Excuse Me Odisha

ଯାହା କହିବୁ ସତ କହିବୁ

ସୁନା ଝୁଲଣାରେ ଝୁଲିବେ ଏହି ୫ଟି ରାଶି, ଏମାନଙ୍କୁ ମିଳିବ ପ୍ରଚୁର ଟଙ୍କା

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12ଟି ରାସି ରହିଥାଏ ଏବଂ ଏହି 12ଟି ରାଶି ଉପରେ ପଡୁଥିବା ଦଶା ଅନୁସାରେ ହିଁ କୌଣସି ଜାତକର ଭବିଷ୍ୟତ କିମ୍ବା ବର୍ତମାନରେ ହେଉଥିବା ଉଥାନପତନର ସମ୍ଭାବନା ଜଣାପଡିଯାଇଥାଏ। ସେଥିପାଇଁ ପ୍ରତ୍ୟକ ରାଶିର ଭଲ ଗୁଣ ଏବଂ ଦୁର୍ବଳତା ମଧ୍ୟ ରହିଥାଏ। ଏହି 12ଟି ରାଶିଥିବା ଲୋକମାନଙ୍କ ରାଶି ଅନୁସାରେ ଆଚରଣ, ବ୍ୟବହାର ଅଲଗା ଅଲଗା ହୋଇଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ରାସି ବିଷୟରେ କହିବାକୁ ଯାଉଛୁ ଯେଉଁ ରାଶି ଗୁଡିକର ଏପରି ଯୋଗ ତିଆରି ହେଉଛି ଯେ ଯେଉଁଥିରେ 2020ରୁ 2040 ପର୍ଯ୍ୟନ୍ତ ଏହି ରାଶି ବିଶିଷ୍ଠ ଲୋକଙ୍କ ଭାଗ୍ୟ ଚମକି ବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା।

ପ୍ରଥମ ରାଶି ହେଉଛି ମେଷ ରାଶି। ସବୁଠାରୁ ଭାଗ୍ୟବାନ ଲୋକ ହେଉଛନ୍ତି ମେଷ ରାଶିର ଲୋକମାନେ। ଭାଗ୍ୟ ଭଲ ହେବା କାରଣରୁ ବ୍ୟାପାର ବାଣିଜ୍ୟରେ ଲାଭ ହେବ। ଏହା ସହ ଧନ ପ୍ରାପ୍ତିର ନୂଆ ନୂଆ ଉପାୟ ମଧ୍ୟ ଉତ୍ପନ୍ନ ହେବ। ମାତା ଲକ୍ଷ୍ମୀଙ୍କ କୃପାରୁ ଆଗାମୀ ଦିନ ଆପଣଙ୍କ ପାଇଁ ଶୁଭ ହେବ।

ଦ୍ଵିତୀୟ ରାଶି ହେଉଛି ସିଂହ ରାଶି। ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ କୌଣସି ଉପହାରର ପ୍ରାପ୍ତି ହେବ। ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କର ପଦନ୍ନତି ହେବାର ସମ୍ଭାବନା ରହିଛି। ନୂଆ ବ୍ୟାପାର ବାଣିଜ୍ୟ ପାଇଁ ଏହି ସମୟ ବହୁତ ଅନୁକୂଳ ଅଟେ। ଆପଣଙ୍କର ବ୍ୟାପାରରେ ଧନ ଲାଭ ହେବାର ସୁଯୋଗ ସୃଷ୍ଟି ହେଉଛି।

ତୃତୀୟ ରାଶି ହେଉଛି କୁମ୍ଭ ରାଶି। ଗ୍ରହ ପରିବର୍ତନ କାରଣରୁ ଏହି ରାଶିରେ ବଡ ପରିବର୍ତନ ଦେଖିବାକୁ ମିଳିଛି। ଯେଉଁମାନେ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ଏହି ବର୍ଷ ଚାକିରୀ ନିଶ୍ଚୟ ମିଳିବ। ଏହା ସହିତ ଜମି ଏବଂ ଧନକୁ ନେଇ ସୃଷ୍ଟି ହେଉଥିବା ମାମଲା ଗୁଡିକର ଖୁବଶୀଘ୍ର ସମାଧାନ ହୋଇଯିବ।

ଚତୁର୍ଥ ରାଶି ହେଉଛି କନ୍ୟା ରାଶି। ଏହି ରାଶିର ଛାତ୍ରମାନଙ୍କୁ ବହୁତ ଲାଭ ମିଳିବାକୁ ଯାଉଛି। ଯଦି ଆପଣ କୌଣସି କାର୍ଯ୍ୟରେ ସଫଳ ହେବାପାଇଁ ବହୁତ ସମୟରୁ ଚେଷ୍ଟା କରୁଛନ୍ତି ତେବେ ସେ କାର୍ଯ୍ୟ ମଧ୍ୟ ଆପଣଙ୍କର ଖୁବଶୀଘ୍ର ସଫଳ ହୋଇଯିବ। ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ଖୁସି ଖବର ମିଳିବ।

ପଞ୍ଚମ ରାଶି ହେଉଛି ମୀନରାଶି। ଏହିରାଶିର ଲୋକମାନେ ଅତ୍ୟନ୍ତ ଆତ୍ମ ବିଶ୍ୱାସୀ ହୋଇଥାନ୍ତି । ଶନି ଏମାନଙ୍କର ନେତୃତ୍ୱ ନେଇଥାନ୍ତି। ଏହିରାଶିର ଲୋକମାନେ ନିଜର ଚେଷ୍ଟା ବଳରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କର କେହି କିଛି କ୍ଷତି କରିପାରିବେ ନାହିଁ। ଆପଣଙ୍କ ଆର୍ଥିକ ମାମଲା ଗୁଡିକ ଖୁବଶୀଘ୍ର ସମାଧାନ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *