Excuse Me Odisha

ଯାହା କହିବୁ ସତ କହିବୁ

ଗୋଟିଏ ଝିଅକୁ ବିବାହ କରିବାକୁ ପହଞ୍ଚିଲେ ୭ଜଣ ବର, କରିବାକୁ ଲାଗିଲେ ମଣ୍ଡପରେ କନ୍ୟାର ଅପେକ୍ଷା କିନ୍ତୁ….

ସେୟାର୍ କରନ୍ତୁ

ମଧ୍ୟପ୍ରଦେଶରେ ଜଣେ ଝିଅଙ୍କୁ ବିବାହ କରିବା ପାଇଁ ସାତଜଣ ବର ପହଞ୍ଚିଗଲେ ଓ ନିଜର କନ୍ୟାଙ୍କୁ ଅପେକ୍ଷା କରିବାକୁ ଲାଗିଲେ। କିନ୍ତୁ ମଣ୍ଡପରେ କନ୍ୟା ପହଞ୍ଚିଲେ ନା କନ୍ୟାର ଘର ଲୋକ। ଯାହାପରେ ସାତଜଣ ବର ପୋ-ଲିସ ଥାନାରେ ପହଞ୍ଚିଗଲେ ଓ କନ୍ୟା ବି-ରୁ-ଦ୍ଧରେ ମା-ମ-ଲା ରୁ-ଜ୍ଜୁ କରିଦେଲେ। ଏହି ଆଶ୍ଚ-ର୍ଯ୍ୟକର ମା-ମ-ଲା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଘଟିଛି। ଶୁକ୍ରବାର ଭୋପାଳର କୋଲାର ଥା-ନାରେ ସାତଜଣ ବର ପହଞ୍ଚିଥିଲେ ଓ ଏହି ସାତଜଣଙ୍କର ଗୋଟିଏ ହିଁ କାହାଣୀ ଥିଲା। ଏହାପରେ ପୋ-ଲି-ସ କହିଲେକି ଯେତେବେଳେ ଆମେ ବର ନେଇ ପହଞ୍ଚିଲୁ, ସେତେବେଳେ କନ୍ୟା ଥିଲେ, ନା ତାଙ୍କ ଘରଲୋକ। ସାତଜଣ ବରଙ୍କର ଅଭିଯୋଗକ୍ରମେ ପୋ-ଲି-ସ ଏକ ମା-ମ-ଲା ରୁ-ଜ୍ଜୁ କରିଛି। ପୋ-ଲିସ ଠକଉଥିବା ସଂସ୍ଥାର ସଞ୍ଚାଳକଙ୍କ ଉପରେ ମୁ-କଦ୍ଦ-ମା ରୁ-ଜ୍ଜୁ କରିଛନ୍ତି। ପୋ-ଲି-ସଙ୍କ ଅନୁସାରେ ସଂସ୍ଥା ଏହି ସମସ୍ତ ବିବାହ କରିବା ପାଇଁ ୨୦-୨୦ ହଜାର ଟଙ୍କା ନେଇଥିଲା।

Google

ସଂସ୍ଥା ଶଗୁନ ଜନ କଲ୍ଯାଣ ସେବା ସମିତି ଏହି ସାତଜଣ ବରଙ୍କ ପାଖରୁ ୨୦ହଜାର ଟଙ୍କା ଲେଖାଏଁ ନେଇଥିଲେ ଓ ପ୍ରତିଜ୍ଞା କରିଥିଲେକି ବିବାହ କରାଇଦେବେ। ଏହାପରେ ସଂସ୍ଥା ସାତଜଣ ବରଙ୍କୁ ଗୋଟିଏ ଠିକଣା ଦେଇଥିଲେ। ଯେଉଁଠି ଏମାନେ ସମସ୍ତେ ବରଯାତ୍ରୀ ନେଇ ପହଞ୍ଚିଥିଲେ। ପୋ-ଲିସ କହିଲେକି ଗରିବ ଝିଅମାନଙ୍କର ଭଲ ପ୍ରସ୍ତାବ ଦେବା ବାହାନାରେ ପୁଅମାନଙ୍କୁ ଦେଖା ଯାଉଥିଲା। ଏହି ଝିଅଙ୍କୁ ଦେଖିକରି ବର ପକ୍ଷରେ ୨୦-୨୦ ହଜାର ଟଙ୍କାର ରେ-ଜିଷ୍ଟ୍ରେ-ସନ କରି ପଇସା ବସୁଲ କରିଥିଲେ। ପରେ ଝିଅମାନେ ପୁଅଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ। ଯେତେବେଳେକି ନିର୍ଦ୍ଧାରିତ ତାରିଖରେ ବରଯାତ୍ରୀ ନେଇ ପହଞ୍ଚିଲେ ସେତେବେଳେ ଏହି କାରଣ ଯୋଗୁଁ କେହି ମିଳିଲେ ନାହିଁ।

ଏହି ପ୍ରକାର ସେ ଅନେକ ଲୋକଙ୍କୁ ନିଜର ଶି-କାର କରିଥିଲେ। ସୂଚନା ମୁତାବିକ, ମେହଗାଁ, ଭିଣ୍ଡ ନିବାସୀ ୩୫ବର୍ଷୀୟ କେଶବ ବଘେଲ ଗୁରୁବାର ଦିନ ବରଯାତ୍ରୀ ନେଇ ଆସିଥିଲେ। କିନ୍ତୁ ଘରେ ତାଲା ପଡିଥିଲା। ଠିକଣାରେ କନ୍ୟା ନା କନ୍ୟାର ପରିବାର କେହିବି ନଥିଲେ। ଚିକିତ ହୋଇ କେଶବ କୋଲାର ଥା-ନା ପହଞ୍ଚିଗଲେ, ସେତେବେଳେ ଥା-ନାରେ ଛଅଜଣ ବର ଓ ତାଙ୍କର ପରିଜନ ମା-ମ-ଲା ରୁ-ଜ୍ଜୁ କରୁଥିଲେ। କେଶବଙ୍କ ଭିଣେଇ ଜଗଦୀଶ ଏହି ବିଷୟରେ ସୂଚନା ଦେଇ କହିଲେକି ତିନି ମାସ ପୂର୍ବେ ଭିଣ୍ଡ ଯାଇଥିଲେ। ବସଷ୍ଟାଣ୍ଡରେ ସେ ଶଗୁନ ଜନ କଲ୍ଯାଣ ସମିତିର ଏକ କାଗଜରେ ଠିକଣା ପାଇଥିଲେ। ସେହି କାଗଜରେ ଦିଆଯାଇଥିବା ନମ୍ବରରେ ସେ ଫୋନ କରିଥିଲେ। କାଗଜରେ ଲେଖାଯାଇଥିଲାକି ଗରିବ ଝିଅଙ୍କର ବିବାହ କରାଯାଏ। ଯେତେବେଳ ନମ୍ବରରେ ଫୋନ କରିଥିଲେ ଜଣେ ମହିଳା କଲ ଉଠାଇଥିଲେ। ଓ ନିଜର ରୋଷନୀ ତିଵାରୀ କହିଥିଲେ। ଫୋନରେ ରୋଷନୀ ତାଙ୍କୁ କୋଲାରର ବିନୀତ କୁଞ୍ଜ ସ୍ଥିତ ଅଫିସକୁ ଡକାଇଲେ।

Google

ଜଗଦୀଶଙ୍କ ଅନୁସାରେ ସେ ୧୬ଜାନୁୟାରୀର ଦ୍ଵିପହରେ ଅଫିସରେ ପହଞ୍ଚିଲେ। ପହଞ୍ଚିବା ପରେ ସେ ଏକ ଝିଅକୁ ଦେଖିଲେ ଯିଏକି ୨୫ବର୍ଷର ଝିଅପରି ଦେଖାଯାଉଥିଲେ। ଏହା ପରେ ପ୍ରସ୍ତାବ ଫାଇନାଲ ହୋଇଗଲା। ରୋଷନୀ ଝିଅଟିକୁ ନିଜର ଝିଅ ବୋଲି କହିଲେ। ଓ ବିବାହ କରିବା ପାଇଁ ୨୦ହଜାର ଟଙ୍କା ନେଇଥିଲେ। ନିର୍ଦ୍ଧାରିତ ତାରିଖରେ କେଶବ କୋଲାରରେ କୁହାଯାଇଥିବା ଠିକଣାରେ ପହଞ୍ଚିଲେ, ସେଠାରେ ତାଲା ପଡିଥିଲା। ସେ ରୋଷନୀ ଓ ତାଙ୍କର ସାଥୀଙ୍କୁ କଲ କଲେ, କିନ୍ତୁ ସମସ୍ତଙ୍କର ଫୋନ ବନ୍ଦ ଥିଲା। ସମିତିର ଅଫିସରେ ମଧ୍ୟ ତାଲା ପଡିଥିଲା। ପୋ-ଲିସ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଯାଞ୍ଚରେ ରିଙ୍କୁ, କୁଲଦୀପ ଓ ରୋଷନୀ ତିଵାରୀ ନାମକ ବ୍ୟକ୍ତିମାନେ ଏହି ରାକେଟକୁ ଚଲାନ୍ତି। ଏହି ଲୋକ ବିବାହ ନାମରେ ପଇସା ନେଇଥିଲେ ଓ ସମ୍ପର୍କ ସୃଷ୍ଟି କରୁଥିଲେ। ଝିଅ ପୁଅକୁ ଦେଖିବା ପରେ ବିବାହ ହେବ ବୋଲି କହୁଥିଲେ। ସେ ପୁଅମାନଙ୍କୁ କହୁଥିଲେକି ଝିଅ ମନା କରିଦେଲେ। କୁଳଦୀପ ତିଵାରୀଙ୍କ ପତ୍ନୀ ରୋଷନୀ ତିଵାରୀ ଶଗୁନ ଜନ କଲ୍ଯାଣ ସେବା ସମିତି ସଂଚାଳନ କରନ୍ତି। ରୋଷନୀ ଝିଅମାନଙ୍କର ମା ହେଉଥିଲେ। ରିଙ୍କୁ ସେନ ସଂସ୍ଥାର କର୍ମଚାରୀ ହେଉଥିଲେ।

Google

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *