Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଭୁଲରେ ମଧ୍ୟ ଏହି କାମ କରନ୍ତୁ ନାହିଁ ନଚେତ ଭଗବାନ ହନୁମାନ କ୍ରୋ-ଧି-ତ ହୋଇପାରନ୍ତି।

ସେୟାର୍ କରନ୍ତୁ

ଭଗବାନ ହନୁମାନ ଏପରି ଏକ ଦେବତା ଯିଏ କି କଳିଯୁଗରେ ମଧ୍ୟ ପୃଥିବୀରେ ବିରାଜମାନ ଅଛନ୍ତି। ଭଗବାନ ହନୁମାନଙ୍କର ପୂଜା ଉପାସନା କଲେ କୌଣସି ବ୍ୟକ୍ତି ସମସ୍ତ ପ୍ରକାର ଭୟରୁ ମୁକ୍ତି ପାଇଥାଏ। ତାଙ୍କର ପୂଜା କରିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ଅଧିକାଂଶ ଲୋକ ହନୁମାନ ଚାଳିସା ପାଠ କରନ୍ତି। ଏହା ଲାଭଦାୟକ ହୋଇଥାଏ ତା ସହିତ ଯଦି ବଜରଙ୍ଗ ବାଣର ପାଠ କରାଯାଏ ତେବେ ଭକ୍ତମାନେ ଭଗବାନ ବଜରଙ୍ଗବାଲିଙ୍କ ଅପାର କୃପା ପାଆନ୍ତି। ମଙ୍ଗଳବାର ଭଗବାନ ହନୁମାନଙ୍କ ପାଇଁ ଉତ୍ସର୍ଗୀକୃତ। ଏହି ଦିନ ହନୁମାନଙ୍କୁ ପୂଜା କରିବା ବିଶେଷ ଲାଭଦାୟକ ହୋଇଥାଏ। ବିଶ୍ୱାସ କରାଯାଏ ଯେ ମଙ୍ଗଳବାର ପୂଜାରେ ଭଗବାନ ହନୁମାନ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ତାଙ୍କ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି। ହନୁମାନଙ୍କୁ ସଂକଟମୋଚନ କୁହାଯାଏ। ଭଗବାନ ହନୁମାନ ହେଉଛନ୍ତି ଭଗବାନ ଶ୍ରୀ ରାମଙ୍କର ଚରମ ଭକ୍ତ। ହନୁମାନଙ୍କୁ ଶିବଙ୍କର ଏକ ଅବତାର ଭାବରେ ବିବେଚନା କରାଯାଏ। ଭଗବାନ ହନୁମାନଙ୍କର ପୂଜା କରିବା ଦ୍ୱାରା ଜୀବନରେ ଆସୁଥିବା ଅସୁବିଧାରୁ ମୁକ୍ତି ମିଳିଥାଏ।

ଭଗବାନ ହନୁମାନଙ୍କର ପୂଜା ବିଧି:-

ଭଗବାନ ହନୁମାନଙ୍କର ପୂଜା ମଙ୍ଗଳବାର ଏବଂ ଶନିବାର ଦିନ କରିବା ଅତ୍ୟନ୍ତ ଫଳପ୍ରଦ ବୋଲି ବିବେଚନା କରାଯାଏ।ଭଗବାନ ହନୁମାନଙ୍କର ପୂଜା ବିଧି ପୂର୍ବକ ଭାବରେ କରାଯିବା ଉଚିତ। ଏହା କରିବା ଦ୍ୱାରା ଆପଣ ପୂଜାର ସମ୍ପୂର୍ଣ୍ଣ ଲାଭ ପାଇବେ। ମଙ୍ଗଳବାର ଉପବାସ ପାଳନ କରି ହନୁମାନଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ କରିପାରିବେ। ସକାଳେ ଗାଧୋଇବା ପରେ ହନୁମାନଙ୍କର ପୂଜା ଆରମ୍ଭ କରିବା ଉଚିତ। ହନୁମାନ ଙ୍କର ପୂଜାରେ ସ୍ୱଚ୍ଛତା ଏବଂ ନିୟମକୁ ବିଶେଷ ଧ୍ୟାନ ଦେବା ଉଚିତ। ଏହା ସହିତ ଏହି କଥାଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ।

Google

ହନୁମାନ ଚାଳିସାର ପାଠ ଭଗବାନ ହନୁମାନଙ୍କ ମୂର୍ତି କିମ୍ବା ଫୋଟ ସାମ୍ନାରେ କରିବା ଉଚିତ।

ଏହା ସହିତ ଗୋଟେ ପାତ୍ରରେ ଗଙ୍ଗାଜଳର କିଛି ବୁନ୍ଦା ଜଳରେ ମିଶେଇ ରଖିବା ଦରକାର।

ପୂଜା ପରେ ଏହି ଜଳକୁ ପ୍ରସାଦ ଭାବରେ ସେବନ କରିବା ଉଚିତ।

ଭଗବାନ ହନୁମାନଙ୍କର ପୂଜା ଆରାଧନା କରିବା ପୂର୍ବରୁ ହନୁମାନଙ୍କ ସମୁଖରେ ଚମ୍ପା ତେଲର ଦୀପ ଜଳାନ୍ତୁ।

ଭଗବାନ ହନୁମାନଙ୍କୁ ମଙ୍ଗଳବାର ଦିନ ଚୋଲା ଅର୍ପଣ କରିବା ଦ୍ୱାରା ଅଧିକ ପ୍ରସନ୍ନ ହୋଇଥାନ୍ତି।

ଏହା ସହିତ ଭଗବାନ ହନୁମାନଙ୍କୁ ଲଡୁ,ଗୁଡ଼ ଏବଂ ମୁଗର ଭୋଗ ଲଗାନ୍ତୁ।

ପୂଜା ସରିବା ପରେ ଏହାକୁ ପ୍ରସାଦ ଭାବରେ ସେବନ କରନ୍ତୁ।

Google

ଏହି ମନ୍ତ୍ରର ଜପ କରନ୍ତୁ:-

ଓଁ ହନୁମତେ ନମଃ।

ମଙ୍ଗଳବାର ଦିନ ଏହି କାମ କରନ୍ତୁ ନାହିଁ:-

ଭଗବାନ ହନୁମାନଙ୍କ ପୂଜାରେ ନିୟମର ବିଶେଷ ମହତ୍ତ୍ୱ ଅଛି। ଏହି ଦିନ ମଇଳା ଠାରୁ ଦୂରେଇ ରହିବାକୁ ହେବ।ପରିଷ୍କାର ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ପଡିବ। ମନକୁ ଖରାପ କଥା ଆସିବାକୁ ଦିଅନ୍ତି ନାହିଁ। କ୍ରୋ-ଧ ଏବଂ ଲୋଭ ଠାରୁ ଦୂରେଇ ରହିବାକୁ ହେବ। ଏହି ଦିନ କାହାରି ଅପମାନ ଏବଂ ଅନାଦର କରିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *