Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ ଟି ଜିନିଷ ଯିଏ ଯେତେ ମା-ଗି-ଲେ ମଧ୍ୟ ଦିଅନ୍ତୁ ନାହିଁ, ଆ-ର୍ଥି-କ ସ୍ଥି-ତି ଉପରେ ପ୍ର-ଭା-ବ ପଡିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ବାସ୍ତୁର ସମସ୍ୟା ରହିଥାଏ, ତେବେ ଏହା ଆପଣଙ୍କ ଜୀବନକୁ ବ-ର୍ବା-ଦ ମଧ୍ୟ କରି ଦେଇପାରେ। ସେଥିପାଇଁ ଆଜିକାଲି ସମସ୍ତେ ନୂତନ ଘରଟିଏ କରିବା ଆଗରୁ ନିଶ୍ଚିତ ଭାବରେ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନେଉଛନ୍ତି। ଯେଉଁ ବ୍ୟକ୍ତି ବାସ୍ତୁର ନି-ୟ-ମକୁ ପାଳନ କରି ଥାଏ, ତାର ଜୀବନରେ କେବେ ବି ଦୁଃଖକଷ୍ଟ ଆସି ନଥାଏ। ଯେଉଁ ବ୍ୟକ୍ତିମାନେ ଏହି ନି-ୟ-ମକୁ ପାଳନ କରି ନଥାନ୍ତି, ସେମାନେ ସର୍ବଦା ଦୁଃଖକଷ୍ଟରେ ବଞ୍ଚି ଥାନ୍ତି। ଜୀବନରେ ଆମେ ନିଜ ସମ୍ପର୍କୀୟ ବା ଜଣାଶୁଣା ଲୋକଙ୍କ ସହିତ ବହୁତ କିଛି କଥା ଆଦାନ ପ୍ରଦାନ କରି ଥାଉ। କଣ ଆପଣ ଜାଣିଛନ୍ତି ଏହା କରିବା ଦ୍ୱାରା ଆପଣ ନିଜର କ୍ଷ-ତି କରୁଛନ୍ତି ବୋଲି। ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ଯଦି ଅନ୍ୟ ବ୍ୟକ୍ତିଙ୍କ ସହିତ ଜିନିଷ ଆଦାନ ପ୍ରଦାନ କରିଥାନ୍ତି ବା ଉ-ଧା-ର ଦେଇଥାନ୍ତି, ତାହେଲେ ନକ-ରାତ୍ମ-କ ଶକ୍ତି ଆପଣଙ୍କ ମଧ୍ୟରେ ପ୍ରବେଶ କରିବ। ଯାହାଫଳରେ ଆପଣଙ୍କର ଦୁର୍ଭାଗ୍ୟ ସ୍ଥିତି ଆରମ୍ଭ ହୋଇ ଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ସବୁ ଜିନିଷ ଉ-ଧା-ର ରେ ଦେବା ଅନୁଚିତ।

Google

୧/ ଟଙ୍କାପଇସା –

ଟଙ୍କା ଏପରି ଏକ ଜିନିଷ ଯାହା ସବୁଠାରୁ ବେଶୀ ଉଧାର କରାଯାଇ ଥାଏ । କୌଣସି ଅ-ଭା-ବୀ ଲୋକଙ୍କୁ ସାହାଯ୍ୟ କରିବା ଖରାପ ନୁହେଁ। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କୁ ସୂର୍ଯ୍ୟାସ୍ତ ପରେ କାହାକୁ ଟଙ୍କା ଉ-ଧା-ର ଦେବା ଅନୁଚିତ ।ଏପରି କରିବା ଦ୍ବାରା ଧନର ଦେବୀ ମହାଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପାରନ୍ତି। ସୂର୍ଯ୍ୟାସ୍ତ ପରେ ଦିଆଯାଇଥିବା ଟଙ୍କାପଇସା ଫେରି ପାଇବାର ବହୁତ ସମୟ ଲାଗି ଥାଏ ।

Google

୨/ ସୁନାଗହଣା –

ବାସ୍ତୁ ଶାସ୍ତ୍ର ଅନୁସାରେ ସୁନାଗହଣା ଉ-ଧା-ର ନେଇ ପିନ୍ଧିବା ଦ୍ୱାରା ଆପଣଙ୍କୁ ଗ୍ରହର ଖରାପ ପ୍ର-ଭା-ବ ଭୋଗିବାକୁ ପଡ଼ିବ। ବେଳେବେଳେ ମହିଳା ମାନେ ଅଧିକାଂଶ ସମୟରେ ପରସ୍ପର ଠାରୁ ଗହଣା ଉ-ଧା-ର ମାଗି ପିନ୍ଧିଥାନ୍ତି। ଖାସ୍ କରି ତାଙ୍କ ଡ୍ରେସକୁ ମ୍ୟାଚିଙ୍ଗ କରି କିଛି ଗହଣା ଦରକାର ହେଉଥିବା ବେଳେ ସେମାନେ ଅନ୍ୟମାନଙ୍କ ଠାରୁ ଆଣି ପିନ୍ଧିଥାନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ପାଇଁ ହା-ନିକା-ରକ ସାବ୍ୟସ୍ତ ହୋଇପାରେ।

Google

୩/ ଘଣ୍ଟା –

ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟା ପ୍ରତ୍ୟେକ ବ୍ୟକ୍ତିଙ୍କର ଭଲ ବା ଖରାପ ସମୟର ପ୍ରତୀକ ହୋଇଥାଏ। ଅନ୍ୟମାନଙ୍କ ଠାରୁ ଘଣ୍ଟା ମାଗି ପିନ୍ଧିବା ଦ୍ୱାରା ତାଙ୍କର ସକା-ରାତ୍ମ-କ ଏବଂ ନକା-ରାତ୍ମ-କ ଶକ୍ତି ଆମ ଭିତରେ ପ୍ରବେଶ କରି ଥାଏ। ସେଥିପାଇଁ କେବେ ଅନ୍ୟମାନଙ୍କ ଠାରୁ ଘଣ୍ଟା ମାଗି ପିନ୍ଧନ୍ତୁ ନାହିଁ।

Google

୪/ ରୁମାଲ –

କେତେକ ଲୋକଙ୍କର ଅଭ୍ୟାସ ରହିଥାଏ ଯେ ସେମାନେ ଅନ୍ୟମାନଙ୍କ ରୁମାଲ ସେୟାର କରି ଥାନ୍ତି। ଏପରି କରିବାଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହା-ନିକା-ରକ ସାବ୍ୟସ୍ତ ହୋଇଥାଏ। କହିବାକୁ ଗଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କର ଧନ ହା-ନିର ଆ-ଶ-ଙ୍କା ରହିଥାଏ । ଏଥିପାଇଁ ଆପଣଙ୍କ ରୁମାଲ କାହାକୁ ଦିଅନ୍ତୁ ନାହିଁ। କିମ୍ବା ଆପଣ ଅନ୍ୟମାନଙ୍କ ଠାରୁ କେବେହେଲେ ରୁମାଲ ନିଅନ୍ତୁ ନାହିଁ।

Google

୫/ କଲମ –

ପେନ ଭଳି ଜିନିଷ ଲୋକେ ନିଜ ସହିତ ନେବାକୁ ଭୁଲି ଯାଇ ଥାନ୍ତି। ଏଭଳି ପରିସ୍ଥିତିରେ ଲୋକେ ଅନ୍ୟମାନଙ୍କ ପାଖରୁ କଲମ ମାଗି ଥାନ୍ତି। କଲମ ମାଗିବା ଖରାପ ନୁହେଁ କିନ୍ତୁ କଲମ ମାଗି ସାରି ନ ଫେରାଇଲେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହାଦ୍ବାରା ଆପଣଙ୍କୁ ଆ-ର୍ଥି-କ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

Google

୬/ ପିଆଜ ଏବଂ ରସୁଣ –

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ କୌଣସି ବାହାର ର ବ୍ୟକ୍ତିଙ୍କୁ ପିଆଜ ରସୁଣ ଉ-ଧା-ର ଦିଅନ୍ତି, ତେବେ ଏହା ବହୁତ ଅଶୁଭ ହୋଇଥାଏ। ଏହା କରିବା ଦ୍ଵାରା ଘରର ଶା-ନ୍ତି ନ-ଷ୍ଟ ହୋଇଥାଏ। ଏହାର ସିଧାସଳଖ ପ୍ରଭାବ ଆପଣଙ୍କର ଆ-ର୍ଥି-କ ଅବସ୍ଥା ଉପରେ ପଡ଼ି ଥାଏ । ଏଥିପାଇଁ ଦିନରେ ପିଆଜ ରସୁଣ ଉ-ଧା-ର ଦିଅନ୍ତୁ କିନ୍ତୁ ଭୁଲରେ ସନ୍ଧ୍ୟା ପରେ ପିଆଜ ରସୁଣ ଉ-ଧା-ର ଦିଅନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *