Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି କଥାରୁ ଜଣା ପଡିଥାଏ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଭଲ ପାଆନ୍ତି ନା ନାହିଁ, ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଏହି ମର୍ଡନ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ଇଛା ରଖିଥାନ୍ତି ସେମାନେ ନିଜ ପସନ୍ଦର ଜୀବନସାଥୀଙ୍କ ସହିତ ନିଜ କଥା ସେୟାର କରି ପାରିବେ, ଜୀବନସାଥୀ ତାଙ୍କର ଯତ୍ନ ନିଅନ୍ତୁ। ଅଧିକାଂଶ ମହିଳା ଏପରି ଜୀବନସାଥୀ ପାଇବା ପାଇଁ ଇଛା ରଖିଥାନ୍ତି ଯିଏ ତାର ସବୁ କଥାକୁ ମାନିଥାଏ। ଆଜିକାଲିର ମହିଳା ମାନେ ପୁରୁଷକୁ ଦାସ କରି ରଖିବାକୁ ଚାହିଁ ଥାନ୍ତି। ଯଦି ତାଙ୍କ ସ୍ବାମୀ ତାଙ୍କ ନିୟନ୍ତ୍ରଣରେ ନରହନ୍ତି ତାହେଲେ ସେମାନେ ଭଲ ଘରକୁ ମଧ୍ୟ ବର୍ବାଦ କରି ଦେଇଥାନ୍ତି। ସ୍ତ୍ରୀ ମାନଙ୍କ ସ୍ଵଭାବ ଅତ୍ୟନ୍ତ ସ୍ଵାର୍ଥୀ ହୋଇଥାଏ। ସେଥିପାଇଁ ଏମାନଙ୍କୁ ମନମୁଖୀ କରିବାକୁ ଭଲ ଲାଗି ଥାଏ। ଅଧିକାଂଶ ଭାଇ ଭାଇଙ୍କ ମଧ୍ୟରେ କଳହର କାରଣ ତାଙ୍କ ସ୍ତ୍ରୀ ହୋଇଥାନ୍ତି। ଭାଇ-ଭାଇଙ୍କ ମଧ୍ୟରେ ଭେଦଭାବ କରିବା ସ୍ତ୍ରୀଙ୍କ ସ୍ୱଭାବରେ ହୋଇଥାଏ। ମହିଳା ନିଜ ଶାଶୁଘରେ ଶାଶୁ ଏବଂ ନଣନ୍ଦଙ୍କୁ ଶତ୍ରୁ ବୋଲି ମାନି ଥାଆନ୍ତି। ଏହା ଆଜିର କଥା ନୁହେଁ। ପ୍ରାଚୀନ କାଳରୁ ଏହି ନୀତି ରହିଅଛି। ଏହି ଆମେ ଆପଣଙ୍କୁ କିଛି ମହତ୍ୱପୂର୍ଣ୍ଣ କଥା କହିବାକୁ ଯାଉଛୁ। ଯଦି କୌଣସି ପୁରୁଷ , ନିଜ ସ୍ତ୍ରୀଙ୍କୁ ପ୍ରେମ କରୁ ନାହିଁ, ତାହେଲେ ସେହି ସ୍ତ୍ରୀର ବ୍ୟବହାରରୁ ଜଣା ପଡି ଥାଏ। ସେହି ବ୍ୟବହାରରୁ ଜାଣି ପାରିବା ଉଚିତ କି ତାଙ୍କ ସ୍ଵାମୀ ତାଙ୍କୁ ପ୍ରେମ କରୁ ନାହାନ୍ତି। ଅନେକ ସମୟରେ ପୁରୁଷ ସ୍ତ୍ରୀର ସୁନ୍ଦର ମୁହଁ ଦେଖି ବିବାହ କରି ଥାନ୍ତି। କିନ୍ତୁ ସେ ଏକଥା ଭାବନ୍ତି ନାହିଁ କି ତାଙ୍କ ସ୍ତ୍ରୀ ତାଙ୍କୁ ପ୍ରେମ କରିବେ କି ନାହିଁ। ଜବରଦସ୍ତି ବିବାହ ପରେ ସ୍ତ୍ରୀ ତାଙ୍କ ସ୍ଵାମୀ ସହିତ ଖୁସିରେ ରହି ପାରେ ନାହିଁ। ତାଙ୍କ ବ୍ୟବହାରରେ ଅନୁଭବ କରାଇ ଥାଏ କି ସେ ତାଙ୍କ ସ୍ଵାମୀଙ୍କୁ ଭଲ ପାଏ ନାହିଁ। ସେଥିପାଇଁ ସେହି ପୁରୁଷ ସେହି ସ୍ତ୍ରୀ ପାଖରେ ରହିବା ଅପେକ୍ଷା ତାଙ୍କୁ ତ୍ୟାଗ କରିଦେବା ଉଚିତ। ଆସନ୍ତୁ ଜାଣିବା ସେହି ବିଷୟରେ –

୧/ ଖାଇବାର ସ୍ଵାଦ –

ଯଦି ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ପ୍ରେମ କରୁ ନାହିଁ ତାହେଲେ ସେ ତାଙ୍କ ପାଇଁ ସ୍ଵାଦିଷ୍ଟ ଖାଦ୍ୟ ସେବନ କରିବ ନାହିଁ। ଅର୍ଥାତ ସେ ତାଙ୍କ ଭଲ ମନରେ ଖାଦ୍ୟ ରାନ୍ଧିବ ନାହିଁ। ସେ ତାଙ୍କ ସ୍ବାମୀର ସ୍ବାସ୍ଥ୍ୟ କଥା ଚିନ୍ତା କରିବ ନାହିଁ। ଯଦି ତାର ସ୍ଵାମୀ ଭୋକରେ ଶୋଇ ଯାଏ ତାହେଲେ ମଧ୍ୟ ସେ ନିଜ ସ୍ବାମୀ କଥା ଚିନ୍ତା କରିବ ନାହିଁ। ଯିଏ ନିଜ ସ୍ଵାମୀଙ୍କୁ ଭଲ ପାଇଥାଏ, ସେ ନିଜ ସ୍ଵାମୀଙ୍କ ପାଇଁ ଭଲ ଭଲ ଖାଇବା ତିଆରି କରି ଥାନ୍ତି। ଯେମିତି ତାଙ୍କ ସ୍ବାମୀ ତାଙ୍କ ଉପରେ ପ୍ରସନ୍ନ ରୁହନ୍ତୁ

Google

୨/ ଧ୍ୟାନ ନରଖିବା –

ଯେଉଁ ସ୍ତ୍ରୀ ନିଜ ସ୍ବାମୀଙ୍କୁ ପ୍ରେମ କରନ୍ତି ନାହିଁ, ସେ ନିଜ ସ୍ଵାମୀଙ୍କ ଧ୍ୟାନ ରଖନ୍ତି ନାହିଁ। ସେ ତାର ପୁରୁଣା ପ୍ରେମିକଙ୍କ ବିଷୟରେ ଭାବି ଥାଏ। ସେ ସର୍ବଦା ନିଜ ପ୍ରେମୀଙ୍କ ବିଷୟରେ ଭାବି ଥାନ୍ତି ଏବଂ ନିଜ ସ୍ବାମୀଙ୍କୁ ତ୍ୟାଗ କରି ଥାନ୍ତି। ତାର ସ୍ବାମୀଙ୍କ ମୃତ୍ୟୁ ହୋଇଗଲେ ମଧ୍ୟ ତାଙ୍କୁ କିଛି ଫରକ ପଡିବ ନାହିଁ। ସେହି ସ୍ତ୍ରୀଙ୍କ ସହିତ ରହିବା ପୁରୁଷ ଙ୍କୁ ମୁର୍ଖ ବୋଲି କୁହାଯିବ।

୩/ ଘରର କାମ ନକରିବା –

ଯେଉଁ ଘରେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ପ୍ରେମ କରନ୍ତି ନାହିଁ , ସେ ନିଜ ଘରର ଠିକ ଭାବରେ ଯତ୍ନ ନେଇ ନଥାନ୍ତି। ସେହି ଘରେ ଦୁର୍ଗନ୍ଧର ବାସ ହୁଏ। ସେହି କାରଣରୁ ଘରେ ଦାରିଦ୍ର୍ୟତା ଓ ରୋଗ ବ୍ୟାପି ଥାଏ। ଯେଉଁ ସ୍ତ୍ରୀ ଘର କାର୍ଯ୍ୟରେ ଦକ୍ଷ ହୋଇ ଥରେ,ସେହି ସ୍ତ୍ରୀ ପତିବ୍ରତା ହୋଇଥାଏ।ତାପାଇଁ ସ୍ବାମୀର ଘର ମନ୍ଦିର ହୋଇଥାଏ।

୪/ ପ୍ରସଙ୍ଗ ନକରିବା –

ସ୍ବାମୀଙ୍କୁ ଭଲ ନପାଉଥିବା ସ୍ତ୍ରୀ ସ୍ଵାମୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ରୁଚି ରଖନ୍ତି ନାହିଁ। ଏମିତିକି ସ୍ବାମୀ ଯିବା ପରେ ନିଜ ପ୍ରେମୀଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିଥାଏ। ତାକୁ ଯେତେବେଳେ ସୁଯୋଗ ମିଳିଥାଏ ସେ ପର ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଥାଏ। ସ୍ତ୍ରୀର ଚାଲିଚଳନ ଜାଣିବା ପରେ ଯେଉଁ ପୁରୁଷ ସେହି ସ୍ତ୍ରୀ ସହିତ ରହିଥାଏ , ତାକୁ ମୁର୍ଖ ବୋଲି କୁହାଯାଏ।

Google

୫/ ଆଜ୍ଞା ପାଳନ ନକରିବା –

ସ୍ବାମୀଙ୍କୁ ପ୍ରେମ କରୁ ନଥିବା ସ୍ତ୍ରୀ ସ୍ଵାମୀଙ୍କ ଆଜ୍ଞା ପାଳନ କରେ ନାହିଁ। ସେ ସ୍ଵାମୀଙ୍କ ସହିତ କଥା ହେବାକୁ ମଧ୍ୟ ପସନ୍ଦ କରେ ନାହିଁ। ଯେଉଁ ସ୍ତ୍ରୀ ସ୍ଵାମୀଙ୍କ ଆଜ୍ଞା ପାଳନ କରେ ନାହିଁ ଏବଂ ସର୍ବଦା ଉଦାସ ରହିଥାଏ ସେହି ସ୍ତ୍ରୀ ସହିତ ବାସ କରିବା ମୂର୍ଖତା ଅଟେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *