Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ମାସରେ ଏହି ୫ଟି ରାଶି ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି, ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷିବ

ସେୟାର୍ କରନ୍ତୁ

ବନ୍ଧୁଗଣ ରଥର ଏପ୍ରିଲ ମାସରେ ଏହି ୫ ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଧନର ଆଗମନ ହେବ। ଏମାନଙ୍କର ଉପରେ ଏବଂ ବଡ଼ ଖୁସି ଖବର ଆପଣଙ୍କୁ ମିଳିବ। ମା ଲକ୍ଷ୍ମୀଙ୍କର ବିଶେଷ କୁପା ଆପଣଙ୍କର ଉପରେ ରହିବ। ଏବେ ଆସନ୍ତୁ ଜାଣିବା ସେହି ୫ ଗୋଟି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ।

କୁହାଯାଇକି ଗୋଟିଏ ଥର ଯଦି କେଉଁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀଙ୍କର କୃପା ହୋଇଯାଏ ସେମାନଙ୍କର ସୁଖ ଆସିବାକୁ କେହିବି ଅଟକାଇ ପାରିବେ ନାହିଁ। ତ ଆଜି ଆମେ ଆପଣଙ୍କୁ ସେହି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର ଅସୀମ କୃପା ପ୍ରାପ୍ତି ହେବାକୁ ଯାଉଛି। କୌଣସି ବି ରାଶି ମାନଙ୍କର ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହେବା କୌଣସିବି ବଡ଼ ଖୁସି ଖବର ଠାରୁ କମ ନୁହେଁ ତେବେ ମା ଲକ୍ଷ୍ମୀ ଅତି ସହଜରେ ହିଁ କାହା ଉପରେ ପ୍ରସନ୍ନ ହୁଅନ୍ତି ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛି ଯେ ଏହି ଏପ୍ରିଲ ମାସରେ ମା ଲକ୍ଷ୍ମୀ ଏହି ୫ ଗୋଟି ରାଶିର ଥିବା ଜାତକ ମାନଙ୍କ ଉପରେ ପ୍ରସନ୍ନ ଅଛନ୍ତି। ହୋଇପାରେ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରାଶି ଆପଣଙ୍କରବି ଥାଇପାରେ। ଆପଣଙ୍କର ଉପରେ କୃପା ପ୍ରାପ୍ତ ହେବ ତେବେ ଯିଏବି ମା ଲକ୍ଷ୍ମୀଙ୍କର ସଠିକ ଭାବରେ ଓ ନି-ଷ୍କପ-ଟ ଭାବରେ ଆରୋ-ଧନା କରିଥାନ୍ତି ତାଙ୍କ ଉପରେ ମା ସିଧା ହିଁ ପ୍ରସନ୍ନ ହୋଇଥାନ୍ତି। ଏବଂ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ କରିଥାନ୍ତି। ତେବେ ଏବେ ଆସନ୍ତୁ ଜାଣିବା ସେହି ୫ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ। ଯେଉଁମାନଙ୍କର ଉପରେ ମା ଲକ୍ଷ୍ମୀଙ୍କର କୃପାର ବର୍ଷା ହେବାକୁ ଯାଉଛି।

ସିଂହ ରାଶି:-

ମା ଲକ୍ଷ୍ମୀଙ୍କର କୃପା କାରଣରୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି। ଏପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଯାହାବି ସମସ୍ୟା ରହୁଥିଲା ତାହାର ଏବେ ଅନ୍ତ ହେବାର ଅଛି। ଅର୍ଥାତ ଆମେ ଯଦି ସିଧା ଅର୍ଥରେ କହିବା ଆପଣଙ୍କର ଉପରେ ମା ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ପଡୁଛି। ଏହା ସହିତ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟାବି ଦୂର ହେବାର ଅଛି। ମା ଲକ୍ଷ୍ମୀଙ୍କ କୃପା କାରଣରୁ ଆପଣଙ୍କର ଧନଧାନ୍ୟରେ ବୃଦ୍ଧି ହେବାକୁ ଯାଉଛି।

Google

ତୁଳା ରାଶି:-

ଆପଣଙ୍କର ଜୀବନରେ ଯାହାବି ଆର୍ଥିକ ସମସ୍ୟା ଚାଲୁଥିଲା ତାହା ଏବେ ଅନ୍ତ ହେବାର ଅଛି। ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷ ମାନେ ଅଧିକ ଧନ ଲାଭ ହେବାର ଦେଖିପାରିବେ। ଯେଉଁମାନେ ଚାକିରୀଟିଏ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ଅଳ୍ପ ଦିନରେ ହିଁ ଭଲ ଚାକିରୀଟିଏ ମିଳିପାରେ। ଆପଣଙ୍କର ଭଲ ସମୟର ଆରମ୍ଭ ହେବାକୁ ଯାଉଛି।

କନ୍ୟା ରାଶି:-

ଏହି ରାଶିଥିବା ବ୍ୟକ୍ତିଙ୍କ ଜୀବନରେ କିଛି ଶୁଭ ପରିବର୍ତ୍ତନ ଆସିବ। ଏପରି ପରିବର୍ତ୍ତନ ଯାହା ଫଳରେ ଏମାନଙ୍କ ଜୀବନ ପୂର୍ଣ ଭାବରେ ବଦଳିଯିବ। ସମସ୍ତ ନକ-ରାତ୍ମ-କତା ମା ଲକ୍ଷ୍ମୀଙ୍କ କୃପାରୁ ସମାପ୍ତ ହେବ ଏବଂ ପ୍ରତ୍ୟକ କାର୍ଯ୍ୟରେ ସ-କାର-ତ୍ମକ-ତା ବୃଦ୍ଧି ପାଇବ। ଯାହା କରିବେ ସେଥିରେ ସଫଳତା ନିଶ୍ଚିତ ପ୍ରାପ୍ତ ହେବ। ଗ୍ରହ ମାନଙ୍କର ସ୍ଥିତିରେ ବଡ଼ ପରିବର୍ତ୍ତନ କାରଣରୁ ଏମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଘ-ଟିବ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଏମାନଙ୍କୁ ପ୍ରାପ୍ତ ହେବ। ସଫଳତାର ମାର୍ଗରୁ ଏମାନଙ୍କୁ କେହିବି ହଟାଇ ପାରିବେ ନାହିଁ। ଏମାନଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି।

ବୃଷ ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନେ ଜୀବନରେ ଧନ ଜ-ନିତ ସମସ୍ୟା ଯାହାବି ଚାଲୁଥିଲା ତାହା ଏବେ ସବୁ ଦୂର ହୋଇଯିବ। ଏହା ସହିତ ହିଁ ଏମାନଙ୍କୁ ବହୁତ ଅଧିକ ଧନ ଲାଭର ଯୋଗ ବନୁଅଛି। ଅଚାନକ ଧନ ଲାଭର ସୁଯୋଗ ପାଇବେ। ଏହା ସହିତ ଯେଉଁମାନେ ଚାକିରୀ କ୍ଷେତ୍ରରେ ଅଛନ୍ତି ସେମାନଙ୍କ ପାଇଁ ବିଶେଷ ରୂପରେ ଅଧିକ ଲାଭ ଦେଖିବାକୁ ମିଳିବ। ବ୍ୟାପାର ବାଣିଜ୍ୟ ପାଇଁ ଆୟର ବୃଦ୍ଧି ଘ-ଟିବ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ ବଡ଼ ପରିବର୍ତ୍ତନ ଆଣିକରି ଆସୁଅଛି।

Google

କୁମ୍ଭ ରାଶି:-

ଅଟକି ରହିଥିବା କାର୍ଯ୍ୟରେ ଆଗେଇବେ। ଧନ ଲାଭ ହୋଇପାରେ। ଅଭାବ ଏଡେଇ ପାରିବେ।ଭୟରୁ ମୁକ୍ତି ପାଇବେ। ବହୁ ଦିନର ଅନୁସନ୍ଧାନରେ ସଫଳ ହେବେ। ଯାତ୍ରାରେ କୌଣସି ବି-ଘ୍ନ ଘ-ଟିବ ନାହିଁ। ଅନୁଗତଙ୍କ ଦ୍ଵାରା ଲାଭବାନ ହେବେ। ଗୃହ କାର୍ଯ୍ୟରେ ମନ ଦେବେ। ବିଚାର ବ୍ୟାଘାତ ଘଟିଲେ ମଧ୍ୟ ଆପଣ ଲାଭବାନ ହେବେ। ଶ-ତ୍ରୁ କବଳରେ ପଡିପାରନ୍ତି। ଯାତ୍ରା ଆଦିରେ ଅଫଳିତ ହେବେ। ପରିବେଶ ପୁରା ବଦଳିଯିବ। ଆପଣଙ୍କର ଆର୍ଥିକ ଅବସ୍ଥା ସୁଧୁରୀଯିବ। କୌଣସି ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇପାରନ୍ତି। ଆପଣଙ୍କର ପରିବାରରେ ସୁଖ ଶାନ୍ତିର ବାତାବରଣ ବଢି ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *