Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ମାସ ବୃଷ ରାଶି ବ୍ୟକ୍ତି ବିଶେଷଙ୍କର କେମିତି କଟିବ ଦିନ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏପ୍ରିଲ ମାସ ବୃଷ ରାଶି ବ୍ୟକ୍ତି ବିଶେଷଙ୍କର କେମିତି କଟିବ ଦିନ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଏପ୍ରିଲ ମାସ ବୃଷ ରାଶି ଜାତକ ମହିଳା ପୁରୁଷମାନେ କେମିତି କଟେଇବେ। କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। କଣ ରହିଛି ଶୁଭାଶୁଭ ଫଳାଫଳ। ଆସନ୍ତୁ ସେହି ବିଷୟରେ ଜାଣିବା। ଏ ଏପ୍ରିଲ ମାସରେ ବୃଷ ରାଶି ଜାତ ମହିଳା ପୁରୁଷମାନଙ୍କର ସାମାଜିକ ପ୍ରତିଷ୍ଠା ବଢିବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ ଏବଂ ଆର୍ଥିକ କ୍ଷେତ୍ରରେ ମଧ୍ୟ ପ୍ରବଳ ଉନ୍ନତି ହେବ। ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇ ସୁଧୁରୀ ଯିବ। ଆତ୍ମବିବାଦ, ପୋଡ଼ଶୀ କଳହର ସମାଧାନ ହୋଇ ଦାମ୍ଫତ୍ୟ ସୁଖରେ ଆଶାତୀତ ଫଳ ପ୍ରାପ୍ତି ହେବ। ବ୍ୟବସାୟ ସମ୍ବୋଦ୍ଧିତ ସମସ୍ୟାରେ ସମାଧାନରେ ଉତ୍ସ୍ୟହିତ ହେବେ। କର୍ମ କ୍ଷେତ୍ରରେ ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସହକର୍ମୀ ମାନଙ୍କ ସହିତ ମତଭେଦ ମଧ୍ୟ ସମାପ୍ତ ହେବ। ବିଦ୍ୟାରେ ଉନ୍ନତି ପ୍ରତିଯୋଗିତା ପରୀକ୍ଷା,ସାକ୍ଷାତକାରରେ ଜୟଯୁକ୍ତ ହୋଇ ନୂତନ କର୍ମ ପ୍ରାପ୍ତିର ସୁଯୋଗ ମଧ୍ୟ ପାଇପାରନ୍ତି। ବାଦ ବି-ବାଦ ମାଲିମକର୍ଦମାରେ କୃତକାର୍ଯ୍ୟ ହେବେ। ଜନ ସମାଜରେ ପ୍ରତିଷ୍ଠା, ପ୍ରତିପତି ବୃଦ୍ଧି ପାଇବା ସହ ଭାଇ,ବନ୍ଧୁ,ମିତ୍ର ମାନଙ୍କର ସାହାର୍ଯ୍ୟ ସହଯୋଗ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ। ତେଜରାତି, ସୁନା ରୁପା ଅଳଙ୍କାର, ଇତ୍ୟାଦି ଲୋଭ ଜାତୀୟ ଦ୍ରବ୍ୟ ବା କାଷ୍ଠା ଉପକରଣ ଇତ୍ୟାଦି ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ବିଶେଷ ଲାଭବାନ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନସମ୍ମାନରେ ମଧ୍ୟ ଉନ୍ନତି ହେବ। କଳା, ସାହିତ୍ୟ, ଚଳଚିତ୍ର, ସଙ୍ଗୀତ ଆଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ।ଭୋକିଲା ଲୋକଙ୍କୁ କେବେବି ନିରାଶ କରନ୍ତୁ ନାହିଁ ତାହେଲେ ଦେଖିବେ ବହୁତ ଭଲରେ ଏହି ମାସଟି କଟେଇ ପାରିବେ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *