Excuse Me Odisha

ଯାହା କହିବୁ ସତ କହିବୁ

ଭଲ ପାଉ ଥିଲେ ଏହି ୭ଟି କଥା ଜାଣିବା ନିହାତି ଦରକାର , ନହେଲେ ପରେ ପସ୍ତେଇବେ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଅଧିକ ପ୍ରେମ କରୁଥିବା ଲୋକଙ୍କ ବିଷୟରେ କହିବାକୁ ଯାଉଛୁ। କିଛି ଜିନିଷ ସମୟ ରହିଥିବ ଆଗରୁ ଜାଣି ରଖିବା ଉଚିତ। ନଚେତ ବିଳମ୍ବ ହୋଇ ଯାଇପାରେ ଏବଂ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡିପାରେ।

୧/ ଜାଣି ରଖ ଯେତେ ମଧ୍ୟ ଚେଷ୍ଟା କର ଯିଏ ତୁମର ନାହିଁ ସେ ତୁମର କେବେବି ହେବ ନାହିଁ । ଏହାର ଅର୍ଥ ଯେଉଁ ମଣିଷ ତୁମକୁ ନିଜର ଭାବୁ ଥିବ ସେ କେବେବି ତୁମକୁ ଛାଡି ଯିବ ନାହିଁ।

୨/ ଈର୍ଷା ସେହି ବ୍ୟକ୍ତି କରିଥାଏ ଯିଏ ତୁମର ହୃଦୟକୁ ଭଲ ପାଇଥାଏ । ଏହି କଥା ଧ୍ୟାନ ରଖନ୍ତୁ ଯଦି ଆପଣ ନିଜ ଅନ୍ୟ ମହିଳାଙ୍କ ସହିତ କଥା ହେଉଛନ୍ତି, ଯଦି ଏହା ଦେଖି ଆପଣଙ୍କ ପ୍ରେମିକା ଈର୍ଷା କରୁଛନ୍ତି ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ପ୍ରେମିକା ଆପଣଙ୍କୁ ବହୁତ ପ୍ରେମ କରନ୍ତି।

Google

୩/ ପ୍ରେମ ମଣିଷ ସହିତ କର, ତାଙ୍କ ଅଭ୍ୟାସ ସହିତ ନୁହେଁ ।ଅଭିମାନ କର ତାଙ୍କ କଥାରେ , କିନ୍ତୁ ତାଙ୍କ ଉପରେ ଅଭିମାନ କର ନାହିଁ। ଭୁଲି ଯାଅ ତାଙ୍କର ଭୁଲ ଲ୍କୁ , କିନ୍ତୁ ତାଙ୍କୁ ଭୁଲ ନାହିଁ। ଏହାର କାରଣ ହେଉଛି ସମ୍ପର୍କ ଠାରୁ ବଡ଼ କିଛି ନାହିଁ। ଅର୍ଥାତ ଆମେ ଦେଖିଥିବା ଆମେ ପ୍ରାୟତଃ ଜୀବନରେ ବ୍ୟକ୍ତିଙ୍କ ଅଭ୍ୟାସ ଦେଖି ପ୍ରେମ କରି ଥାଉ। ସେହି ବ୍ୟକ୍ତିର ଯେତେବେଳେ ଅଭ୍ୟାସ ବଦଳି ଯାଇଥାଏ, ସେତେବେଳେ ଆମକୁ ଦୁଃଖ ଲାଗିଥାଏ। ସେଥିପାଇଁ କୁହାଯାଏ ପ୍ରେମ ମଣିଷ ସହିତ କରିବା ଉଚିତ।

୪/ ଯଦି କିଛି ଭୁଲିବାର ଅଛି ତାହେଲେ ମଣିଷର ଭୁଲକୁ ଭୁଲି ଯାଅ , କାରଣ ସମ୍ପର୍କ ଠାରୁ ବଡ଼ କିଛି ମୂଲ୍ୟବାନ ନୁହେଁ।

୫/ ଯେପରି ସବୁ ଝିଅ ପଇସା ପାଇଁ ମରନ୍ତି ନାହିଁ,ଠିକ୍ ସେହିଭଳି ସବୁ ପୁଅ ଶାରୀରିକ ସମ୍ପର୍କ ପାଇଁ ମ-ରନ୍ତି ନାହିଁ। ଜାଣି ରଖନ୍ତୁ କି ସବୁ ଝିଅ ମାନଙ୍କର ଟଙ୍କା ପ୍ରତି ଲୋଭ ନଥାଏ। ଏହାସହିତ ସବୁ ପୁଅ ମାନେ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ଅଧିକ ଭଲ ପାଇ ନଥାନ୍ତି।

୬/ ଭୁଲ ସେ ନଥିଲା ଯିଏ ତୁମକୁ ଧୋକା ଦେଲା। ଭୁଲ ସେ ଥିଲା ଯିଏ ତାକୁ ଅବସର ଦେଲା । ସେଥିପାଇଁ ତମେ ଧୋକା ପାଇଲ। ପ୍ରେମ କମି ଗଲା ନା ଇଛା ଶକ୍ତି କମି ଗଲା। କିଛି ନା କିଛି ପ୍ରକାରର ଅବସର ଦେଲ, ସେଥିପାଇଁ ସେ ତୁମକୁ ଧୋକା ଦେଲା।

Google

୭/ ଲୋକଙ୍କୁ ହରେଇବାର ଡର ରଖ ନାହିଁ। ଡ଼ର ଏହିକଥାରେ ରଖ କି ତମେ ଲୋକଙ୍କୁ ଖୁସି କରାଇ କରାଇ ନିଜକୁ ହରାଇ ନ ଦିଅ। ଆମେ ସମସ୍ତେ ଜାଣି ଥାଉ କି ସାମ୍ନାରେ ଥିବା ଲୋକଙ୍କୁ ଆମେ ହରେଇ ନଦେଉ। ଏହା କରି କରି ଆମେ ଏତେ ତଳକୁ ଖସି ଯାଇ ଥାଉ କି ନିଜେ ନିଜକୁ ଚିହ୍ନି ପାରୁ ନାହିଁ। ଲୋକଙ୍କୁ ହରେଇ ଦେବାର ଭୟ ରଖନ୍ତୁ ନାହିଁ। ନଚେତ ପଶ୍ଚାତାପ କରି ପାରନ୍ତି।

୮/ କିଏ କୌଣସି ଜିନିଷ ନେଇ ଯିବ କିନ୍ତୁ ଭାଗ୍ୟକୁ କେହି ନେଇ ପାରିବେ ନାହିଁ। ଭାଗ୍ୟ ବ୍ୟକ୍ତିର ସପକ୍ଷରେ ରହିଲେ , ସେହି ବ୍ୟକ୍ତିକୁ ସବୁ କିଛି ସୁବିଧାରେ ମିଳିଯାଏ। କାରଣ ଏହା ପ୍ରକୃତି ର ନିୟମ ଅଟେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *