Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଟି ଜିନିଷକୁ ଭୁଲରେ ମଧ୍ୟ ଗୋଡ଼ ଲଗାନ୍ତୁ ନାହିଁ ବା ଗୋଇଁଠା ମାରନ୍ତୁ ନାହିଁ। ମ-ହାପା-ପ ହୋଇଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଚାଲୁଥିବା ସମୟରେ ବେଳେବେଳେ ଆମ ଅଜାଣତରେ କେଉଁଠି ନାଁ କେଉଁଠି ଗୋଡ଼ ବାଜି ଯାଇଥାଏ। କିଛି ଲୋକ ଅଜାଣତରେ ବି ଏହାକୁ ଗୋଇଁଠା ମା-ରି ଦେଇଥାନ୍ତି। ଶାସ୍ତ୍ର ଅନୁଯାୟୀ ଏହା ବହୁତ ଖରାପ ଅଭ୍ୟାସ ହୋଇଥାଏ। ଏହା ଦ୍ୱାରା ଆମର ନିଜର ଅ-ନି-ଷ୍ଟ ମଧ୍ୟ ହୋଇଥାଏ। ଅଜାଣତରେ କାହା ଦେହରେ ଗୋଡ଼ ବାଜିଗଲେ ଆମେ ତୁରନ୍ତ ବିଷ୍ଣୁ ବୋଲି କହି କ୍ଷ-ମା ମାଗି ନେଇଥାଉ। କିନ୍ତୁ ଏହା ଦ୍ୱାରା ପା-ପରୁ ମୁକ୍ତି ମିଳିନଥାଏ। ଶାସ୍ତ୍ରରେ ଏମିତି ୫ ଟି ଜିନିଷ ଅଛି ଯାହା ଠାରେ ଭୁଲରେ ବି ଗୋଡ଼ ବାଜିବା ଅନୁଚିତ। ଏଥିପ୍ରତି ଆମେ ଦୃଷ୍ଟି ଦେବା ଆବଶ୍ୟକ। ତେବେ ଆସନ୍ତୁ ସେହି ଜିନିଷ ଗୁଡିକ କଣ କଣ।

Google

ଅ-ଗ୍ନି:-

ସକଳ ଶକ୍ତିର ଆଧାର ହେଉଛନ୍ତି ଅ-ଗ୍ନି। କେବଳ ହିନ୍ଦୁ ଧର୍ମ ନୁହେଁ ଅନ୍ୟ ଧର୍ମର ବି ଏହାକୁ ଦେବତା ଭାବେ ପୂଜା କରାଯାଏ। ହିନ୍ଦୁ ଶାସ୍ତ୍ରରେ ଅ-ଗ୍ନି ପାଇଁ ସ୍ୱତନ୍ତ୍ର ପୂଜା ବିଧି ମଧ୍ୟ ରହିଛି। ଯେହେତୁ ଅ-ଗ୍ନି ବା ନି-ଆଁ ହେଉଛନ୍ତି ଦେବତା ତେଣୁ ଅ-ଗ୍ନିକୁ ଗୋଡ଼ ମା-ରି-ବା ଉଚିତ ନୁହେଁ।

Google

ପାଣି:-

ଶାସ୍ତ୍ର ଅନୁସାରେ ପାଣି ହେଉଛି ମା ଗଙ୍ଗାଙ୍କ ରୂପ। ଯିଏକି ପ୍ରଭୁ ମହାଦେବଙ୍କ ଜଟାରୁ ଆବିର୍ଭାବ ହୋଇଥିଲେ। ତେଣୁ ପାଣି ଭରା ପାତ୍ରକୁ କେବେହେଲେ ଗୋଡ଼ ଲଗାନ୍ତୁ ନାହିଁ ବା କେବେହେଲେ ଗୋଇଁଠା ମା-ର-ନ୍ତୁ ନାହିଁ।

Google

ଗୋମାତା:-

ହିନ୍ଦୁ ଧର୍ମରେ ଗୋମାତାଙ୍କୁ ମା ହିସାବରେ ମାନାଯାଇଥାଏ। ଅ-ଗ୍ନି ଏବଂ ଜଳ ଭଳି ଗୋମତା ମଧ୍ୟ ଦେବୀ ରୂପେ ଅଟନ୍ତି। ଯାହାକୁ ଆମେ ପୂଜା କରିଥାଉ। ତେଣୁ କୌଣସି ବି ସମୟରେ ଗୋମାତାଙ୍କ ଠାରେ ଗୋଡ଼ ଲଗାନ୍ତୁ ନାହିଁ କିମ୍ବା କ୍ରୋ-ଧରେ ମଧ୍ୟ ତାଙ୍କୁ ଗୋଇଁଠା ମା-ର-ନ୍ତୁ ନାହିଁ।

Google

ଛୋଟ ଛୁଆ:-

ଶାସ୍ତ୍ର ଅନୁସାରେ ଶିଶୁଙ୍କ ଦେହରେ ସ୍ୱୟଂ ଭଗବାନ ବିରାଜମାନ କରିଥାନ୍ତି। ପିଲାମାନେ ଦୁନିଆର ମୋହ ମାୟାରୁ ଅଧିକ ଦୂରରେ ରହିଥାନ୍ତି। ତେଣୁ ତାଙ୍କ ଭିତରେ କୌଣସି ପ୍ରକାରର ପା-ପ ଓ ଖରାପ ଚି-ନ୍ତାଧା-ରା ନଥାଏ। ସେମାନେ ଇଶ୍ୱରଙ୍କ ଭଳି ପବିତ୍ର ହୋଇଥାନ୍ତି। ତେଣୁ ପିଲାମାନଙ୍କୁ କେବେବି ଗୋଇଁଠା ମା-ର-ନ୍ତୁ ନାହିଁ ବା ଭୁଲରେ ବି ମଧ୍ୟ ଗୋଡ଼ ବଜାନ୍ତୁ ନାହିଁ।

Google

ଭାତ ହାଣ୍ଡି:-

ଭାତ ହାଣ୍ଡିରେ ଗୋଡ଼ ମା-ରି-ବା ଉଚିତ ନୁହେଁ। ଏହା କେବେବି ଗ୍ରହଣୀୟ ନୁହେଁ। କାରଣ ଆମ ଅନ୍ନରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ତେଣୁ ଆପଣ ଅନେକଙ୍କ ଘରେ ଭାତ ହାଣ୍ଡି ପୂଜା ହେଉଥିବାର ମଧ୍ୟ ଦେଖିଥିବେ। ଅନ୍ନର ଅ-ପମା-ନ ହେଉଛି ମା ଲକ୍ଷ୍ମୀଙ୍କର ଅ-ପମା-ନ। ତେଣୁ ଗୋଇଁଠା ମା-ରି-ବା ତ ଦୂରର କଥା ଭୁଲରେ ବି ମଧ୍ୟ ଭାତ ହାଣ୍ଡିରେ ଗୋଡ଼ ମା-ର-ନ୍ତୁ ନାହିଁ। ନଚେତ ଏହି ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯିବେ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *