Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ମାସ ଆରମ୍ଭରୁ ହିଁ ଏହି ୮ ଟି ରାଶିଙ୍କ ଉପରେ ବର୍ଷିବ ମା ଲକ୍ଷ୍ମୀଙ୍କ କୃପା।

ସେୟାର୍ କରନ୍ତୁ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ଏପ୍ରିଲ ମାସର ଆରମ୍ଭରୁ ହିଁ ଏହି ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିବାକୁ ଯାଉଛି। ଏହି ରାଶି ମାନେ ଆଉ ଅଳ୍ପ ଦିନ ମଧ୍ୟରେ ଖୁସି ଖବର ପାଇବାକୁ ଯାଉଛନ୍ତି। ଏମାନଙ୍କ ଜୀବନରେ ଧନ ସମ୍ବଦ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ। ଏହା ସହିତ ଉନ୍ନତିର ନୂତନ ମାର୍ଗ ମିଳିବ। ସବୁଦିନ ଗ୍ରହ ମାନଙ୍କର ସ୍ଥିତିରେ କିଛିନା କିଛି ପରିବର୍ତ୍ତନ ହୋଇଥାଏ। ଯେଉଁ କାରଣରୁ ଏହାର ସିଧା ପ୍ରଭାବ ସମସ୍ତ ରାଶି ମାନଙ୍କ ଉପରେ ନିଶ୍ଚିତ ଭାବରେ ପଡିଥାଏ। ଏମିତିରେ ଏହି ଆସନ୍ତା ମାସରେ ଗ୍ରହ ମାନଙ୍କର ଗତି ବିଧିରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଏହି ରାଶି ମାନଙ୍କର ଉପରେ ରହିବ। ମା ଲକ୍ଷ୍ମୀଙ୍କର କୃପାରୁ ଏହି ରାଶି ମାନଙ୍କର ପ୍ରତିଷ୍ଠା ଓ ପରାକ୍ରମରେ ବୃଦ୍ଧି ହେବ।ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ମା ଲକ୍ଷ୍ମୀଙ୍କ କୃପା ଯାହା ଉପରେ ବି ପଡିଥାଏ ତାଙ୍କୁ କୋଟିପତି ହେବା ପାଇଁ କେହିବି ଅଟକାଇ ପାରିବେ ନାହିଁ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ସେହିସବୁ ରାଶି ବିଶିଷ୍ଟ ବ୍ୟକ୍ତି ମାନଙ୍କ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା।

ମା ଲକ୍ଷ୍ମୀଙ୍କ କୃପାରୁ ଏହି ସବୁ ରାଶି ମାନଙ୍କର ଦିନ ହସ ଖୁସିରେ ବ୍ୟତୀତ ହେବ। ଏବଂ ପୁରୁଣା ବନ୍ଧୁ ମାନଙ୍କ ସହିତ ଭଲ ସମୟ ବିତାଇବେ। ଆର୍ଥିକ କ୍ଷେତ୍ରରେ ଏମାନଙ୍କର ମଧ୍ୟ ଉନ୍ନତି ହେବାକୁ ଲାଗିବ। ଉଚ୍ଚ ଅଧିକାରୀମାନେ ଆପଣଙ୍କର ସହଯୋଗ ଓ ଆପଣଙ୍କୁ ସମର୍ଥନ ମଧ୍ୟ କରିବେ। ଆପଣଙ୍କୁ ଏହି ମାସ ମଧ୍ୟରେ ପୂର୍ବରୁ କରିଥିବା ସମସ୍ତ ପରିଶ୍ରମର ଫଳ ଆପଣଙ୍କୁ ମିଳିବ। ଆପଣଙ୍କର ଅଟକି ରହିଥିବା କାମ ଏହି ମାସରେ ନିଶ୍ଚିତ ରୂପରେ ପୂରଣ ହେବ। ଆପଣ ଏହି ସମୟରେ କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ। ଆପଣଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟାବି ରହିବ ନାହିଁ। ଘର ପରିବାର ମଧ୍ୟରେ ଭଲ ବୁଝାମଣା ଲାଗିରହିବ। ପ୍ରେମ ସମ୍ପର୍କରେ ବି ଆପଣଙ୍କର ଭାଗ୍ୟ ଆପଣଙ୍କୁ ସାଥ ଦେବ। ଏହା ସହିତ ଆପଣଙ୍କୁ ନିଜ ଜୀବନରେ କୌଣସି ବି ପ୍ରକାରର ସମସ୍ତ ସମସ୍ୟାର ସମୁଖୀନ ହେବାକୁ ପଡ଼ିବ ନାହିଁ। ଅଫିସରେ ଆପଣଙ୍କର କଥା ସମସ୍ତେ ଶୁଣିବେ ଓ ଆପଣଙ୍କୁ ସମ୍ମାନ ମଧ୍ୟ କରିବେ। କହିବାକୁ ଗଲେ ମା ଲକ୍ଷ୍ମୀ ଆପଣଙ୍କ ଜୀବନକୁ ପୁରା ପୁରି ପରିବର୍ତ୍ତନ କରିଦେବେ। ଏହି ସମୟରେ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ। କହିବାକୁ ଗଲେ ଆସନ୍ତା ମାସ ଠାରୁ ଏହି ରାଶି ମାନଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି।

Google

ତେବେ ସେହିସବୁ ଭାଗ୍ୟଶାଳୀ ରାଶି ମାନେ ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, ତୁଳା ରାଶି, ସିଂହ ରାଶି, କୁମ୍ଭ ରାଶି, କନ୍ୟା ରାଶି, ମକର ରାଶି, ମୀନ ରାଶି । ତେବେ ବନ୍ଧୁଗଣ ଆସନ୍ତା ମାସ ଆରମ୍ଭ ଠାରୁ ଏହିସବୁ ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *