Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୧ ଏପ୍ରିଲ ୨୦୨୧, : ଗୁରୁବାର : ମାସର ପ୍ରଥମ ଦିନ କେଉଁ ରାଶି ପାଇଁ ଶୁଭ ରହିବ ଓ କେଉଁ ରାଶି ପାଇଁ ରହିବ ଅଶୁଭ , ପଢନ୍ତୁ ଆଜିର ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୦୧ ଏପ୍ରିଲ ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘ-ଟ-ଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୦୧ ମାର୍ଚ୍ଚ ୨୦୨୧।

ମେଷ ରାଶି:-

ବଡ ଦାୟିତ୍ୱ ମିଳିପାରେ। କାହା ସହିତ ମତଭେଦ ହୋଇପାରେ। ନୂତନ କାର୍ଯ୍ୟର ଯୋଜନା କରାଯାଇପାରେ। ଆପଣଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ। କାର୍ଯ୍ୟ ସମୟରେ ଚାପ ହୋଇପାରେ। ଆଜି ଆପଣ ଅପ୍ରତ୍ୟାଶିତ ସୂଚନା ପାଇପାରନ୍ତି ଯାହା ଆପଣଙ୍କ କ୍ୟାରିୟରର ଦିଗ ବଦଳାଇବ। କାରବାରକୁ ଯତ୍ନର ସହିତ କରନ୍ତୁ। ଧନ ଲାଭ ହୋଇପାରେ।

ବୃଷ ରାଶି:-

ଅଟକି ରହିଥିବା ଟଙ୍କା ଫେରସ୍ତ ହେବାର ସମ୍ଭାବନା ଅଛି। ନୂତନ ଆୟର ଉତ୍ସ ଜଣା ପଡୁଛି। ବ୍ୟବସାୟ ଅବସ୍ଥା ଭଲ ରହିବ। ଆପଣ ସିନିୟର ମାନଙ୍କ ଉପରେ ସନ୍ତୁଷ୍ଟ ରହିବେ।କୌଣସି ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ। ଆଜି ଆପଣ କିଛି ନୂଆ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ। ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ପାର୍ଟନରଙ୍କ ସହିତ ଦିନ ବିତାନ୍ତୁ। ଅବିବାହିତ ମାନଙ୍କ ସମ୍ପର୍କ ସ୍ଥିର ହୋଇପାରେ। କାମ ଭଲ ଚାଲିବ। ଖୁସି ରହିବେ।

ମିଥୁନ ରାଶି:-

ପାରିବାରିକ ପରିବେଶ ଭଲ ରହିବ। ବ୍ୟବସାୟରେ କିଛି ମନ୍ଥରତା ଆସିବ। ଦିନଟି ସାଧାରଣ ଭାବରେ ବ୍ୟତୀତ ହେବ। ଆପଣଙ୍କର ଯୋଜନା ସମାପ୍ତ କରିବାକୁ ଧ୍ୟାନ ଦିଅନ୍ତୁ।କୌଣସି ପ୍ରମୁଖ କାର୍ଯ୍ୟ ବିଷୟରେ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ। ଛାତ୍ରମାନେ ସୁଖଦ ସୂଚନା ପାଇପାରନ୍ତି। ଯୁବ ବୃତ୍ତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ। ଧର୍ମ କର୍ମରେ ମନ ଲାଗିବ। ଖୁସି ରହିବେ। ଭ୍ରମଣରେ ଯାଇପାରନ୍ତି।

Google

କର୍କଟ ରାଶି:-

କୌଣସି ମା-ମ-ଲାକୁ ନେଇ ଅଜଣା ଲୋକଙ୍କ ସହିତ ଟେନସନ ହୋଇପାରେ। ଆଜି କୌଣସି ଧାର୍ମିକ କାର୍ଯ୍ୟ କରିପାରନ୍ତି। ଆପଣ ମାନସିକ ଶାନ୍ତି ପାଇବେ। ଦୀର୍ଘ ସମୟ ପରେ କୌଣସି ସମ୍ପର୍କୀୟ କିମ୍ବା ବନ୍ଧୁଙ୍କୁ ସାକ୍ଷାତ କରିପାରନ୍ତି। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଖାଇବା ଉପରେ ସ-ତର୍କ-ତା ବ୍ୟବହାର କରନ୍ତୁ। ଛାତ୍ରମାନେ କଠିନ ପରିଶ୍ରମ କରିବେ। ବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ବ୍ୟବସାୟ ଅଗ୍ରଗତି କରିବ।

ସିଂହ ରାଶି:-

ସରକାରୀ କାର୍ଯ୍ୟ ସମାପ୍ତ ହେବ। ଦିନଚର୍ଯ୍ୟାରେ ପରିବର୍ତ୍ତନ ଆସିବ। ସମ୍ପତ୍ତି ଉପରେ ବିବାଦ ହୋଇପାରେ ଯେଉଁ କାରଣରୁ ଦିନସାରା ଟେନସନ ରହିବ। କୌଣସି କାମ କରିବାକୁ ଆଗ୍ରହୀ ହେବେ ନାହିଁ। ତଥାପି ଆପଣଙ୍କ ପରିବାର ଆପଣଙ୍କ ନିଷ୍ପତ୍ତି ସହିତ ରହିବେ।ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ପ୍ରେମୀ ଯୁଗଳ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଅବିବାହିତଙ୍କ ପାଇଁ ସମ୍ପର୍କ ବିଷୟରେ ଆଲୋଚନା କରାଯାଇପାରେ। ଦମ୍ପତି ଖୁସି ରହିବେ।

କନ୍ୟା ରାଶି:-

ଆଜି ଆପଣ ଯାତ୍ରା କରନ୍ତୁ ନାହିଁ। କୌଣସି ମିତ୍ର ସହିତ ସାକ୍ଷତ କରିବାରେ ବି-ବା-ଦ ହୋଇପାରେ। ବ୍ୟବସାୟ ନିଷ୍ପତ୍ତି ନେବାବେଳେ ନିଜ ଜୀବନସାଥୀଙ୍କ ସହିତ ପରାମର୍ଶ ନିଶ୍ଚିତ ନିଅନ୍ତୁ । ପରିବାର ସଦସ୍ୟଙ୍କ ସହିତ ଭଲ ଦିନ ଅତିବାହିତ କରିବେ। ସମ୍ପତ୍ତି ପ୍ରସଙ୍ଗରେ କିଛି ନିଷ୍ପତ୍ତି ହୋଇପାରେ। ମାନସିକ ଶାନ୍ତି ପାଇଁ ଭଗବାନଙ୍କୁ ଉପାସନା କରନ୍ତୁ। ପୈତୃକ ସମ୍ପତ୍ତି ସହ ଜ-ଡି-ତ ମା-ମ-ଲା ସମାଧାନ ହେବ।

ତୁଳା ରାଶି:-

ଧାର୍ମିକ ଯାତ୍ରା କରିପାରନ୍ତି। ଆଜି ଜୀବନସାଥୀଙ୍କ ସହିତ ପୁରା ଦିନ ବ୍ୟତୀତ କରିବେ। ପରିବାର ସହିତ ସମ୍ପର୍କ ମଜବୁତ ହେବ। ନିଜର ସ୍ବାସ୍ଥ୍ୟକୁ ଠିକ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ଆଜି ଅଫିସରେ କିଛି ସୂଚନା ପାଇପାରନ୍ତି।ପୁରୁଣା ସାଙ୍ଗମାନଙ୍କ ସହିତ ସାକ୍ଷାତ କରିବେ। ସମସ୍ତେ ଆପଣଙ୍କର ବ୍ୟବହାରକୁ ପ୍ରଶଂସା କରିବେ। ବୃଦ୍ଧମାନଙ୍କ ସହିତ ପରାମର୍ଶ ନିଶ୍ଚିତ ନିଅନ୍ତୁ। ଧନ ଲାଭ ହେବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଦିନଟି ଭଲ ରହିବ।

ବିଛା ରାଶି:-

ଆଜିର ଦିନ ଚ୍ୟାଲେଞ୍ଜରେ ଭରି ରହିବ। ଆପଣଙ୍କର କାମର ଅସର ଅନ୍ୟ ଲୋକଙ୍କ ଉପରେ ମଧ୍ୟ ପଡିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନି-ୟନ୍ତ୍ର-ଣ ରଖନ୍ତୁ। ଆଜି ଭଗବାନଙ୍କ ଅ-ରୋଧ-ନାରେ ସମୟ ବିତାଇବେ। ଧାର୍ମିକ ସାହିତ୍ୟ ପଢ଼ନ୍ତୁ। ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ବାସ୍ଥ୍ୟରେ ସୁଧାର ଆସିବ। କୌଣସି ଧର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି।

ଧନୁ ରାଶି:-

ଆଜିର ଦିନ ମଧ୍ୟମ ରହିବ। କାରବାର ସହିତ ଜ-ଡ଼ି-ତ କାର୍ଯ୍ୟ ସଫଳ ରହିବ। ଆଜି ଆପଣ ସା-କାରା-ତ୍ମ-କ ରହିବେ। ଖର୍ଚ୍ଚ ଅଧିକ ହେବା କାରଣରୁ ଚିନ୍ତା ବଢିବ। ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ। କାର୍ଯ୍ୟରେ ଜୀବନସାଥୀଙ୍କର ସହଯୋଗ ମିଳିବ। ପରିବାରର ସ୍ଥିତି ଅନୁକୂଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା ମା-ମ-ଲା ଆଗକୁ ବଢିବ। କାର୍ଯ୍ୟ କ୍ଷେତ୍ରରେ ଖୁସି ଖବର ମିଳିବ।

Google

ମକର ରାଶି:-

କୌଣସି କାମକୁ ନେଇ ବଡ଼ ମାନଙ୍କର ପରାମର୍ଶ ନେଇପାରନ୍ତି। ସନ୍ତାନ ତରଫରୁ ଖୁସି ଖବର ମିଳିବ। ସ୍ୱାସ୍ଥ୍ୟକୁ ନେଇ ଭଲ ଅନୁଭବ କରିପାରନ୍ତି। ପରିବାରର ସମ୍ପୂର୍ଣ ସହଯୋଗ ରହିବ। ଆଜି ଭାଗ୍ୟର ପୁରା ସାଥ ରହିବ। ଆପଣଙ୍କର ବ୍ୟବସାୟ ଭଲ ରହିବ। ବି-ରୋ-ଧୀ କ୍ଷ-ତି ପହଞ୍ଚାଇ ପାରିବେ ନାହିଁ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ବିନିଯୋଗ କରିପାରନ୍ତି। କାରବାର କରିବା ସମୟରେ ସାବଧାନ ରୁହନ୍ତୁ।

କୁମ୍ଭ ରାଶି:-

ବ୍ୟବସାୟରେ କିଛି ସମସ୍ୟା ହୋଇପାରେ। ସାମାଜିକ ଜୀବନ ଭଲ ରହିବ। ବାହାରର କିଛି ଖାଇବା ପ୍ରତି ସାବଧାନ ରୁହନ୍ତୁ। କୌଣସି କାର୍ଯ୍ୟରେ ବିଳମ୍ବ ହୋଇପାରେ। ଅଫିସରେ ଚୂନତିର ସାମ୍ନା କରୁବାକୁ ପଡିପାରେ। ଛାତ୍ର ମାନଙ୍କ ପାଇଁ ଆଜିର ଦିନ ଭଲ ରହିବ। କାମ କାର୍ଯ୍ୟ ପାଇଁ ବାହାରକୁ ଯାଇପରନ୍ତି। ବିବାହିତ ଲୋକଙ୍କୁ ନୂତନ ଖବର ମିଳିପାରେ। କୌଣସି ଦାୟିତ୍ୱକୁ ପୂରଣ କରିବା ପାଇଁ ଚେଷ୍ଟା କରିପାରନ୍ତି।

ମୀନ ରାଶି:-

କାହା ସହିତ ବି-ବା-ଦ ହୋଇପାରେ। କ୍ରୋ-ଧ ଉପରେ ନି-ୟନ୍ତ୍ର-ଣ ରଖନ୍ତୁ। ସମସ୍ୟାରେ ଫସି ଯାଇପାରନ୍ତି। ନୂତନ ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇପାରେ। ସମ୍ପତିରେ ନିବେଶ କରିପାରନ୍ତି କିମ୍ବା ନୂତନ ଘର କିଣି ପାରନ୍ତି। ଅନାବଶ୍ୟକ ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହନ୍ତୁ। ବିବାହିତଙ୍କ ମଧ୍ୟରେ ମଧୁରତା ରହିବ। ସମୟ ଭିତରେ କାର୍ଯ୍ୟ ସମ୍ପାଦନ ହେବ। କାର୍ଯ୍ୟ କ୍ଷେତ୍ରରେ ଶୁଭ ଖବର ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ଲାଭ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *