Excuse Me Odisha

ଯାହା କହିବୁ ସତ କହିବୁ

ମେଷ ରାଶିର ଏପ୍ରିଲ ମାସର ରାଶିଫଳ, ଜାଣନ୍ତୁ ଏପ୍ରିଲ ମାସ ମେଷ ରାଶିର ଲୋକଙ୍କ ପାଇଁ କଣ କେମିତି ରହିବ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ଏପ୍ରିଲ ମାସରେ ଗ୍ରହ ମାନଙ୍କର ସ୍ଥିତି କିପରି ରହିବ ଏବଂ ୧୨ ଟି ରାଶିର ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ କିପରି ରହିବ ଓ କିପରି ଫଳାଫଳ ଭୋଗ କରିବେ, ତାର ପ୍ରତିକାର ସ୍ବରୂପ ଅଶୁଭ ଗ୍ରହ ମାନଙ୍କ ପାଇଁ କିପରି ପ୍ରତିକାର କରିବେ ସେହି ବିଷୟରେ ଆସନ୍ତୁ ଆଲୋଚନା କରିବା। ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଆସନ୍ତା ଏପ୍ରିଲ ମାସ ମେଷ ରାଶିର ବ୍ୟକ୍ତି ବିଶେଷଙ୍କର କେମିତି କଟିବ । ଏଥିପାଇଁ ଏହି ପୋଷ୍ଟଟିକୁ ଶେଷ ଯାଏଁ ପଢନ୍ତୁ

Google

ମେଷ ରାଶିର ପୁରୁଷ ଏବଂ ସ୍ତ୍ରୀ ଲୋକଙ୍କ ପାଇଁ ଏହି ଏପ୍ରିଲ ମାସ ମଧ୍ୟମ ଧରଣର ରହିବ। ସମାଜ କଲ୍ୟାଣ ପାଇଁ ଆପଣ ନିଜକୁ ନିୟୋଜିତ କରିବେ। ଅଟକି ରହିଥିବା କାର୍ଯ୍ୟ ଉଚିତ ସମୟ ମଧ୍ୟରେ ସମ୍ପନ୍ନ ହେବ। କୌଣସି ପ୍ରଭାବଶାଳୀ ଲୋକଙ୍କ ସହିତ ପରିଚୟ ହେବ। କୋ-ର୍ଟ କ-ଚେ-ରୀ ମା-ମ-ଲାରେ ସଫଳତା ମିଳିବ। କଠିନ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ଆୟରେ ବୃଦ୍ଧି ହେବାର ଯୋଗ ରହିଛି। ବ୍ୟବସାୟ ମାମଲାରେ ଅଧିକ ଲାଭବାନ ହେବାର ସମ୍ଭାବନା ରହିଛି l ପିଲାମାନଙ୍କ କାର୍ଯ୍ୟରେ ଉନ୍ନତି ହେବ। ଘରର ଆବଶ୍ୟକତା ଉପରେ ଆପଣ ଧ୍ୟାନ ଦେଇ ପାରନ୍ତି। ଆର୍ଥିକ ମାନ୍ଦାବସ୍ଥା ଦୂର ହେବ। ଦେଇଥିବା ଧନ ଆପଣ ଫେରସ୍ତ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଅଚାନକ ଯାତ୍ରା ସୁଖଦାୟକ ସାବ୍ୟସ୍ତ ହେବ। ଅଟକି ରହିଥିବା ଧନ ଆପଣଙ୍କୁ ଖୁବ୍ ଶୀଘ୍ର ପ୍ରାପ୍ତ ହେବ। ଘରୋଇ କର୍ମଚାରୀ ମାନଙ୍କୁ ଅଧିକ ବିଶ୍ୱାସ କରିବା ଯୋଗୁଁ ମାନସିକ ଚିନ୍ତା, ବା-ଧାବି-ଘ୍ନ, ଶ-ତ୍ରୁ ଚିନ୍ତା ଦୂର ହୋଇଯିବ। ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ହେବ। ରଚନାତ୍ମକ କ୍ଷେତ୍ରରେ ରୁଚି ରଖିବେ। ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ସ୍ଵାସ୍ଥ୍ୟଗତ ସମସ୍ୟା ଦୂର ହୋଇପାରେ।ପ୍ରେମିକ ପ୍ରେମୀଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇପାରେ। ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟିତ ହେବେ। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ। ପ୍ରତ୍ୟେକ ଦିନ ଅସହାୟ ଲୋକଙ୍କୁ ଦାନ କରନ୍ତୁ ତାହେଲେ ଦେଖିବେ ଏହି ଏପ୍ରିଲ ମାସ ଆପଣଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *