Excuse Me Odisha

ଯାହା କହିବୁ ସତ କହିବୁ

ମହିଳାଙ୍କ ଶୋଇବା ଶୈଳୀରୁ ଜାଣନ୍ତୁ ସେମାନଙ୍କ ଚରିତ୍ର ଓ ସ୍ଵଭାବ ବିଷୟରେ , ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତି ଅନୁସାରେ କୁହନ୍ତି କି ଆପଣ ମହିଳା ମାନଙ୍କ ଶୋଇବା ଅବସ୍ଥାରୁ ଏମାନଙ୍କ ଚରିତ୍ର ବିଷୟରେ ଜାଣିପାରିବେ। ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ବହୁତ ବଡ଼ ବିଦ୍ୱାନ ଥିଲେ। ତାଙ୍କ ଦ୍ବାରା ବନା ଯାଇଥିବା ନୀତି ଆଜିକା ଜୀବନରେ ମଧ୍ୟ ସତ ସାବ୍ୟସ୍ତ ହେଉଛି। ଏହି ନୀତିରେ ଚାଣକ୍ୟ କହିଛନ୍ତି ଆପଣ ମହିଳା ମାନଙ୍କ ଶୋଇବା ଢଙ୍ଗରୁ ଜାଣିପାରିବେ ସେମାନଙ୍କ ଚରିତ୍ର ବିଷୟରେ। ବନ୍ଧୁଗଣ ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ। ମହିଳା ମାନଙ୍କ ବିଷୟରେ ଗୋଟିଏ କଥା କୁହାଯାଇଛି। ସେମାନଙ୍କୁ ବନେଇଥିବା ଭଗବାନ ମଧ୍ୟ ସେମାନଙ୍କର ହୃଦୟ କଥା ଜାଣିପାରନ୍ତି ନାହିଁ। ବନ୍ଧୁଗଣ ମହିଳା ମାନଙ୍କ ରହସ୍ୟ ଥାଏ କି ନଥାଏ ଏହି କଥା କେହି ଜାଣିପାରନ୍ତି ନାହିଁ। ଏମାନଙ୍କ ମନରେ କଣ ଚାଲିଥାଏ କିମ୍ବା ଏମାନେ କଣ ଭାବନ୍ତି ଏହାର ଜବାବ ସ୍ୱୟଂ ଭଗବାନ ମଧ୍ୟ ବୁଝିପାରନ୍ତି ନାହିଁ। ବନ୍ଧୁଗଣ ଆମେ ଆପଣଙ୍କୁ କହି ଦେଉଛୁ ଯେ ମହିଳା ମାନଙ୍କ ଶୋଇବା ଢଙ୍ଗରୁ ଜାଣନ୍ତୁ ତାଙ୍କ ଚରିତ୍ର ବିଷୟରେ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କହିଛନ୍ତି ପେଟକୁ ତଳକୁ କରି ଓଲଟା କରି ଶୋଉଥିବା ଝିଅ ଅଧିକ ଲାଭବାନ ହୋଇଥାନ୍ତି। ସେମାନଙ୍କୁ ଏହିପରି ପୁଅ ପସନ୍ଦ ଆସିଥାନ୍ତି ଯେଉଁମାନେ କଥା କଥାରେ ସରପ୍ରାଇଜ ଦେଇଥାଆନ୍ତି ଏବଂ ଏହିପରି ଝିଅମାନେ ବୋରିଂ ପୁଅକୁ ନିଜ ପାଖକୁ ମଧ୍ୟ ଆସିବାକୁ ଦିଅନ୍ତି ନାହିଁ। ସେମାନେ ବେଶୀ କମ୍ପରମାଇଜ କରିଥାନ୍ତି। ଏବଂ ବୋରିଂ ପୁଅକୁ କେବେବି ନିଜର ବୟଫ୍ରେଣ୍ଡ ବନେଇନଥାନ୍ତି।

Google

ଯେଉଁ ମହିଳାମାନେ ତକିଆ ପରି ଶୁଅନ୍ତି ସେମାନଙ୍କର ସ୍ୱଭାବ ବହୁତ ଚଞ୍ଚଳ ହୋଇଥାଏ। ସେମାନଙ୍କର ସ୍ୱପ୍ନ ବହୁତ ଅଲଗା ପ୍ରକାରର ହୋଇଥାଏ। ସେମାନେ ଏମିତି ବଞ୍ଚିବାକୁ ଅଧିକ ପସନ୍ଦ କରିଥାନ୍ତି। ସେମାନେ ସେମାନଙ୍କ ସ୍ୱଭାବର କ୍ୟାରିଂ ଏବଂ ଲୋଭିଂ କରୁଥିବା ପୁଅକୁ ଅଧିକ ପସନ୍ଦ କରନ୍ତି। ଏମାନେ ସେମାନଙ୍କ ସ୍ୱଭାବରେ ବହୁତ ଭଲ ଅଟନ୍ତି। ସେମାନେ ସେମାନଙ୍କର ଧ୍ୟାନ ରଖୁଥିବା ପୁଅକୁ ଅଧିକ ପସନ୍ଦ କରନ୍ତି।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଯେଉଁ ଝିଅମାନେ ସିଧା ଶୁଅନ୍ତି ସେମାନଙ୍କ ସ୍ୱଭାବ ବିଷୟରେ। ଯେଉଁ ଝିଅମାନେ ବନ୍ଧୁଗଣ ସିଧା ଶୁଅନ୍ତି ସେମାନଙ୍କର ହାତ ସିଧାଥାଏ, ସେମାନେ ସେମାନଙ୍କର ଜୀବନରେ ସନ୍ତୁଳନ ରଖିଥାନ୍ତି। ଏପରି ଝିଅମାନେ ନିଜ ଜୀବନରେ କିଛି ହାସଲ କରିବା ପାଇଁ ଚାହୁଁଥାନ୍ତି। କଳେ ବଳେ ସ୍ୱପ୍ନ ଦେଖିଥିବା ଏହି ଝିଅମାନଙ୍କୁ ଏହିପରି ପୁଅ ପସନ୍ଦ ଆସନ୍ତି କି ଯେଉଁମାନେ ଏମାନଙ୍କର ଭଲ ଭାବରେ ଦେଖାଶୁଣା କରିପାରିବେ। ଏବଂ ବହୁତ ସାରା ଭଲ ପାଇବା ଦେଇପାରିବେ। କାରଣ ଏହି ଝିଅମାନେ ନିଜର ସ୍ୱପ୍ନକୁ ପୁରା କରିବା ପାଇଁ ପୁରା ଲାଗି ପଡ଼ିଥାନ୍ତି। ଏମାନେ ଅଧିକ ପରିଶ୍ରମୀ ଅଟନ୍ତି। ଏବଂ ନିଜର ପରିଶ୍ରମ ଦ୍ୱାରା ହିଁ ଆଗକୁ ବଢିବାକୁ ଚାହାନ୍ତି। ଏମାନଙ୍କୁ ମଧ୍ୟ ପରିଶ୍ରମ କରୁଥିବା ପୁଅ ପସନ୍ଦ ଅଟେ। ପରିଶ୍ରମ କରୁଥିବା ପୁଅକୁ ଏମାନେ ବହୁତ ଭଲ ପାଇଥାନ୍ତି।

Google

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ତକିଆ ଉପରେ ହାତ ରଖି ଶୋଉଥିବା ଝିଅମାନଙ୍କ ବିଷୟରେ। ଏହି ଝିଅମାନେ କେଉଁ ପଟରେ ଶୋଇଲେ ମଧ୍ୟ ହାତକୁ ତକିଆ ଉପରେ ହିଁ ରଖିଥାନ୍ତି। ଏମାନଙ୍କର ସ୍ୱଭାବ ପୁରାପୁରି ଗମ୍ଭୀର ଅଟେ। ଏମାନଙ୍କର ସବୁଠୁ ବଡ଼ କମଜୁରୀ ଏହା ହୋଇଥାଏ କି ଏମାନେ ବହୁତ ଶୀଘ୍ର ହିଁ କାହାକୁବି ବିଶ୍ୱାସ କରିଦେଇଥାଆନ୍ତି। ଏମାନେ ଝିଅ ହୁଅନ୍ତୁ କିମ୍ବା ପୁଅ କାହାରବି କଥାରେ ଶୀଘ୍ର ଆସି ଯାଇଥାନ୍ତି। ଏମାନଙ୍କର ସ୍ୱଭାବ ଭଲ ଏବଂ ସଫା ହୋଇଥାଏ। ଏମାନେ ଭଲ ସ୍ୱଭାବ ଯୋଗୁ ହିଁ କାହାର କଥାରେ ଶୀଘ୍ର ଆସିଯାଇଥାନ୍ତି।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁମାନେ ବଙ୍କା ହୋଇ ଶୋଇଥାନ୍ତି ସେମାନଙ୍କ ବିଷୟରେ। ବହୁତ ମହିଳାମାନେ ବଙ୍କା ହୋଇ ଶୋଇଥାନ୍ତି। ଏପରି ମହିଳା ସ୍ୱଭାବରେ ବହୁତ ବିଡ଼ମ୍ବର ହୋଇଥାନ୍ତି। କିନ୍ତୁ ତା ସହିତ ଏମାନେ ଆଳସ୍ୟ ମଧ୍ୟ ହୋଇଥାନ୍ତି। ଏମାନଙ୍କ ଦ୍ୱାରା ବନାଯାଇଥିବା ଦସ୍ତି ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ। ଏମାନଙ୍କର ସ୍ୱଭାବରେ ଏମାନେ ବହୁତ ହସକୁରା ହୋଇ ପୁଅକୁ ପସନ୍ଦ କରିଥାନ୍ତି। ଏମାନେ ଅଧିକ ହସଖୁସି ହୋଇଥାନ୍ତି। ତେଣୁ ଏମାନଙ୍କୁ ହସ ଗୁଣ ପୁଅକୁ ଅଧିକ ପସନ୍ଦ କରିଥାନ୍ତି।

Google

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଛାତି ଉପରେ ହାତ ରଖି ଶୋଉଥିବା ମହିଳାଙ୍କ ବିଷୟରେ। ବନ୍ଧୁଗଣ ବହୁତ କମ ମହିଳା ଏହି ପୋଜିସନରେ ଶୁଅନ୍ତି। ଏହିପରି ମହିଳା ନିଜର ପରିବାର ପାଇଁ ନିଜର ମନକୁ ପୁରା ସମର୍ପିତ କରିଦେଇଥାନ୍ତି। ଏମାନେ ବୁଝିବା ଏବଂ ନିଡ଼ମ୍ବତା ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ପାଇଁ ପରିବାର ହିଁ ସବୁକିଛି ହୋଇଥାଏ। ଏମାନେ ପରିବାରର ଖାସ ହୋଇଥାନ୍ତି। ପୁଅ ମାନଙ୍କ ବିଷୟରେ ଯଦି କଥା ହେବା ତାହେଲେ ଏମାନେ ହୃଦୟରୁ ବହୁତ ହେଣ୍ଡସମ ଦେଖା ଯାଉଥିବା ପୁଅକୁ ପସନ୍ଦ କରିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *