Excuse Me Odisha

ଯାହା କହିବୁ ସତ କହିବୁ

ପବିତ୍ର ଦୋଳ ପୁର୍ଣିମାରେ ୫ଟି ରାଶିର ଖୋଲିବ ଭାଗ୍ୟ, ଆସିବ ଭଲ ସମୟ ।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ସେହି ୫ ଟି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ଉପରେ ଭଗବାନ କୁବେର ମହାରାଜଙ୍କର କୃପାର ବର୍ଷା ହେବାକୁ ଯାଉଛି। ଆଜିଠାରୁ ଏହି ୫ ଟି ରାଶି ମାନଙ୍କର ଭାଗ୍ୟ ଚମକି ଉଠିବ। ଆମେ ଯେଉଁ ୫ଟି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନଙ୍କର ଦୁଃଖର ଦିନ ସମାପ୍ତ ହେବାକୁ ଯାଉଛି। ଏବେ ଏମାନଙ୍କର ଭଲ ଦିନ ଆସିବାକୁ ଯାଉଛି। ତ ଆସନ୍ତୁ ଜାଣିବା ସେହି ୫ ଟି ରାଶି ମାନଙ୍କ ବିଷୟରେ।

କୁମ୍ଭ ରାଶି:-

ଏହି ରାଶିର ଜାତକଙ୍କର ଭଲ ସମୟ ଆସିବାକୁ ଯାଉଛି। ଗ୍ରହ ମାନଙ୍କର ଶୁଭ ସଂଯୋଗ ହେବା କାରଣରୁ ଏମାନଙ୍କୁ ଅଚାନକ ଧନ ପ୍ରାପ୍ତିର ଯୋଗ ବନୁଅଛି। ଏହି ରାଶିର ଲୋକଙ୍କୁ ଅଟକି ରହିଥିବା ଧନ ଫେରିବାର ସମ୍ଭାବନା ବନୁଅଛି। ଆଜି ଠାରୁ ଏମାନଙ୍କ ଜୀବନରେ ଖୁସିର ଦିନ ଆସିବାକୁ ଯାଉଛି। ଏହି ଲୋକମାନେ କୌଣସିବି କାର୍ଯ୍ୟରେ ଶୁଭାରମ୍ଭ କରିବେ ତ ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଲାଭ ଦେଖିବାକୁ ମିଳିବ। ଓ ଶୁଭ ପରିଣାମ ହିଁ ପ୍ରାପ୍ତ ହେବ।

Google

କର୍କଟ ରାଶି:-

ଏହି ରାଶିର ଜାତକ ମାନଙ୍କ ପାଇଁ ମଧ୍ୟ ଆଜି ଠାରୁ ଶୁଭ ସଂଯୋଗ ବନୁଅଛି। ଏହା ଫଳରେ ଜାତକଙ୍କର ସମସ୍ତ ସମସ୍ୟା ମାନ ଦୂର ହୋଇଯିବ। ଓ ଏମାନଙ୍କର ଆତ୍ମବିଶ୍ୱାସର ବି ବୃଦ୍ଧି ହେବ ଏବଂ ଏମାନଙ୍କର ଆର୍ଥିକ ସ୍ଥିତିର ସୁଧାର ହେବ। ଏମାନଙ୍କୁ ପରିବାରର ସମ୍ପୂର୍ଣ ସହଯୋଗ ମିଳିବ ଓ ସମସ୍ତ କାର୍ଯ୍ୟ ପୂରଣ ହେବ।

ସିଂହ ରାଶି:-

ଏହି ରାଶିର ଜାତକ ମାନଙ୍କ ପାଇଁ ଆଜିର ଦିନଟି ବହୁତ ହିଁ ପ୍ରମୁଖ ଅଟେ। ଏହି ଲୋକେ ଏବେ ନୂଆ ଲୋକଙ୍କ ସହିତ ମିଶିବେ ଯାହାକି ଆଗକୁ ଯାଇ ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏମାନଙ୍କର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଅଟକି ରହିଥିବା ଧନ ଫେରସ୍ତ ମିଳିବ।

ମେଷ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନରାଜ କୁବେର ମହାରାଜଙ୍କର ବିଶେଷ କୃପା ଦୃଷ୍ଟି ରହିବ। ଏବଂ ଏମାନଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ ଓ ତା ସହିତ ଆର୍ଥିକ ସ୍ଥିତିବି ମଜବୁତ ରହିବ। ଏହି ଲୋକମାନେ କୌଣସି ବି ନୂଆ କାର୍ଯ୍ୟ ଆରମ୍ଭ କରିବେ ତ ଏମାନଙ୍କୁ ସଫଳତା ଅବଶ୍ୟ ମିଳିବ। କିନ୍ତୁ ଏହି ରାଶିର ଜାତକ ସ୍ୱାସ୍ଥ୍ୟ ପାଇଁ ଅଳ୍ପ ସାବଧାନ ରହିବାର ଆବଶ୍ୟକତା ରହିଛି। ଦୂର ଯାତ୍ରା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

Google

ମକର ରାଶି:-

ଏହି ରାଶିର ଜାତକ ମା-ଲାମା-ଲ ହେବାକୁ ଯାଉଛନ୍ତି। ଏମାନଙ୍କର ସମସ୍ତ କାର୍ଯ୍ୟ ନିର୍ଦିଷ୍ଟ ସମୟ ପୂର୍ବରୁ ଶୀଘ୍ର ହିଁ ପୂରଣ ହୋଇଯିବ। ଯଦି ଜାତକଙ୍କର ଜୀବନରେ କୌଣସି ବି ସମସ୍ୟା ରହିଅଛି ତ ଏହି ଶୁଭ ସଂଯୋଗ କାରଣରୁ ସବୁ ସମସ୍ୟା ମାନ ଦୂର ହେବ।

ଏହା ଥିଲା ସେହି ୫ ଟି ଭାଗ୍ୟଶାଳୀ ରାଶି ଯାହାଙ୍କ ଉପରେ ଭଗବାନ ଧନରାଜ କୁବେରଙ୍କର କୃପା ବର୍ଷା ହେବାକୁ ଯାଉଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *