Excuse Me Odisha

ଯାହା କହିବୁ ସତ କହିବୁ

ଆଉ ମାତ୍ର ୧୨ ଘଣ୍ଟା ପରେ ଏହି ୬ଟି ରାଶି ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଗ୍ରହରେ ବନିବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ଯାହା ଫଳରେ ଏହି ୬ଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ମିଳିବ ଅନେକ ଶୁଭ ଫଳ। ତ ଆଜି ଆମେ ଏପରି ୬ ଟି ରାଶି ମାନଙ୍କ ବିଷୟରେ ଜାଣିବା ଯେଉଁ ରାଶିମାନଙ୍କ ଜାତକରେ ଲେଖା ହୋଇଛି ରାଜଯୋଗ। ଏମାନଙ୍କ ଜୀବନରେ ବହୁତ ହିଁ ଖୁସିର ସମୟ ଆସିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ବିଦ୍ୱାନ ମାନଙ୍କର କଥା ମାନିବା ତ ମନୁଷ୍ୟ ଜୀବନରେ ତାଙ୍କ ଗ୍ରହର ଚଳନର ବହୁତ ହିଁ ଅଧିକ ମହତ୍ତ୍ୱ ରହିଥାଏ। ଗ୍ରହ ମାନଙ୍କର ଚଳନର କାରଣରୁ ହିଁ ମନୁଷ୍ୟଙ୍କ ଜୀବନରେ ସଫଳତା କିମ୍ବା ବିଫଳତା ଆସିଥାଏ। ଏହାହିଁ କାରଣ ଅଟେ କି ପ୍ରତ୍ୟକ ଜିନିଷ ପାଇଁ ଆଜିର ସମାଜରେ ରାଶି ଚକ୍ରକୁ ଦେଖାଯାଇଥାଏ। ଅଲଗା ଅଲଗା ରାଶି ସହିତ ଜଡିତ ବ୍ୟକ୍ତିଙ୍କ ଉପରେ ଗ୍ରହ ମାନଙ୍କର ପ୍ରଭାବ ପଡିବା କାରଣରୁ ଏପରି କୁହାଯାଉଛି କି ଏକ ପରିବର୍ତ୍ତନ ହେଉଛି। ଯେଉଁ କାରଣରୁ କିଛି ରାଶି ସହିତ ଜଡ଼ିତ ବ୍ୟକ୍ତିଙ୍କର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଅଚାନକ ଭାବରେ ହିଁ ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟର ତାଲା ଖୋଲିଯିବ ଏବଂ ତାଙ୍କୁ ନୂଆ ନୂଆ ଖୁସିର ଖବର ବି ଶୁଣିବାକୁ ମିଳିବ। ତ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ସହିତ ଜଡିତ ବ୍ୟକ୍ତି ବିଶେଷ ମାନଙ୍କର ଭାଗ୍ୟ ବଦଳିବାକୁ ଥିବା ସମୟରେ ବଦଳିବାକୁ ଯାଉଛି। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ମେଷ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭ ରହିବ। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟା ମାନଙ୍କରେ ଘେରି ହୋଇ ରହିଥିଲେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ନେଇଯିବ। ଏହି ଯୋଗ କାରଣରୁ ଆପଣଙ୍କର ନୂଆ ନୂଆ ମିତ୍ର ସୃଷ୍ଟି ହେବେ। ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଏହି ସମୟ ଅତ୍ୟଧିକ ଶୁଭ ରହିବାର ଅଛି। ଧନର ଆଗମନ ହେବାକୁ ଲାଗିବ।

Google

କନ୍ୟା ରାଶି:-

ଏହି ରାଶିର ଜାତକଙ୍କ ପାଇଁ ଏହି ରାଜଯୋଗ ଶୁଭ ଫଳ ପ୍ରଦାନ କରିବାର ଅଛି। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ଭଲ ରହିବ। ଦାମ୍ଫତ୍ୟ ଜୀବନରେ ଯାହାବି କଷ୍ଟ ରହିଥିଲା ତାହା ଦୂର ହୋଇଯିବ। ଏହି ସମୟରେ ଆପଣଙ୍କୁ କୌଣସି ଶୁଭ ଖବର ପ୍ରାପ୍ତ ହେବ। ଭାଗ୍ୟର ସମ୍ପୂର୍ଣ ସହଯୋଗବି ମିଳିବ। ଯାହା ଆପଣଙ୍କୁ ପ୍ରଗତି ଆଡ଼କୁ ଅଗ୍ରସର କରାଇବ। ଧନଲାଭର ବି ଯୋଗ ବନୁଅଛି।

ତୁଳା ରାଶି:-

ଏହି ରାଜଯୋଗ ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ବର୍ତ୍ତମାନ ସମୟରେ ଖୁବ ଭଲ ରହିବାର ଅଛି। ଆପଣଙ୍କର ଭାଗ୍ୟର ଦ୍ୱାର ଖୋଲିଯିବ। ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ତ ତାଉପରେ କାର୍ଯ୍ୟ କରିବା ଆରମ୍ଭ କରିଦିଅନ୍ତୁ। ଆପଣଙ୍କୁ ସେଥିରେ ସଫଳତା ନିଶ୍ଚୟ ମିଳିବ। ପ୍ରଭୁ ବଜରଙ୍ଗୀବାଲୀଙ୍କର ଆଶୀର୍ବାଦ ଆପଣଙ୍କର ଉପରେ ରହିବ। ଚାକିରୀ ଏବଂ ବ୍ୟାପାରି ଦୁହିଁଙ୍କୁ ଲାଭ ମିଳିବାର ଅଛି। ଦୁହିଁଙ୍କର ଧନ ଲାଭର ଯୋଗ ବନୁଅଛି। ଯଦି ଆପଣ ଲମ୍ବା ସମୟ ଧରି ପ୍ରୋମସନ ଅପେକ୍ଷାରେ ରହୁଛନ୍ତି ତ ଏହି ସମୟରେ ଆପଣଙ୍କୁ ଏହା ପ୍ରାପ୍ତ ହୋଇପାରେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। ଲୋକମାନେ ଆପଣଙ୍କର ମାର୍ଗଦର୍ଶନ ପାଇଁ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ।

ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କୁ ସବୁଠାରୁ ବଡ଼ ଲାଭ ଧନରେ ହେବ। ବ୍ୟାପାରି ମାନଙ୍କୁ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଅଧିକ ଧନ ଲାଭ ହୋଇପାରେ। ଏହି ଯୋଗରେ ପ୍ରଭାବରେ ଆପଣଙ୍କର ଜୀବନରେ ଯାହାବି ଧନ ଜନିତ ସମସ୍ୟା ରହିଥିଲା ତାହା ଅତିଶୀଘ୍ର ହିଁ ଦୂର ହୋଇଯିବ। ଭାଗ୍ୟର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ମିଳିବାକୁ ଲାଗିବ। ଯେଉଁ କାରଣରୁ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଖୁବ ଭଲ ରହିବ।

Google

ବୃଷ ରାଶି:-

ଆପଣଙ୍କର ସମୟ ଆଗକୁ ବହୁତ ଶୁଭଫଳଦାୟକ ରହିବାର ଅଛି। କୋର୍ଟ କଚେରୀ ବିଷୟରେ ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟାପାରି ବାଣିଜ୍ୟ ମାନଙ୍କୁ ଲାଭ ମିଳିବ। ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଦରମା ବୃଦ୍ଧି କିମ୍ବା ପଦନ୍ନତି ମଧ୍ୟ ହୋଇପାରେ। ଏହି ସମୟରେ ଆପଣ କୌଣସି ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ କିଛି ସହାୟତା କରନ୍ତୁ। ଯାହା ଫଳରେ ଆପଣଙ୍କ ଉପରେ ପ୍ରଭୁ ବଜରଙ୍ଗୀବାଲୀ ପ୍ରସନ୍ନ ହେବେ। ଏବଂ ଆପଣଙ୍କର ଘରକୁ ଖୁସିରେ ଭରି ଦେବେ। ବ୍ୟାପାର ସମ୍ବଦ୍ଧିୟ ଲମ୍ବା ଯାତ୍ରା ଆପଣ କରିପାରନ୍ତି।

କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭ ରହିବ। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟାମାନଙ୍କରେ ଘେରି ହୋଇ ରହୁଥିଲେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ନେଇଯିବ। ଏହି ଯୋଗ କାରଣରୁ ଆପଣଙ୍କର ନୂଆ ନୂଆ ମିତ୍ର ସୃଷ୍ଟି ହେବେ। ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଯିଏ ଆପଣଙ୍କୁ ସଠିକ ଦିଗ ମଧ୍ୟ ଦେଖାଇବେ। ବ୍ୟାପାରି ମାନଙ୍କ ପାଇଁ ଏହି ସମୟ ଅତ୍ୟଧିକ ଶୁଭ ରହିବାର ଅଛି। ଧନର ଆଗମନ ହେବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *