Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ଟି ରାଶିର ଲୋକଙ୍କୁ ଶନିଙ୍କ ସାଢେ଼ ସାତୀ କରିବ ହଇରାଣ, ଜାଣନ୍ତୁ କେବେ ମିଳିବ ଏଥିରୁ ମୁକ୍ତି।

ସେୟାର୍ କରନ୍ତୁ

ଶନିଦେବ ୨୯ ଏପ୍ରିଲ ୨୦୨୨ କୁ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଶନିଦେବଙ୍କ ଏହି ଗୋଚର ଦ୍ୱାରା କିଛି ରାଶିର ଶନିଙ୍କ ସାଢେ଼ ସାତୀ ଲାଗିବାକୁ ଯାଉଛି। ଯେଉଁ କାରଣରୁ ସେହି ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। କହିବାକୁ ଗଲେ ଏହି ସମୟରେ ଶନି ଗ୍ରହ ମକର ରାଶିରେ ରହିଛନ୍ତି। ଏହି ରାଶିରେ ଶନିଦେବଙ୍କ ଗୋଚର ୨୪ ଜାନୁଆରୀ ୨୦୨୦ କୁ ହୋଇଥିଲା। ଆଗାମୀ ମାସରେ ଶନି ଏହି ରାଶିରୁ ବାହାରି କୁମ୍ଭ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ସମୟ ଧନୁ, ମକର, କୁମ୍ଭ ରାଶି ଉପରେ ଶନିଙ୍କ ସାଢେ଼ ସାତୀ ରହିବ। ମିଥୁନ ଏବଂ ତୁଳା ରାଶି ଉପରେ ଶନିଙ୍କ ନଜର ରହିବ।

୨୯ ଏପ୍ରିଲ ୨୦୨୦ କୁ ଶନିଙ୍କ କୁମ୍ଭ ରାଶିରେ ପ୍ରବେଶ ହୋଇ ଧନୁ ରାଶିରେ ଶନିଙ୍କ ସାଢେ଼ସାତୀରେ ସମାପ୍ତ ହୋଇଯିବ। କିନ୍ତୁ ଧ୍ୟାନ ଦେବାର କଥା ଏହିକି ଯେ ଶନି ୨୦୨୨ ରେ ବକ୍ରୀ ଚଳନ କରି ପୁଣି ମକର ରାଶିରେ ଗୋଚର କରିବେ। ଶନିଙ୍କ ମକର ରାଶିରେ ବକ୍ରୀ ଏବଂ ମାର୍ଗୀ ହେବାଦ୍ବାରା କିଛି ସମୟ ପାଇଁ ଧନୁ ରାଶିରେ ସାଢ଼େସାତୀ ଲାଗିବ। ଯାହାକି ବର୍ଷ ୨୦୨୩ ପର୍ଯ୍ୟନ୍ତ ରହିବ।

ମକର ରାଶି ଉପରେ ଶନିଙ୍କ ସାଢ଼େସାତୀ ଚାଲୁଛି। ଯାହାକି ବର୍ଷ ୨୦୨୫ ରେ ଯାଇ ସମାପ୍ତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗୋଟେ ରାଶିରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ରହିବ। ସେହି ରାଶିରୁ ଗୋଟେ ରାଶି ପରେ ଓ ଗୋଟେ ରାଶି ପରେ ସାଢ଼େସାତୀ ର ପ୍ରଭାବ ପଡିଥାଏ। ଶନି ଯେତେବେଳେ ତିନୋଟି ରାଶିରେ ଗୋଚର କରିବେ, ସେତେବେଳେ ଦେଢ଼ ଦେଢ଼ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି। ଶନି ଯେତେବେଳେ ମୀନ ରାଶିରୁ ମକର ରାଶିର ଗୋଚର କରିବେ, ସେତେବେଳେ ମୀନ ରାଶିକୁ ଶନିଙ୍କ ସାଢ଼େସାତୀରୁ ମୁକ୍ତି ମିଳିବ।

କୁମ୍ଭ ରାଶି ଉପରେ ଏହି ସମୟ ଶନିଙ୍କ ସାଢ଼େସାତୀ ଚାଲିଛି।ଯାହାକି ସଂପୂର୍ଣ୍ଣ ଭାବରେ ୨୩ ଜାନୁୟାରୀ ୨୦୨୮ କୁ ହଟି ଯିବ। କୁମ୍ଭ ରାଶି ଉପରେ ଶନିଙ୍କ ସାଢ଼େସାତୀର ପ୍ରଥମ ଚରଣ ଚାଲିଛି। ଶନି ଯେତେବେଳେ ମେଷ ରାଶିକୁ ଆସିବେ ସେତେବେଳେ କୁମ୍ଭ ରାଶିର ଲୋକଙ୍କୁ ଏଥିରୁ ମୁକ୍ତି ମିଳିବ।

Google

କରନ୍ତୁ ଏହି ଉପାୟ ଶନି ରହିବେ ଅନୁକୂଳ –

ଯେଉଁ ରାଶି ଉପରେ ଶନିଙ୍କ ସାଢ଼େସାତୀର କୋପ ଚାଲିଛି , ସେହି ଲୋକେ ତଳେ ଦିଆଯାଇଥିବା ଉପାୟକୁ କରନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ପ୍ରଭାବ ପଡ଼ିବ।

ଶନିବାର ଦିନ ଶନିଙ୍କ ପୂଜାର୍ଚ୍ଚନା କରନ୍ତୁ ଏବଂ କଳା ତିଳ ଅର୍ପଣ କରନ୍ତୁ, ସୋରିଷ ଦାନ କରନ୍ତୁ। ସୋରିଷ ତେଲ ଏବଂ ଲୁହା ବସ୍ତୁ ଅର୍ପଣ କରନ୍ତୁ।

ଶନିବାର ଦିନ କଳା ବସ୍ତୁ ଦାନ କରନ୍ତୁ।

ଏହିଦିନ ଅଶ୍ୱତ୍ଥ ଗଛକୁ ପୂଜାର୍ଚ୍ଚନା କରନ୍ତୁ ଏବଂ ସୋରିଷ ତେଲର ଦୀପ ପ୍ରଜ୍ବଳନ କରନ୍ତୁ।

Google

ଶନିବାର ଦିନ ଶନିଦେବଙ୍କ ସହିତ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଉତ୍ତମ ବୋଲି କୁହାଯାଇଛି। ଏହାଦ୍ବାରା ଶନି ଦେବତା ପ୍ରସନ୍ନ ହୋଇ ଯାଆନ୍ତି। ହନୁମାନ ମନ୍ଦିରରେ ସୋରିଷ ତେଲ ଅର୍ପଣ କରନ୍ତୁ। ଏହାପରେ ଦୀପ ପ୍ରଜ୍ବଳନ କରି ହନୁମାନ ଚାଳିଶା ପାଠ କରନ୍ତୁ। ଏହି ଉପାୟ ଅତ୍ୟନ୍ତ କାରିଗର ସାବ୍ୟସ୍ତ ହେବ। ଏହାସହିତ ଭଗବାନ ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ।

ଶନିଙ୍କ ସାଢ଼େସାତୀ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବା ପାଇଁ କାହା ସହିତ ବିବାଦ କରନ୍ତୁ ନାହିଁ। ବଡ଼ ଲୋକଙ୍କ ସମ୍ମାନ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *