Excuse Me Odisha

ଯାହା କହିବୁ ସତ କହିବୁ

ମୀନ ରାଶିର ଏପ୍ରିଲ ମାସର ରାଶିଫଳ, ଜାଣନ୍ତୁ ଏପ୍ରିଲ ମାସ ମୀନ ରାଶିର ଲୋକଙ୍କ ପାଇଁ କଣ କେମିତି ରହିବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଏପ୍ରିଲ ମାସଟି ମୀନ ରାଶି ଜାତକ ମହିଳା ପୁରୁଷମାନଙ୍କର କେମିତି କଟିବ। କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଶୁଭ ଗ୍ରହ ମାନଙ୍କର ଶୁଭ କଣ ଶୁଭ ଫଳାଫଳଅଛି ଆସନ୍ତୁ ସେହି ବିଷୟରେ ଜାଣିବା।

Google

୨୦୨୧ ମସିହା ଏପ୍ରିଲ ମାସରେ ମୀନ ରାଶି ଜାତ ମହିଳା ପୁରୁଷ ମାନଙ୍କର ମଧ୍ୟମ ଶୁଭ ଫଳ ପ୍ରାପ୍ତି ହେବ। ଯାହା ଫଳରେ ପୈତୃକ ସମ୍ପତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟି ଯିବା ଫଳରେ ମାନସିକ ଏକାଗ୍ରତା ବଜାୟ ରହିବ। କୌଣସି ମହାପୁରୁଷଙ୍କର ଆଦର୍ଶ ବା ସିଦ୍ଧାନ୍ତ ଅନୁସାରେ କର୍ମ କ୍ଷେତ୍ରରେ ଆଗେଇ ପାରିବେ। ଦୁରେଇ ଯାଇଥିବା ବନ୍ଧୁ ମିତ୍ରଙ୍କ ସହିତ ସୁସମ୍ପର୍କ ବଜାୟ ହେବ। କୌଣସି ନୂତନ ବ୍ୟକ୍ତିଙ୍କୁ ଭରସା କରି କାର୍ଯ୍ୟ କଲେ ପ୍ରତିଭା ଲାଭ ପାଇବେ। ନାନା ନିତୀରେ ଫାଇଦା ଉଠାଇବା ସହ ସାମାଜିକ କ୍ଷେତ୍ରରେ ସମ୍ମାନ ବଢିବ। ପଢ଼ାପଢ଼ିରେ ମାନସିକ ଶାନ୍ତି ଦେଖାଦେବ। ଦୂର ଯାତ୍ରାରେ ଉତ୍ତମ ବିଶେଷ ଲାଭବାନ ହେବେ। ଧନଲାଭର ମାର୍ଗ ଖୋଲିଯିବ। ସ୍ୱାସ୍ଥ୍ୟରେ ଉନ୍ନତି  ଅବନତି ଲାଗି ରହିପାରେ। ପୂର୍ବ ଶତ୍ରୁମାନେ ପଛ ଘୁଞ୍ଚା ଦେବେ। କର୍ମ କ୍ଷେତ୍ରରେ ବନ୍ଧୁ ମିତ୍ରଙ୍କ ସହ ସୁସମ୍ପର୍କ ସୃଷ୍ଟି ହେବ। ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ ସଫଳତା ପାଇବେ। ଜାଗା,ଜମି,ଗୃହ ଉପକରଣ କ୍ରୟ କରିପାରନ୍ତି। ଯାନ ବହନ ମଧ୍ୟ ପ୍ରାପ୍ତି ହୋଇପାରେ। ବ୍ୟୟ ଅପେକ୍ଷା ଆୟ ଅଧିକ ହେବ। ଋଣ ମୁକ୍ତ ବା ଋଣ ପ୍ରାପ୍ତିର ସୁଯୋଗ ମଧ୍ୟ ମଧ୍ୟ ପାଇପାରିବେ। ସାମ୍ବାଦିକ ମନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟହେବେ। ପ୍ରଶାସନ, ପ୍ରକାଶକ ଅଧ୍ୟାପନା, ସାହିତ୍ୟିକ ଦୃଷ୍ଟିରୁ ଶୁଭ ଫଳ ମିଳିବ। ନିରବ ରକ୍ଷା କରି ପରିସ୍ଥିତି ହାତରେ ନିଜକୁ ସମର୍ପଣ କରିଦେବା ଉତ୍ତମ ହେବ। କେତେକ କାର୍ଯ୍ୟ ଯଜୁଲ୍ୟ ଅବସ୍ଥାରେ ରହିବ। ଅଭାବ ଅନଟନ ପାଇଁ ବ୍ୟୟ ସଙ୍କୁଚିତ ହୋଇପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନରଖିଲେ ପ୍ରତି କ୍ଷେତ୍ରରେ ମଧ୍ୟ ବିଫଳତା ପ୍ରାପ୍ତି ହୋଇପାରେ। ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ। ଗୋମାତାଙ୍କୁ କିଛି କିଛି ଖାଇବାକୁ ଦିଅନ୍ତୁ। ତାହେଲେ ଦେଖିବେ ଏ ମାସଟି ବା ୨୦୨୧ ମସିହା ଏପ୍ରିଲ ମାସଟି ବହୁତ ଭଲରେ ଭଲରେ କଟିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *