Excuse Me Odisha

ଯାହା କହିବୁ ସତ କହିବୁ

ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ୫ଟି ରାଶିରେ ରାଜଯୋଗ, ମହାଦେବଙ୍କ କୃପା ଦୃଷ୍ଟି ରହିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ଏପରି ଏକ ମହାସଂଯୋଗ ବନୁଅଛି। ଯାହା ଫଳରେ ୫ଟି ରାଶିଙ୍କର ଭାଗ୍ୟ ପୂର୍ଣ ଭାବରେ ବଦଳିବାକୁ ଯାଉଛି। ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଭଗବାନ ମହାଦେବଙ୍କର ଅସୀମ କୃପା ଆଉ ଧନରାଜ କୁବେରଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଯେଉଁ କାରଣରୁ ଏମାନଙ୍କର ଜୀବନରୁ ଦୁଃଖ ସମାପ୍ତ ହେବାକୁ ଯାଉଛି। ଧନ ଜ-ନି-ତ ଅ-ଭା-ବ ରହିବ ନାହିଁ। ବହୁତ କିଛି ମିଳିଯିବ। ଯାହାକି ଏମାନେ ଆଦୌ ଚିନ୍ତାବି କରିନଥିବେ। ଏହି ୫ଟି ରାଶିଙ୍କୁ ମିଳିବ ବହୁତ ଖୁସିର ଖବର। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହି ୫ଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ। ଯେଉଁମାନଙ୍କର ଜୀବନରେ ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ଭାଗ୍ୟ ବଦଳିବାର ଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ଏହି ମହାସଂଯୋଗ କାରଣରୁ କିଛି ଜାତକ ମାନଙ୍କ ଉପରେ କଣ ସବୁ ପ୍ର-ଭା-ବ ପଡୁଅଛି। ସବୁଠାରୁ ବଡ଼ ମହାସଂଯୋଗ ଘ-ଟିବା-କୁ ଯାଉଛି। ଏହି ରାଶି ମାନଙ୍କ ଜାତକ ଉପରେ ପ୍ରଭୁ ଭୋଳାନାଥଙ୍କର କୃପା ପ୍ରାପ୍ତ ହେବ। ପ୍ରଭୁ ଭୋଳାନାଥଙ୍କର କୃପାରୁ ଏମାନଙ୍କର ଜୀବନ ଆଲୋକମୟ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା।

Google

ବନ୍ଧୁଗଣ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଆପଣ ନିଜର ଜୀବନରେ ବଡ଼ ପରିବର୍ତ୍ତନ ଦେଖିବାକୁ ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟଗତ ସମସ୍ୟାରେ ସୁଧାର ଆସିବ। ଘରକୁ ବିଭିନ୍ନ ପ୍ରକାରର ଖୁସି ଖବର ମିଳିବାକୁ ଲାଗିବ। କୌଣସି ଗୋଟିଏ ଭାଗିଦାରୀ ବ୍ୟବସାୟ ବା ପାର୍ଟନରସିପରେ ନିବେଶ କରିବେ। ନୂଆ ନୂଆ ମିତ୍ର କରିବାକୁ ଆଗ୍ରହୀ ରହିବେ। ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନାମାନ ପ୍ରସ୍ତୁତ କରିବେ। କାର୍ଯ୍ୟ ପ୍ରଳାଳୀରେ ସୁଧାର ଆସିବ। ଯେଉଁବି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା ବି-ଚା-ର କରୁଛନ୍ତି ତ ଏବେ ଠାରୁ ଆପଣଙ୍କର ସମୟ ଶୁଭ ରହିଛି। ଆପଣ କୌଣସିବି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ସମାଜରେ ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ପାଇବ। କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସୁସମ୍ପର୍କ ରହିବ। ଯଦି ଆପଣ କୌଣସି ନୂଆ କାର୍ଯ୍ୟ ପାଇଁ ବାହାରକୁ ଯିବା ପାଇଁ ଚାହୁଁଛନ୍ତି ତ ଏହି ସମୟ ଆପଣଙ୍କ ପାଇଁ ଶୁଭ ରହିବ। ଆପଣଙ୍କର ଘରକୁ କୌଣସି ନୂଆ ଅତିଥି ଆସିବେ। ଯେଉଁଥି ପାଇଁ ଆପଣଙ୍କର ଘରେ ଆନନ୍ଦର ଲହରୀ ଖେଳିଯିବ। ଅର୍ଥାତ ସନ୍ତାନଙ୍କର ଆଗମନ ହୋଇପାରେ। ଆପଣଙ୍କର ଜୀବନର ସମସ୍ତ ଦୁଃଖ କଷ୍ଟ ପ୍ରଭୁ ଭୋଳାନାଥଙ୍କ କୃପାରୁ ଦୂରେଇଯିବା ସହିତ ସନ୍ତାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି ଆସିବ। ସନ୍ତାନ ମାନେ ପିତା ମାତାଙ୍କର ଯତ୍ନ ନେବେ। ବିଦ୍ୟାର୍ଥୀ ମାନେ ପାଠ ପଢ଼ାରେ ଅଧିକ ଧ୍ୟାନଦେବେ। ନିଜର କ୍ୟାରୀୟରକୁ ନେଇ କିଛି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଘରୋଇ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟା ମାନଙ୍କର ଆପଣଙ୍କୁ ମୁକ୍ତି ମିଳିଯିବ। ଆପଣଙ୍କ ଶ-ତ୍ରୁ ଆପଣଙ୍କ ଠାରୁ ପ-ରା-ସ୍ତ ହେବେ। ଆୟର ନୂଆ ନୂଆ ପନ୍ଥା ମିଳିଯିବ। ରୋଜଗାରରେ ବୃଦ୍ଧି ହେବ। ହଠାତ ଧନ ପ୍ରାପ୍ତିର ଯୋଗ ବନୁଅଛି। ଆପଣଙ୍କର ଜୀବନରେ କିଛି ଏପରି ବଡ଼ ପରିବର୍ତ୍ତନ ଘ-ଟି-ବ ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ। ଆପଣଙ୍କର ଜୀବନରେ ଖୁସିର ସମୟ ଆସିବାକୁ ଯାଉଛି ଓ ସେହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି କୁମ୍ଭ ରାଶି, ତୁଳା ରାଶି, ସିଂହ ରାଶି, କନ୍ୟା ରାଶି ଏବଂ ମେଷ ରାଶି। ଏହି ୫ ଟି ରାଶିର ଜାତକଙ୍କର ଜୀବନରେ ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ପୂର୍ଣ ଭାବରେ ବଦଳିଯିବ। ଯେଉଁ କାର୍ଯ୍ୟବି ହାତକୁ ନେବେ ସେଥିରେ ସଫଳତା ପ୍ରାପ୍ତ କରିବେ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *