Excuse Me Odisha

ଯାହା କହିବୁ ସତ କହିବୁ

ଅ-କା-ଳ ମୃ-ତ୍ୟୁ ହୋଇଥିବା ବ୍ୟକ୍ତିର ଆ-ତ୍ମାକୁ କେଉଁ ଦ-ଣ୍ଡ ମିଳିଥାଏ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ଯେପରିକି ଆମ ମନୁଷ୍ୟର ଜନ୍ମ ମୃ-ତ୍ୟୁର ରହସ୍ୟ ଗରୁଡ଼ ପୁରାଣରେ କୁହାଯାଇଛି। ଗରୁଡ଼ ପୁରାଣ ଅନୁସାରେ ମୃ-ତ୍ୟୁ ଯେବେ ପାଖେଇ ଆସିଥାଏ ଜୀବନ ଏବଂ ଶରୀର ଆ-ତ୍ମା ଠାରୁ ଅଲଗା ହୋଇଥାଏ। ପ୍ରତ୍ୟକ ମଣିଷର ଜନ୍ମ ଏବଂ ମୃ-ତ୍ୟୁର ସମୟ ସ୍ଥିର କରାଯାଇଛି। ଗରୁଡ଼ ପୁରାଣ ଅନୁସାରେ ମୃ-ତ୍ୟୁ ପରେ କେବଳ ସେହି ମନୁଷ୍ୟକୁ ପ-ରିତ୍ରା-ଣ ମିଳିଥାଏ। ଏବଂ ସେ ପୁନର୍ବାର ଅନ୍ୟ ଶରୀରକୁ ଚାଲିଯାଇଥାଏ। କିନ୍ତୁ ବନ୍ଧୁମାନେ ଆଜି ଆମେ ଏହି ପୋଷ୍ଟରେ ଜାଣିବା ଯେତେବେଳେ ଜଣେ ବ୍ୟକ୍ତି ଅକାଳରେ ମୃ-ତ୍ୟୁ ବ-ର-ଣ କରିଥାଏ ତେବେ ତାର ଆ-ତ୍ମା ସହିତ କଣ ହୋଇଥାଏ। ଏବଂ ଅକାଳ ମୃ-ତ୍ୟୁ-କୁ ଗରୁଡ଼ ପୁରାଣରେ କଣ କୁହାଯାଇଥାଏ।

ବନ୍ଧୁମାନେ ଗରୁଡ଼ ପୁରାଣ ଅନୁସାରେ ପ୍ରତ୍ୟକ ମନୁଷ୍ୟର ଜୀବନ ସାତୋଟି ଚକ୍ରରେ ବନ୍ଧା ହୋଇଥାଏ। ଏବଂ ଯଦି ଜଣେ ବ୍ୟକ୍ତି ଏହି ଚକ୍ରକୁ ସମ୍ପୂର୍ଣ ନକରି ଅର୍ଥାତ ଅକାଳରେ ମୃ-ତ୍ୟୁ ବରଣ କରିଥାଏ ତେବେ ତାକୁ ମୃ-ତ୍ୟୁ ପରେ ମଧ୍ୟ ଅନେକ ପ୍ରକାରର ଅସୁବିଧାର ସମୁଖିନ ହେବାକୁ ପଡିଥାଏ। ତେବେ ବନ୍ଧୁଗଣ ପ୍ରଥମେ ଆସୁନ୍ତୁ ଜାଣିବା ଅକାଳ ମୃ-ତ୍ୟୁ କାହାକୁ କୁହାଯାଏ।

ବନ୍ଧୁଗଣ ଆମ ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ଭୋକରେ ମ-ରିଯା-ଏ କିମ୍ବା ବି-ଶାତ୍ମ-କ ଯିବ ଦ୍ୱାରା ହ-ତ୍ୟା ହୁଏ କିମ୍ବା ଗଳାରେ ଫା-ଶୀ ଟାଙ୍ଗିବା କାରଣରୁ ମୃ-ତ୍ୟୁ ହୁଏ କିମ୍ବା ବି-ଷ ଓ ଅ-ଗ୍ନିରେ ମୃ-ତ୍ୟୁ ବରଣ କରେ କିମ୍ବା ଯାହାର ମୃ-ତ୍ୟୁ ପାଣିରେ ବୁଡିବା କାରଣରୁ କିମ୍ଵା ସାପ କା-ମୁଡି-ବା ଯୋଗୁ ହୋଇଥାଏ କିମ୍ବା ଦୁ-ର୍ଘଟ-ଣା କିମ୍ବା ରୋଗ ହେତୁ ମ-ରିଯା-ଏ ତାକୁ ହିଁ ଅକାଳ ମୃ-ତ୍ୟୁ ବୋଲି କୁହାଯାଏ। କିନ୍ତୁ ବନ୍ଧୁଗଣ ଗରୁଡ଼ ପୁରାଣରେ ଆ-ତ୍ମହ-ତ୍ୟାକୁ ସବୁଠାରୁ ନି-ନ୍ଦନୀ-ୟ ଏବଂ ଘୃ-ଣ୍ୟ ଅ-କା-ଳ ମୃ-ତ୍ୟୁ ବୋଲି ବର୍ଣ୍ଣନା କରାଯାଇଛି। କେବଳ ଏତିକି ନୁହେଁ ଭଗବାନ ବିଷ୍ଣୁ ମଧ୍ୟ ଆ-ତ୍ମହ-ତ୍ୟାକୁ ଭଗବାନଙ୍କ ଅ-ପମା-ନ କରିବା ଭଳି ଅ-ପରା-ଧ ବୋଲି ବର୍ଣ୍ଣନା କରାଯାଇଛି। ଏହା ସହିତ ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ କହିଛନ୍ତି ଯଦି ଜଣେ ବ୍ୟକ୍ତି ବା ଜୀବ ଯାହାର ମୃ-ତ୍ୟୁ ପ୍ରାକୃତିକ ତେବେ ସେହି ଆ-ତ୍ମା ୩,୧୦,୧୩ କିମ୍ବା ୪୦ ଦିନ ମଧ୍ୟରେ ଅନ୍ୟ ଶରୀରକୁ ଯାଇଥାଏ। କିନ୍ତୁ ଯଦି ବ୍ୟକ୍ତି ଆ-ତ୍ମହ-ତ୍ୟା ପରି ଘୃ-ଣ୍ୟ ଅ-ପରା-ଧ କରିଥାଏ ତେବେ ସେହି ବ୍ୟକ୍ତିକୁ ପୃଥିବୀରେ ଏଣେ ତେଣେ ବୁଲିବାକୁ ପଡିଥାଏ। ଯେ ପର୍ଯ୍ୟନ୍ତ ସେହି ବ୍ୟକ୍ତି ନିଜର ଜୀବନ ଚକ୍ରକୁ ପ୍ରକୃତି ଦ୍ୱାରା ପୂରଣ କରିନଥାନ୍ତି। ଏହିପରି ବ୍ୟକ୍ତି କେବେବି ସ୍ୱର୍ଗ କିମ୍ବା ନ-ର୍କ ଗ୍ରହଣ କରିପାରନ୍ତି ନାହିଁ।

Google

ବନ୍ଧୁଗଣ ଆ-ତ୍ମାର ଏହି ଅବସ୍ଥାକୁ ଗରୁଡ଼ ପୁରାଣରେ ଅବଗତ ବୋଲି କୁହାଯାଇଛି। ଏହା ସହିତ ବନ୍ଧୁଗଣ ଗରୁଡ଼ ପୁରାଣରେ କୁହାଯାଇଛି କି ଆ-ତ୍ମହ-ତ୍ୟା କରିଥିବା ବ୍ୟକ୍ତି ମୃ-ତ୍ୟୁ ବ-ର-ଣ ପରେ ସମସ୍ତ ପ୍ରାଣର ଯ-ନ୍ତ୍ର-ଣାଦା-ୟକ ଅବସ୍ଥାରେ ପହଁଚିଥାଏ। ଏବଂ ବ୍ୟକ୍ତି ଯିଏ ଅକାଳ ମୃ-ତ୍ୟୁ ହାସଲ କରିଥାଏ ତାର ସମସ୍ତ ଇଛା ଯେପରିକି ଭୋକ, ଶୋଷ, ଯୌ-ନ,ଆନନ୍ଦ, ସୁଖ,କ୍ରୋ-ଧ, ଦୋ-ଷ ଓ ଲୋ-ଭ ଇତ୍ୟାଦି ପୂରଣ କରିବା ପାଇଁ ଅନ୍ଧକାରରେ ସେ ପର୍ଯ୍ୟନ୍ତ ବୁଲୁଥାଏ ଯେ ପର୍ଯ୍ୟନ୍ତ ତାଙ୍କୁ ଇଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ଜୀବନ ଚକ୍ରକୁ ପୂର୍ଣ କରିନଥାନ୍ତି। କିନ୍ତୁ ମନରେ ପ୍ରଶ୍ନ ଆସେ କୌଣସି ବ୍ୟକ୍ତି ଅ-କା-ଳରେ କାହିଁକି ମ-ରିଥାଏ। ତେବେ ବନ୍ଧୁଗଣ ଏହି ଗରୁଡ଼ ପୁରାଣରେ ଏହା ମଧ୍ୟ ସମ୍ପୂର୍ଣ ରୂପେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଭଗବାନଙ୍କ ଦ୍ୱାରା ମୃ-ତ୍ୟୁ ମନୁଷ୍ୟ ପାଖକୁ ଆସିଥାଏ ସେତେବେଳେ ମୃ-ତ୍ୟୁ ଆ-ତ୍ମାକୁ ମୃ-ତ୍ୟୁ ଲୋକରୁ ନେଇଯାଇଥାଏ। ପ୍ରାଚୀନ କାଳରୁ ବେଦ ମାନେ କହିଛନ୍ତି ଯେ ମନୁଷ୍ୟ ୧୦୦ ବର୍ଷ ବଞ୍ଚୁଥିଲା କିନ୍ତୁ ନିନ୍ଦା କରୁଥିବା ବ୍ୟକ୍ତି ଶୀଘ୍ର ନ-ଷ୍ଟ ହୋଇଯାଉଥିଲା।ଯେଉଁ ବ୍ୟକ୍ତି ବେଦ ବିଷୟରେ ଜ୍ଞାନ ଅ-ଭା-ବରୁ ରାଜବଂଶର ପରମ୍ପରା ଗୁଣକୁ ଅନୁସରଣ କରେ ନାହିଁ ଯିଏ ଅଳସୁଆର ବସରେ କର୍ମକୁ ତ୍ୟା-ଗ କରିଥାଏ ଯେଉଁ ବ୍ୟକ୍ତି ସର୍ବଦା ପା-ପ କର୍ମକୁ ସମ୍ମାନ କରେ ଏବଂ ଯେକୌଣସି ଲୋକର ଘରେ ଭୋଜନ କରିଥାଏ। ଅନ୍ୟର ସ୍ତ୍ରୀଙ୍କ ସହ ପା-ପ ସମ୍ପର୍କ ରଖିଥାଏ ଏବଂ ଅନ୍ୟପ୍ରକାର ମ-ହାଦୋ-ଷ କରିଥାଏ ସେହି ବ୍ୟକ୍ତିର ଜୀବନର ଆୟୁଷ କମ ହୋଇଥାଏ। ଜଣେ ଶ୍ରଦ୍ଧାହୀନ, ଅପବିତ୍ର, ନାସ୍ତିକ, ପରଦ୍ରହୀ, ଅସତ୍ୟବାଦୀ ବ୍ରାହ୍ମଣଙ୍କର ମୃ-ତ୍ୟୁ ତାଙ୍କୁ ଅ-କା-ଳରେ ଯମ ଲୋକଙ୍କୁ ନେଇ ଯାଇଥାଏ। ଏହା ବ୍ୟତୀତ ଯେଉଁ ବ୍ୟକ୍ତି ଲୋକମାନଙ୍କୁ ବି-ପ-ଦଗା-ମୀ କରାଉଥାଏ, ଧର୍ମ ଆଚରଣରେ ନିନ୍ଦା କରୁଥାଏ। ନିଷ୍ଠୁର, ନି-ଶା, ମୂର୍ଖ, ବେଦଅଭ୍ୟାସ ଠାରୁ ଭିନ୍ନ ହୋଇଥାଏ। ଏବଂ ପ୍ରଜାମାନଙ୍କୁ ପୀ-ଡା ଦେଉଥାଏ ସେହି ପ୍ରକାର ବ୍ୟକ୍ତି ଜ-ମଦ-ଣ୍ଡ ଭୋଗ କରିଥାଏ। ଯଦି ଏହିପରି ବ୍ରାହ୍ମଣ ଓ କ୍ଷତ୍ରିୟ ଦୋ-ଷୀ ହୋଇଥାନ୍ତି ତେବେ ଏମାନଙ୍କୁ ମୃ-ତ୍ଯୁଦ-ଣ୍ଡ ଦିଆ ଯାଇଥାଏ। ଏବଂ ଯମର ନିର୍ଯ୍ୟାତନା ମଧ୍ୟ ଦିଆ ଯାଇଥାଏ।

Google

ବନ୍ଧୁଗଣ ଯେଉଁ ବ୍ୟକ୍ତି ନିଜର କାର୍ଯ୍ୟକୁ ତ୍ୟା-ଗ କରେ ଏବଂ ସମସ୍ତ ମୁଖ୍ୟ କଥାକୁ ତ୍ୟା-ଗ କରିଥାଏ ଏବଂ ଅନ୍ୟମାନଙ୍କ କାର୍ଯ୍ୟରେ ସର୍ବଦା ସ୍ଥିର ରହିଥାଏ ସେ ନିଶ୍ଚିତ ଭାବରେ ଅ-କା-ଳ ମୃ-ତ୍ୟୁକୁ ପ୍ରାପ୍ତ କରିଥାଏ। ଏବଂ ଏହା ସହିତ ଯେଉଁ ଶୁ-ଦ୍ଧ ବ୍ୟକ୍ତି ସେବା କାର୍ଯ୍ୟ କରିନଥାଏ ସେହି ବ୍ୟକ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ମୃ-ତ୍ୟୁ ଲୋକକୁ ପ୍ରାପ୍ତ କରିଥାଏ। ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଅ-କା-ଳ ମୃ-ତ୍ୟୁକୁ ପ୍ରାପ୍ତ କରିଥାଏ ସେମାନେ କେଉଁ ଯୋ-ନିରେ ଜନ୍ମ ପାଇ ଭଟକି ଥାନ୍ତି। ବନ୍ଧୁଗଣ ଆମ ଗରୁଡ଼ ପୁରାଣରେ କୁହାଯାଇଛି ଯଦି ଜଣେ ପୁରୁଷ ଅ-କା-ଳ ମୃ-ତ୍ୟୁ ହାସଲ ପରେ ସେ ଭୂ-ତ, ପ୍ରେ-ତ, ପି-ଶା-ଚ, କୁ-ଶମୁ-ଣ୍ଡା, ବ୍ର-ହ୍ମରା-କ୍ଷସ, ବେ-ତା-ଳ କିମ୍ବା କ୍ଷେ-ତ୍ରପା-ଳ ଯୋନିରେ ଜନ୍ମ ହୋଇ ପୃଥିବୀ ସାରା ଭଟକି ଥାଏ। କିନ୍ତୁ ଯେତେବେଳେ ଜଣେ ମହିଳା ଅକାଳ ମୃ-ତ୍ୟୁ-ରେ ମ-ରିଯାଏ ସେ ମଧ୍ୟ ଏହିପରି ଯୋ-ନିରେ ଜନ୍ମ ହୋଇ ଭଟକି ଥାଏ। କିନ୍ତୁ ସେ ଭିନ୍ନ ଭିନ୍ନ ନାମ ଦ୍ୱାରା ଜଣା ଯାଇଥାଏ। ଯେପରି ଜଣେ ଯୁବତୀ କିମ୍ବା ପ୍ରସୂତି ମହିଳା ଯଦି ଅ-କା-ଳରେ ମୃ-ତ୍ୟୁ ବରଣ କରିଥାଏ ତେବେ ସେ ଜଣେ ଡାହାଣୀ ହୋଇଯାଏ। ଯେତେବେଳେ ଜଣେ କୁମାରୀ ଝିଅ ଅକାଳରେ ମୃ-ତ୍ୟୁ ବ-ର-ଣ କରେ ସେତେବେଳେ ତାଙ୍କୁ ଦେବୀଙ୍କ ଯୋନିରେ ବୁଲିବାକୁ ପଡିଥାଏ। ଏହା ସହିତ ଗରୁଡ଼ ପୁରାଣରେ ଅ-କା-ଳ ମୃ-ତ୍ୟୁ କାରଣରୁ ମୃ-ତ ଆତ୍ମାର ଶାନ୍ତି ପାଇଁ ଅନେକ ଉପାୟ ମଧ୍ୟ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଅକାଳ ମୃ-ତ୍ୟୁରେ ପୀ-ଡି-ତ ଆ-ତ୍ମାଙ୍କ ପାଇଁ ଏବଂ ମୃ-ତ ଆତ୍ମାର ଇଛା ପୂରଣ କରିବା ପାଇଁ ସେମାନଙ୍କ ପରିବାରର ସଦସ୍ୟ କୌଣସି ନଦୀ କିମ୍ବା ପୋଖରୀରେ ପିଣ୍ଡ ଦାନ କିମ୍ବା ସତକର୍ମର ସହ ଦାନ ଧର୍ମ କରିବା ଉଚିତ। କିମ୍ବା ଗୀତା ପାଠ କରିବା ଉଚିତ। ଏବଂ ଏହି କାର୍ଯ୍ୟ ଗୁଡିକ ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ଚାଲିବା ଉଚିତ। ଏଥି ସହିତ ବର୍ଷିକୀୟ ଆସିଲେ ଭୋକିଲା ବ୍ରାହ୍ମଣ କିମ୍ବା ପିଲା ମାନଙ୍କୁ ଭୋଜନ ଦେବା ଉଚିତ। ଯାହା ଦ୍ୱାରା ମୃ-ତ ଆ-ତ୍ମା ଯଥା ଶୀଘ୍ର ମୁକ୍ତିଲାଭ କରିପାରିଥାଏ। ତେବେ ବନ୍ଧୁଗଣ ଦୁ-ର୍ଘଟ-ଣା,ରୋଗ କିମ୍ବା ଅନ୍ୟ କୌଣସି ଅ-କା-ଳ ମୃ-ତ୍ୟୁ-କୁ ରୋକିବା ପାଇଁ ଆମ ମାନବଙ୍କ ନି-ୟନ୍ତ୍ର-ଣରେ ନଥାଏ। କିନ୍ତୁ ଯଦି ଆମେ ଚାହିଁବା ଆ-ତ୍ମହ-ତ୍ୟା ଭଳି ପା-ପ କର୍ମକୁ ନିଶ୍ଚିତ ରୂପେ ରୋକି ପାରିବା। ଯେତେବେଳେ ଜଣେ ବ୍ୟକ୍ତି ଆ-ତ୍ମହ-ତ୍ୟା କରିବାକୁ ଚିନ୍ତା କରେ ତେବେ ପ୍ରଥମେ ଏହା ସହିତ ଜ-ଡି-ତ ପରିଣାମ ବିଷୟରେ ଭାବିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *