Excuse Me Odisha

ଯାହା କହିବୁ ସତ କହିବୁ

ପ୍ରଭୁ ବଜରଙ୍ଗବାଲିଙ୍କୁ ସବୁବେଳେ ଭଲ ଲାଗେ ଏହି ୪ଟି ରାଶି, ସବୁବେଳେ ରଖିଥାନ୍ତି କୃପା ଦୃଷ୍ଟି

ସେୟାର୍ କରନ୍ତୁ

ବନ୍ଧୁଗଣ ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳବାର ଦିନ ହନୁମାନଙ୍କର ବାର ବୋଲି ନିର୍ଦ୍ଧାରିତ କରାଯାଇଛି। ଯଦି ଆପଣ ହୃଦୟର ସହିତ ତାଙ୍କର ଧ୍ୟାନ କରିବେ ତେବେ ସେ ସବୁ ସମୟରେ ଆପଣଙ୍କର ପାଖରେ ହିଁ ରହିବେ। ଭଗବାନ ବଜରଙ୍ଗବାଲିଙ୍କୁ ଖୁସି କରିବା ପାଇଁ ଭକ୍ତ ମାନେ ଶନିବାର ଦିନ ଏବଂ ମଙ୍ଗଳବାର ଦିନ ତାଙ୍କ ନାମରେ ଉପବାସ କରନ୍ତି। ସମସ୍ତଙ୍କୁ ଏହା ଆଶାଥାଏ କି ବଜରଙ୍ଗବାଲୀ ତାଙ୍କର ସମସ୍ତ ସମସ୍ୟାକୁ ଦୂର କରିବେ। କହିବାକୁ ଗଲେ ପ୍ରଭୁ ବଜରଙ୍ଗବାଲୀ ନିଜର ସମସ୍ତ ଭକ୍ତଙ୍କୁ ଭଲପାଇଥାଆନ୍ତି। କିନ୍ତୁ ବଜରଙ୍ଗବାଲୀଙ୍କର ଅତି ପ୍ରିୟ ଅଟନ୍ତି ଏହି ୪ ଗୋଟି ରାଶିର ବ୍ୟକ୍ତି ବିଶେଷ ମାନେ।ଏମାନଙ୍କ ଉପରେ ତାଙ୍କର ବିଶେଷ କୃପା ବର୍ଷା ହୋଇଥାଏ। ତେବେ କେଉଁମାନେ ହେଉଛନ୍ତି ସେହି ୪ ଗୋଟି ଭାଗ୍ୟଶାଳୀ ରାଶି ଆସନ୍ତୁ ଜାଣିବା। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ମେଷ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ହନୁମାନଙ୍କର କୃପା ସବୁବେଳେ ରହିଥାଏ। ଏମାନେ ଜୀବନରେ ସଫଳ ନିଶ୍ଚୟ ହୋଇଥାନ୍ତି। ଯଦି ଆପଣ କାହାକୁ ସଚ୍ଚା ପ୍ରେମ କରନ୍ତି ତେବେ ନିଜ ପ୍ରେମ ବିଷୟରେ କହିବା ପାଇଁ ଏହା ଏକ ଭଲ ସମୟ ଅଟେ। ଏବଂ ଆପଣଙ୍କୁ ଏଥିରେ ନିଶ୍ଚିତ ରୂପେ ସଫଳତା ମିଳିବ। ବଜରଙ୍ଗବାଲୀଙ୍କ କୃପାରୁ ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ନୂତନ ଉପଲବ୍ଧି ମଧ୍ୟ ମିଳିବ। ପ୍ରଭୁ ବଜରଙ୍ଗୀବାଲୀଙ୍କ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି ଏବଂ ରହିଥିବେ ମଧ୍ୟ।

ସିଂହ ରାଶି:-

ଏହି ରାଶିର ଜାତକଥିବା ବ୍ୟକ୍ତି ମାନେ ଯାହାବି କାମ ହାତକୁ ନିଅନ୍ତି ତାହାକୁ ସଫଳତା ପୂର୍ବକ ପୁରା କରନ୍ତି। ପ୍ରଭୁ ବଜରଙ୍ଗୀବାଲୀଙ୍କ କୃପାରୁ ଏମାନଙ୍କର ଆର୍ଥିକ ସ୍ଥିତି ସୁଧାରିବାର ଅଛି ଏବଂ ଶନିବାର ଦିନ ପ୍ରଭୁ ହନୁମାନଙ୍କର ପୂଜା କରନ୍ତୁ। ହନୁମାନଙ୍କର ଧ୍ୟାନ କରିବା ଦ୍ୱାରା ଆପଣ ନିଜର ସମସ୍ୟାରୁ ମୁକ୍ତି ପାଇପାରିବେ।

ତୁଳା ରାଶି:-

ପ୍ରଭୁ ବଜରଙ୍ଗୀବାଲୀଙ୍କ ଆଶୀର୍ବାଦରେ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ବର୍ତ୍ତମାନ ଟଙ୍କାର ସମସ୍ୟା ରହିବ କିନ୍ତୁ ଏମାନେ କୌଣସି କଥା କହିବା ପୂର୍ବରୁ ବହୁତ ଚିନ୍ତା କରନ୍ତି। ଏମାନଙ୍କ ପାରିବାରିକ ସମ୍ବଦ୍ଧ ଭଲ ରହିବ। ବଜରଙ୍ଗବାଲୀଙ୍କ ଆରାଧନା କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କର ସମସ୍ତ ସମସ୍ୟା ମାନଙ୍କର ସମାଧାନ ମିଳିଯିବ।

କୁମ୍ଭ ରାଶି:-

ପ୍ରଭୁ ବଜରଙ୍ଗୀବାଲୀଙ୍କ ନିଜର ବିଶେଷ କୃପା କୁମ୍ଭ ରାଶି ଉପରେ ବର୍ଷା କରୁଛନ୍ତି। ଏହି ରାଶି ଉପରେ କୌଣସି ବି କାରଣରୁ ଆସୁଥିବା ସଂକଟକୁ ଟଳି ଦିଅନ୍ତି। ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନେ ଅଧିକରୁ ଅଧିକ ଲାଭବାନ ହେବେ। ଯଦି ଆପଣ କୌଣସିବି ଶୁଭ କାମ କରିବାକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ଆରମ୍ଭ କରିଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ବଜରଙ୍ଗବାଲି ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *