Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ସୋମବାର ଦିନ ଏହି ଜିନିଷ ଖାଆନ୍ତୁ ନାହିଁ। ମ-ହାପା-ପ ଲାଗିଥାଏ।

ସେୟାର୍ କରନ୍ତୁ

ସପ୍ତାହରେ ସାତ ଦିନ ହୋଇଥାଏ। ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର,ଶନିବାର । ଏହି ବାର ଗ୍ରହମାନଙ୍କ ହିସାବରେ ରଖାଯାଇଛି। ପ୍ରତ୍ୟକ ବାରର ସମ୍ବନ୍ଧ କିଛି ନା କିଛି ଦେବତାଙ୍କ ସହ ଯୋଡି ହୋଇରହିଥାଏ। ଯଦି ଆମେ ବାର ଆନୁସାରେ ସେହି ଦେବତାଙ୍କୁ ପୂଜା କରିବା ତେବେ ଆମ ଉପରେ ଭଲ ପ୍ରଭାବ ପଡ଼ିଥାଏ।

ତେବେ ଆସନ୍ତୁ ଜାଣିବା ସେହି ସବୁ ବିଷୟରେ:-

ସୋମବାର ଦିନ ଭଗବାନ ଶିବ ଏବଂ ଚନ୍ଦ୍ରମାଙ୍କର ପୂଜା କରାଯାଏ। ସୋମବାର ଦିନ ଯିଏ ବ୍ରତ କରେ ତାହା ଶୀଘ୍ର ଫଳ ଦାୟୀ ହୋଇଥାଏ। ଶିବ ଭକ୍ତ ଏହି ଦିନ ସୁଖ ସମୃଦ୍ଧି ପାଇଁ ବ୍ରତ ପାଳନ କରିଥାନ୍ତି। ଭଲ ବର ପାଇବା ନିମନ୍ତେ ସୋମବାର ଦିନ କୁଆଁରୀ ଝିଅ ମାନେ ବ୍ରତ ରଖିଥାନ୍ତି। ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଏହି ଦିନ ଗଙ୍ଗା ଜଳ ଅର୍ପଣ କରିବା ଉଚିତ। ଭଗବାନ ଶିବଙ୍କ ପ୍ରିୟ ବେଲ ପତ୍ରକୁ ମଧ୍ୟ ଚଢାଇବା ଉଚିତ। ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେଥିପାଇଁ ସୋମବାର ଦିନ ବିଶେଷ ରୂପରେ ଧଳଫୁଲ, କ୍ଷୀର, ଚଦନ ଆଦି ଅର୍ପଣ କରି ନିଜେ ମଧ୍ୟ ଧଳା ବର୍ଣ୍ଣ ବିଶିଷ୍ଠ ଖାଦ୍ୟ ଖାଆନ୍ତୁ । ଏପରି କଲେ ବିଶେଷ ଲାଭ ମିଳେ। ଏହାସହିତ ସୋମବାର ଦିନ ଧଳା ବସ୍ତ୍ର ମଧ୍ୟ ପିନ୍ଧନ୍ତୁ। ଏହାସହିତ ସୋମବାର ଦିନ କୁଆଡେ ବାହାରକୁ ଗଲେ ଆଇନା ଦେଖି ନିଶ୍ଚୟ ବହାରନ୍ତୁ ଦେଖିବେ ସବୁ ଜିନିଷ ଶୁଭ ହେବ।

Google

ଏବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଏହି ଦିନ କରିବା ଉଚିତ ନୁହଁ।

ଏହି ଦିନ ମାଂ-ସ ଖାଇବା ଉଚିତ ନୁହଁ। ଶୁଦ୍ଧ ସାତ୍ଵିକ ଖାଦ୍ୟ ଖାଆନ୍ତୁ। ସୋମବାର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। ସୋମବାର ଦିନ ମହିଳାମାନେ ମୁଣ୍ଡ ଧୁଆନ୍ତୁ ନାହିଁ। ଏହିଦିନ ଅନ୍ୟର ଅ-ପମା-ନ କରନ୍ତୁ ନାହିଁ। ଦୁଃବ୍ୟବହାର , ଅତ୍ୟାଚାର ଆଦି କିଛି ଖରାପ ଜିନିଷ କରନ୍ତୁ ନାହିଁ। ଶିବଙ୍କ କ୍ରୋ-ଧରୁ ବଞ୍ଚିବା ପାଇଁ ଏହି ସବୁ କାମ କରନ୍ତୁ ନାହିଁ। ଶିବଙ୍କ ପୂଜା ସହ ନନ୍ଦି ମହାରାଜାଙ୍କର ପୂଜା ମଧ୍ୟ ଜରୁରୀ ଅଟେ। ନନ୍ଦି ମହାରାଜାଙ୍କର ପୂଜା କରି ଚୁପଚାପ ଭାବରେ ତାଙ୍କ ଡାହାଣ କାନରେ ନିଜର ଇଛା କହିଦିଅନ୍ତୁ ଦେଖିବେ ଆପଣଙ୍କ ଇଛା ଶୀଘ୍ର ପୁର୍ଣ୍ଣ ହୋଇଯିବ। ଭଗବାନ ଶିବ ପଶୁ ପ୍ରିୟ ଅଟନ୍ତି। ଏହିଦିନ କୌଣସି ପଶୁକୁ ବାଡ଼ାନ୍ତୁ ନାହିଁ । ଏମାନଙ୍କୁ ଖାଇବାକୁ କିଛି ଦିଅନ୍ତୁ ଏବଂ ନମସ୍କାର କରନ୍ତୁ। ଶିବଙ୍କୁ କେତକୀ ଫୁଲ, କୁମୁକୁମୁ , ତୁଳସୀ ପତ୍ର, ଖଣ୍ଡିତ ବେଲ ପତ୍ର ଆଦି ଚଢାନ୍ତୁ ନାହିଁ ଏବଂ ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ। ଯଦି ଆପଣଙ୍କୁ କିଛୁ ଡର ରହୁଛି କିମ୍ବା କିଛି ଅଭାବ ରହୁଛି କିମ୍ବା କିଛି କଥାକୁ ନେଇ ଚିନ୍ତିତ ରହୁଛନ୍ତି ତେବେ ଏହି ଦିନ ମ-ହାମୃ-ତ୍ୟୁଞ୍ଜ-ୟ ମ-ନ୍ତ୍ର ଜପ କରନ୍ତୁ। ଏହି ଦିନ କୌଣସି ଗରିବ କିମ୍ବା ସାଧୁଲୋକ ଆସିଲେ ତାଙ୍କୁ ଖାଲି ହାତରେ ଛାଡ଼ନ୍ତୁ ନାହିଁ। ଜଦି ଆପଣଙ୍କ ପାଖେ ପଇସାର ଅଭାବ ରହୁଛି ତେବେ ଏହି ଦିନ ଶିବଙ୍କ ମନ୍ଦିରରେ ପ୍ରଭୁ ଶିବଙ୍କୁ 11ଟି ଦୁଦୁରା ଫୁଲ ଚଢାନ୍ତୁ। ଭଗବାନ ଶିବ ଆପଣଙ୍କ ଇଛା ନିଶ୍ଚୟ ପୁର୍ଣ୍ଣ କରିବେ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *