Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ (୨୯ ମାର୍ଚ୍ଚରୁ ୪ ଏପ୍ରିଲ ) : ଶୁଭ ଯୋଗ ବନିବା ଦ୍ୱାରା ଏହି ସପ୍ତାହରେ ୭ ଟି ରାଶିକୁ ଆର୍ଥିକ କଷ୍ଟରୁ ମିଳିବ ମୁକ୍ତି।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ୱାରା ଭବିଷ୍ୟତ ଜୀବନରେ ହେବାକୁ ଥିବା ଘ-ଟଣା ଗୁଡିକ ରୁ ଆପଣ ପୂର୍ବାନୁମାନ ଲଗାଇ ପାରିବେ। ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥିବ ଯେ ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମର ନକ୍ଷତ୍ର କଣ କହୁଛି ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହର ରାଶିଫଳ କହିବାକୁ ଯାଉଛୁ । ଏହି ସାପ୍ତାହିକ ରାଶିଫଳ ରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେବାକୁ ଥିବା ଗୋଟେ ସପ୍ତାହର ଘଟ-ଣାକୁ ସଂକ୍ଷେପରେ ବର୍ଣ୍ଣନା ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୨୯ ମାର୍ଚ୍ଚ ରୁ ୪ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ।

ମେଷ ରାଶି –

ବୁଦ୍ଧି ବିବେକ ଦ୍ୱାରା ଆପଣଙ୍କୁ ସଫଳତା ମିଳିବ। ପୁରୁଣା କଥା ଭୁଲି ଆଗକୁ ବଢନ୍ତୁ। ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇପାରେ। ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । କୌଣସି ସମସ୍ୟାର ସମାଧାନ ହୋଇଯିବ। କିଛି ଖାସ୍ କାର୍ଯ୍ୟ ଅଧୁରା ରହିପାରେ। ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ଦେଖା ଦେଇପାରେ।

ପ୍ରେମ ମାମ-ଲାରେ, ପ୍ରେମ ଜୀବନ ସୁଖମୟ କରିବା ପାଇଁ ଆପଣ ପ୍ରୟାସ କରିବେ।

କ୍ୟାରିୟର ମାମ-ଲାରେ, କାର୍ଯ୍ୟକ୍ଷେତ୍ରରେ ଜଣାଶୁଣା ଲୋକ ସହଯୋଗକାରୀ ସାବ୍ୟସ୍ତ ହେବ। ନୂଆ ସଉଦା ଫାଇଦା ଫାଇଦା ସାବ୍ୟସ୍ତ ହେବ

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ।

ବୃଷ ରାଶି –

ଏହି ସପ୍ତାହରେ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ। ନୂଆ ନୂଆ ଅବସର ମିଳିବା ସହିତ ପ୍ରଭାବଶାଳୀ ଲୋକଙ୍କ ସହିତ ପରିଚୟ ହେବ। ବିଦେଶରେ କା-ରବା-ର କରୁଥିବା ଲୋକଙ୍କୁ ଅଧିକ ଲାଭ ମିଳିବ। ସର୍ବଦା ସକ୍ରିୟ ରୁହନ୍ତୁ ଏବଂ ଉତ୍ତମ ଅବସରର ଫାଇଦା ଉଠାନ୍ତୁ। ନିଜ ଖର୍ଚ୍ଚ ଉପରେ ଅଙ୍କୁଶ ରଖିବାକୁ ପ୍ରୟାସ କରନ୍ତୁ। ପରିବାରରେ କୌଣସି ମାଙ୍ଗଳିକ ଆୟୋଜନ ସୃଷ୍ଟି ହୋଇପାରେ। ଧନ ଆଗମନରେ ବାଧା ଉତ୍ପନ୍ନ ହୋଇପାରେ।

ପ୍ରେମ ମାମ-ଲାରେ, ପାର୍ଟନର ଆପଣଙ୍କ କଥା ବୁଝିବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

କ୍ୟାରିୟର ମାମ-ଲାରେ, ଅଫିସ ଏବଂ ବ୍ୟବସାୟ ପାଇଁ ଆପଣଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ପଡିପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ,ନଚେତ ସମସ୍ୟା ବଢିପାରେ।

Google

ମିଥୁନ ରାଶି –

ଚାକିରି ଏବଂ ବ୍ୟବସାୟ କ୍ଷେତ୍ର ପାଇଁ ସପ୍ତାହ ଅନୁକୂଳ ରହିଛି। ଆପଣଙ୍କର ସବୁ ଯୋଜନା ସଫଳ ରହିବ। ଅତୀତ କଥାକୁ ଭୁଲି ଆଗକୁ ବଢିବା ପାଇଁ ପ୍ରୟାସ କରନ୍ତୁ। ଆଗକୁ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ମନୋରଞ୍ଜନ କାର୍ଯ୍ୟରେ ଅଧିକ ଖର୍ଚ୍ଚ ହୋଇପାରେ। ସାମାଜିକ ସମ୍ପର୍କରେ ବୃଦ୍ଧି ହେବ। ନିଜ ବ୍ୟବହାର ଉପରେ ସଂଯମତା ରଖନ୍ତୁ।

ପ୍ରେମ ମାମ-ଲାରେ, ପ୍ରେମୀଙ୍କ ସହିତ ସୁଖଦ ସମୟ ଅତିବାହିତ କରି ପାରନ୍ତି।

କ୍ୟାରିୟର ମାମ-ଲାରେ, ଚାକିରି କରୁଥିବା ଲୋକଙ୍କର ବେତନ ବୃଦ୍ଧି ହୋଇପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ରୂପରେ ଦୁର୍ବଳତା ଅନୁଭବ କରି ପାରନ୍ତି।

କର୍କଟ ରାଶି –

ଏହି ରାଶିର ଲୋକେ କୌଣସି ବି-ବା-ଦରେ ପଡନ୍ତୁ ନାହିଁ। ଆପଣଙ୍କୁ ବିପରୀତ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଚାକିରିରେ ବଦଳି ହୋଇପାରେ। ପୁରୁଣା ସମସ୍ୟାରୁ ମୁକ୍ତି ମିଳିପାରେ। ନିଜ କ୍ରୋ-ଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କ କ୍ଷମତାରେ ବୃଦ୍ଧି ହେବ। ଆପଣଙ୍କୁ କୌଣସି ନୂଆ କାର୍ଯ୍ୟ ଶିଖିବା ପାଇଁ ଅବସର ମିଳିପାରେ।

ପ୍ରେମ ମାମ-ଲାରେ, ବୈବାହିକ ଜୀବନ ଅନୁକୂଳ ରହିବ। ପାର୍ଟନରଙ୍କ ଠାରୁ ସମର୍ଥନ ଏବଂ ସହଯୋଗ ପ୍ରାପ୍ତ ହେବ।

କ୍ୟାରିୟର ମାମ-ଲାରେ, ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ନୂଆ କାର୍ଯ୍ୟ ଆରମ୍ଭ ହୋଇପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ।

ସିଂହ ରାଶି –

ଏହି ସପ୍ତାହରେ ଟଙ୍କା ମା-ମ-ଲାରେ କାହା ଉପରେ ଭରସା କରନ୍ତୁ ନାହିଁ। ଆପଣ କୌଣସି ଫାଇଦା କାର୍ଯ୍ୟ କରନ୍ତି। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ପରିବାରରେ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆର୍ଥିକ ମା-ମ-ଲା ସମାଧାନ ହୋଇପାରେ। ସନ୍ତାନଙ୍କ ସଫଳତାରେ ଆପଣ ପ୍ରସନ୍ନ ହେବେ। କାରବାରରେ ଲାଭଦାୟକ ସଉଦା ହୋଇପାରେ।

ପ୍ରେମ ମାମ-ଲାରେ, ଆପଣଙ୍କ ଲାଜ ସ୍ଵଭାବ ସତ୍ତ୍ୱେ ରୋମାନ୍ସ କ୍ଷେତ୍ରରେ ବହୁତ ସମ୍ଭାବନା ରହିଛି।

କ୍ୟାରିୟର ମାମ-ଲାରେ, ବ୍ୟବସାୟରେ ଆପଣଙ୍କୁ ବହୁତ ଲାଭ ମିଳିବାର ଯୋଗ ରହିଛି।

ସ୍ବାସ୍ଥ୍ୟ ମାମ-ଲାରେ, ପୁରୁଣା ରୋଗ ସହିତ ଜ-ଡି-ତ ବହୁତ ସମସ୍ୟା ଆସିପାରେ। ଆଣ୍ଠୁ ଗଣ୍ଠି ସମସ୍ୟା ଦେଖା ଦେଇପାରେ।

କନ୍ୟା ରାଶି –

ଏହି ରାଶିର ଲୋକଙ୍କ ପରା-କ୍ରମ ଏବଂ ଆ-ତ୍ମବି-ଶ୍ବାସରେ ବୃଦ୍ଧି ହେବ। ବ୍ୟବସାୟରେ କିଛି ନୂଆ କରିବା ପ୍ରୟାସରେ ସମସ୍ୟାର କାରଣ ହୋଇପାରେ। ଯେଉଁ ଲୋକଙ୍କୁ ଅପହ ସହଯୋଗ କରିବେ, ସେହି ଲୋକେ ଆପଣଙ୍କ ବି-ରୋ-ଧରେ ଯାଇ ପାରନ୍ତି। ନୂଆ ଅବସର ଖୋଜିବା ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ।

ପ୍ରେମ ମାମ-ଲାରେ, ଆପଣ ପାର୍ଟନରଙ୍କ ଉପରେ ଅଧିକ ଚାପ ପକାଇବାକୁ ପ୍ରୟାସ କରି ପାରନ୍ତି।

କ୍ୟାରିୟର ମାମ-ଲାରେ, କୌଣସି ସ୍ଥାନରେ ନିବେଶ କରି ପାରନ୍ତି। ଧନ ଲାଭ ହୋଇପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ।

Google

ତୁଳା ରାଶି –

ସନ୍ତାନଙ୍କ ଉନ୍ନତି ଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ।ପରିଶ୍ରମ ଅନୁପାତରେ ଅବଶ୍ୟ ଆପଣଙ୍କୁ ଫଳ ପ୍ରାପ୍ତ ହେବ। ଆପଣଙ୍କ ସାମ୍ନାରେ ଅନ୍ତରରାଷ୍ଟ୍ରୀୟ ବ୍ୟାପାରର ଅବସର ପ୍ରାପ୍ତ ହେବ। ଆର୍ଥିକ ନିବେଶ ପାଇଁ ବଜାର ଉପରେ ନଜର ରଖନ୍ତୁ। କାର୍ଯ୍ୟସ୍ଥଳରେ କୌଣସି ବ୍ୟକ୍ତିଙ୍କ ଆଡ଼କୁ ଆକର୍ଷିତ ହୋଇ ପାରନ୍ତି। ଅନାବଶ୍ୟକ ବି-ବା-ଦରେ ପଡନ୍ତୁ ନାହିଁ।

ପ୍ରେମ ମାମ-ଲାରେ, ପ୍ରେମୀ ଆପଣଙ୍କ ଉପରେ ଧ୍ୟାନ ଦେବେ ନାହିଁ। ଆପଣଙ୍କ ଭାବନାକୁ ବୁଝିବେ ନାହିଁ।

କ୍ୟାରିୟର ମାମ-ଲାରେ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ସଂ-ଘ-ର୍ଷ ସୃଷ୍ଟି ହେବ।

ସ୍ବାସ୍ଥ୍ୟ ମାମ-ଲାରେ, ରକ୍ତ ସହିତ ଜ-ଡ଼ି-ତ ସମସ୍ୟା ଦେଖା ଦେଇପାରେ।

ବିଛା ରାଶି –

ଏହି ସପ୍ତାହ ରେ ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ, ଯାହାଦ୍ଵାରା ଆପଣ ପ୍ରସନ୍ନ ରହିବେ। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ସପ୍ତାହ ସାମାନ୍ୟ ରହିବ। ଆପଣଙ୍କ ଖର୍ଚ୍ଚ ଅଧିକ ରହିବ। ତେଣୁ ବଜେଟ ଅନୁସାରେ ତା-ଳମେ-ଳ ରଖନ୍ତୁ। ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ। ବନ୍ଧୁଙ୍କ ଠାରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ନିଜର ରଚନାତ୍ମକ ପ୍ରତିଭାକୁ ଜାଗୃତ କରନ୍ତୁ। ବନ୍ଧୁଙ୍କ ତରଫରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଦୈନିକ କାର୍ଯ୍ୟ ସଫଳ ରହିବ

ପ୍ରେମ ମାମ-ଲାରେ, ପ୍ରେମ ସମ୍ବନ୍ଧକୁ ନେଇ ଅ-ସାମ-ଞ୍ଜସ୍ୟ ସ୍ଥିତି ଦେଖା ଦେଇପାରେ।

କ୍ୟାରିୟର ମାମ-ଲାରେ, ଆର୍ଥିକ ସ୍ଥିତିରେ କିଛି ପରିବର୍ତ୍ତନ ହୋଇପାରେ। ଆପଣ ପ୍ରସନ୍ନ ରହିବେ।

ସ୍ବାସ୍ଥ୍ୟ ମାମ-ଲାରେ, ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ, ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଧୁଷ ରଖିବା ଆବଶ୍ୟକ।

ଧନୁ ରାଶି –

ପରିବାର ସଦସ୍ୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ଖର୍ଚ୍ଚ ବଢିପାରେ। କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ। କୌଣସି ପୁରୁଣା ବି-ବାଦ ସମାପ୍ତ ହୋଇପାରେ। କୌଣସି କାର୍ଯ୍ୟ କରିବା ସମୟରେ ସିଘ୍ରତା କରନ୍ତୁ ନାହିଁ। ରୋଜଗାର ନଥିବା ଲୋକଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି।

ପ୍ରେମ ମାମ-ଲାରେ, ପ୍ରେମ ଜୀବନରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।

କ୍ୟାରିୟର ମାମ-ଲାରେ, ଅଫିସ ବା ବ୍ୟବସାୟରେ ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି।

ସ୍ବାସ୍ଥ୍ୟ ମାମ-ଲାରେ, ସ୍ବାସ୍ଥ୍ୟକୁ ନେଇ ଏହି ସପ୍ତାହରେ ସାବଧାନ ରୁହନ୍ତୁ।

ମକର ରାଶି –

ଏହି ସପ୍ତାହରେ ଆପଣଙ୍କର ଘରୋଇ ଖର୍ଚ୍ଚ ବଢିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ସରକାରୀ ଚାକିରୀ କରୁଥିବା ଲୋକଙ୍କ ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। ଏହି ସପ୍ତାହରେ ପତ୍ନୀ ଏବଂ ପୁତ୍ରଙ୍କ ପାଖରୁ ସୁଖଦ ସମାଚାର ପାଇବେ। ଆପଣଙ୍କର କ-ଳାତ୍ମ-କ ଏବଂ ରଚ-ନାତ୍ମ-କ କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ।

ପ୍ରେମ ମାମ-ଲାରେ, ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିଛି।

କ୍ୟାରିୟର ମାମ-ଲାରେ, ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଟଙ୍କା ମା-ମ-ଲା ସମାଧାନ ହୋଇପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

କୁମ୍ଭ ରାଶି –

ଏହି ସପ୍ତାହରେ ଆପଣ କରିଥିବା ପ୍ରତ୍ୟେକ ଯୋଜନା ସଫଳ ରହିବ। ଫାଲତୁ କାର୍ଯ୍ୟରେ ସମୟ କଟି ପାରେ। କିଛି ମାମଲାର ସମାଧାନ ହୋଇପାରେ। ଘରେ ରହି କାମ କରୁଥିବା ଲୋକଙ୍କୁ ପରିବାର ସଦସ୍ୟଙ୍କ ସହାୟତା ପ୍ରାପ୍ତ ହେବ। ପରିବାର ତଥା ବନ୍ଧୁଙ୍କ ସହିତ ସମୟ ଅତିବାହିତ କରିବେ। ରାସ୍ତାରେ ଗାଡ଼ି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ପ୍ରେମ ମାମ-ଲାରେ, ଆପଣଙ୍କ ପ୍ରେମୀ କୌଣସି କଥାରେ ଆପଣଙ୍କ ଉପରେ କ୍ରୋ-ଧ ପ୍ରଦର୍ଶନ କରି ପାରନ୍ତି ।

କ୍ୟାରିୟର ମାମ-ଲାରେ, ରୋଜଗାର ନଥିବା ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ।

ସ୍ବାସ୍ଥ୍ୟ ମାମ-ଲାରେ, ନିଜ ଶରୀର ପ୍ରତି ଧ୍ୟାନ ଦେବା ଆବଶ୍ୟକ।

Google

ମୀନ ରାଶି –

ଅନେକ ସମୟରୁ ଚାଲିଥିବା ସମସ୍ୟା ଦୂର ହେବ। ବ୍ୟବସାୟରେ ନୂଆ ଯୋଜନା ପ୍ରସ୍ତୁତ କରି ପାରନ୍ତି। ସନ୍ତାନଙ୍କ ଉନ୍ନତିରେ ଆପଣ ପ୍ରସନ୍ନ ରହିବେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ସାବ୍ୟସ୍ତ ହେବ। କୌଣସି ସମ୍ପର୍କରେ ଚାଲିଥିବା ମତଭେଦ ଦୂର ହୋଇଯିବ। ଆପଣ ନିଜର ବ୍ୟାପାରକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି , ଯାହାର ଫାଇଦା ଆପଣଙ୍କୁ ମିଳିବ। ବ୍ୟାପାର କ୍ଷେତ୍ରରେ ଅନ୍ୟ ମାନଙ୍କୁ ସମ୍ପର୍କ କରିବା ଲାଭପ୍ରଦ ରହିବ।

ପ୍ରେମ ମାମ-ଲାରେ, ପ୍ରେମ ସମ୍ବନ୍ଧ ପାଇଁ ସପ୍ତାହ ଅନୁକୂଳ ରହିବ।

କ୍ୟାରିୟର ମାମ-ଲାରେ, ଆୟ ସହିତ ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ। ସଫଳତା ପାଇଁ ଧର୍ଯ୍ୟ ରଖିବାକୁ ପଡିବ।

ସ୍ବାସ୍ଥ୍ୟ ମାମ-ଲାରେ, ପେଟ ସମ୍ବନ୍ଧୀୟ ବେ-ମା-ରୀ ଠିକ ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *