ ମଧ୍ୟ ସଫଳତା ମିଳିବ।

Google

ଆଇନା:-

ସକାଳୁ ଉଠି ଆଇନା ଦେଖିବା ଉଚିତ ନୁହେଁ। ବିଜ୍ଞାନ ଏବଂ ବାସ୍ତୁଶାସ୍ତ୍ର କହିବା ଅନୁସାରେ ସକାଳୁ ଉଠି ଆଇନା କିମ୍ବା ଭଙ୍ଗା କାଚକୁ ଦେଖିବା ଉଚିତ ନୁହେଁ। ସକାଳୁ ଉଠି ମୁହଁ ନଧୋଇ ଯଦି ଆପଣ ଆଇନା ଦେଖିବେ ତେବେ ଏହା ଯୋଗୁ ଆପଣ କାଙ୍ଗାଳ ହୋଇଯିବେ। କାରଣ ଦିନର ଆରମ୍ଭରେ ଆଇନାର ନକ-ରାତ୍ମ-କ ଉର୍ଜା ଅଧିକ ରହିଥାଏ। ଯାହା ଦ୍ୱାରା ଆପଣ ମାନଙ୍କର କାମରେ ବାଧା ସୃଷ୍ଟି ହୋଇଥାଏ। କୌଣସି କାମ ମଧ୍ୟ ସଫଳ ହୋଇପାରି ନଥାଏ।

ଓଲଟା ଚପଲ:-

ସକାଳୁ ଉଠି ଓଲଟା ଚପଲ, ବୁଡ଼ିଆଣି ଜାଲ କିମ୍ବା କୌଣସି ଧାରୁଆ ଜିନିଷ ଦେଖିବା ଉଚିତ ନୁହେଁ। କାରଣ ଏଗୁଡ଼ିକୁ ଦେଖିବା ଦ୍ୱାରା ଆପଣ ମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ଏବଂ ପୁରାଦିନ ଅଶାନ୍ତିରେ କଟିଥାଏ।

Google

ଅଇଁଠା ବାସନ:-

ସକାଳୁ ଉଠି ଅଇଁଠା ବାସନ ଏବଂ ଖାଲି ଥିବା ପାତ୍ର ଆଦି ଦେଖିବା ଉଚିତ ନୁହେଁ। ଯଦି ଆପଣ ଏହି ସବୁକୁ ଦେଖିବେ ତେବେ ଆପଣ ସବୁକାମରେ ଅସଫଳ ହେବେ। ଏମିତି ଅଇଁଠା ବାସନ ସକାଳ ପର୍ଯ୍ୟନ୍ତ ପକାଇ ରହିବା ବହୁତ ଅଶୁଭ ହୋଇଥାଏ। ଏବଂ ମା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ପଡିଥାଏ।

କ-ଳି ଝ-ଗ-ଡା:-

ସକାଳୁ ଉଠି କୌଣସି କ-ଳି ଝ-ଗ-ଡା ହେଉଥିବାର ଦୃଶ୍ୟକୁ ଦେଖିବା ଉଚିତ ନୁହେଁ। କାରଣ କ-ଳି ଝ-ଗ-ଡା ଦେଖିବା ଦ୍ୱାରା ଘରେ ଦାରିଦ୍ର୍ୟତା ବଢିଥାଏ। ତେଣୁ ଆପଣ ପ୍ରତ୍ୟକ ଦିନ ବାପା ମା ଏବଂ ଭଗବାନଙ୍କର ଦର୍ଶନ କରନ୍ତୁ। ଦେଖିବେ ଆପଣ ମାନଙ୍କୁ ନିଶ୍ଚୟ ସଫଳତା ମିଳିବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *