Excuse Me Odisha

ଯାହା କହିବୁ ସତ କହିବୁ

କାଲିଠାରୁ ରାଜାଙ୍କ ଭଳି ଜୀବନ କାଟିବେ ଏହି ୫ ଟି ରାଶି। ଧନର ବର୍ଷା ହେବ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ମଣିଷ ଯାହାବି କରିଥାଏ ବା ଭୋଗ କରିଥାଏ ସେସବୁ ସେ ଜନ୍ମ ହୋଇଥିବା ବେଳେ ଜନ୍ମ କୁଣ୍ଡଳୀ ବନାଯାଇଥାଏ। ସେସବୁ ସେଇଥିରେ ଲେଖାଯାଇଥାଏ।ବନ୍ଧୁଗଣ ଆପଣ ଜାଣିରଖନ୍ତୁ ଯେ ଆଜି ରାତି ଠାରୁ ଗ୍ରହ ମାନଙ୍କର ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୫ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଯାହାକି ଭଗବାନ ବଜରଙ୍ଗୀବାଲିଙ୍କର କୃପାରୁ ହେବାକୁ ଯାଉଛି। ଏହି ରାଶି ମାନଙ୍କ ଜୀବନରେ ଧନ ବର୍ଷା ହେବାକୁ ଯାଉଅଛି। ଏହି ରାଶି ମାନଙ୍କରେ ଯେଉଁ ଲୋକମାନେ ରହିଛନ୍ତି ସେମାନେ କିଛି ପୂର୍ବରୁ କାର୍ଯ୍ୟ କରିଥାନ୍ତି ତାହାର ଶୁଭ ଫଳ ଏମାନଙ୍କୁ ଏବେ ମିଳିବା ପାଇଁ ଯାଉଛି। ତେବେ ବନ୍ଧୁଗଣ ଏହି ରାଶି ମାନଙ୍କରେ ଏବେ ତାଙ୍କର ପରିବାରରେ ହସ ଖୁସିର ଲହରୀ ଲାଗିରହିବ। ଏମନଙ୍କର ଜୀବନରେ ଯଦି ସେମାନେ ଜୀବନସାଥୀ ଖୋଜୁଥାନ୍ତି ତାହେଲେ ଭଗବାନ ବଜରଙ୍ଗୀବାଲୀଙ୍କର କୃପାରୁ ମଧ୍ୟ ବହୁତ ଭଲ ଜୀବନସାଥୀଟିଏ ଖୁବ ଶୀଘ୍ର ମିଳିବା ପାଇଁ ଯାଉଛି। ପ୍ରେମମୟ ଜୀବନ ସୁଖମୟ ହେବାକୁ ଯାଉଛି। ଏହି ରାଶି ଗୁଡିକ ଯଦି ଚାକିରୀ ମଧ୍ୟ ଖୋଜୁଥାନ୍ତି ତେବେ ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଭଲ ପଦବୀରେ ସେମାନଙ୍କୁ ଭଲ ଚାକିରୀଟିଏ ମଧ୍ୟ ମିଳିବା ପାଇଁ ଯାଉଛି। ଯେଉଁମାନେ ଚାକିରୀରେ ରହିଛନ୍ତି ସେମାନଙ୍କର ପଦନ୍ନତି ମଧ୍ୟ ହେବା ପାଇଁ ଯାଉଛି। ଏହି ବ୍ୟକ୍ତିମାନେ ମଧ୍ୟ ଅନ୍ୟଠାରୁ ସହଯୋଗ ପ୍ରାପ୍ତ କରିବେ। ତେବେ ଆସନ୍ତୁ ବନ୍ଧୁଗଣ ଜାଣିନେବା କଣ ସେହି ୫ ଗୋଟି ରାଶି ଯାହାର ଏବେ ସୌଭାଗ୍ୟ ଆସିବାକୁ ଯାଉଛି।

ସିଂହ ରାଶି:-

ଏହି ରାଶିରେ ଧନ ବର୍ଷା ହେବାକୁ ଯାଉଛି। ଧନର ଅଭାବ କେବେବି ଏହି ରାଶିରେ ଦେଖାଯିବ ନାହିଁ। ଆସନ୍ତା କାଲିଠାରୁ। ଏମାନଙ୍କର ପାରିବାରରେ ସୁଖ ଶାନ୍ତି ଲାଗିରହିବ। ପ୍ରେମ ଜୀବନରେ ସୁଖ ମିଳିବା ପାଇଁ ଯାଉଛି। ପାଠ ପଢାରେ ମଧ୍ୟ ଉଚ୍ଚ ଫଳ ମିଳିବ। ଏହି ରାଶିର ବ୍ୟକ୍ତି ମାନଙ୍କର ବ୍ୟାପାର ବାଣିଜ୍ୟ କରୁଥିଲେ ଏମାନଙ୍କୁ ସେଥିରୁ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି।

Google

କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କୁ ଜୀବନରେ ସବୁବେଳେ ସୌଭାଗ୍ୟ ଲାଗି ରହିବ। ଏହି ରାଶିର ବ୍ୟକ୍ତିମାନେ ଜୀବନରେ ସଫଳତା ପାଇବେ। ଏହି ରାଶିରେ ପ୍ରେମ ଜୀବନ ଅତ୍ୟନ୍ତ ନିବିଡ଼ ରହିବ। ଏହି ରାଶିର ବ୍ୟକ୍ତିମାନେ ସବୁବେଳେ ଆନନ୍ଦ ଏବଂ ଆରୋଗ୍ୟ ଜୀବନ ବିତାଇବାକୁ ଯାଉଛନ୍ତି।

ବୃଷ ରାଶି:-

ଏହି ରାଶିକୁ ଭଗବାନ ବଜରଙ୍ଗୀବାଲିଙ୍କର କୃପାରୁ ଜୀବନରେ ବହୁତ ବଡ଼ ସଫଳତା ମିଳିବ। ଧନ ପ୍ରାପ୍ତି ହେବ। ଚାକିରୀରେ ଥିଲେ ଅନ୍ୟଠାରୁ ଅତ୍ୟନ୍ତ ସହଯୋଗ ମଧ୍ୟ ଲାଭ କରିବେ। କିନ୍ତୁ ସତର୍କ ରୁହନ୍ତୁ। ବେକାର ଖର୍ଚ୍ଚ ଲାଗିରହିବ। ଯାହା ଫଳରେ ଯେତେ ଧନ ଆସିଲେ ମଧ୍ୟ ଧନ ଖର୍ଚ୍ଚ ହେବାର ସମ୍ଭାବନା ରହିଛି।

କୁମ୍ଭ ରାଶି:-

ଏହି ରାଶିରେ କୁଣ୍ଡଳୀରେ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ କୌଣସି ମାଲିମକଦ୍ଦମା କରୁଥାନ୍ତି କିମ୍ବା କୌଣସି କେଶରେ ଫସି ରହିଥାନ୍ତି ତେବେ ଆପଣ ଜାଣିରଖନ୍ତୁ ଯେ ଆପଣଙ୍କର ହିଁ ଜିତ ହେବ। ଧନ ବୃଦ୍ଧି ହେବ। ଘରେ ସୁଖ ଶାନ୍ତି ଲାଗିରହିବ। ଏହା ସହିତ ଆପଣଙ୍କୁ ବହୁତ ବଡ଼ ଖୁସି ଖବର ମିଳିବା ପାଇଁ ମଧ୍ୟ ଯାଉଛି।

Google

ବିଛା ରାଶି:-

ଏହି ରାଶିର କୁଣ୍ଡଳୀର ବ୍ୟକ୍ତିମାନେ ଜୀବନରେ ସଫଳତା ପାଇବେ। ପ୍ରେମ ଜୀବନ ପ୍ରତି ସତର୍କ ରୁହନ୍ତୁ। କାରଣ ପ୍ରତାରଣା ହୋଇପାରେ। ଏହି ରାଶିର ଲୋକମାନେ ସବୁକାର୍ଯ୍ୟ କଲା ବେଳେ ଭଗବାନଙ୍କ ଉପରେ ଭରସା ରଖି କରନ୍ତୁ। ଯାହା ଫଳରେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ।

ତେବେ ବନ୍ଧୁଗଣ ଏହାଥିଲା ସେହି ୫ ଗୋଟି ରାଶି। ଯାହାର ଭାଗ୍ୟ ଅତ୍ୟନ୍ତ ସୌଭାଗ୍ୟରେ ବଦଳିବାକୁ ଯାଉଛି। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *