Excuse Me Odisha

ଯାହା କହିବୁ ସତ କହିବୁ

କ୍ୟାନସର ରୋଗର 7ଟି ପ୍ରାଥମିକ ଲକ୍ଷଣ , ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

କ୍ୟାନସର ଏକ ମା-ରାତ୍ମ-କ ରୋଗ। ବିଶ୍ୱର ଅଧିକାଂଶ ଲୋକ ଏବେ ଏହି ରୋଗରେ ଆ-କ୍ରା-ନ୍ତ। ଆଧୁନିକ ଜୀବନରେ ପରିବର୍ତ୍ତନ ଜୀବନ ଶୈଳୀ ହିଁ କ୍ୟାନସର ରୋଗର ମୂଳ କାରଣ। ଏହି ରୋଗ ପାଇଁ ଏବେ ଅଧିକାଂଶ ଲୋକ ପ୍ରା-ଣ ହରାଉଛନ୍ତି। ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତନ ହୋଇଥିଲେ ମଧ୍ୟ କ୍ୟାନସର ପାଇଁ ଏପର୍ଯ୍ୟନ୍ତ ଔଷଧ ବହାରିନାହିଁ। ପ୍ରଥମରୁ ଯଦି ଆପଣ କ୍ୟାନସରର ଲକ୍ଷଣ ଜାଣିପାରିବେ ତେବେ ଏଥିରୁ ର-କ୍ଷା ପାଇପାରିବେ। ଅଧିକାଂଶ ଲୋକ ଶେଷ ପର୍ଯ୍ୟାୟରେ ଏହି ରୋଗକୁ ଚିହ୍ନିପାରନ୍ତି । କିନ୍ତୁ ସେତେବେଳକୁ ସବୁ ଡେରି ହୋଇଯାଇଥାଏ ଏବଂ ଆପଣଙ୍କୁ ଚିକିତ୍ସାରୁ କୌଣସି ସଫଳ ମିଳିନଥାଏ। ତେବେ ଆସନ୍ତୁ ଜାଣିବା କ୍ୟାନସରର ପ୍ରାଥମିକ ଲକ୍ଷମ ବିଷୟରେ।

ପ୍ରଥମ ଲକ୍ଷଣ ହେଉଛି ଅନ୍ତନାଡିରେ ସମସ୍ୟା। ଅନ୍ତନାଡିର ନିମ୍ନ ଭାଗରେ ସମସ୍ୟା ଦେଖାଦେବା ଏକ ସାଧାରଣ କଥା। ପ୍ରତ୍ୟକଙ୍କ ଜୀବନରେ ଏହି ସମସ୍ୟା ଦେଖାଦେଇଥାଏ। କିନ୍ତୁ ବାରମ୍ବାର ଅନ୍ତନାଡିରେ ସମସ୍ୟା ଦେଖାଦେବା କଲେନ କ୍ୟାନସରର ପ୍ରାଥମିକ ଲକ୍ଷଣର ଏକ ପ୍ରମୁଖ ସୂଚନା। ଅନେକ ସମୟରେ ଡାଇରିଆ ହେବା ଏହି ରୋଗର ପ୍ରମୁଖ ଲକ୍ଷଣ। ଏଥିରେ ପେଟରେ ଗ୍ୟାସ ହେବା ସହ ଅନେକ ଯ-ନ୍ତ୍ର-ଣା ଦେଇଥାଏ।

ଦ୍ଵିତୀୟଟି ହେଲା ଅତ୍ୟଧିକ ର-କ୍ତ ବୋହିବା। ଶରୀରରେ ଖଣ୍ଡିଆ ହେବା ପରେ ର-କ୍ତ ବନ୍ଦ ନହେବା ତଥା ଖଣ୍ଡିଆ ପୁର୍ଣ୍ଣ ନହେବା କ୍ୟାନସରର ଏକ ଲକ୍ଷଣ ଅଟେ। ମଳ କରିବା ସମୟରେ ମଳରୁ ର-କ୍ତ ପଡିବା କ୍ୟାନସରର ଆଉ ଏକ ଲକ୍ଷଣ ଅଟେ। ଏହା ସହ ମଳ କରିବା ସମୟରେ ଯଦି ଅତ୍ୟଧିକ କଷ୍ଟ ସହ ର-କ୍ତ ପଡିବା ପ୍ରୋଷ୍ଟିକ କ୍ୟାନସରର ଲକ୍ଷଣକୁ ସୁଚାଇଥାଏ। ମହିଳାଙ୍କ କ୍ଷେତ୍ରରେ ମାସିକ ଧର୍ମପରେ ଯଦି ର-କ୍ତ ଶ୍ରା-ବ ବନ୍ଦ ନହୁଏ ତେବେ ଏହି ପ୍ରତି ଧ୍ୟାନ ଦେବା ଆବଶ୍ୟକ।

Google

ତୃତୀୟଟି ହେଉଛି ରାତିରେ ଶୋଇବା ସମୟରେ ଅତ୍ୟଧିକ ଝାଳ ବାହାରିବା। ଶରୀରରୁ ଝାଳ ବାହାରିବା ଏକ ସାଧାରଣ କଥା। ଏପରିକି ଯଦି ଝାଳ ନ ବାହାରେ ତେବେ ଏହା ମା-ରାତ୍ମ-କ ହୋଇପାରେ। ରାତିରେ ଶୋଇବା ସମୟରେ ଅତ୍ୟଧିକ ଝାଳ ବାହାରିବା କୌଣସି ଔଷଧର ପା-ଶ୍ୱପ୍ର-ତିକ୍ରି-ୟା ହୋଇପାରେ। କିନ୍ତୁ ଯଦି ଏହା ବହୁଦିନ ଧରି ଲାଗିରୁହେ ତେବେ ଆପଣଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ,କାରଣ ଏହା କ୍ୟାନସରର ଲକ୍ଷଣ ମଧ୍ୟ ହୋଇପାରେ।

ଚତୁର୍ଥଟି ହେଉଛି ପିଠିରେ ଯ-ନ୍ତ୍ର-ଣା ଏବଂ ଶରୀର ଦୁର୍ବଳ ଲାଗିବା। କାମ କରିବା ସମୟରେ ଉଚିତ ଢଙ୍ଗରେ ନବସିଲେ ପିଠିରେ ଯ-ନ୍ତ୍ର-ଣା ହୋଇଥାଏ। କିନ୍ତୁ ନିୟମିତ ଭାବରେ ଯ-ନ୍ତ୍ର-ଣା ହେବା ଏକ ସାଧାରଣ ଲକ୍ଷଣ ନୁହେଁ। ଏହା କ୍ୟାନସର ମୁଖ୍ୟ ଲକ୍ଷଣ ।ଏହା ସହ ମାଂସପେଶୀରେ ଯ-ନ୍ତ୍ର-ଣା ହେବା ଏବଂ ବିନା କାରଣରେ ଶରୀର ଦୁର୍ବଳ ଲାଗିବା କ୍ୟାନସରର ଲକ୍ଷଣ ହୋଇପାରେ।

ପଞ୍ଚମଟି ହେଉଛି ହଠାତ ଓଜନ କମିଯିବା। ଯଦି ବିନା କାରଣରେ ଆପଣଙ୍କ ଓଜନ ହ୍ରା-ସ ହେଉଛି ତେବେ ସାବଧାନ ହୋଇଯାଅନ୍ତୁ କାରଣ ଏହା କ୍ୟାନସରର ପ୍ରାଥମିକ ଲକ୍ଷଣ ହୋଇପାରେ। ଭୋକ ନକରିବା ଏବଂ ବେସି ନଖାଇବା କ୍ୟାନ୍ସର ଏକ ମୁଖ୍ୟ ଲକ୍ଷଣ। ଯଦି ବିନା କାରଣରେ ଶରୀରର ଓଜନ 4-5 କେଜି କମିଯାଏ ତେବେ ଏହା କ୍ୟାନସରର ଲକ୍ଷନ ଅଟେ।

Google

ଷଷ୍ଠଟି ହେଉଛି ବାରମ୍ବାର କାଶ ହେବା। ଥଣ୍ଡା କିମ୍ବା ଧୂ-ମପା-ନ କରୁଥିବା ବ୍ୟକ୍ତି କାଶିବା ଏକା ସାଧାରଣ କଥା ଅଟେ କିନ୍ତୁ ବିନା କାରଣରେ କାଶ ହେବା ଫୁସଫୁସ କ୍ୟାନସରର ଏକ ପ୍ରଥମ ଲକ୍ଷଣ। ଯଦି କାଶରେ ର-କ୍ତ ପଡ଼ିଥାଏ ତେବେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ଆବଶ୍ୟକ । ଏହାସହ ଗଳାରେ ଯ-ନ୍ତ୍ର-ଣା ଏବଂ ଖାଦ୍ୟ ଗିଳିବା ସମୟରେ କଷ୍ଟ ହେଲେ ଡାକ୍ତରଙ୍କ ପରାମର୍ଶ ସହ କ୍ୟାନସରର ପରୀକ୍ଷା କରାଇବା ଆବଶ୍ୟକ।

ସପ୍ତମଟି ହେଉଛି ଛାତି ପଡିବା ଏବଂ ଖାଦ୍ୟ ହଜମ ନହେବା। ଅନେକ ଲୋକ ଛାତିରେ ଯ-ନ୍ତ୍ର-ଣା ଏବଂ ବଡହଜମକୁ ଏକ ସାଧାରଣ କଥା ବୋଲି ଭାବିଥାନ୍ତି। କାରଣ ମସଲା ଖାଦ୍ୟ ଖାଇବା ଦ୍ୱାରା ଏହା ହୋଇଥାଏ ବୋଲି ସମସ୍ତେ ଭାବିଥାନ୍ତି। କିନ୍ତୁ ଯଦି ଏହା ଲଗାତାର ହୁଏ ତେବେ ଏହା ଚିନ୍ତାର କାରଣ ହୋଇପାରେ। କାରଣ ଏହା କ୍ୟାନସରର ପ୍ରାଥମିକ ଲକ୍ଷଣ ହୋଇପାରେ।

ବନ୍ଧୁଗଣ ଏହିସବୁ ଲକ୍ଷଣ ହେଲେ ଯେ କ୍ୟାନ୍ସର ହୋଇ ଥିବ ଏହା ଜରୁରୀ ନୁହେଁ କିନ୍ତି ଏହିସବୁ ଲକ୍ଷଣ ହେଲେ ଆପଣ ଡାକ୍ତରଙ୍କ ପରାମର୍ଶନିଶ୍ଚିତ ନିଅନ୍ତୁ । କାରଣ ଆମେ ସଠିକ ସମୟରେ ରୋଗ ଜାଣି ପାରିଲେ ହିଁ ତାକୁ ଜିଣି ପାରିବୁ ।ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *